ଏହା ଭିତରୁ ବାଛନ୍ତୁ କୌଣସି ଗୋଟେ ପଥର ଓ ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା।

ଏହି ୬ଟି ପଥର ଖୋଲିଦେବ ଆପଣଙ୍କ ସମସ୍ତ ରାଜ୍, କୌଣସି ଏକ ପଥର ବାଛନ୍ତୁ ଓ ତା ପରେ ପଢନ୍ତୁ।

ଏମିତିତ ଦୁନିଆରେ ବହୁତ ପଥର ଅଛି, କିନ୍ତୁ ଆଜି ଆମେ ଆପଣଙ୍କୁ ଏମତି ଏକ ପଥର ଦେଖାଇବାକୁ ଯାଉଛୁ ଯାହାକି ଆପଣ ବାଛିବା ପରେ ନିଜ ଭବିଷ୍ୟତ ବିଷୟରେ ଜାଣିପାରିବେ। ତେବେ ଆସନ୍ତୁ ତଳେ ଦିଆ ଯାଇଥିବା ଫୋଟୋରେ 6ଟି ପଥର ଦେଖା ଯାଇଛି, ତା ମଧ୍ୟରୁ ଆପଣଙ୍କୁ ସେହି ପଥରଟି ବାଛିବାକୁ ପଡିବ ଯାହାକୁ ଆପଣ ଦେଖୁ ଦେଖୁ ଆକର୍ଷିତ ହେବେ। ଏହା କରିବା ଦ୍ଵାରା ଆପଣ ନିଶ୍ଚିତ ହୋଇଯିବେ ଯେ ସେହି ପଥର ଆପଣଙ୍କ ବିଷୟରେ କହିବାକୁ କଣ ଚାହୁଁଛି। ତେବେ ବାଛନ୍ତୁ ଗୋଟେ ପଥର ଓ ଜାଣନ୍ତୁ ନିଜ ବିଷୟରେ କିଛି ରାଜ୍।

ପ୍ରଥମ ପଥରଟିକୁ ବାଛି ଥିଲେ-

ଯଦି ଆପଣ ପ୍ରଥମ ପଥରଟି ବାଛି ଛନ୍ତି ତେବେ ଜାଣି ରଖନ୍ତୁ ଯେ ଏହାକୁ “ଅଫଲାଇଟ” ନାମରେ ଜଣାଯାଏ। ଏହି ପଥର ଏହା ଦର୍ଶାଉଛି ଯେ ଆପଣ ଏହି ସମୟରେ ସବୁଠୁ ଅଧିକ ନିଜର ସ୍ଵାଧୀନତା ପାଇଁ ଭାବୁଛନ୍ତି, ଏବଂ ଏହା ହିଁ ଆପଣଙ୍କର ସବୁଠୁ ବଡ ଚିନ୍ତା। ଏହା ଆଗରେ ଆଉ କିଛି ବି ଆପଣଙ୍କ ପାଇଁ ବଡ ନୁହେଁ। ଯଦି ଆପଣ ବହୁତ ଦିନ ଧରି କୌଣସି ସମସ୍ୟାରେ ଫାଶୀ ଛନ୍ତି ତେବେ ଆପଣ ସେଥିରୁ ମୁକ୍ତି ଚାହୁଁଛନ୍ତି, ଆପଣ ସର୍ବଦା କୌଣସି ଏକ ଜାଗାକୁ ଯିବାକୁ ଚାହୁଁଛନ୍ତି ଯେଉଁଠି କିଛି ଚିନ୍ତା ନଥିବ।

ଦ୍ଵିତୀୟ ପଥରକୁ ବାଛି ଥିଲେ-

ଯଦି ଆପଣ ଏହି ପଥର ବାଛି ଛନ୍ତି ତେବେ ଏହା ଦର୍ଶାଉଛି ଯେ ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିବାକୁ ଯାଉଛି, ଓ ବର୍ତ୍ତମାନ ଆପଣଙ୍କ ଜୀବନରୁ ନକାରାତ୍ମକ ଊର୍ଜା ବାହାରି ସକାରାତ୍ମକ ଊର୍ଜାର ପ୍ରବେଶ କରୁଛି। ଏହା ବ୍ୟତିତ ଆପଣଙ୍କ  ମଧ୍ୟରେ ବହୁତ ଗୁଡିଏ ଆଧ୍ୟାତ୍ମିକ ପରିବର୍ତ୍ତନ ମଧ୍ୟ ଆସିବ। ପ୍ରେମ ସମ୍ବନ୍ଧ ଅଧିକ ମଜବୁତ ହେବ।

ତୃତୀୟ ପଥର ବାଛିଥିଲେ-


ଯଦି ତୃତୀୟ ପଥର ବାଛିଛନ୍ତି ତେବେ ଆପଣ ଅଭୁତ ଅସସବାଦୀ ବ୍ୟକ୍ତି ଅଟନ୍ତି। ଆପଣ ନିଜର ଭବିଷ୍ୟତକୁ ଉଜ୍ଜ୍ଵଳ କରିବା ପାଇଁ କିଛି ବି କରିପାରନ୍ତି। ଏହା ତେବେ ସମ୍ଭବ ହେବ ଯେବେ ଆପଣ ଅନ୍ୟର ଭାବନାକୁ ବୁଝିପାରିବେ।

ଚତୁର୍ଥ ପଥରଟି ବାଛିଥିଲେ-


ଯଦି ଚତୁର୍ଥ ପଥରଟି ବାଛିଛନ୍ତି ତେବେ ଏହା ଦର୍ଶାଉଛି ଯେ ଆପଣଙ୍କୁ ନିଜର ପୁରୁଣା ସମ୍ପର୍କରୁ କିଛି ସମୟ ପାଇଁ ଅବସର ନେବା ଆବଶ୍ୟକ ଓ ନିଜ ଜୀବନ ଉପରେ ଧ୍ୟାନ ଦେବା ଦରକାର।

ପଞ୍ଚମ ପଥରଟି ବାଛିଥିଲେ-


ଯଦି ଆପଣ ପଞ୍ଚମ ପଥରଟି ବାଛିଚନ୍ତି ଏହା ଅର୍ଥ ଏହିକି ଯେ ଯଦି ଆପଣଙ୍କର ଅତ୍ୟନ୍ତ ନିଜର କାହାରି ମୃତ୍ୟୁ ହୋଇଛି ସେ ଆପଣଙ୍କ ପାଖେ କିଛି ସନ୍ଦେଶ ପହଞ୍ଚାଇବାକୁ ଚାହୁଛନ୍ତି। ଆପଣଙ୍କୁ ତାଙ୍କ ସନ୍ଦେଶ ଧ୍ୟାନରେ ଶୁଣିବା ଦରକାର ଓ ତାଙ୍କ କଥା ମଣିବା ଆବଶ୍ୟକ।

ଷଷ୍ଠ ପଥରଟି ବାଛିଥିଲେ-


ଯଦି ଆପଣ ଏହାକୁ ବାଛିଛନ୍ତି ତେବେ ଏହାର ଅର୍ଥ ଏହିକି ଯେ ଆପଣ ବହୁତ ରୋମାଣ୍ଟିକ ବ୍ୟକ୍ତି ଅଟନ୍ତି। ଆପଣଙ୍କ ମନରେ ଚାଲୁଥିବା ପ୍ରେମ ଭାବନା କହୁଛି ଆପଣ ବହୁତ ଜଲ୍ଦି ନିଜର ପ୍ରେମୀଙ୍କ ସହ ସାକ୍ଷାତ କରିବେ।

Leave a Reply

Your email address will not be published. Required fields are marked *