ବିବାହ କାର୍ଡରେ ମହିଳା ସବ-ଇନ୍ସପେକ୍ଟର ଲେଖିଦେଲେ କିଛି ଏପରି, ଦେଖିଲେ ଆପଣ ବି କହିବେ ସାବାସ୍

ପ୍ରତୋକ ଯୁବତୀ ଙ୍କ ର ନିଜ ବିବାହ ପାଁଇ ଅପେକ୍ଷା ରହିଥାଏ ଏବଂ ଏକ ବିବାହ ରେ ଦୁଇ ଆତ୍ମା ସହ ଦୁଇ ପରିବାର ର ବି ମିଳନ ହେଇଥାଏ I ଯେତେବେଳେ ଘର ର ଝିଅ ଧୀରେ ଧୀରେ ବଡ଼ ହେଇଥାଏ ତ ପରିବାର ଓ ସମାଜ ରୀତି ନୀତି ଅନୁସାରେ ବିବାହ କରିଥାଏ I ପ୍ରତୋକ ଯୁବତୀ ଙ୍କ ର ଏହି ସ୍ବପ୍ନ ରହିଥାଏ କି ତାଙ୍କ ସ୍ୱାମୀ ସୁନ୍ଦର ହେଇଥାଉ , ଏକ ଭଲ ଚାକିରୀ କରିଥାଉ I

ପ୍ରତୋକ ବ୍ୟକ୍ତି ଙ୍କ ର ଜୀବନ ରେ ଏହି ବିବାହ ସମୟ ଏକ ସୁନ୍ଦର ଓ ଅଭୁଲା ସ୍ମତି ରେ ଭରପୁର ହେଇଥାଏ I କେହି କେହି ବିବାହ ରେ ତ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିବାହ କରିଥାନ୍ତି I ତେବେ ଆଜିକା ସମୟ ରେ ବିବାହ କାର୍ଡ ଦେଖିକି ହିଁ ଅନୁମାନ କରି ହେଇଥାଏ କି ବିବାହ ଟି କେତେ ଚାକଚକ୍ୟ ରେ ହେଉଛି I

ରାଜସ୍ତାନ ର ଜଣେ ମହିଳା ସବ ଇନ୍ସପେକ୍ଟର ନିଜ ବିବାହ ର କାର୍ଡ ରେ ଏପରି କିଛି ଲେଖିଛନ୍ତି କି ଏହା ଦେଖି ଆପଣ ବି ଆଶ୍ଚଯ୍ୟ ହେବେ I

ଏପରି ବିବାହ କାର୍ଡ ଆପଣ ପୂର୍ବ ରୁ ଦେଖି ନ ଥିବେ I

ବିବାହ କାର୍ଡ ରେ ଆଜିକାଲି କିଛି ନା କିଛି ନୂଆ ଲେଖିବା ର ଦେଖିବାକୁ ମିଳିଛି I ଅନେକ ଲୋକେ ନିଜ ର ବିବାହ କାର୍ଡ କୁ ଭିର୍ନ ଭିର୍ନ ଢଙ୍ଗି ରେ ଡିଜାଇନ କରିଥାନ୍ତି I ତେବେ ଏହି ବିବାହ କାର୍ଡ ଟି ଆଜିକାଲି ଖୁବ ଭାଇରଲ ହେବାରେ ଲାଗିଛି I କାରଣ ଏହି କାର୍ଡ ରେ କିଛି ଟ୍ରାଫିକ ନିୟମ ର ଉଲେଖ ରହିଛି I

ଖୋଜିବା ପରେ ଜଣାଯାଇଛି କି ଏହି ବିବାହ କାର୍ଡ ଟି ରାଜସ୍ତାନ ର ଜଣେ ମହିଳା ଙ୍କ ର ବିବାହ ର କାର୍ଡ ଅଟେ ଏବଂ ଏହି ମହିଳା ରାଜସ୍ଥାନ ପୋଲିସ ରେ ସବ ଇନ୍ସପେକ୍ଟର ପଦବୀ ରେ ଅଛନ୍ତି I ଏବଂ ଏହି କାର୍ଡ ଟି ବର୍ତମାନ ଖୁବ ଚର୍ଚା ରେ ରହିଛି I

ତେବେ ଏହି ମହିଳା ପୋଲିସ ନିଜ ବିବାହ କାର୍ଡ ରେ କିଛି ଟ୍ରାଫିକ ନିୟମ ସମ୍ପର୍କ ରେ ଉଲେଖ କରିଛନ୍ତି I ଏବଂ ଟ୍ରାଫିକ ନିୟମ ଉପରେ ଜନ ସଚେତନ କରାଇଛନ୍ତି I

Leave a Reply

Your email address will not be published. Required fields are marked *