ବ୍ରଣରୁ ମୁକ୍ତି ପାଇବାର ସହଜ ଉପାୟ

ବ୍ରଣ ରୁ ମୁକ୍ତି ପାଇବା ଲାଗି ପ୍ରଥମେ ଆପଣ କୋଷ୍ଠ କାଠିନ କୁ ଦୂରଖରନ୍ତୁ ।

ଦ୍ବିତୀୟରେ ଆପଣ ଗୋଟେ କପ୍ ଗରମ ପାଣିରେ ଲେମ୍ବୁ ରସ ଓ ମହୁ ମିଶାଇ ସେବନ କରନ୍ତୁ ।

ତୃତୀୟ ଉପାୟଟି ହେଉଛି ଯେଉଁ ସ୍ଥାନରେ ଆପଣଙ୍କ ବ୍ରଣ ହୋଇଛି ସେସ୍ଥାନରେ ଲେମ୍ବୁ ରସ ଓ ସମାନ ପରିମାଣର ମରା ନଡିଆ ତେଲ ମିଶାଇ ବ୍ରଣ ଜାଗାରେ ମାରନ୍ତୁ।

ଚତୁର୍ଥ ଉପାୟଟି ହେଉଛି ଶୋଇବାକୁ ଜିବା ପୂର୍ବରୁ ବ୍ରଣ ହୋଇଥିବା ସ୍ଥାନରେ ଏକ ଥଣ୍ଡା ପଟି ଦିଅନ୍ତୁ ।

ପଞ୍ଚମ କଥାଟି ହେଲା ଲୁଣ ଖାଇବା ପୂରା କମାଇ ଦିଅନ୍ତୁ । ଏପରି କରିବା ଦ୍ବାରା ବ୍ରଣ ଆଉ ବଢିନଥାଏ ।

ଛଅରେ ରହିଛି ଜଦି ଆପଣ ଗୋଟିଏ ମାସ ଖିର ଓ ଫଳ ଖାଇବେ ତେବେ ବ୍ରଣ ଦୂର ହେବ ।

ସପ୍ତମ ଉପାୟଟି ରହିଛି ପ୍ରତି ଦିନ ସକାଳେ ଖାଲି ପେଟରେ 8 ରୁ 10 ଟି ଲିମ୍ବ ପତ୍ର ଚୋବାଇ ଖାଆନ୍ତୁ । ଏହିସବୁ ଉପାୟ ବ୍ରଣ ପାଇଁ ଖୁବ ଭଲ କାମ କରିଥାଏ ।

Leave a Reply

Your email address will not be published. Required fields are marked *