ଭାରତର ଏହି ସୁନ୍ଦର ମହିଳା ପୋଲିସ ଅଫିସର୍ ଙ୍କ ଆଗରେ ବଲିଉଡ୍ ର ହିରୋଇନ ମାନେ ମଧ୍ୟ ଫିକା ଲାଗନ୍ତି – ଜାଣନ୍ତୁ ଦେଶର ଶ୍ରେଷ୍ଠ ୫ ଜଣ ଙ୍କ ବିଷୟରେ

ଆପଣ ସମସ୍ତେ ଏ କଥା ଜାଣନ୍ତି କି ସମସ୍ତଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଆଇଏଏସ୍ ଅଫିସର୍ ଓ ଆଇପିଏସ୍ ଅଫିସର୍ ପରି ବଡ ଅଫିସର୍ ହୁଅନ୍ତୁ , ଏବଂ ତାଙ୍କ ଏହି ସ୍ୱପ୍ନ ପୂରଣ ହେବା ପାଇଁ କେତେ ବର୍ଷ ଲାଗିଥାଏ । କାରଣ ଏହି ପରୀକ୍ଷା ଏତେ କଠିନ ଯେ ଏହାକୁ ପାସ୍ କରିବା ବହୁତ କଷ୍ଟକର ହୋଇଥାଏ ।ଏବଂ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ କି ଏହି ପରୀକ୍ଷାର ପେପର୍ ଏତେ ହାର୍ଡ ହେଇଥାଏ ଯେ ତାଙ୍କୁ ପ୍ରଥମ ଥରରେ କେହି ପାର କରି ପାରନ୍ତି ନାହିଁ ।

ଏହି କାରଣରୁ ଲୋକମାନଙ୍କୁ ଦୁଇ ରୁ ଚାରି ଥର ଦେବାକୁ ପଡିଥାଏ ।ତେବେ ଯାଇ ସଫଳତା ତାଙ୍କ ହାତରେ ଲାଗିଥାଏ ।

କିନ୍ତୁ ଆଜି ଆପଣଙ୍କୁ  ଜଣାଇବାକୁ ଚାହୁଁଛୁ ଏମିତି କିଛି ଲୋକ ଅଛନ୍ତି ଯିଏକି ଦେଶର ସବୁଠୁ ବଡ ଏହି ପରୀକ୍ଷାକୁ ଏକାଥରକରେ ପାର କରିଦେଇଛନ୍ତି ।ଯାହାକି ବହୁତ ଅସୁବିଧା ହୋଇଥାଏ । ଆଜି ଆମେ ସେହି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଆଇଏଏସ୍ ଓ ଆଇପିଏସ୍ ପରୀକ୍ଷାରେ ନାଁ କମେଇଛନ୍ତି ।

ସ୍ମିତା ସଭରୱାଲ୍ :

ଏହି ଲିଷ୍ଟରେ ସବୁଠୁ ଉପର ନାମରେ ଆସୁଛି ସ୍ମିତାଙ୍କର । ଯିଏକି କେବଳ ୨୩ ବର୍ଷ ବୟସରେ ଆଇଏଏସ୍ ପରୀକ୍ଷାକୁ ସହଜ ଭାବରେ ପାସ୍ କରିଥିଲେ । ଆମେ ଆପଣଙ୍କୁ କହିଦେଉଛୁ କି ସ୍ମିତା ଅଲ୍ ଇଣ୍ତିଆ ରାଙ୍କିଙ୍ଗ୍ ରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ସେ ତାଙ୍କ ଗ୍ରାଜୁଏସନ୍ କମର୍ସରେ କରିଥିଲେ ।

ପରୀକ୍ଷାରେ ପାସ୍ ହେଲାପରେ ତାଙ୍କୁ ପ୍ରଥମ ଥର ଚିତ୍ତୋର୍ ର ଏକ ଜିଲ୍ଲାରେ ନିଯୁକ୍ତ କରାଗଲା । ସେଠାରେ ସେ ସବ୍-କଲେକ୍ଟର ଭାବେ ଅବସ୍ଥାପିତ ହେଲେ । ସେ ଆନ୍ଧ୍ରପ୍ରଦେଶର ବସତରୁ ଜିଲ୍ଲାପାଳମାନଙ୍କ ଭିତରେ ପ୍ରାୟ ଏକ ଦଶକ ଧରି କାମ କରିଥିଲେ ।ଏହାପରେ ତାଙ୍କୁ କରିମନ୍ ନଗରର ଡି ଏମ୍ ବନାଇଦିଆଗଲା ।

ମେରିନ୍ ଜୋସେଫ୍ :

ବନ୍ଧୁମାନେ ଯଦି ଆମେ ମେରିନ୍ ଜୋସେଫ୍ ଙ୍କ ବିଷୟରେ କହିବା ତେବେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ କି ଏହି ମହାଶୟା ୨୦୧୨ ମସିହାରେ ୟୁପିଏସ୍ ସି ଦ୍ୱାରା ହୋଇଥିବା ସିଭିଲ୍ ପରୀକ୍ଷାକୁ ଏକାଥରକରେ ପାସ୍ କରିଥିଲେ ।ଏବଂ ସଙ୍ଗେ ସଙ୍ଗେ ପୋଲିସ୍ ବିଭାଗରେ ନିଯୁକ୍ତି ପାଇଥିଲେ । ଦିଲ୍ଲୀର ସବୁଠୁ ଜଣାଶୁଣା କଲେଜ ସେଣ୍ଟ ଷ୍ଟିଫେନ୍ସରୁ ନିଜ ବ୍ୟାଚେଲର୍ ର ପଢା କରିଥିଲେ ଏବଂ ଆମେ ଆପଣଙ୍କୁ କହିଦେଉଛୁ କି ମେରିନ୍ ଜୋସେଫ୍ ନିଜ ବ୍ୟାଚର ସବୁଠାରୁ ଯୁବା ଅଫିସର୍ ଭାବେ ନିଯୁକ୍ତ ହୋଇଥିଲେ ।

ଟିନା ଡାବି :

ବନ୍ଧୁମାନେ ଏହାଙ୍କ ନାମ ସମସ୍ତେ ଜାଣିଥିବେ କାରଣ ଏହି ମହିଳା ଏବେ ୨୦୧୬ ମସିହାରେ ହୋଇଥିବା ୟୁପିଏସ୍ ସି ପେପରରେ ମାତ୍ର ୨୨ ବର୍ଷ ବୟସରେ ଏହି ପରୀକ୍ଷା ପ୍ରଥମଥରରେ ଟପ୍ କରି ଦେଖାଇଥିଲେ । ଆପଣଙ୍କୁ ଜଣାଇ ଦେଉଛୁ କି ଟିନାଙ୍କ ଜନ୍ମ ଭୋପାଳରେ ହୋଇଥିଲା , କିନ୍ତୁ ସେ ଯେତେବେଳେ ସପ୍ତମ ଶ୍ରେଣୀ ପଢୁଥିଲେ ସେତେବେଳେ ନିଜ ପରିବାର ସହ ଦିଲ୍ଲୀ ଆସି ଯାଇଥିଲେ । ସେ ନିଜର ସ୍କୁଲ୍ ର ପଢା “ କନ୍ ଭେଣ୍ଟ ଅଫ୍ ଜିନସ୍ ଆଣ୍ତ ମେରୀରୁ କରିଥିଲେ । ଏହାପରେ ଟିନା ଦିଲ୍ଲୀର ଶ୍ରୀରାମ କଲେଜ ଅଫ୍ କମର୍ସରେ ଆଡ୍ ମିଶନ୍ ନେଇ ସେଇଠୁ ପଲିଟିକାଲ୍ ସାଇନସ୍ରେ ଗ୍ରାଜୁଏସନ୍ କରିଥିଲେ ।

ସଂଯୁକ୍ତା ପରାଶର :

ବନ୍ଧୁଗଣ ଆମେ ଆପଣଙ୍କୁ କହୁଛୁ କି ସଂଯୁକ୍ତା ପରାଶର୍ ଆସାମର ପ୍ରଥମ ମହିଳା ଅଫିସର୍ ହୋଇଥିଲେ । ୨୦୦୬ ମସିହା ବ୍ୟାଚର ଆଇପିଏସ୍ ଅଫିସର୍ ଥିଲେ ।ସଂଯୁକ୍ତା ଦିଲ୍ଲୀ ଇନ୍ଦ୍ରପ୍ରସ୍ଥ କଲେଜରୁ ପଲଟିକାଲ୍ ସାଇନସ୍ ରେ ଗ୍ରାଜୁଏସନ୍ କରିଥିଲେ । ଏବଂ ସେ ଏକ ସନ୍ତାନର ଜନନୀ ଅଟନ୍ତି । ଏହି ମହିଳାଙ୍କ ନିଯୁକ୍ତି ୨୦୦୮ ରେ ମକୁମ୍ ରେ ଆସିଷ୍ଟାଣ୍ତ କମାଣ୍ତେଟ୍ ଭାବେ ହୋଇଥିଲା ।

ଲେଖାଟି ଯଦି ଭଲ ଲାଗିଲା ତେବ ଅନ୍ୟମାନଙ୍ କସହିତ ଶେୟାର କରନ୍ତୁ।

Leave a Reply

Your email address will not be published. Required fields are marked *