ଶନିବାରେ ନିଶ୍ଚୟ କରନ୍ତୁ ଏହି କାମ – ଶନି ଦେବ ହେବେ ପ୍ରସନ୍ନ – ହେବ ଧନର ବର୍ଷା – ଏବେହିଁ ଶେୟାର କରନ୍ତୁ ଅନ୍ୟମାନଙ୍କ ସହିତ

ଶନିଦେବଙ୍କୁ ନେଇ ଆମ ମନରେ ଅନେକ ଭୟ ଏବଂ ଦ୍ୱାରା ଥାଏ ତେଣୁ ଲୋକ ଶନିଦେବତାଙ୍କୁ ପ୍ରସନ୍ନ କରିବା ପାଇଁ କେତେ ପୂଜା ପାଠ କରନ୍ତି । ଯଦି ଜାତକରେ ଶନିଦୋଷ ଥାଏ ତେବେ ଲୋକ କେତେ ପୂଜା ବିଧି କରିଥାନ୍ତି। ଶନିଙ୍କ କୋପ ଦୃଷ୍ଟିରୁ ବଞ୍ଚିବା ପାଇଁ ଶନିବାର ଏଇ ସବୁ କରନ୍ତୁ ।

  • ଶନିବାର ଦିନ ସୂର୍ଯ୍ୟାସ୍ତ ପରେ ଦକ୍ଷିଣ ଦିଗକୁ ମୁଁହ କରି ଘରେ କିମ୍ବା ମନ୍ଦିରରେ ରାଶି ତେଲରେ ଦୀପ ଟିଏ ଶନିଦେବଙ୍କୁ ସ୍ମରଣ କରି ଜଳାନ୍ତୁ ଭଗବାନ ଶନିଦେବ ଅତ୍ୟନ୍ତ ପ୍ରସନ୍ନ ହେବେ ।
  • ଏହି ଦିନ ପୁରୁଣା ଡ଼ଙ୍ଗାର ଗୋଟିଏ କଣ୍ଟା ଆଣି ଘର ଦୁଆର ବନ୍ଧରେ ବାଡାନ୍ତୁ , ଏହାକଲେ ଶନିଦେବ ଙ୍କ କୃପା ଦୃଷ୍ଟି ପଡିଥାଏ ।
  • ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘୋଡାର ନାଲରେ ମୁଦି ତିଆରି କରି ହାତରେ ପିନ୍ଧିଲେ ଭଗବାନ ଶନିଦେବଙ୍କ କୋପ ଦୃଷ୍ଟି ପଡ଼ିନଥାଏ।
  • ସବୁ ଶନିବାରେ ଶନିଦେବଙ୍କୁ ସ୍ମରଣ କରି ପୂଜା କରନ୍ତୁ।

ଶନିବାର ଦିନ ଏଇସବୁ ଜିନିଷ ମାନିଲେ ଆପଣଙ୍କର ମଙ୍ଗଳ ହେବ।

ଲେଖାଟି ଯଦି ଭଲ ଲାଗିଲା ତେବ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ। – ଧନ୍ୟବାଦ, ଓଡିଆ ଦୁନିଆ

Leave a Reply

Your email address will not be published. Required fields are marked *