ସ୍ତ୍ରୀ ର ଏହି ସବୁ ଭୁଲ ସ୍ୱାମୀକୁ କରିଦିଏ ଭିକାରି ।

ଜାଣନ୍ତୁ ସ୍ତ୍ରୀର କେଉଁ ସବୁ ଭୁଲ ସ୍ୱାମୀକୁ କରିଦିଏ ଭିକାରି?

ହିନ୍ଦୁ ଧର୍ମ ରେ ଷୋହଳ ଟି ପ୍ରଥା ରହିଛି । ଯାହା ଭିତରୁ ବାହାଘର ପ୍ରଥା କୁ ଅନ୍ୟତମ ଓ ବିଶେଷ ଖାସ୍ ବୋଲି ମାନାଯାଏ । କାରଣ ବିବାହ ପରେ ସ୍ତ୍ରୀ ଓ ସ୍ୱାମୀ ର ଭାଗ୍ୟ ଗୋଟିଏ ହୋଇଯାଇ ଥାଏ । ଏହା ପରେ ଯେଉଁ କାମ ବି କରନ୍ତି ଭଲ ହେଉ କି ଖରାପ, ପ୍ରଭାବ ଦୁଇ ଜଣ ଙ୍କ ଉପରେ ପଡିଥାଏ। ଶାସ୍ତ୍ର ରେ ଏହି ପରି ୫ ଟି କାମ ରହିଛି ଯାହା କୁ ଭୁଲ ରେ ବି ସ୍ତ୍ରୀ କରିବା ଦ୍ୱାରା ସ୍ୱାମୀ ଗରିବ ହୋଇଥାନ୍ତି , ତାଙ୍କ ସ୍ୱାମୀ ଙ୍କ ଭାଗ୍ୟ କେବେ ବଦଳିବ ନାହିଁ, ସେ ସର୍ବଦା ଗରିବ ର ଜୀବନ ଯାପନ କରିବେ ।

କଳି ବା ଝଗଡା

ଆଜିକାଲି ର ସ୍ତ୍ରୀ ମାନେ ପ୍ରାୟ ଆଧୁନିକ ସ୍ୱଭାବ ର ହୋଇଗଲେଣି । ଆଜି କାଲି ସ୍ତ୍ରୀ ଲୋକ ଜାଣତ ରେ ହେଉ କି ଅଜାଣତ ରେ ଭୁଲ କରିଦିଅନ୍ତି। ପ୍ରଥମ ରେ ହେଉଛି ଯଦି ଘରର ସ୍ତ୍ରୀ ଲୋକ ସର୍ବଦା କଳି କରୁଛନ୍ତି ଓ କଟୁ ବାକ୍ୟ କହୁଛନ୍ତି ତେବେ ଜାଣନ୍ତୁ ଘରର ଅବସ୍ଥା କେବେ ଭଲ ହୋଇନଥାଏ । କାରଣ କଳି ଝଗଡା ଓ କଟୁ ବାକ୍ୟ ଅନ୍ୟ କୁ କଷ୍ଟ ଦେଇଥାଏ । ଯାହା ଘରର ବିନାଶ କରିଦିଏ ଓ ସର୍ବଦା ଘରେ ଅଭାବ ଲାଗି ରହେ। ତେଣୁ ଭୁଲ ରେ ଏ କାମ କରନ୍ତୁ ନାହିଁ।

ଅଧିକ ସମୟ ଶୋଇ ରହିଲେ

ଦ୍ୱିତୀୟ ରେ ଯଦି ଘରର ସ୍ତ୍ରୀ ଲୋକ ଅଧିକ ସମୟ ଶୋଇ ରୁହନ୍ତି ତେବେ ସେହି ଘର କୁ କେବେ ଲକ୍ଷ୍ମୀ ଆସନ୍ତି ନାହିଁ।

ସର୍ବଦା କିଛି ନା କିଛି ଖାଉଥିଲେ

ତୃତୀୟ ରେ ଯଦି ସ୍ତ୍ରୀ ଲୋକ ସର୍ବଦା କିଛି ନା କିଛି ଖାଉଥାଏ। ତେବେ ସେ ଘରେ ସର୍ବଦା ଅଭାବ ଲାଗି ରହେ। ଚତୁର୍ଥ ରେ ହେଉଛି ଯଦି ଘରର ସ୍ତ୍ରୀ ଲୋକ ଗାଧେଇବା ପରେ ଠାକୁରଙ୍କ ପୂଜା କରିବା ପସନ୍ଦ କରି ନଥାଏ ତେବେ ସେହି ଘରର ଭାଗ୍ୟ କେବେ ଖୋଲି ନଥାଏ।

ଘରକୁ ସଫା ନ ରଖନ୍ତି ଓ ରାତ୍ରି ଭୋଜନ ପରେ ବାସନ ପକାଇ ଶୁଅନ୍ତି

ଶେଷରେ ହେଉଛି ଯେଉଁ ସ୍ତ୍ରୀ ଲୋକ ଘରକୁ ସଫା ନ ରଖନ୍ତି ଓ ରାତ୍ରି ଭୋଜନ ପରେ ବାସନ ପକାଇ ଶୁଅନ୍ତି ସେମାନଙ୍କ ଘରକୁ ଲକ୍ଷ୍ମୀ କେବେ ଜାଆନ୍ତି ନାହିଁ । ସର୍ବଦା ଗରିବ ଜୀବନ ଯାପନ କରିବା କୁ ପଡିଥାଏ।

ଲେଖାଟି ଯଦି ଭଲ ଲାଗିଲା ତେବ ଅନ୍ୟମାନଙ୍ କସହିତ ଶେୟାର କରନ୍ତୁ।

Leave a Reply

Your email address will not be published. Required fields are marked *