ରବିବାର 02 ମଇ 2021- ସୂର୍ଯ୍ୟ ଦେବଙ୍କ କୃପାରୁ ଆଜି ଏହି 5ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କୁ ସାବଧାନ ରହିବାର ଅଛି । ଆପଣଙ୍କ ଖରଚ ବହୁତ ବଢିବ ଯେଉଁଥିରେ ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ବୋଝ ପଡିବ । ଆର୍ଥିକ ପକ୍ଷ ଆଜି ମଜଭୁତ ରହିବ । ସାମାଜିକ ସମାରୋହରେ ସାମିଲ ହେବାର ଆପଣଙ୍କୁ କଷ୍ଟର ସାମ୍ନା କରିବାକୁ ପଡିବ । କରବ ପରିସ୍ଥିତି ଆପଣଙ୍କ କଣ୍ଟ୍ରୋଲରେ ନହିଁ । ଦାଂପତ୍ଯ ଜୀବନ ପାଇଁ ଦିନ ଟିକେ କମଜୋର ରହିବ ।

ବୃଷ :- ଚାକିରିରେ ଆପଣଙ୍କ ସନମାନ ବଢିବ । ଆଜି ଶିକ୍ଷା କ୍ଷେତ୍ରରେ ଜଡିତ ଲୋକଙ୍କ ଜୀବନରେ ଭଲ ଲାଭର ଯୋଗ ରହିଛି । ପିତା ଓ ଉଚ ଅଧିକାରୀଙ୍କ ସହଯୋଗ ମିଳିବ । ଆଜି ନିଜ ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ । କୌଣସି ଜରୁରୀ ପାର୍ଟନର ଶିପ ଦିଗରେ ପ୍ରଗତି ପ୍ରଗତି ହେବାର ଯୋଗ ବନୁଛି । କୌଣସି ଦାଇତ୍ଵ ଓ ଜରୁରୀ କାମ ଆପଣଙ୍କୁ ସାରିବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ଓ ଊର୍ଜାର ସ୍ତର କାମ କାର୍ଯ୍ୟରେ ଆପଣଙ୍କ ସହଯୋଗ କରିବା ନହିଁ ।

ମିଥୁନ :- ଜୀବନ ସାଥି ତରଫରୁ କୌଣସି ଖୁସି ଖବର ଶୁଣିବାକୁ ମିଳିବ । ପରିବାରରେ ସମ୍ପତିକୁ ନେଇକି ବିବାଦ ହୋଇପାରେ । ଏଥିରୁ ବଞ୍ଚିବାକୁ ପ୍ରୟାସ କରନ୍ତୁ । ଲିଗାଲ ଡକ୍ୟୁମେଣ୍ଟ ଉପରେ ଦସ୍ତଖତ କରିବା ପୂର୍ବରୁ ତାକୁ ଠିକସେ ପଢିବା ଆବଶ୍ୟକ ଅନ୍ଯଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଦାଂପତ୍ଯ ଜୀବନ ବହୁତ ସୁଖମୟ ରହିବ । ପ୍ରେମ ବଢିବ । ବିରୋଧୀ ମାନଙ୍କ ଉପରେ ଆପଣ ହାବି ରହିବେ ।

କର୍କଟ :- ଆଜି ଘରକୁ କୌଣସି ଦୂର ସମ୍ପର୍କୀୟ ଆସିପାରେ ଯାହା ଆପଣଙ୍କୁ ବହୁତ ପ୍ରିୟ ଅଟେ । ଆଜି ଆପଣଙ୍କ ଦିନ ଭଲ ରହିବ । ଆଜି ବାର ଲୋକଙ୍କ ସହିତ ସମ୍ପର୍କ ମଧୁର ରହିବ, କିନ୍ତୁ ସହକର୍ମୀଙ୍କ ମନମାଳିନ୍ୟ ହେବାକୁ ଦିଅନ୍ତୁ ନହିଁ । ବ୍ୟାପାର ସହିତ ଜଡିତ ଜାତକଙ୍କୁ ଲାଭ ମିଳିବାର ଯୋଗ ବନୁଛି । ପିତାଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ । ଗୃହ ନିର୍ମାଣ ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ମିଳିବ ।

ସିଂହ :- ସାମାଜିକ ସ୍ତରରେ ଆପଣଙ୍କ ସନମାନ ବଢିବ । ଜୀବନସାଥି ସହିତ ଖୁସି ଖବର ମିଳିବ ଦ୍ଵାରା ପୁରା ଦିନ ମନ ପ୍ରସନ୍ନ ରହିବ । ଏହା ସହିତ ପରିବାରର ସବୁ ଲୋକ ମଧ୍ୟ ବହୁତ ଖୁସି ରହିବେ । ଶୁଭ କାର୍ଯ୍ୟରେ ଆପଣଙ୍କ ଖୁସି ବଢିବ । ଜୀବନ ସାଥି ଠାରୁ ଖୁସି ଖବର ମିଳିବ ଦ୍ଵାରା ପୁରା ଦିନ ମନ ଖୁସି ରହିବ । ଏହା ସହିତ ପରିବାରର ସବୁ ଲୋକ ପ୍ରସନ୍ନ ରହିବେ । କୌଣସି ଖାସ ବନ୍ଧୁ ଆପଣଙ୍କୁ ଆର୍ଥିକ ସାହାର୍ଯ୍ୟ କରିବାପାଇଁ କହିବ ।

କନ୍ୟା :- ପରିସ୍ଥିତି ଭରସାରେ ଚାଲିବ ଦ୍ଵାରା ମୁସ୍କିଲ ହୋଇପାରେ ଓ ଭଲ ସ୍ଥିତି ମଧ୍ୟ କଠିନରେ ପଡିପାରେ । ଆଜି ଆପଣଙ୍କୁ ଧନ ଦେବା ନେବାରେ ସାବଧାନ ରୁହନ୍ତୁ । ନିଜ କଥା ଓ ରାଗ ଉପରେ ନିୟତ୍ରାଣ ରଖନ୍ତୁ ଅନ୍ଯଥା ନିଜର ରାଗ ଓ ଭୁଲ ଚିନ୍ତା ଧାରା କାହା ଭାବନାକୁ କଷ୍ଟ ଦେବ । ନକରାତ୍ମକ ବିଚାରକୁ ମନରେ ଆସିବାକୁ ଦିଅନ୍ତୁ ନହିଁ ।

ତୁଳା :- ଆଜି ଆପଣଙ୍କୁ ଚାକିରିରେ ଅଫିସରଙ୍କ ସହଯୋଗ ମିଳିବ, କିନ୍ତୁ ସ୍ଥାନ ପରିବର୍ତନର ସମ୍ଭାବନା ବନିବ । ପରିଶ୍ରମର ପରିଣାମ ଆପଣଙ୍କୁ ଜଲ୍ଦି ମିଳିବ । ଅନ୍ୟକୁ ସାହାର୍ଯ୍ୟ କରିବେ ଓ ଏଥିରେ ଆପଣଙ୍କୁ ଖୁସି ମିଳିବ । ଆପଣ ଭାବୁଥିବା କାମ ପୁରା ହେବ । କାରିୟର ଆପଣଙ୍କ ପାଇଁ ସୁନ୍ଦର ସୁଯୋଗ ନେଇକି ଆସିଛି । ପ୍ରେମୀଙ୍କ ପାଇଁ ଆଜିର ଦିନ ଖୁସିର ଦିନ ରହିବ । ଜୀବନ ସାଥିର ସହଯୋଗ ମିଳିବ ।

ବିଛା :- ଆଜି ଆପଣଙ୍କ ଆର୍ଥିକ ପକ୍ଷ ମଜଭୁତ ରହିବ । ପରାକ୍ରମ ବଳରେ ସବୁ କାର୍ଯ୍ୟ ବନିବ । ଆଜି ଆପଣଙ୍କ ଭାଗ୍ୟ ସବୁ କାମରେ ଆପଣଙ୍କ ସାଥ ଦେବ । ବିରୋଧୀଙ୍କ ଷଡଯନ୍ତ୍ର ଅସଫଳ ରହିବ । ଆପଣଙ୍କୁ କିଛି ଏମିତି ଅନୁଭବ ହେବ ଯାହା ଏହା ପୂର୍ବରୁ କମ ହୋଇଥିବ । ଅନ୍ୟ ଦିନ ଅପେକ୍ଷା ସେହି ଦିନ ଆପଣଙ୍କ ସହକର୍ମୀ ଆପଣଙ୍କୁ ଅଧିକ ବୁଝିବାକୁ ଚେଷ୍ଟା କରିବେ ।

ଧନୁ :- ଆଜି ଆପଣ ଯାହା କିଛି କରିବାକୁ ଚାହୁଁଛନ୍ତି ସେହି ଆଡକୁ ଧର୍ଜ୍ୟର ସହିତ ପାଦ ବଢାଇବାକୁ ଡରନ୍ତୁ ନହିଁ । ଆଜି ଆପଣ ସମ୍ପର୍କ ଭିତରେ ପୁରୁଣା ଭୁଲ ବୁଝାମଣା ଦୂର କରିବେ ଓ ନୂଆ ବାଦା କରାଇବେ । କୌଣସି ବଡ ନିବେଶ କରିବା ପାଇଁ ଆପଣ ବଞ୍ଚିବାର ସଜେସନ ଦିଆଯାଉଛି । ପରିଶ୍ରମ ଓ ଅନୁଭବ ଦ୍ଵାରା କୌଣସି ନବୀନ ସ୍ଥିତିକୁ ପାଇବେ । ଆଜି ବିଷମ ପରିସ୍ଥିତିରେ ସାହସ ହରାନ୍ତୁ ନହିଁ ।

ମକର :- ପରିବାରେ ସ୍ଵାସ୍ଥ୍ୟକୁ ନେଇ ଅସୁବିଧା ଭୋଗ କରିବେ । ଖାସ କରି ମାଙ୍କ ସ୍ୱାସ୍ଥ୍ୟରେ  ହାନି ହେବ । ସନ୍ତାନ ଦାୟିତ୍ଵର ପୁର୍ତି ହେବ । ବ୍ୟବସାୟିକ ଯୋଜନାକୁ ଭଲ ମିଳିବ । ସମାଜ ଓ ପରିବାର ଦୁଇଟି କ୍ଷେତ୍ରରେ କାମ କାର୍ଯ୍ୟ ପୁରା ହେବ । ମନରେ ବହୁତ ପ୍ରକାର ଆଇଡିଆ ଆସିବ । ପାରିବାରିକ ସହଯୋଗ ରହିବ । ସମ୍ପର୍କରେ ନିକଟତା ଆସିବ ।

କୁମ୍ଭ :- ଆଜି ଆପଣ ମଧୁର ବ୍ଯବହାର ଦ୍ଵାରା ସମସ୍ତଙ୍କ ହୃଦୟ ଜିତିବେ । କାମରେ ସଫଳତା ମିଳିବା ପାଇଁ ବିଲମ୍ବ ହୋଇପାରେ । ଆଯ ବଢିବ । ପ୍ରେମ ଜୀବନ ପାଇଁ ଦିନ ଅନୁକୂଳ ରହିବ ଓ ଗୃହସ୍ଥ ଜୀବନ ପାଇଁ ଜୀବନ ସାଥି ଆପଣଙ୍କ ଲାଭର ମାର୍ଗ ଖୋଲିବେ  । ଆୟ ଓ ଖର୍ଚ ମମଳରେ ଆପଣଙ୍କୁ ଧ୍ୟାନ ଦେବା ଉଚିତ ।

ମୀନ :- ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ । ପରିବାରରେ ବାଦ ଲୋକଙ୍କ ସନମାନ କରନ୍ତୁ । ତାଙ୍କ ସହିତ ବସିକି କଥା ହୋଇ ମାମଲାକୁ ବୁଝନ୍ତୁ ଓ ପାରିବାରିକ ମୁଦା ଉପରେ ଧ୍ୟାନ ଦିଅନ୍ତୁ । କୌଣସି ଯାତ୍ରା ପାଇଁ ଦିନ ଅନୁକୂଳ ନୁହେଁ । କୌଣସି ନୂଆ କଥା, ଯୋଜନା ପାଇଁ ଦିନତି ବହୁତ ଭଲ ଅଟେ ।

Leave a Reply

Your email address will not be published. Required fields are marked *