ମଙ୍ଗଳବାର 04 ମଇ 2021- ବଜରଙ୍ଗବଲିଙ୍କ କୃପାରୁ ଆଜି ଏହି 4 ଟି ରାଶିଙ୍କୁ ମିଳିବ କିଛି ବଡ ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ବହୁତ ଦିନରୁ ଚାଲି ଆସୁଥିବା ସମସ୍ୟାର ଅନ୍ତ ଏହି ସପ୍ତାହରେ ସମାପ୍ତ ହେବ । ଯାତ୍ରା କରିବାରୁ ନିବୃତ ରୁହନ୍ତୁ । କରଜ ନେବାରୁ ଦୁରାଇ ରୁହନ୍ତୁ । ଏହି ସପ୍ତାହରେ ଆପଣଙ୍କ ପ୍ରେମ ପ୍ରସଙ୍ଗରେ ଅନୁକୂଳତା ରହିବ । ମନ ଚାହୁଁଥିବା ଚାକିରି ମିଳିବ । ବିଜନେସରେ ସଫଳତାର ଯୋଗ ବନୁଛି । ଲଗାତାର କାମରେ ଦଉଡା ଦୌଡି କାଲେ ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପଡିବ ।

ବୃଷ :- ଏହି ସପ୍ତାହରେ ଆପଣଙ୍କ କାର୍ଯ୍ୟରେ ବହୁତ ସଫଳତା ମିଳିବ । ଯଦି ମନରେ କୌଣସି ପ୍ରକାର ଟେନସନ ରହୁଛି ତେବେ ସାବୁ ଭୁଲି ପରିବାର ଲୋକଙ୍କ ସହିତ ମୌଜ ମସ୍ତି କରିବା ଉଚିତ । ଏହି ସପ୍ତାହରେ ଆପନ୍ନକ ପ୍ରେମ ସମ୍ବନ୍ଧରେ କଟୁତା ଆସିପାରେ । ଆଯର ସ୍ଥିତି ମଜବୁତ ହେବ । ବ୍ୟାପାରରେ ତେଜୀ ରହିବା ଦ୍ଵାରା ଫାଇଦା ହେବ । ଆଖିରେ ଏଲର୍ଜି ଓ ପଦ ଫୁଲିବା ଦ୍ଵାରା ସମସ୍ଯା ହୋଇପାରେ ।

ମିଥୁନ :- ଆର୍ଥିକ ଅସୁବିଧା ଚାଲୁଥିବାରୁ ଭବିଷ୍ୟକୁ ନେଇ ଚିନ୍ତିତ ରହିବେ । ପରିସ୍ଥିତିର ସାମ୍ନା କରନ୍ତୁ, କାରଣ ପଇସାଠୁ ଅଧିକ ଆପଣଙ୍କ ମନର ପ୍ରସନ୍ନତା ଅଧିକ ଗୁରୁତ୍ଵ ପୂର୍ଣ ଅଟେ । ଆପଣଙ୍କ ଖରଚ ଓ ଆପଣଙ୍କ ଆଯ ଦୁଇଟିକୁ ସନ୍ତୁଳନ କରିକି ରଖନ୍ତୁ । ଜୀବନ ସାଥି ଉପରେ କରାଯାଇଥିବା ସନ୍ଦେହ ଆପଣଙ୍କୁ ଆସୁଥିବା ଦିନ ମାନଙ୍କରେ ଆପଙ୍କ ବୈବାହିକ ଜୀବନ ଉପରେ ଖରାପ ପ୍ରଭାବ ପକାଇ ପାରେ । ନିୟମିତ ବ୍ୟାୟମ ଓ ଠିକ ଖାଦ୍ଯ ପେୟ କାରଣ ସ୍ୱାସ୍ଥ୍ୟ ଠିକ ରହିବ ।

କର୍କଟ :- ଭବିଷୟକୁ ଆହୁରି ଭଲ ବନାଇବା ପାଇଁ ଯୋଜନା ବନାନ୍ତୁ । ଏହି ସପ୍ତାହରେ ଆପଣଙ୍କ ଉପରେ ଦାୟିତ୍ଵର ଭାର ଟିକେ ଅଧିକ ରହିବ । କିନ୍ତୁ ଭୟଭୀତ ହେବାର କିଛି ନାହିଁ । ସାଙ୍ଗ ମାନଙ୍କ ସହିତ ଭଲ ସମୟ ବିତାଇବେ । ଏହି ସପ୍ତାହରେ ଆପଣଙ୍କ ଆକର୍ଷଣ ଦ୍ଵାରା ପ୍ରେମ ସମ୍ପର୍କରେ ଚେଞ୍ଜେସ ଆସିବାର ସମ୍ଭାବନା ରହିଛି । ବ୍ୟାପାରୀଙ୍କ ଦେଖା କୌଣସି ବଡ କ୍ଲାଏଣ୍ଟ ସହିତ ହୋଇବ ।

ସିଂହ :- ଏହି ସପ୍ତାହରେ ପାର୍ଟନର ଶିପ  ସହିତ ମନମାଳିନ୍ୟ  ହେବାର ଆଶଙ୍କା ରହିଛି ଯାହା ଦ୍ଵାରା ବ୍ୟବସାୟରେ ସମସ୍ଯା ଆସିପାରେ । ଆପଣଙ୍କ ନିର୍ନାୟ ନେବା କ୍ଷମତାରେ ଟିକେ କମି ହୋଇପାରେ । ଯଦି ଆପଣ ଜୀବନସାଥିଙ୍କ ସହିତ ସମ୍ପର୍କରେ ସୁଧାର ଆଣିବା ପାଇଁ ଚାହୁଁଛନ୍ତିତ ଛୋଟ ଛୋଟ କଥାର ନଜର ଅନ୍ଦାଜ କରନ୍ତୁ । ଏହି ସପ୍ତାହରେ ଚାକିରି କରିଥିବା ଲୋକଙ୍କୁ ପ୍ରମୋଶନ ମିଳିପାରେ ।

କନ୍ୟା :- ଏହି ସପ୍ତାହରେ ମିଟରଙ୍କ ସହିତ ସମ୍ପର୍କ ଖରାପ ହେବାର ସମ୍ଭାବନା ରହିଛି । ହୋଇପାରେ ଆପଣଙ୍କ ପଇସା କେଉଁଠି ଫଶୀ ପାରେ, ତାକୁ ନେଇ ଆପଣ ଟିକେ ଚିନ୍ତିତ ରହି ପାରନ୍ତି । ବସ ସହିତ ତାଳମେଳ ବହୁତ ଭଲ ରହିବ ସେ ଆପଣଙ୍କୁ କୌଣସି ପ୍ରୋଜେକ୍ଟରେ ମହତ୍ଵ ପୂର୍ଣ ଭୂମିକା ନିଭାଇବାର ସୁଯୋଗ ଦେଇ ପାରନ୍ତି । ଜୀବନ ଶୈଳୀରେ କରାଯାଉଥିବା ଚେଞ୍ଜେସ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ରହିବ ।

ତୁଳା :- ଏହି ସପ୍ତାହରେ ନିବେଶ ସମ୍ବନ୍ଧିତ ନିର୍ନୟ ଆପଣଙ୍କ ଭିତରୁ କିଛିଙ୍କ ପାଇଁ ଘାତକ ପ୍ରମାଣିତ ହେବ । ନିବେଶ କରିବା ପୂର୍ବରୁ ବିଶ୍ଵାସ ଲୋକଙ୍କ ସଜେସନ ନେବା ବହୁତ ଭଲ ହେବ । ଆର୍ଥିକ ରୂପରେ ଏହି ସପ୍ତାହ ବହୁତ ଭଲ ରହିବ । ଆପଣଙ୍କ ଜୀବନ ସାଥି ଊର୍ଜା ଓ ପ୍ରେମରେ ଭରା ରହିବେ । ଭାଗ୍ୟ ଭରସରେ ବସିବା ବଦଳରେ ଯଦି କଠିନ ପରିଶ୍ରମ କରିବେ ତେବେ ବହୁତ ଭଲ ଫଳ ମିଳିବ ।

ବିଛା :- ଆର୍ଥିକ ରୂପରେ ଏହି ସପ୍ତାହ ଟିକେ କଠିନ ରହିବ, କିନତି ଆପଣଙ୍କର ଟିକେ ଚେଷ୍ଟା ଆପଣଙ୍କୁ ସଫଳତା ଆଡକୁ ନେବ । ବିବାଦର ସାମ୍ନା କରିବାକୁ ପଡିପାରେ, କିନ୍ତୁ ବିବାଦରୁ ଆପଣଙ୍କୁ  ବହୁତ ଜଲ୍ଦି ମୁକ୍ତି ମିଳିବ ଓ ପରିସ୍ଥିତି ଆପଣଙ୍କ ଫେବରରେ ରହିବ । ପ୍ରେମ ଜୀବନ ପାଇଁ ଦିନ ବହୁତ ସୁଖଦ ରହିବ । ନିଜ ପ୍ରେମିକ ସହିତ ପ୍ରେମ ବଢିବ । ଯେଉଁ ଲୋକ ଅନଲାଇନ ବିଜନେସ କରୁଛନ୍ତି ତାଙ୍କ ପରିଶ୍ରମର ଭଲ ଫଳ ମିଳିବ ।

ଧନୁ :- ଆପଣଙ୍କ ପରିବାରର ମାହୋଲ ବହୁତ ଭଲ ରହିବ । ଆପଣ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ । ଆପଣ ଘର ଲୋକଙ୍କୁ ଆଖିରେ ରଖିଥିବେ କାରଣ କାହାର ସ୍ୱାସ୍ଥ୍ୟ ଯେମିତି ବିଗିଡି ନଯାଏ । ଘରେ ସିକ୍ଯୁରିଟି ବ୍ୟବସ୍ଥା ମଜଭୁତ ରଖନ୍ତୁ । ଏହି ସପ୍ତାହରେ ଠିକ ସମୟ ଦେଖି ନିଜ ପ୍ରେମ କୁ ନିଯେ ପ୍ରପୋଜ କରିବେ ଆଉ ସେଥିରେ ସଫଳତା ମଧ୍ୟ ମିଳିବ । ବେରୋଜଗାରି ଦୂର କରିବାର ପ୍ରୟାସ ସଫଳ ରହିବ । ଲାଭର ଅବସର ହାତକୁ ଆସିବ ।

ମକର :- ଏହି ସପ୍ତାହରେ ବିନା ବୁଝି ବିଚାରୀ ନିବେଶ କରନ୍ତୁ ନାହିଁ । ଏହି ରାଶିର ବ୍ୟାପାରୀ ବର୍ଗର ଲୋକ ଲାଭ ମିଳିବାର ଯୋଗ ବନୁଛି । ଏହା ସହିତ କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ମଧ୍ୟ ହେବ । କାର୍ଯ୍ୟ ମନ ମୁତାବକ ନ ହେବା ଦ୍ଵାରା ରାଗ ଓ ଟେନସନ ଲାଗିବ । ଆପଣ କୌଣସି ନୂଆ ନିବେଶର ନିସ୍ପତି ନେବେ । ପ୍ରେମୀ ମାନେ ନିଜ ହୃଦୟର କଥା ନିଜ ସାଥୀଙ୍କୁ କହିବେ । ଯେଉଁ ଲୋକ ଚାକିରି କ୍ଷେତ୍ରରେ ଅଛନ୍ତି ତାଙ୍କ ପରିଚୟ କ୍ଷେତ୍ରରେ ବହୁତ ଭଲ ବୃଦ୍ଧି ହେବ ।

କୁମ୍ଭ :- ଏହି ସପ୍ତାହ ଆପଣଙ୍କ ପାଇଁ ବହୁତ ବଢିଆ ରହିବ । କାରୋବର ମାମଲାରେ ସପ୍ତାହ ସାମାନ୍ଯ ରହିବ । ଏହି ସପ୍ତାହରେ କୌଣସି ପଦକ୍ଷେପ ନେବା ପୂର୍ବରୁ ଟିକେ ବିଚାର କରିବେ । ଭାଗ୍ୟ ଏବଂ ପିତାଙ୍କ ସହଯୋଗ ମିଳିବ । ଯେଉଁ ଲୋକ ପ୍ରେମ କରୁଛନ୍ତି, ତାଙ୍କୁ ସତର୍କ ରହିବାକୁ ହେବ । ନିଜ ନିଜ ଭିତରେ ଭୁଲ ବୁଝା ମଣା ହୋଇପାରେ । ବାହାର ଭୋଜନ ବା ବାସୀ ଭୋଜନ କରନ୍ତୁ ନାହିଁ ।

ମୀନ :- ଏହି ସମୟରେ ପରିବାରର ଦାୟିତ୍ଵ ପୁରା କରିବାରେ ସଫଳ ରହିବେ । ଅନ୍ୟ ଲୋକ ସହିତ ଯୁକ୍ତି କରିବା ଦ୍ଵାରା ସମସ୍ଯା ଉପୁଜି ପାରେ ଶେଠୀ ପାଇଁ ସତର୍କ ରୁହନ୍ତୁ । ଏହି ସପ୍ତାହରେ ଆପଣଙ୍କ ସ୍ଵପ୍ନ ସାକାର ହେବ । ଦାଂପତ୍ଯ ଜୀବନରେ ମଧୁରତା ରହିବ । ଏହା ସହିତ ସାଥୀକୁ ବୁଝିବାକୁ ଚେଷ୍ଟା କରିବେ ଯେଉଁଥିରେ ସମ୍ପର୍କ ମଜଭୁତ ହେବ । ନୂଆ ବ୍ୟବସାୟ ଭଲ ଚାଲିବ । ଚାକିରିରେ ଉପଲବ୍ଧି ମିଳିବ । ସ୍ୱାସ୍ଥ୍ୟ ଦ୍ରୁଷ୍ଟି କୋଣରୁ ହୃଦୟ ରୋଗୀଙ୍କୁ ଖାଇବା ପିଇବାରେ ସଂଯମତା ରଖନ୍ତୁ ।

Leave a Reply

Your email address will not be published. Required fields are marked *