ଶନିବାର 05 ଜୁନ 2021- ଶନିଦେବଙ୍କ କୃପାରୁ ଆଜି ଏହି 4 ଟି ରାଶିଙ୍କୁ ମିଳିବ ବହୁତ ବଡ ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ ।

ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜିର ଦିନରେ ଭଲ ସ୍ୱାସ୍ଥ୍ୟ ଥିବାରୁ ଆପଣ କୌଣସି ଖେଳ କୁଦରେ ଭାଗ ନେଇପାରିବେ । ଆପଣଙ୍କ ଦାୟିତ୍ଵ କିଛି ବଢିପାରେ । ଏହା ସହିତ ପରିଜନଙ୍କ ସ୍ନେହ ଓ ସମର୍ଥନ ମିଳିବା ଦ୍ଵାରା ଆପଣଙ୍କୁ ଅଧିକ ଅସୁବିଧା ଉଠାଇ ବାକୁ ପଡିବ ନହିଁ । ନୂଆ ବ୍ୟାପାର ବା ଚାକିରିର ସମ୍ଭାବନା ବନୁଛି । ଜୀବନସାଥି ସହିତ ସମ୍ପର୍କ ମଧୁର ହେବ । ବୈବାହିକ ଜୀବନ ସୁଖମୟ ରହିବ ।

ବୃଷ :- ଆଜି ଆପଣଙ୍କ ରୁଚି ଶିଖିବା କାର୍ଯ୍ୟରେ ବଢିବ । ବୌଧିକ କାର୍ଯ୍ୟ ସଫଳ ରହିବ । କାର୍ଯ୍ୟ ସିଦ୍ଧି ଅପେକ୍ଷା ନିବେଶ ଆଦିରେ ବହୁତ ଲାଭ ହେବ । ଆପଣଙ୍କ ଭିତରେ ଇମାନ୍ଦାର ଓ ଶଚା ପ୍ରେମର ଜାଦୁ କରିବାର ଶକ୍ତି ରହିଛି । ସ୍ଵାଦିଷ୍ଟ ଭୋଜନର ଆନନ୍ଦ ମିଳିବ । ଆଖି ପୀଡା ହୋଇପାରେ । ବାହନ ଦ୍ଵାରା ବିବାଦ ହୋଇପାରେ । ନୂଆ ଆର୍ଥିକ ନୀତି ବନିବ । କାର୍ଯ୍ୟ ପ୍ରଣାଳୀରେ ସୁଧାର ହେବ ।

ମିଥୁନ :- ପଇସାର ସ୍ଥିତି ସନ୍ତୋଷ ଜନକ ରହିବ । ସନ୍ତାନ ବା ଶିକ୍ଷାକୁ ନେଇକି ଯଦି ଆପଣ କୌଣସି ପ୍ରୟାସ କରୁଛନ୍ତି ତେବେ ଆପଣଙ୍କ ପରିଶ୍ରମ ଫଳ ମିଳିବ । ଆଜି ଆପଣଙ୍କୁ କୌଣସି ମହତ୍ଵ ପୂର୍ଣ ନିସ୍ପତି ନେବାକୁ ପଡିପାରେ । ସାଙ୍ଗ ଦ୍ଵାରା ଆଜି ଆପଣଙ୍କୁ ଲାଭ ହୋଇପାରେ ଆଉ ତାଙ୍କ ପିଛାରେ ଧନ ଖର୍ଚ ମଧ୍ୟ ହୋଇପାରେ ।

କର୍କଟ :- ନିଜ ପରିବାର ଲୋକଙ୍କ ଭାବନାକୁ ଦୁଃଖ ପହଞ୍ଚାଇବାରୁ ବର୍ତିବା ପାଇଁ ନିଜ ରାଗକୁ କଣ୍ଟ୍ରୋଲରେ ରଖନ୍ତୁ । ନିଜର କ୍ରୋଧୀ ବ୍ୟବହାର ପାଇଁ ବିବାଦ ବଢିବା ସହିତ କୌଣସି କାର୍ଯ୍ୟ ବିଗିଡି ଯାଇପାରେ । ଦୁଃଖ ସମାଚାର ମିଳିପାରେ । ଆପଣ କୌଣସି ନୂଆ ବିଷୟ ପଢିବା ପାଇଁ ମନ ବନାଇବେ । ଆୟର ନୂଆ ସ୍ରୋତ ପ୍ରାପ୍ତ ହୋଇପାରେ ।

ସିଂହ :- ଆଜି ଆପଣଙ୍କର କୌଣସି ନିଜ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ଆଜି କୌଣସିବି କାମକୁ କାଲୀ ପର୍ଯ୍ୟନ୍ତ ରଖନ୍ତୁ ନହିଁ । ବ୍ୟାପାର ସହିତ ଜଡିତ ଜାତକଙ୍କୁ ଆଜି ଆୟରୁ ଅଧିକ ଖର୍ଚ ହେବାର ସମ୍ଭାବନା ରହିଛି । ବହୁତ ସମଯରୁ ଅଟକି ଥିବା ଲାଭ ଓ କରଜ ଆଦି ଆପଣଙ୍କୁ ମିଳିବ । ଘରର ବାତାବରଣ ଆଜି କିଛି ଠିକ ରହିବ ନହିଁ । ପରିଜନ ଆପଣଙ୍କ ଉପରେ ଖୁସି ରହିବେ ନହିଁ ।

କନ୍ୟା :- ଆଜି ଭାବି ଚିନ୍ତି ବ୍ୟୟ କରନ୍ତୁ । ସରକାରୀ କାମ କାର୍ଯ୍ୟରେ କିଛି ଲାଭର ଅବସର ମିଳିବ । କୌଣସିବି ମାମଲାରେ ବ୍ୟସ୍ତତା ବା ରାଗରେ ନିସ୍ପତି ନିଅନ୍ତୁ ନହିଁ । ଆପଣଙ୍କୁ ରଚନାତ୍ମକ କାମରେ ରୁଚି ବଢିବ । ପାରିବାରିକ ଜୀବନ ଠିକ ରହିବ । ସ୍ୱାସ୍ଥ୍ୟ ପ୍ରତି ସଚେତ ରହିବାର ଆବଶ୍ୟକ ରହିଛି ।

ତୁଳା :- ମା କିମ୍ବା ଭାଇ ଭଉଣୀଙ୍କ ସହିତ ମତଭେଦ ହେବାର ସମ୍ଭାବନା ରହିଛି । ପେଟ ବା ସ୍କିନ ସହିତ ଜଡିତ ରୋଗ ହୋଇପାରେ । କାହା ସହିତ ବାଦ ବିବାଦ ହୋଇପାରେ । ଦାଂପତ୍ଯ ଜୀବନରେ ମାଧୁର୍ଯ୍ୟ ବନିବ । ପ୍ରେମ ଜୀବନରେ ବିରହର ସାମ୍ନା କରିବାକୁ ପଡିପାରେ । କାର୍ଯ୍ୟର ପୂର୍ଣତା ଖୁସି ବା ପ୍ରସନ୍ନତାରେ ବୃଦ୍ଧି ହେବ । ନୂଆ ଜିନିଷର ଚେଷ୍ଟା କରିବା ଓ ରିସ୍କ ଉଠାଇବାକୁ ଏହା ଗୋଟିଏ ଭଲ ଦିନ ଅଟେ ।

ବିଛା :- ଆଜି ଆପଣ ଅନ୍ୟକୁ ମୁସ୍କିଲ ସମସ୍ୟାରୁ ବାହାରକୁ ବାହାର କରିବା ପାଇଁ ରାସ୍ତା ଦେଖାଇବ । ଆଜି ଗୃହ ସମ୍ବନ୍ଧୀୟ ବସ୍ତୁ ପ୍ରାପ୍ତ କରିବା ପାଇଁ କଠିନ ହୋଇପାରେ । ଆଜି ଆପଣ ଏକାନ୍ତରେ ସମୟ ବ୍ଯତୀତ କରନ୍ତୁ ନହିଁ । ପିଲା ସହିତ ଭଲ ସମୟ ବ୍ଯତୀତ କରି ଆପଣ ଶାନ୍ତିରେ ସମୟ ବିତାଇବେ । ଆଜି କୌଣସି ଏମିତି ବ୍ୟକ୍ତି ସହିତ ଦେଖା ହୋଇବ ଯାହା ଆପଣଙ୍କୁ ବିଜନେସରେ ବହୁତ ଫାଇଦା ହୋଇବ ।

ଧନୁ :- ଧନ ଖର୍ଚ ହେବାର ସମ୍ଭାବନା ରହିଛି । ଆଜି ଆପଣ ନିଜର ମାର୍ଗ ଦର୍ଶନ ପାଇଁ ନିଜର ଆଧ୍ୟାତ୍ମିକ ମାନ୍ୟତାର ସାହାର ନେବେ । ହୋଇପାରେ ଆପଣ କୌଣସି ଆଧ୍ୟାତ୍ମିକ ବ୍ୟକ୍ତି ଠାରୁ ସଜେସନ ନେବେ । କିଏ ଆପଣଙ୍କୁ କୋର୍ଟ କେସରେ ଫସାଇ ପାରେ । ବୈବାହିକ ଜୀବନ ପାଇଁ ଏହା ବହୁତ ବଢିଆ ଦିନ ଅଟେ । ଏହା ସହିତ ବହୁତ ଭଲ ସନ୍ଧ୍ଯା ସମୟ କାଟିବା ପାଇଁ ଯୋଜନା ବନାନ୍ତୁ । ଆଜି ଆପଣଙ୍କୁ ଟେନସନରୁ ମୁକ୍ତି ମିଳିବ ।

ମକର :- ଆଜି କାର୍ଯ୍ୟ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ରହିବ । ପରିଶ୍ରମର ଅଧିକତା ରହିବ । ପରିଶ୍ରମ ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ । ଅଫିସରେ ଆପଣଙ୍କୁ ଆଜି ସହଯୋଗ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ବିଦ୍ୟାର୍ଥୀଙ୍କ ମନ ପାଠ ପଢାରେ ଲାଗିବ । କୌଣସି ପୁରୁଣା ଲେନଦେନ ଆପଣ ଭୁଲି ଯାଇଥିଲେ ତାର ଲାଭ ଆଜି ମିଳିବ । ସ୍ଵାସ୍ଥ୍ୟରେ କିଛି ଖରାପ ହୋଇପାରେ ।

କୁମ୍ଭ :- ଆଜି ମିଛ ପ୍ରସ୍ତାବରେ ଫସନ୍ତୁ ନହିଁ । ଆଜି ବ୍ୟବସାୟରେ ନିବେଶ କରିବା ପୂର୍ବରୁ ବହୁତ ଭଲ ଭାବରେ ପରଖି ନିଅନ୍ତୁ । ଚାକିରି କରିଥିବା ଲୋକଙ୍କ ପାଇଁ ଟିକେ ସଂଯମତା ରକ୍ଷା କରନ୍ତୁ । ଆଜି ଛୋଟ କଥା ବଡ ରୂପ ଯେମିତି ନହେଉ ଶେଥି ପ୍ରତି ସତର୍କ ରୁହନ୍ତୁ । ଆଜି ନିଜଣଷଠି ସହିତ ମତଭେଦ କରନ୍ତୁ ନହିଁ ।

ମୀନ :- ଆଜି ଆପଣ ବିରୋଧୀ ମାନଙ୍କ ଉଓରେ ବିଜଯ ଲାଭ କରିବେ । ପରିବାରରେ ସୁଖ ଶାନ୍ତିର ମାହୋଲ ବନିବ । ଆଜି ସନ୍ତାନଙ୍କ ତରଫରୁ ସୁଖ ସମମାଚାର ମିଳିବ । ଲେଖା ପଢା ମାମଲାରେ ଲାଭ ହେବ । ସାମାଜିକ ଦାୟିତ୍ଵର ପୁର୍ତି ହେବ । ସ୍ଵାସ୍ଥ୍ୟରେ ଭଲମନ୍ଦ ଲାଗିରହିବ ।

Leave a Reply

Your email address will not be published. Required fields are marked *