ରବିବାର 06 ଜୁନ 2021- ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ ।

ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣଙ୍କ ରୋମାଣ୍ଟିକ ପ୍ରବୃତି ଉଜାଗର ହେବ । ଅଧ୍ୟୟନରେ ଆସୁଥିବା ବାଧା ଦୂର ହେବ । ଲିଭର ଓ ହାଡ ସହିତ ଜଡିତ ସମସ୍ଯା ହୋଇପାରେ । ପ୍ରତିଦିନର କାମରେ ପ୍ରତିବନ୍ଧକ ଆସିପାରେ । ସାବଧାନ ସହିତ କାମ କରି ବିବାଦରୁ ବଞ୍ଚିତ ରୁହନ୍ତୁ । ପ୍ରେମ ଜୀବନରେ ଖୁସି ଆସିବ । ଆଜି ଆପଣ ସାଙ୍ଗ ଓ ପରିବାର ଆବଶ୍ୟକରେ ଫସି ପାରନ୍ତି । କାମ କରିବାରେ ମୁସ୍କିଲ ଆସିପାରେ ।

ବୃଷ :- ଆବଶ୍ୟକରୁ ଅଧିକ ଭାବୁକ ହେବା ଆପଣଙ୍କ ଦିନ ବିଗିଡି ଯାଇପାରେ । ଆଜି ବ୍ୟବସାୟରେ ପ୍ରଗତି ଆଡକୁ ଅଗ୍ରସର ହେବେ । ପାଖ ଲୋକଙ୍କ ପ୍ରତି ସମ୍ପର୍କରେ ମଜଭୁତ ଆସିବ । ଆଜି ସ୍ୱାସ୍ଥ୍ୟ ପାଇଁ ଦିନ ବହୂତ ଭଲ ରହିବ, ଶେଥିପାଇଁ ଦାୟିତ୍ଵ ହୀନତା କରନ୍ତୁ ନହିଁ । ପରିବାର ସହିତ ଜଡିତ ସାଙ୍ଗ ଆପଣଙ୍କ ସାଥ ଦେବେ । ବ୍ୟବସାୟରେ କୌଣସି ପୁରୁଣା ସମ୍ବନ୍ଧକୁ ନେଇ ଚିନ୍ତା ଆସିପାରେ ।

ମିଥୁନ :- ଆଜି ବେକାର ଖର୍ଚହେବାର ସମ୍ଭାବନା ରହିଛି । ନିଜ ଜୀବନରେ କିଛି ସମସ୍ଯା ରହିପାରେ । ଜୀବନସାଥି ସହିତ ମତଭେଦ ହୋଇପାରେ । ବହୁତ ଭଲ ହେବ ଆପଣ ନିଜ ଜୀବନ୍ସାଥିର କଥାକୁ ବୁଝିବାକୁ ଜାଣିବାକୁ ଚେଷ୍ଟା କରନ୍ତୁ । ନିଜ ମନ କଥା ବା କୌଣସି ପ୍ଲାନିଂ କାହା ସହିତ ସେୟାର କରନ୍ତୁ ନହିଁ । ଅଫିସ ବା ୱର୍କ ପ୍ଲେସ ରେ ସମସ୍ଯା ଆସିପାରେ । କିଛି ନୂଆ ବ୍ୟବସାୟର ଆରମ୍ଭ କରିବେ ।

କର୍କଟ :- ସନ୍ତାନଙ୍କ ଠୁ କୌଣସି ଶୁଭ ସମାଚାର ମିଳିବ । ଜୀବନରେ ଉନ୍ନତିର ନୂଆ ଅବସର ପ୍ରାପ୍ତ ହେବ । ଖର୍ଚ ଅଧିକତା ଲାଗି ଚିନ୍ତା ଗ୍ରସ୍ତ ରହୁଛନ୍ତି । କରଜ ନେବା ପଡିପାରେ । ବ୍ୟାପାର, ଚାକିରି, ଚାକିରିରେ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିପାରେ । ପ୍ରେମ ଜୀବନରେ ଦୂରତାର ସାମ୍ନା କରିବାକୁ ପଡିପାରେ । ବ୍ୟବସାୟରେ ଆଜି ଆପଣଙ୍କୁ ଫାଇଦା ମିଳିପାରେ । ବିନା ଭାବି ଚିନ୍ତି କରିଥିବା ନିବେଶରେ ଧନ ହାନି ଶମ୍ଭବ ଅଟେ ।

ସିଂହ :- ଆଜି ଆପଣଙ୍କୁ ଭାବିବାରେ ଚେଞ୍ଜେସ ଆସିପାରେ । କାର୍ଯ୍ୟ ସ୍ଥଳରେ କିଛି ଲୋକ ବାଧା ଆଣିପାରନ୍ତି । ଦେବାନେବାରେ ସାବଧାନ ରୁହନ୍ତୁ । ଶଶୁର ଘର ପକ୍ଷରୁ ଅଶୁଭ ଖବର ମିଳିପାରେ । ଆଜି ଆପଣ ସାମ୍ନାରେ ଆସୁଥିବା ସୁଯୋଗର ଫାଇଦା ଉଠାଇବେ । କଠିନ ସମସ୍ୟାର ସାମ୍ନା କରିବାକୁ ପଡିବ । ରୋଜଗାର ମିଳିବାର ସମ୍ଭାବନା ଭିତରେ ନିବେଶ ଶୁଭ ରହିବ ।

କନ୍ୟା :- ଆଜି ଗୃହଉପଯୋଗୀ ଜିନିଷରେ ବୃଦ୍ଧି ହେବ । ଆଜି ବହୁତ ସକ୍ରିୟ ଓ ଊର୍ଜାବାନ ଅନୁଭବ କରିବେ । ଆଜି ବହୁତ ବିଚାର କରିବା ପରେ ସମସ୍ୟାର ସମାଧାନ ହେବ । ଅତ୍ୟଧିକ ବ୍ୟସ୍ତତା କାରଣରୁ ମାନସିକ ଥକାପଣ ଦୂର ହେବ । ମନୋବଳ ଓ କାର୍ଯ୍ୟ କ୍ଷମତାରେ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ ଦଉଡା ଦୌଡି ହୋଇପାରେ ।

ତୁଳା :- ତୁଳା ରାଶିର ଲୋକ ଆଜି ନିଜ କାମ ଠିକସେ କରନ୍ତୁ ଓ ଆଉ ନିଜକୁ ସଂଯମ ରଖନ୍ତୁ । ଆଟିକା ମାମଲାରେ ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଆଜି ବହୁତ ଦିନ ପରେ ଆପଣ ମୌଜ ମସ୍ତି କରିବେ ଆଉ ବହୁତ ମଧ୍ୟ ଖର୍ଚ କରିବେ । ଶତ୍ରୁ ମାନଙ୍କ ଠାରୁ ସମ୍ଭାଳିକି ରୁହନ୍ତୁ ।

ବିଛା :- ବିଜନେସ ଓ କାରିୟର ମାମଲାରେ ଭାଗ୍ୟ ଆପନ୍ନକ ସାଥ ଦେବ । ସାଙ୍ଗ ମାନଙ୍କ ସହିତ ଆଜି ଆପଣ ବହୁତ ଭଲ ସମୟ ବ୍ଯତୀତ କରିବେ । ଇମାନ୍ଦାରୀ ଦ୍ଵାରା କାମ କରିବା ଦ୍ଵାରା ଆଜି ଆପଣ ବହୁତ ସଫଳତା ପାଇବେ । ଆଜି ନିଜ ଦାୟିତ୍ଵକୁ ନିଭାଇବା ପାଇଁ ଚେଷ୍ଟା କରନ୍ତୁ । ଯୁବକ ମାନଙ୍କ ପାଇଁ ପ୍ରେମ ଜୀବନରେ ବିବାଦ ଆସିପାରେ ।

ଧନୁ :- ଆଜି ପରିବାରରେ ଖୁଶିର ମହୋଲ ରହିବ । ଜୀବନ ସାଥି ସହିତ ଭୁଲ ବୁଝାମଣା ହେବା ଦ୍ଵାରା ଆଜି ଆପଣ ବହୁତ ଚିନ୍ତାରେ ରହିବେ । ବ୍ୟବସାୟ ସହିତ ଜଡିତ କୌଣସି ନିସ୍ପତି ନେବା ସମୟରେ ଆପଣ ସାବଧାନ ରୁହନ୍ତୁ । ଆର୍ଥିକ ସଫଳତାର ଭଲ ଯୋଗ ବନୁଛି । ପ୍ରତିଦିନର କାର୍ଯ୍ୟ ପୁରା ହେବା ପାଇଁ ପ୍ରତିବନ୍ଧକ ଆସିପାରେ ।

ମକର :- ନିବେଶ ଲାଭଦାୟକ ରହିବ । ସାମାଜିକ କାର୍ଯ୍ୟ କରିବେ । ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିବ । କାର୍ଯ୍ୟ ସିଦ୍ଧି ଦ୍ଵାରା ଆତ୍ମା ସନମାନ ମିଳିବ । ନୂଆ ବ୍ୟବସାୟ ଆରମ୍ଭ କରିବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ରଖନ୍ତୁ । ମେଡିକାଲ ଛାତ୍ର ମାନଙ୍କ ପାଇଁ ଦିନ ବହୁତ ଭଲ ରହିବ । ଟିମ ୱର୍କରେ ସଫଳତା ମିଳିବ ।

କୁମ୍ଭ :- ବସ ଆପଣଙ୍କ କାମରେ ଖୁସି ହୋଇ ଆପଣଙ୍କୁ କୌଣସି ଉପହାର ଦେଇ ପାରନ୍ତି । ଆଜି ଆପଣ ନିଜକୁ ଖୁସି ଓ ଚିନ୍ତାରୁ ମୁକ୍ତି କରିପାରିବେ । ସାମାଜିକ ଓ ରାଜନୈତିକ କ୍ଷେତ୍ରରେ କାମ କରୁଥିବା ଲୋକ ଙ୍କ ପାଇଁ ସମୟ ପ୍ରତିକୂଳ ହୋଇପାରେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ସେଠାରେ ସମ୍ଭାଳିକି ରୁହନ୍ତୁ । ନିଜ ସହକର୍ମୀଙ୍କ ଉପରେ ଆବଶ୍ୟକରୁ ଅଧିକ ବିଶ୍ଵାସ କରନ୍ତୁ ନହିଁ ।

ମୀନ :- ଆଜି ଆପଣା ବ୍ୟବସାୟରେ ରିସ୍କ ନିଅନ୍ତୁ ନହିଁ । ଆଜିର ଦିନରେ ଆପଣ ସମୟର ଉପଯୋଗୀତାକୁ ଧ୍ୟାନରେ ରଖୀ କାମ କରିବେତ ତେବେ ଯାଇ ନିଜ କାମରେ ସଫଳତା ପାଇବେ । ଆପଣ ଗୋଟିଏ ଟିମର ନେତୃତ୍ଵ କରିବା ପାଇଁ ମଜଭୁତ ସ୍ଥିତିରେ ରହିବେ ଓ ଲକ୍ଷ ପାଇବା ପାଇଁ ମିସିକି କାମ କରିବେ । ଆବଶ୍ୟକ ପଡିଲେ ଆପଣ ନିଜ ଲୋକଙ୍କ ସାହାର୍ଯ୍ୟ କରିବେ ।

Leave a Reply

Your email address will not be published. Required fields are marked *