ସୋମବାର 07 ଜୁନ 2021- ବାବା ଭୋଳାନାଥଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ କିଛି ଖୁସି ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣ କଳ୍ପନାତ୍ମକ ରହିବେ । ନୂଆ ସମସ୍ଯା ଆପଣଙ୍କ ସାମନାକୁ ଆସିପାରେ । ଆପଣଙ୍କର କିଛି ବିଗିଡି ଯାଇଥିବା ମାମଲା ଆଜି ସମାଧାନ ହୋଇପାରେ । ଜମି ସହିତ ଜଡିତ କିଛି ଫାଇଦା ମନ୍ଦ ସଉଦା ହୋଇବ । କାରିୟରକୁ ନୂଆ ସୁଯୋଗ ମିଳିବ । ଆବଶ୍ୟକ ପଡିଲେ କାହାର ସଜେସନ ନେବାକୁ ପଡିବ ।

ବୃଷ :- ସାର୍ବଜନୀନ ଜୀବନରେ ମାନ ସନମାନ ମିଳିବ । ଆର୍ଥିକ ମାମଲାରେ ଠିକ ନିସ୍ପତି ନିଅନ୍ତୁ ଓ ଠିକ ଦିଗରେ ଆଗକୁ ବଢନ୍ତୁ । ପାରିବାରିକ ଜୀବନରେ  ସ୍ଥିତି ସାମାନ୍ଯ ରହିବ । ନିଜ ସାଙ୍ଗ ଏବଂ ପାରିବାରିକ ସମ୍ପର୍କୀୟଙ୍କ ସହିତ ନିଜ ସମ୍ପର୍କ ମଢୁଆ ବନାନ୍ତୁ । ମନ ପସନ୍ଦ ଭୋଜନର ଆନନ୍ଦ ପ୍ରାପ୍ତ ହେବ । ବରିଷ୍ଠ ଜନଙ୍କ ସହଯୋଗ ବା ମାର୍ଗଦର୍ଶନ ପ୍ରାପ୍ତ ହେବ ।

ମିଥୁନ :- ବ୍ୟବସାୟ କ୍ଷେତ୍ରରେ ଯାତ୍ରା ଆପଣଙ୍କ ପାଇଁ ବହୁତ ଲାଭଦାୟକ ରହିବ । ଇଜ କାମ ସମୟରେ ପୁରା କରିବାକୁ ଚେଷ୍ଟା କରନ୍ତୁ । ଅନ୍ଯଥା ଆପଣଙ୍କ ଛବି ଖରାପ ହୋଇ ପାରେ । ପାରିବାରିକ ଜୀବନରେ ଶାନ୍ତି ରହିବ । ଭାବି ଚିନ୍ତି ନିସ୍ପତି ନେବା ଦ୍ଵାରା ଫାଇଦା ହୋଇବ । ପଇସା ମାମଲାରେ ବହୁତ ଭଲ ଚେଞ୍ଜେସ ହେବାର  ସୁଯୋଗ ମିଳିବ ।

କର୍କଟ :- କଳିର କାମ ଆଜିହିଁ ପୁରା କରନ୍ତୁ । ରାଜନୀତି ସହିତ ଜଡିତ ଲୋକଙ୍କ ପାଇଁ ଦିନ ବହୁତ ଭଲ ରହିବ । ପାରିବାରିକ ଜୀବନରେ ଶାନ୍ତି ରହିବ । ଅଟକି ଥିବା କାମ ଞର ସାହାର୍ଯ୍ୟ ଦ୍ଵାରା ପୁରା ହେବ । ଆପଣଙ୍କ ଖର୍ଚ ଅଧିକ ହେବ । ଅତ୍ୟଧିକ ଆତ୍ମ ବିଶ୍ଵାସ ଖ୍ଯାତି ପହଞ୍ଚାଇ ପାରେ । ଆଜି ଆପଣ ଶତ୍ରୁ ମାନଙ୍କ ଠାରୁ ସାବଧାନ ରୁହନ୍ତୁ ।

ସିଂହ :- ଆଜି ପାରିବାରିକ ମାମଲାରେ କିଛି ଅସୁବିଧା ହୋଇପାରେ । ପିଲାଙ୍କୁ ନେଇ କିଛି ଅସୁବିଧାର ସାମ୍ନା କରିବାକୁ ପଡିବ, କିନ୍ତୁ ଧ୍ୟାନ ରଖନ୍ତୁ ତାଙ୍କ ସହିତ ଭଲରେ ବ୍ୟବହାର କରନ୍ତୁ ଆଉ ରାଗ କରନ୍ତୁ ନହିଁ । ଆରମ କରିବାର ସୁଯୋଗ ମିଳିବ ନହିଁ । ମୁଣ୍ଡ ବିନ୍ଧିବା କାରଣରୁ ହଠାତ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

କନ୍ୟା :- ଆଜି ଆପଣ ନିଜ ଲକ୍ଷକୁ ପୁରା କରିବାକୁ ଚେଷ୍ଟା କରିବେ । ଆପଣଙ୍କ ପ୍ରଭାବ କମ ହେବ । ଚିନ୍ତା କାରଣରୁ ପରିବାରରେ ବିବାଦ ହୋଇବ । ସାମାଜିକ ଓ ଧାର୍ମିକ କାର୍ଯ୍ୟ ପାଇଁ ଦିନ ବହୁତ ଭଲ ଅଟେ । ସାମାଜିକ ସମାରୋହରେ ମାନ ସନମାନ ମିଳିବ । ଅନ୍ୟର କାମ ଆପଣଙ୍କୁ କରିବାକୁ ପଡିବ ।

ତୁଳା :- ପରିବାର ଆଉ ସାଙ୍ଗ ସାଥିଙ୍କ ତରଫରୁ କୌଣସି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ । ଧନର ଆଗମନ ହେବ । ରହିଯାଇଥିବା ଧନ ଫେରି ପାଇବେ । ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବକି ଅଜଣାତରେ ଆପଣ କାହାର ହୃଦୟରେ ଦୁଃଖ କି ଖରାପ ଶବ୍ଦର ବ୍ୟବହାର କରିବେ ନହିଁ । ଆପଣଙ୍କ ମାନ ସନମାନରେ ତେଜିରେ ବୃଦ୍ଧି ହେବ ।

ବିଛା :- ଆଜି ଆପଣ ଊର୍ଜାର ବ୍ୟବହାର କୌଣସି ମୁସ୍କିଲରେ ପଡିଥିବା ମଣିଷର ସାହାର୍ଯ୍ୟ କରିବା ପାଇଁ ଲଗାଇବେ । ଘର ଲୋକଙ୍କ ସହିତ ଟିକେ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ନୂଆ ଯୋଜନା ଆକର୍ଷକ ହେବ ଓ ଭଲ ଆମଦାନୀର ଜରିଆ ପ୍ରମାଣିତ ହେବ । ଘରର ଖର୍ଚ ଆପଣଙ୍କ ସାମନାକୁ ଆସିପାରେ, ତେବେ ଶେଥି ପାଇଁ ପ୍ଳାନ କରିବା ଉଚିତ ।

ଧନୁ :- ଆଜି ଏକାଗ୍ରତା ବନାଇ ରଖନ୍ତୁ । ସମାଜ ପରିବରେ ଆପଣଙ୍କ କାର୍ଯ୍ୟ ପ୍ରଶଂସା ହେବ । ଆର୍ଥିକ ସ୍ଥିତି କମଜୋର ରହିବା ପରେ ମଧ୍ୟ ଆପଣଙ୍କ ଖର୍ଚ ବଢିବ । ଏହାଦ୍ବାରା ଆପଣଙ୍କ ବଚତ ମାଧତା ପ୍ରଭାବିତ ହେବ । ଘର ପରିବାରର ଛୋଟ ଛୋଟ କଥାକୁ ନେଇ ଚିନ୍ତିତ ହୁଅନ୍ତୁ ନହିଁ । ଆପଣ ନିଜ ଲକ୍ଷକୁ ଛାଡନ୍ତୁ ନହିଁ ।

ମକର :- ଆଜି ଆପଣଙ୍କର ଧାର୍ମିକ ପ୍ରତି ରୁଚି ବଢିବ ।  ଆଜି ଏମିତି ସୂଚନାକୁ ଉଜାଗର ବିଲକୁଲ କରନ୍ତୁ ନହିଁ ଯାହା ବ୍ୟକ୍ତିଗତ ଓ ଗୋପନୀୟ ରହିବ । ଆଜି ନିଜର କୌଣସି ପୁରୁଣା ସମ୍ପର୍କୀୟଙ୍କ ସହିତ କୌଣସି କଥାରେ ଯୁକ୍ତି କରିବାରୁ ବଞ୍ଚନ୍ତୁ । ଫାଲଟୁକାମରେ ବା କଥାବାର୍ତାରେ ସମୟ ନଷ୍ଟ କରନ୍ତୁ ନହିଁ ।

କୁମ୍ଭ :- କଥା ହେବା ସମୟରେ ସଂଯମତା ରକ୍ଷା କରନ୍ତୁ ଓ ବାଦବିବାଦରୁ ବଞ୍ଚନ୍ତୁ । ଅନ୍ୟର କଥାକୁ ମନ ଦେଇ ଶୁଣନ୍ତୁ । ଯୁକ୍ତି କରିବାର ଅଭ୍ଯାସ ଲାଗି ନିଜ ଲୋକଙ୍କ ସହିତ ସମ୍ପର୍କ ବିଗିଡି ପାରେ । ଆପଣଙ୍କ ପାଇଁ ବହୁତ ଭଲ ହେବକି ଆପଣ ସମସ୍ତଙ୍କୁ ଭୁଲ ମାଗି ସବୁ ରାଗ, ଅଶାନ୍ତି ଦୂର କରିବାରେ ଚେଷ୍ଟା କରନ୍ତୁ ।

ମୀନ :- ଆଜି ଆପଣ ନିଜ ଆନ୍ତରିକ କମଜୋରି ଓ ନକରାତ୍ମକତାରେ ସକ୍ଷମ ହେବେ । ଆଜି ସବୁ ଜିନିଷ ନିଜ ଇଛା ମୁତାବକ ଚାଲିବ, କିନ୍ତୁ ନିଜ ସାଥି ସହିତ ଆପଣ ଭଲ ସମୟ ବିତାଇବେ । ପରିବାରରେ କଳହ ନ ହେବ ଏହି କଥାର ବି ଧ୍ୟାନ  ରଖନ୍ତୁ । ଆଜି ଆପଣ ଏହି ନିସ୍ପତି କରିବାରେ ସମସ୍ଯା ହୋଇପାରେ ।

Leave a Reply

Your email address will not be published. Required fields are marked *