ମଙ୍ଗଳବାର 01 ଜୁନ 2021- ମା ମଙ୍ଗଳାଙ୍କ କୃପାରୁ ଆଜି ଏହି 4ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣଙ୍କର ବହୁତ ବଡ ରୁଚି ପୂର୍ଣ ବ୍ୟକ୍ତିଙ୍କ ସହିତ ଦେଖା ହୋଇବ । ପ୍ରେମୀ ଜନ ଜଣେ ଅନ୍ୟଜଣଙ୍କ ସାନିଧ୍ୟ ପାଇବେ । ଆପଣଙ୍କ ସ୍ବଭାବରେ ଅଧିକ ଭାବୁକତା ରହିବ । ଅନ୍ୟର ମାମଲାରେ ଆଜି ଦଖଲ ଦିଅନ୍ତୁ ନହିଁ, ନହେଲେ କ୍ଷତି ହେବା ସମ୍ଭବ ଅଟେ । ଆଜିର ଦିନରେ ମନରେ ଖୁଶିର ଭାବନା ରହିବ, ଯେଉଁଥିରେ ସବୁ କାର୍ଯ୍ୟ ଠିକ ଭାବେ ହୋଇବ । ନକରାତ୍ମକ କଥା କହିବାରୁ ନିବୃତ ରୁହନ୍ତୁ ।

ବୃଷ :- ଆଜି ଅଧିକ ଖାଇବାରୁ ବଞ୍ଚନ୍ତୁ । ନିଜ ପ୍ରେମୀଙ୍କ ସହିତ ଅଧିକ ସମୟ ବିତାଇବାର ସମ୍ଭାବନା ରହିଛି । ଆପଣଙ୍କ ପାଖକୁ କୌଣସି ନୂଆ ଦାୟିତ୍ଵ ଆସିପାରେ, ଯାହାକୁ ପୁରା କରିବାରେ ଆପଣ ସଫଳ ହେବେ । ବ୍ଯାଙ୍କ ସହିତ ଜଡିତ ଲୋକଙ୍କୁ ଅଧିକ ମୁସ୍କିଲର ସାମ୍ନା କରିବାକୁ ପଡିବ । ଆଜିର ଦିନରେ ମନରେ ବହୁତ ଖୁସି ରହିବ । କିଛି ଚିର ସ୍ଥାଇ ପ୍ରେମ କାରଣରୁ ଆପଣଙ୍କ ବୈବାହିକ ଜୀବନ ବହୁତ ଭଲ ରହିବ ।

ମିଥୁନ :- କୌଣସି ସହକର୍ମୀଙ୍କ ସହିତ ଆତ୍ମୀୟତା ବଢିବାର ସମ୍ଭାବନା ରହିଛି । ବହୁତ କ୍ଷେତ୍ରରେ ଆପଣ ସକ୍ରିୟ ରହିବେ । ଆଜିର ଦିନରେ ଉଚ ଅଧିକାରୀଙ୍କୁ ଆପଣଙ୍କ କାର୍ଯ୍ୟ ଦ୍ଵାରା ପ୍ରସନ୍ନତା ହୋଇବ । ଆଜି କୌଣସି ବ୍ୟକ୍ତିଙ୍କ ଜମାନତ ନିଅନ୍ତୁ ନହିଁ । ଆଗକୁ ବଢିବା ପାଇଁ ଆପଣଙ୍କୁ ଆପଣଙ୍କ ଜୀବନରେ କିଛି ଚେଞ୍ଜେସ ଆଣିବାକୁ ପଡିପାରେ । ଶରୀରରେ ପ୍ରଫୁଲତାର ଆଭାସ ରହିବ ।

କର୍କଟ :- ଆପଣଙ୍କୁ ହଠାତ ନୂଆ ସ୍ରୋତରୁ ଧନ ମିଳିବ । ବ୍ୟାପାରୀ ନିଜ ବ୍ୟାପାର ବଢାଇବା ପାଇଁ ଗଂଭିରତା ପୂର୍ବକ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆସ୍ଥାମା ରୋଗୀଙ୍କ ଠାରୁ ସତର୍କ ରହିବାର ଆବଶ୍ୟକତା ରହିଛି । ଅନ୍ୟ ଉପରେ ନିଜର ବିଚାର ଓ ଇଛା ଥୋପନ୍ତୁ ନହିଁ । ଗାଇକୁ ରୁଟି ଖୁଆନ୍ତୁ, ଆପଣଙ୍କର ସବୁ ଚିନ୍ତା ଦୂର ହେବ । କୌଣସି ଅପରିଚିତ ବ୍ୟକ୍ତିଙ୍କ ଉପରେ ଆବଶ୍ୟକରୁ ଅଧିକ ଭରସା କରନ୍ତୁ ନହିଁ ।

ସିଂହ :- ଆଜି ଆପଣଙ୍କ ଚିନ୍ତାକୁ ମନୋରଞ୍ଜନରୁ ଦୂର କରନ୍ତୁ । ଚାକିରି ପେସା ଜାତକଙ୍କୁ ଚାକିରି ବଦଳାଇବା ନିସ୍ପତି ନେବାରୁ ବଞ୍ଚିକି ରୁହନ୍ତୁ । ବହୁତ ଭଲ ହେବ ଆପଣ ଯାହା କରୁଛନ୍ତି ଆପଣ ତା ଉପରେ ଧ୍ୟାନ ଦିଅନ୍ତୁ । ଆପଣ କୌଣସି ଅସୁବିଧା କରୁଥିବା ସମସ୍ଯା ବିଷୟରେ ଲଗାତାର ଭାବିବେ । ପଇସାର ସ୍ଥିତି ଠିକ ରହିବ, ଆପଣଙ୍କ ବଜେଟ ସନ୍ତୁଳିତ ରହିବ । ସମ୍ପର୍କ ପାଇଁ ପଜିଟିଭ ସମୟ ଅଟେ ।

କନ୍ୟା :- ବ୍ୟବସାୟ କ୍ଷେତ୍ରରେ ବିଘ୍ନ ବା ବିବାଦ ହେବାର ସମ୍ଭାବନା ରହିବ । ସାମାଜିକ ଦାୟିତ୍ଵ ବହୁତ ଭଲରେ ପୁରା କରିପାରିବେ । ଅଫିସିଆଲ କାର୍ଯ୍ୟରେ ଭୁଲ କାରଣରୁ ଉଚଧିକାରୀ ଓ ବସ ଆପନ୍ନକ ଉପରେ ରାଗି ପାରନ୍ତି । ଶେଠୀ ପାଇଁ ଯାହାବି କାର୍ଯ୍ୟ କରିବେ ରୋଚକ କରିଚାଲନ୍ତୁ । ବ୍ୟପରକୁ ବଢାଇବା ଦ୍ଵାରା ଧନ ଲାଭରେ ବହୁତ ଲାଭ ହେବ । କୌଣସି ପୁରୁଣା ସାଙ୍ଗ ସହିତ ଦେଖା କରିବା ପାଇଁ ତା ଘରକୁ ଯାଇପାରନ୍ତି ।

ତୁଳା :- ଭାବ ପ୍ରବଣ ହୋଇକି ଭୁଲ ନିର୍ନୟ ନେବାରୁ ବଞ୍ଚନ୍ତୁ । ଛୋଟ ପ୍ରବାସର ସମ୍ଭାବନା ରହିଛି । ବ୍ଯବସାୟିକ ଯୋଜନା ଫଳୀଭୂତ ହେବ ଓ ପୁଣି ଥରେ ଆପଣଙ୍କ କାରୋବର ତେଜିରେ ବୃଦ୍ଧି ହେବ । ପରିବାରରେ ସୁଖ ଶାନ୍ତି ବନିବ । ରିଅଲ ସ୍ଟେଟ ତଥା ସେଲ୍ଲ୍ସ ସହିତ ଜଡିତ ଲୋକ ନିଜ ଟାର୍ଗେଟକୁ ପୁରା କରିବେ । ସାଥି ମାନଙ୍କ ସହିତ ସମ୍ପର୍କ ବହୁତ ଭଲ ରହିବ ।

ବିଛା :- ଆଜି ଧାର୍ମିକ ଯାତ୍ରା ବା ପ୍ରବାସର ସମ୍ଭାବନା ରହିଛି । ପରିବାରର ସପୋଟ ସବୁଠୁ ଅଧିକ ମିଳିବ । କାର୍ଯ୍ୟ କ୍ଷେତ୍ରରେ ନୂଆ ଯୋଜନା ବନାଇବେ । ପୁରୁଣା ଅଟକିଥିବା ପଇସା ମିଳିପାରେ । କିଛି ଭଲ ଚେଞ୍ଜେସ ହୋଇପାରେ । ଆଜି କିଛି ଭାବିଛିନ୍ତି କିଛି କାର୍ଯ୍ୟ କରନ୍ତୁ ନହିଁ । ଅନାବଶ୍ୟକ ଖର୍ଚରୁ ବଞ୍ଚିକି ରୁହନ୍ତୁ ।

ଧନୁ :-  ଆଜିର ଦିନ ରୋମାନ୍ସରେ ଭରପୁର ସମ୍ଭାବନା ରହିଛି । ଘର ବାତାବରଣ ପ୍ରଫୁଲିତ ରହିବ । କିଛି ପଢିବା ବା ଲେଖିବା ରାସ୍ତାରେ ଯାହାବି ପ୍ରତିବନ୍ଧକ ଆସୁଛି ତାହାକୁ ଆପଣ ଡରନ୍ତୁ ନହିଁ । ଅଫିସ କାମରେ ସନ୍ତୁଷ୍ଟ ରହିବେ ପୁଣି ତାଙ୍କ ପରିଶ୍ରମ ଦ୍ଵାରା ସଫଳତାର ନୂଆ ଦ୍ଵାର ଖୋଲିବାରେ ସଫଳ ରହିବେ । ଆପଣଙ୍କୁ ବାଦ ଖୁସି ଖବର ମିଳିବ ।

ମକର :- ଆଜି ଖର୍ଚର ଅଧିକତ ରହିବ । ଜୀବନ ଶୈଳୀ ଅବ୍ୟବସ୍ଥିତ ରହିବ । ଘର ରୁହନ୍ତୁ କି ବାହାରେ ନିଜ ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ । ଘରୁ ବାହାରକୁ ମାସ୍କ ଲଗାଇକି ବାହାରନ୍ତୁ ଆଉ ସାମାଜିକ ଦୂରତାର ଧ୍ୟାନ ରଖନ୍ତୁ । ଯଦି କେଉଁଠିକୁ ଯାତ୍ରା କରିବାର ସ୍ଥିତି ବନୁଛି ତେବେ ନିଜ ସୁରକ୍ଷାକୁ ଧ୍ୟାନରେ ରଖି ସବୁ ନିୟମର ପାଳନ କରନ୍ତୁ । ଆର୍ଥିକ ଅସୁବିଧାରୁ ବଞ୍ଚିବା ପାଇଁ ନିଜ ବଜେଟ ଭିତରୁ ବାହାରକୁ ଜାଆନ୍ତୁ ନହିଁ ।

କୁମ୍ଭ :-  ବ୍ୟବସାୟରେ କ୍ଷତି ହୋଇପାରେ । ରାଜନୈତିକ କାର୍ଯ୍ୟରେ ଜଡିତ ଲୋକ ଉନ୍ନତିର ଭଲ ଅବସର ପ୍ରାପ୍ତ କରିବେ । କୌଣସି ପ୍ରକାର ଦ୍ଵନ୍ଦ ଦୂର ହେବ । ଆଜି ପଇସା ଓ ଅନ୍ୟ ମାମଲାରେ ଫାଇଦା ହେବ । ମାନସିକ ସ୍ତରରେ ଆପଣ ସକ୍ରିୟ ରହିବେ । ଅଟକି ଥିବା କାମ ପୁରା ହେବ । ସ୍ୱାସ୍ଥ୍ୟ ଠିକ ରହିବ । ମିତ୍ରଙ୍କ ସହିତ ପ୍ରସନ୍ନ ରହିବେ । ଆଜି ଆପଣ କାମରେ ବ୍ୟସ୍ତ ରହିବେ ।

ମିନ :- ଆଜି ଆପଣଙ୍କ କୌଣସି ମିତ୍ରଙ୍କ ସହିତ ଦେଖା ହୋଇପାରେ । ପଇସା ନିବେଶ କରିବା ପାଇଁ ସମୟ ଠିକ ରହିଛି । ରହିଯାଇଥିବା କମ ଅନ୍ୟର ସାହାର୍ଯ୍ୟ ଦ୍ଵାରା ପୁରା ହୋଇବ । କାର୍ଯ୍ୟ କ୍ଷେତ୍ରରେ ଧନ ଲାଭର ଯୋଗ ରହିଛି । ପରିଶ୍ରମ କରିବେ ଓ ମନ ବାଞ୍ଛିତ ଫଳ ପାଇବେ ।

Leave a Reply

Your email address will not be published. Required fields are marked *