1 ମିନିଟ ବହୁତ ଅଟେ ଭୟଙ୍କର ରୁ ଭୟଙ୍କର ଏସିଡ଼ିଟି ଭଲ କରିବା କରିବା ପାଇଁ, ବାସ କରନ୍ତୁ ଏହି ଛୋଟ ଘରୟ ଉପାୟ

ଆଜିକାଲି ଦୈନଦିନ ଖାଦ୍ୟପେୟର ଅନିୟମିତତା ଯୋଗୁ ଏସିଡିଟି ବା ଗ୍ଯାସ ସମସ୍ଯା ଦେଖା ଯାଉଛି । ଏହା ଯୋଗୁ କିଛି ଲୋକ ମାନେ ଅନେକ ସ-ମ-ସ୍ୟାର ସମୁଖିନ୍ନ ହେଉଛନ୍ତି । ଏଥିପାଇଁ ଅନେକ ମେଡ଼ିସିନର ସେବନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହି । ଆଜି ଆମେ ଆପଣ ମାନଙ୍କ ପାଇଁ ଏସିଡିଟି ସ-ମ-ସ୍ୟା-ରୁ ମୁ-କ୍ତି ପାଇବା ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ ପ୍ରସ୍ତୁତ କରିବା ପାଇଁ ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି ତାହା ଆପଣଙ୍କୁ ଅତି ସହଜରେ ରୋଷେଇ ଘରୁ ମିଳିଯିବ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ରେମେଡି ପ୍ରସ୍ତୁତ କିପରି ଭାବେ କରାଯିବ ।

ଏହି ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଏକ ଗ୍ଳାସ ପାଣି ନିଅନ୍ତୁ । ଏଥିରେ ଏକ ଚାମଚ ଜୀରା ପକାନ୍ତୁ । ଜୀରା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଜୀରା ର ସେବନ ଦ୍ଵାରା ଅନେକ ରୋଗର ନିବାରଣ ହୋଇଥାଏ । ଏହା ପରେ ଏହି ପାଣିକୁ ଦୁଇରି ତିନି ମିନିଟ ଯାଏ ଭଲ ଭାବେ ଫୁଟାନ୍ତୁ । ଯେମିତି କି ଜୀରାର ସବୁ ପୋଷାକ ତତ୍ଵ ପାଣିରେ ମିଶିଯିବ । ଏହା ପରେ କିଛି ସମୟ ପାଇଁ ଏହାକୁ ଥଣ୍ଡା କରନ୍ତୁ । ଏହା ପରେ ଜୀରା ପାଣିକୁ ଛାଣି ଦିଅନ୍ତୁ । ଜୀରା ପାଣିରେ ଫାଳେ ଲେମ୍ବୁ ରସ ମିଶାନ୍ତୁ ଯେପରି ଆପଣ ଯେତିକି ଖଟା ଆବଶ୍ୟକ କରୁଥିବେ । ଲେମ୍ବୁ ରେ ଭିଟାମିନ-ସି ପ୍ରଚୁର ପରିମାଣରେ ରହିଥାଏ ।

ଯାହା ଗ୍ଯାସ ବା ଏସିଡିଟି ସ-ମ-ସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ଏହା ପରେ ଆପଣ ଜୀରା ପାଣିରେ ସେନ୍ଧା ନାମକ ବା କଳା ଲୁଣ ମିଶାନ୍ତୁ । ଏହା ଆପଣଙ୍କର ଏସିଡିଟି ସମସ୍ଯା ଦୂର କରିବା ସହ ସ୍ଵାଦ ଭଲ ଆସିଥାଏ । ଏହିପରି ଭାବେ ଏସିଡିଟି ସ-ମ-ସ୍ୟା-ରୁ ମୁ-କ୍ତି ପାଇବା ପାଇଁ ଘରୋଇ ଉପଚାର ପ୍ରସ୍ତୁତ କରାଯିବ ।

ଯଦି ଆପଣଙ୍କର ଏସିଡିଟି ସମସ୍ଯା ଅଧିକ ଦିନର ହୋଇଥାଏ ତେବେ ଏହାକୁ ପ୍ରତି ଦିନ ୩ ଥର ସେବନ କରନ୍ତୁ । ଏହି ଉପାୟ ଟି ଆୟୁର୍ବେଦିକ ଓ ଚମତ୍କାରୀ ଘରୋଇ ଉପଚାର ଅଟେ । ଏହାକୁ ପ୍ରସ୍ତୁତ କରିବା ବହୁତ ସହଜ ଓ ସରଳ ଉପାୟ ଅଟେ । ଆପଣ ମାନେ ମାତ୍ର ଥରେ ଏହି ଜୀରା ପାଣି ର ସେବନ କରି ଦେଖନ୍ତୁ ତୁରନ୍ତ ଆପଣଙ୍କର ଗ୍ଯାସ ବା ଏସିଡିଟି ସମସ୍ଯା ଦୂର ହୋଇଯିବ । ଯେତେ ପୁରୁଣା ରୁ ପୁରୁଣା ଗ୍ଯାସ ଥିଲେ ମଧ୍ୟ ଏହା ଦୂର ହୋଇଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *