10 ଡିସେମ୍ବର ପରେ 6ଟି ରାଶିଙ୍କ ପାଖକୁ ସ୍ଵୟଂ ଆସିବେ ମହାଲକ୍ଷ୍ମୀ, ଦେଖନ୍ତୁ ସେହି ରାଶି ଆପଣଙ୍କର ନୁହେଁ ତ !

ଦର୍ଶକ ବନ୍ଧୁ ଶାସ୍ତ୍ର ଅନୁଯାୟୀ ଆସନ୍ତା କାଲି ଶୁକ୍ର ଗ୍ରହରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । କାଲି ସକାଳେ ଶୁକ୍ର ଗ୍ରହ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଶୁକ୍ର ଗ୍ରହକୁ ଧନ, ସୁଖ, ପ୍ରତିଷ୍ଠାର କାରକ ମାନା ଯାଇଥାଏ । ସିଧା ଶବ୍ଦରେ କହିବାକୁ ଗଲେ ଶୁକ୍ର ଗ୍ରହ କୌଣସି ବ୍ଯକ୍ତିର ରାଶିରେ ପ୍ରବେଶ କରିଲେ ସେହି ବ୍ୟକ୍ତି ସାଂସାରିକ ସୁଖର ଭରପୁର ଆନନ୍ଦ ନେଇଥାଏ । ଏମିତିକି ସେହି ବ୍ୟକ୍ତି ଜୀବନରେ ମାନ ଓ ଯଶ ହାସଲ କରିଥାଏ । ଡିସେମ୍ବର ୧୦ ପରେ କିଛି ରାଶିଙ୍କ ଘରେ ମା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ସିଂହ ରାଶି : ଆମ ଲିଷ୍ଟର ପ୍ରଥମରେ ଅଛନ୍ତି ସିଂହ ରାଶି । କିସମତର ଖୁବ ସାଥ ମିଳିବ । ଆର୍ଥିକ ଲାଭ ହେବ । ବ୍ୟାପାରରେ ଲାଭବାନ ହେବେ । ଯେଉଁ ମାନେ ବିଦ୍ୟାର୍ଥୀ ଅଛନ୍ତି ସେମାନଙ୍କର ଉନ୍ନତି ହେବ । ଜୀବନରେ କିଛି ନୂଆ ଶିକ୍ଷା ଲାଭ କରିବେ । ବନ୍ଧୁ ମାନଙ୍କ ସହ ଯାତ୍ରା କରିବାକୁ ପଡିପାରେ ।

ମେଷ ରାଶି : ଆମ ଲିଷ୍ଟର ଦ୍ବିତୀୟରେ ଅଛନ୍ତି ମେଷ ରାଶି । ଏହି ରାଶିର ସବୁ ଇଚ୍ଛା ଏବେ ମାତା ଲକ୍ଷ୍ମୀ ପୂରଣ କରିବେ । ଏହା ସହ ଆପଣଙ୍କୁ କାମ କରିବାର ଅନେକ ଅବସର ମିଳିବ । ଜମିବାଡି ମାମଲାରେ ଲାଭ ହେବ । ପାରିବାର ଓ ବନ୍ଧୁ ମାନଙ୍କର ସହଯୋଗ ଆପଣଙ୍କୁ ମିଳିବ ।

ମିଥୁନ ରାଶି : ଆମ ଲିଷ୍ଟର ତୃତୀୟରେ ଅଛନ୍ତି ମିଥୁନ ରାଶି । ଆପଣଙ୍କୁ ସବୁ ପ୍ରକାରର ସୁଖ ଓ ଆନନ୍ଦର ପ୍ରାପ୍ତି ହେବ । ଆପଣଙ୍କର ମାନ ସମାନରେ ଖୁବ ବୃଦ୍ଧି ହେବ । ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବ ।

କନ୍ୟା ରାଶି : ଆମ ଲିଷ୍ଟର ପଞ୍ଚମରେ ଅଛନ୍ତି କନ୍ୟା ରାଶି । ଆପଣଙ୍କ ପାଇଁ ଆୟ ର ସାଧନରେ ବୃଦ୍ଧି ହେବ । ଏହା ସହ ଆପଣଙ୍କର ଆମଦାନୀରେ ବୃଦ୍ଧି ହେବ । ଆପଣଙ୍କୁ ସବୁ କାର୍ଯ୍ୟ ରେ ସଫଳତା ମାତା ଲକ୍ଷ୍ମୀ ସ୍ଵୟଂ ପ୍ରଦାନ କରିବେ । ମା ଲକ୍ଷ୍ମୀଙ୍କ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ରହିବେ ।

କୁମ୍ଭ ରାଶି : ଆପଣଙ୍କ ବିଷୟରେ କହିବାକୁ ଗଲେ ପ୍ରେମର ରଙ୍ଗ ଭରପୁର ମିଳିବ । ଆଗାମୀ ସମାୟରେ ଆପଣଙ୍କୁ ସଚ୍ଚା ପ୍ରେମ ନିଶ୍ଚୟ ମିଳିବ । ଏହା ସହ ଆପଣଙ୍କର ସବୁ ଇଚ୍ଛା ବି ପୁରା ହେବ । ସମାଜରେ ମା ସମାନ ପ୍ରତିଷ୍ଠା ହେବ ।

ଧନୁ ରାଶି : ଏହି ରାଶିର ଲୋକଙ୍କୁ ପ୍ରେମ, ସମ୍ମାନ ଓ ପଇସା ସବୁ କିଛି ହାସିଲ ହେବ । ଘର ପରିବାର, ବନ୍ଧୁ ଓ ସମ୍ପର୍କୀୟ ମାନଙ୍କ ଠାରୁ ଖୁବ ସାରା ସାଥ ମିଳିବ । ଏହି ସମୟରେ ନୂଆ ବାହନ କ୍ରୟ କରିବେ ।

ତୁଳା ରାଶି : ଆପଣଙ୍କର ସବୁ କାମ ପୁରା ହେବ । ଆପଣଙ୍କୁ ସଫଳତା ମିଳିବ । କିସମତର ସହଯୋଗ ପାଇବେ । ଆଗାମୀ ସମୟରେ ଧନ ଲାଭର ଯୋଗ ରହିଛି । ପରିବାରର ଭରପୁର ସହଯୋଗ ପାଇବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ରହିବାକୁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *