10 June(ଆଜି) ଜ୍ୟେଷ୍ଠ ଅମାବାସ୍ୟା, ସୂର୍ଯ୍ୟ ପରାଗ ଦିନ ଏହି ଜିନିଷକୁ ନିଶ୍ଚିତ ଖାଇ ନିଅନ୍ତୁ, ବର୍ଷ ସାରା ମିଳିବ ଟଙ୍କା

ଆମର ହିନ୍ଦୁ ଧର୍ମରେ ସମସ୍ତ ଅମାବାସ୍ୟାର ବହୁତ ମହତ୍ଵ ଥାଏ । କିନ୍ତୁ ଯେତେବେଳେ ଜ୍ୟେଷ୍ଠ ମାସରେ ଆମାବାସ୍ୟା ଆସିଥାଏ ତେବେ ଏହାର ମହତ୍ଵ ବଢିଯାଏ । କାରଣ ଏହି ଦିନରେ ନ୍ୟାୟପାଳକ ଶନିଦେବଙ୍କ ଜନ୍ମ ହୋଇଥିଲା ଓ ଏହି ବର୍ଷ ଏହା ୧୦ ଜୁନ ଗୁରୁବାର ଦିନ ପାଳନ କରାଯିବ । ସାଧାରଣତଃ ଶନିଦେବଙ୍କ ନାଁ ଶୁଣିବା ମାତ୍ରେ ହିଁ ସମସ୍ତେ ଭୟଭୀତ ହୋଇ ଯାଆନ୍ତି ।

କାରଣ ଶନିଦେବ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଦେବତାଙ୍କର ପୁତ୍ର ଅଟନ୍ତି ଓ ଶନିଦେବଙ୍କ ଦ୍ରୁଷ୍ଟି ପଡିବା ଦ୍ଵାରା ସୂର୍ଯ୍ୟଦେବ ବି ସମସ୍ୟାରେ ପଡି ଯାଆନ୍ତି । ଥରେ ସୂର୍ଯ୍ୟଦେବତା ଅସୁସ୍ଥ ହୋଇ ଯାଇଥିଲେ ଏମିତିରେ ସେ ଭଗବାନ ଶିବଙ୍କ ତପସ୍ୟା କରିଲେ ଓ ସେ ନିରୋଗୀ ହୋଇଗଲେ । ୧୦ ଜୁନରେ ସୂର୍ଯ୍ୟ ଗ୍ରହଣ ପଡୁଛି କିନ୍ତୁ ଏହାର ପ୍ରଭାବ ଭାରତରେ ପଡିବ ନାହିଁ ।

କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ତ୍ତମାନ ସମୟରେ ଶନିଦେବ ବକ୍ରୀ ହୋଇ ନିଜର ରାଶି ମକର ରାଶିରେ ଗୋଚର କରୁଛନ୍ତି । ଅମାବାସ୍ୟା ଦିନ ପିତୃ ପୁରୁଷଙ୍କୁ ଶାନ୍ତି ପାଇଁ ପୂଜା ମଧ୍ୟ କରାଯାଏ । ଏହିଭଳି କରିବା ଦ୍ଵାରା ଜୀବନରେ ଆସୁଥିବା କେତେକ ସଙ୍କଟରୁ ଆମକୁ ମୁକ୍ତି ମିଳିଥାଏ । ସଙ୍କଟରୁ ମୁକ୍ତି ପାଇବା ପାଇଁ ଶନିଦେବଙ୍କ ଜନ୍ମ ଦିନରେ ତାଙ୍କର ବିଶେଷ କୃପା ପାଇବ ପାଇଁ ତାଙ୍କର ପୂଜା ଆରଧନା ମଧ୍ୟ କରାଯାଏ ।

କହିଦେଉଛୁ କି ଏହି ସମୟରେ ମିଥୁନ ରାଶି ଓ ତୁଳା ରାଶି ଉପରେ ଢେୟା ଚାଲିଛି ଓ ଶନିଦେବଙ୍କ ସାଢେସତି ପ୍ରଭାବ ଧନୁ, ମକର ଓ କୁମ୍ଭ ରାଶି ଉପରେ ଚାଲୁଅଛି । ଏମିତିରେ ଏହି ଦିନରେ ପିପଲାଦ ମୁନିଙ୍କ କଥା ଶୁଣନ୍ତୁ । ବ୍ରହ୍ମ ପୁରାଣରେ ବର୍ଣିତ ରାଜା ଦଶରଥଙ୍କ ଦ୍ଵାରା ଲିଖିତ ଶନି ସ୍ରୋତର ପାଠ କରନ୍ତୁ । ଏହି ସବୁ ଆପଣଙ୍କ ଜୀବନର କଷ୍ଟକୁ ଦୂର କରିବ । ଯଦି ଅନ୍ୟ ରାଶି ମାନଙ୍କ ବିଷୟରେ କହିବା ତେବେ ମେଷ, ବୃଷ, କନ୍ୟା, ତୁଳା, ମକର, ରାଶି ଅଟେ ତେବେ ଏହି ସମୟରେ ଆପଣଙ୍କୁ ଶନିଦେବଙ୍କ ପୂଜା ନିଶ୍ଚିତ ରୂପରେ କରିବା ଉଚିତ ।

କାରଣ ଶନିଦେବ ଆପଣଙ୍କ ପୁରା ଜୀବନକୁ କଣ୍ଟ୍ରୋଲ କରନ୍ତି । ଶନିଦେବଙ୍କ କୃପାରେ ଜୀବନରେ ଉନ୍ନତି ଆସିଥାଏ ଓ ରୋଗ ଗୁଡିକୁରୁ ମଧ୍ୟ ମୁକ୍ତି ମିଳିଥାଏ । କରଜ ସମସ୍ୟାରୁ ବି ମୁକ୍ତି ଦେଇଥାନ୍ତି ଶନିଦେବ । ଶନିଦେବଙ୍କ ଜନ୍ମୌତ୍ସବ ଦିନ ବୁଟ ସେବନ କରନ୍ତୁ କାରଣ ଏହା ଶନିଦେବଙ୍କ ପ୍ରିୟ ଜିନିଷ ଅଟେ ।

ଆପଣ ବୁଟକୁ ପାଣିରେ ରଖି ସେବନ କରି ପାରିବେ କିମ୍ବା ରୋଷେଇ କରି ମଧ୍ୟ ସେବନ କରି ପାରିବେ । ଯଦି ଆପଣଙ୍କ ଜୀବନରେ ସମସ୍ୟା ଅଧିକ ଅଛି ତେବ ସୋରିଷ, ତେଲ, ରାଶି, ମୁଗ ଓ ଜୋତା ଚପଲ ଦାନ କରି ପାରିବେ । ଶନିଦେବଙ୍କ ପ୍ରସନ୍ନ କରିବା ପାଇଁ ଗୁରୁଜନମାନଙ୍କର ସେବା କରନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *