10 ଜୁନ 2021 ସୂର୍ଯ୍ୟ ପରାଗରେ ତୁଳସୀ ଗଛର ପତ୍ରକୁ ଚୁପଚାପ ରଖି ଦିଅନ୍ତୁ, ଆପଣଙ୍କ 7 ପୁରୁଷ ପର୍ଯ୍ୟନ୍ତ ହୋଇଯିବେ କୋଟିପତି

ସୂର୍ଯ୍ୟ ଓ ପୃଥିବୀ ମଝିରେ ଯେତେବେଳେ ଚନ୍ଦ୍ର ଆସିଯାଏ ତେବେ ସେହି ଦିନକୁ ସୂର୍ଯ୍ୟ ଗ୍ରହଣ ବୋଲି କୁହାଯାଏ । ସୂର୍ଯ୍ୟ ଗ୍ରହଣ ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଦୁଇ ଦିଗରୁ ହିଁ ମହତ୍ଵ ରଖିଥାଏ । ଏହାର ପ୍ରଭାବ ପୃଥିବୀର ସମସ୍ତ ବସ୍ତୁ ଉପରେ ପଡିଥାଏ ବିଶେଷ କରି ମନୁଷ୍ୟଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡିଥାଏ । ୧୦ ଜୁନରେ ସୂର୍ଯ୍ୟ ଗ୍ରହଣ ପଡିବାକୁ ଯାଉଛି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ କିଛି ଖାସ ନିୟମ ପାଳନ କରିବା ଉଚିତ । ଖାସ କରି ଏହି ସମୟରେ ତୁଲସୀ ପତ୍ରର ପ୍ରୟୋଗ କରିବା ଅତି ଆବଶ୍ୟକ ହୋଇଥାଏ ।  ଗର୍ଭବତ୍ତୀ ମହିଳା ବି ଏହି ସମୟରେ କିଛି ଖାସ କଥା ପ୍ରତି ଧ୍ୟାନ ଦେବା ଉଚିତ । କହିଦେଉଛୁ କି ଏହି ବର୍ଷ ସୂର୍ଯ୍ୟ ଗ୍ରହଣ ୧୦ ଜୁନ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥି ଗୁରୁବାର ଦିନ ପଡୁଛି । ସୂର୍ଯ୍ୟ ଗ୍ରହଣ ଦ୍ଵିପହର ୧.୪୨ ମିନିଟରୁ ଆରମ୍ଭ ହୋଇ ୬.୪୧ ମିନିଟରେ ସମାପ୍ତ ହେବ ।

ଅର୍ଥାତ ସୂର୍ଯ୍ୟ ଗ୍ରହଣ ୫ ଘଣ୍ଟା ପର୍ଯ୍ୟନ୍ତ ରହିବ । ସବୁଠୁ ବଡ ଖାସ କଥା ହେଉଛି କି ଏହି ଗ୍ରହଣ ଭାରତରେ ନଜର ଆସିବ ନାହିଁ ସେଥିପାଇଁ ଏହାର ସୁତକ କାଳ ମାନ୍ୟ ନୁହେଁ ଓ ନା ହିଁ କୌଣସି ଧାର୍ମିକ ଆୟୋଜନ ବନ୍ଦ ହେବ । ଏହି ଗ୍ରହଣ ଆମେରିକା, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିୟା ଓ ଆଣ୍ଟାର୍ଟିକା ଦେଖାଯିବ । ଭାରତରେ ନ ଦେଖିବା ସତ୍ବେ ବି ଗର୍ଭବତ୍ତୀ ମହିଳା ସତର୍କ ରୁହନ୍ତୁ । ଗର୍ଭବତ୍ତୀ ମହିଳାମାନେ ଗ୍ରହଣ ଲାଗିବା ପୂର୍ବରୁ ସ୍ନାନ କରି ନିଅନ୍ତୁ ନଚେତ ଭଲ କପଡା ପିନ୍ଧି ଦିଅନ୍ତୁ ।

Loading...

ଗ୍ରହଣ ସମୟରେ ଆପଣ କୌଣସି ବି ମନ୍ତ୍ର ଜପ କରନ୍ତୁ । ଗର୍ଭବତ୍ତୀ ମହିଳାମାନେ ଧ୍ୟାନ ରଖନ୍ତୁ କେବେ ବି ଗ୍ରହଣ ସମୟରେ ଗ୍ରହଣକୁ ଦେଖନ୍ତୁ ନାହିଁ । ଏହି ସମୟରେ ଆପଣ ଭୋଜନ କରି ପାରିବେ କିନ୍ତୁ କୌଣସି ଜିନିଷ କାଟି ପାରିବେ ନାହିଁ ।  କୌଣସି ଖରାପ କାମ ବି କରନ୍ତୁ ନାହିଁ ଓ ସିଲେଇ ମଧ୍ୟ କରନ୍ତୁ ନାହିଁ । କିନ୍ତୁ ଆପଣ ସେହି ସମସ୍ତ ଖାଦ୍ୟ ପଦାର୍ଥ ସେବନ କରନ୍ତୁ ଯେଉଁଥିରେ ସୂର୍ଯ୍ୟ ଗ୍ରହଣ ପୂର୍ବରୁ ହିଁ ତୁଲସୀ ପତ୍ର ପଡିଥିବ ।  ଗ୍ରହଣ ସମୟରେ ଗର୍ଭବତ୍ତୀ ମହିଳାମାନେ ନିଜର ହାତ ଓ ଗୋଡକୁ ମୋଡି ବସନ୍ତୁ ନାହିଁ ।

ଏହି ସମୟରେ ଆପଣ ଭଗବାନଙ୍କ ନାଁ ଜପ କରନ୍ତୁ । ଏତଦ ବ୍ୟତୀତ ଅନ୍ୟ କୌଣସି ବି କାମ କରନ୍ତୁ ନାହିଁ ।  ଗ୍ରହଣ ଆରମ୍ଭ ହେବା ପୂର୍ବରୁ ଅମାବାସ୍ୟା ତିଥି ୯ ଜୁନକୁ ହିଁ ଲାଗିଯିବ ତେବେ ୯ ଜୁନ ଦିନ ସକାଳୁ ସ୍ନାନ କରି ତୁଲସୀ ପତ୍ର ରଖି ଦିଅନ୍ତୁ । ଏବେ ଏହି ତୁଲସୀ ପତ୍ରକୁ ପାଣି ଟାଙ୍କିରେ ଦେଇ ଦିଅନ୍ତୁ । ବର୍ତ୍ତମାନ ସବୁଜ ରଙ୍ଗର ଗୋଟିଏ ମୁଦ୍ରା ରଖି ସେଥିରେ ୫ କିମ୍ବା ୧୧ ଟି ତୁଲସୀ ପତ୍ର ରଖି ବାନ୍ଧି ଦିଅନ୍ତୁ ।  ଏଥିରେ ଏକ ସୂତା ବାନ୍ଧି ସୂତାକୁ ହାତରେ ଧରି ଏହି କପଡାକୁ ପାଣି ଟାଙ୍କି ଭିତରେ ରଖି ଦିଅନ୍ତୁ ।

ଯାହା ଦ୍ଵାରା ଗ୍ରହଣ ପରେ ଆପଣ ଏହାକୁ ବାହାର କରି ମାଟିରେ ପୋତି ପାରିବେ । ଏହି ପାଣି ଦ୍ଵାରା ପୁରା ପରିବାର ସ୍ନାନ କରି ଦିଅନ୍ତୁ । ଯଦି ଆପଣଙ୍କ ଘରେ ଟାଙ୍କି ନାହିଁ ତେବେ ଆପଣ ନିଜର ପିଇବା ଓ ଗାଧୋଇବା ପାଣିରେ ସୂର୍ଯ୍ୟ ଗ୍ରହଣ ଲାଗିବା ପୂର୍ବରୁ ସେଥିରେ ତୁଲସୀ ପତ୍ର ଦେଇ ରଖି ଦିଅନ୍ତୁ । ଘରେ ସମସ୍ତ ଖାଦ୍ୟ ପଦାର୍ଥରେ ତୁଲସୀ ପତ୍ର ଦେଇ ଦିଅନ୍ତୁ । ଏହି ପତ୍ରକୁ ବାହାର କରି ମାଟିରେ ପୋତି ଦିଅନ୍ତୁ । ଆପଣ ଯେଉଁ ମୁଦ୍ରା ରଖିଛନ୍ତି ପାଣିରେ ତାକୁ ବାହାର କରି ସେହି ମୁଦ୍ରାକୁ କୌଣସି ମନ୍ଦିରରେ ଦାନ କରି ଦିଅନ୍ତୁ ଓ ତୁଲସୀ ପତ୍ରକୁ ମାଟିରେ ଦିଅନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *