10 ନୁହେଁ ଆହୁରି ଦେଇଥାନ୍ତି, କିନ୍ତୁ ମୋ ଭାଇ ଚାଲିଗଲା କହି କାନ୍ଦି ପକାଇଲେ Ardhendu… ଦେଖନ୍ତୁ Pintuଙ୍କୁ ନେଇ କଣ କହୁଛନ୍ତି ଅର୍ଦ୍ଧେନ୍ଦୁ

ମୋ ବାପାଙ୍କ ଦେହ ଖରାପ ଥିଲା । ମୁଁ ଜାଣିଛି ପରିବାରରେ ଜଣଙ୍କର ଦେହ ଖରାପ ହେଲେ ସେ ପରିବାର କେତେ କଷ୍ଟରେ ଦିନ କାଟେ । ସେଥିପାଇଁ ମୁଁ ଧାଇଁ ଆସିଥିଲି ପିଣ୍ଟୁ ଭାଇଙ୍କ ପାଖକୁ । କାରଣ ମୁଁ ଯେଉଁ ଦୁଖ ନିଭାଉଥିଲି ତାହା ପିଣ୍ଟୁ ଭାଇଙ୍କ ଆଖିରେ ଦେଖିଥିଲି । ପିଣ୍ଟୁ ଭାଇଙ୍କ ପରିବାର ଆଖିରେ ଦେଖିଥିଲି ଆଉ ସାହାଜ୍ଯ କରିବାକୁ 10 ଲକ୍ଷ ଦେଇଥିଲି ।

10 ଲକ୍ଷ ନୁହେଁ ଆହୁରି ବି ଦେଇଥାନ୍ତି ମୋ ଭାଇ ଭଲ ହୋଇଥାନ୍ତା । ମୋତେ କହିଥିଲେ ମୁଁ ଫେରିବି ଆଗାମୀ ପ୍ରୋଜେକ୍ଟରେ ଆମେ ମିସିକି କାମ କରିବା । ଦେଖିବୁ ପୁଣି ମୁଁ ଅଭିନୟ କରିବି ଆଉ ସମସ୍ତଙ୍କ ମନ କିଣିବି । ହଁ ଦର୍ଶକ ବନ୍ଧୁ ଯେଉଁ ଦିନ ପିଣ୍ଟୁ ନନ୍ଦ ଦିଲ୍ଲୀ ଗଲେ ସେଦିନ ଭୁବନେଶ୍ଵର ବିମାନ ବନ୍ଦରରେ ଅର୍ଦ୍ଧେନ୍ଦୁ ଶେଖର ଙ୍କୁ କହି କାନ୍ଦି ପକାଇଥିଲେ ।

ଆଉ ଅର୍ନ୍ଧେନ୍ଦୁ ବି କହିଥିଲେ ଭାଇ ତୁମେ ନିଶ୍ଚୟ ଫେରିବ ଆମେ ଆମର ଆଗାମୀ ପ୍ରୋଜେକ୍ଟ ରେ କାମ କରିବା । ଦେଖିବ ଏ ରୋଗ ରୁମ ପାଖରେ ହାରିଯିବ । କିନ୍ତୁ ଆଜି ସଉ ମିଛ ପ୍ରମାଣିତ ହୋଇଛି । ଆଜି ସେହି ବନ୍ଦରରେ ଥିଲା ପିଣ୍ଟୁଙ୍କ ପାର୍ଥିବ ଶରୀର । ଯାହାକୁ ଦେଖିବାକୁ ସୁଯୋଗ ନ ଥିଲା ।

ଏଇ ଏବେ ଏବେ ଓଡିଆ ଚଳଚିତ୍ର ଜଗତର ଜଣାଶୁଣା ଚେହେରା ଭୁବନେଶ୍ଵର ବିମାନ ବନ୍ଦର ରୁ ଚିକିତ୍ସା ହେବା ପାଇଁ ଦିଲ୍ଲୀ ଯାଇଥିଲେ । ଆଉ କହିଥିଲେ ମୋତେ କାହିଁକି କେଜାଣି ଲାଗୁଛି ମୁଁ ଫେରିବି । ବହୁତ ଜଲ୍ଦି ଭଲ ହୋଇ ଅଭିନୟ ଜଗତକୁ ଆସିବି ଆଉ ସମସ୍ତଙ୍କୁ ହସାଇବି । ଆଉ ପିଣ୍ଟୁଙ୍କ ଏ ସାହସ ଦେଖି ସମସ୍ତଙ୍କ ମନୋବଳ ଦୃଢ ହୋଇଥିଲା ।

ଆଜି ପିଣ୍ଟୁ ନନ୍ଦ ଫେରିଛନ୍ତି ସତ କିନ୍ତୁ ଅଫେରା ରାଇଜକୁ ଯେଉଁଠି ଆଉ ସେ କେବେ ବି ଫେରିବ ନାହି । ଆଉ ତାଙ୍କର ମୃ-ତ୍ୟୁ କୁ ନେଇ ଅଧିକ ଭାଙ୍ଗି ପଡିଛନ୍ତି ଅର୍ଦ୍ଧେନ୍ଦୁ ଶେଖର । ପଇସା ସମସ୍ତେ ରୋଜଗାର କରୁଛନ୍ତି କିନ୍ତୁ ମଣିଷ ପଣିଆ ହାସଲ କରୁଥିବା ଅର୍ଦ୍ଧେନ୍ଦୁ ଶେଖର ସହଜରେ ବିଶ୍ଵାସ କରିପାରୁ ନାହାନ୍ତି । ଏଟା ସାହାଜ୍ଯ ନ ଥିଲା ଏଟା ବଡ ଭାଇ ପ୍ରତି ମୋର କର୍ତ୍ତବ୍ୟ ।

ମୁଁ କର୍ତ୍ତବ୍ୟ କରିଥିଲି ଆହୁରି କରିଥାନ୍ତି କିନ୍ତୁ ସେ ସୁଯୋଗ ଭାଇ ମୋତେ ଦେଲାଣି । ଆଜି ପିଣ୍ଟୁ ଭାଇଙ୍କୁ ଦେଖିବା ପାଇଁ ବି ମୋର ସାହସ ନାହି । ଏମିତି କିଛି କହି ଅର୍ଦ୍ଧେନ୍ଦୁ କହି କାନ୍ଦି ପକାଇଛନ୍ତି । ଆଉ ସେପଟେ ଆଜି ପୁରୀ ଓଡିଆ ଇଣ୍ଡଷ୍ଟ୍ରି ର ଚର୍ଚ୍ଚିତ ଚେହେରା ପିଣ୍ଟୁ ନନ୍ଦ ଙ୍କର ସ୍ଵର୍ଗଦ୍ଵାର ରେ ଅନ୍ତିମ ସଂସ୍କାର କରାଯିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କାମେଣ୍ଟ ଜରିଆରେ, ଜଣାଇବେ ।

Leave a Reply

Your email address will not be published. Required fields are marked *