୧୦ ମିନିଟ ରେ ଭଲ ହୋଇଯାଉଛି କରୋନା, ଦେଖନ୍ତୁ Video କଣ କହୁଛନ୍ତି ଏହି ବ୍ୟକ୍ତି ଜଣଙ୍କ…. ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ୨୦୨୦ ଠାରୁ ୨୦୨୧ ଯାଏଁ ଯେଉଁ କୋରୋନା ମହାମାରୀ ବ୍ୟାପିବାରେ ଲାଗିଛି ତାହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କୋରୋନର ପ୍ରଥମ ଲହର ସାରିବା ପରେ ବର୍ତ୍ତମାନ ଦିତୀୟ ଲହର ଏତେ ମାତ୍ରାରେ ବ୍ୟାପିବାରେ ଲାଗିଛି ଯେ ସେଥିପାଇଁ କେତେ ଯେ ଲୋକଙ୍କର ପ୍ରା-ଣ ହା-ନି ହେଲାଣି ତାହା କହି ହେବ ନାହି ।

ତେବେ ବର୍ତ୍ତମାନ ଏକ ନୂଆ ଖବର ଆସି ପହଞ୍ଚିଛି । ଜଣେ ବ୍ୟକ୍ତି କୋରୋନା ବାବଦରେ କିଛି ନୂଆ କଥା କହିଛନ୍ତି । ସେହି ବ୍ୟକ୍ତିଙ୍କ କହିବା ମୁତାବକ କୋରୋନା ନାଁ ରେ ଷ-ଡ-ଯ-ନ୍ତ୍ର କରା ଯାଉଛି ଜାହକୁ ସେ ପରଦାଫାର୍ଶ କରିବାକୁ ଆସିଛନ୍ତି । ବ୍ୟକ୍ତିଙ୍କ ମତରେ ସେ ଓ ତାଙ୍କ ସ୍ତ୍ରୀଙ୍କ ଗୋଟେ ବର୍ଷ ହେବ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦୁହେଁ ସ୍ଵାମୀ ସ୍ତ୍ରୀ କୋରୋନା ରୋଗୀଙ୍କୁ ଉଠାଇଛନ୍ତି । ସେ ଅନେକ ଜାଗାରେ ମାସ୍କ କାଉନ୍ସିଲର କରିଛନ୍ତି ଯାହା ୧୦୦ ରୁ ୨୦୦ ଲୋକଙ୍କୁ କାଉନ୍ସିଲର କରିଛନ୍ତି ।

ସେହି ବ୍ୟକ୍ତିଙ୍କ କହିବା ଅନୁସାରେ କୋରୋନା ୧୦ରୁ ୧୫ ମିନିଟ ମଧ୍ୟରେ ରିକଭର ହେଉଛି । ଗୋଟେ ଗ୍ଳାସ ପାଣିରେ ଦେଶୀ ଘିଅ ପକାଇ ପିଇଲେ କୋରୋନା ଭଲ ହେଇ ଯାଉଛି । ଏହା ଛଡା ଫୁସଫୁସ ଓ ଅକ୍ସିଜେନ ଲେବଲ କମ ହେଉଥିଲେ ଗରମ ପାଣି ରେ ଲେମ୍ବୁ ମିଶାଇ କୁଳି କରିଲେ ତାହା ନିୟନ୍ତ୍ରଣ ହେଉଛି ବୋଲି ବ୍ୟକ୍ତି ଜଣକ କହିଛନ୍ତି ।

ଏହା ସହ ଜ୍ଵର ମଧ୍ୟ ଭଲ ହେଉଛି । କୋରୋନା ମହାମାରୀ କିଛି ନାହି ଏହା ଗୋଟେ ମିଥ୍ୟା ଘଟଣା ଯାହା ଦ୍ଵାରା ଲୋକଙ୍କୁ ପ୍ରଲୋଭିତ କରାଇ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରା ଯାଉଛି ବୋଲି ବ୍ୟକ୍ତି ଜଣକ ନିଜ ରାଏ ରେ କହିଛନ୍ତି ।

ମାସ୍କ ପିନ୍ଧିବା ଦ୍ଵାରା ବ୍ୟାକ୍ଟେରିୟା ମୁହଁ ରେ ରହୁଛନ୍ତି । ପୂର୍ବ ପୁରୁଷ ମାନେ କହିଛନ୍ତି ଯେ ସୂର୍ଯ୍ୟ କିରଣ ମୁହଁ ରେ ପଡିବା ଦ୍ଵାରା ସବୁ ବ୍ୟାକ୍ଟେରିୟା ଦୂର ହୋଇଥାଏ । ଯଦି ବ୍ୟାକ୍ଟେରିୟା ଶରୀରର ଭିତରକୁ ମୁହଁ ବା ନାକ ବାଟ ଦେଇ ଗଲା ତେବେ ଅଧିକ ସ୍ୱାସ୍ଥ୍ୟ ଖରାପ ହେବ । ତେଣୁ ମାସ୍କ ପିନ୍ଧିବା ବନ୍ଦ କରିବାକୁ ବ୍ୟକ୍ତି ଜଣକ କହିଛନ୍ତି । ଏହା ଛଡା କୋଭିଡ ଭ୍ୟାକ୍ସିନ ନେବା ପରେ ମଧ୍ୟ ଲୋକ ମାନେ ମୃ-ତ୍ୟୁ-ବ-ର-ଣ କରୁଛନ୍ତି ।

ଭ୍ୟାକ୍ସିନ ମାଧ୍ୟମ ରେ କୋରୋନା କୁ ଘରେ ପୁରା ଯାଉଛି ବୋଲି ବ୍ୟକ୍ତି ଜଣକ କହିଛନ୍ତି । ସରକାର ଲୋକଙ୍କୁ ମାରିବା ପାଇଁ ଯେଉଁ କୋରୋନା ନାଁ ରେ ନୂଆ ଷ-ଡ-ଯ-ନ୍ତ୍ର କରିଛନ୍ତି ତାକୁ ବନ୍ଦ କରିବା ପାଇଁ ସେ କହିଛନ୍ତି । ଏଥିପାଇଁ ସେ ରାଜ ରାସ୍ତାକୁ ଆସି ଆନ୍ଦୋଳନ କରିଛନ୍ତି । ଯେଉଁ ବ୍ୟବସ୍ଥା ପୁରା ଦେଶରେ ଚାଲିଛି ତାହା ବନ୍ଦ କରାଯାଉ ବୋଲି ବ୍ୟକ୍ତି ଜଣକ ଦାବି କରିଛନ୍ତି ।

ବନ୍ଧୁଗଣ ଏହି ବିବରଣୀ ଟି ଭଲ ଲାଗିଥିଲେ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *