10 ବହୁତ ଏକ୍ସପେନସିବ Gift ମିଳିଛି ବିଗ ବସ OTT ବିଜେତା Divya Agarwalଙ୍କୁ

ବିଗ ବସ ଓଟିଟି ର ବିଜେତା ହୋଇଯାଇଛନ୍ତି ଦିବ୍ୟା ଅଗ୍ରୱାଲ । ଏହି ଖୁସିରେ ଦିବ୍ୟାଙ୍କୁ ବିଗ ବସର ପ୍ରତିଯୋଗୀମାନେ ବହୁତ ଶୁଭେଚ୍ଛା ଦେଇଛନ୍ତି । ଏହା ସହିତ ତାଙ୍କ ପାଇଁ ଗୋଟିଏ ଗ୍ରାଣ୍ଡ ପାର୍ଟି ବି ରଖିଛନ୍ତି । ଏତିକି ନୁହେଁ ତାଙ୍କୁ ବହୁତ ମହଙ୍ଗା ମହଙ୍ଗା ଉପହାର ବି ଦେଇଛନ୍ତି । ଆଜି ଆମେ ଆପଣଙ୍କୁ ଦିବ୍ୟାଙ୍କ ସେହି ସମସ୍ତ ଉପହାର ବିଷୟରେ କହିବୁ ।

ପ୍ରତୀକ ସେହଜପାଲ

ଦିବ୍ୟାଙ୍କ ବନ୍ଧୁ ପ୍ରତୀକ ସେହଜପାଲ ଦିବ୍ୟାଙ୍କୁ ବିଜେତା ହେବା ଖୁସିରେ ଅଡୀ A7 କାର ଦେଇଛନ୍ତି । ଯାହାର ମୂଲ୍ୟ ୭୦ ଲକ୍ଷ ଟଙ୍କା ।

ସମିତା ଶେଟ୍ଟୀ

ସମିତା ଶେଟ୍ଟୀ ଦିବ୍ୟାଙ୍କୁ ବିଜେତା ହେବା ଉପଲକ୍ଷେ ତାଙ୍କୁ ବହୁତ ଶୁଭକାମନା ଦେଲେ । ଏହା ସହିତ ତାଙ୍କୁ ଗୋଟିଏ ପ୍ଲାଟିନମ ଭେସ୍ଳେଟ ଓ ମନୀଷ ମୋହଲୋତ୍ରାଙ୍କ ଦ୍ଵାରା ଡିଯାଇନ କରାଯାଇ ଥିବା ଫୁଲ ସୁଟ ଉପହାର ଦେଲେ । ଯାହାର ମୂଲ୍ୟ ୪୦ ଲକ୍ଷ ଟଙ୍କା ।

ରାକେଶ ବାପଟ

ରାକେଶ ବାପଟ ଦିବ୍ୟାଙ୍କୁ ହ୍ୟାଣ୍ଡ ମେଟ ଟୋପି ଦେଇଛନ୍ତି । ଯାହାର ମୂଲ୍ୟ ୧୦ ହଜାର ଟଙ୍କା ।

ଜିଶାନ ଖାନ

ଜିଶାନ ଖାନ ଦିବ୍ୟାଙ୍କୁ ବହୁତ ଭିନ୍ନ ପ୍ରକାରର ଉପହାର ଦେଲେ । ସେ ଦିବ୍ୟାଙ୍କୁ ଗୋଟିଏ ଗୀଟାର ଦେଇଛନ୍ତି । ଯାହାର ମୂଲ୍ୟ ଥିଲା ୧୫ ଲକ୍ଷ ଟଙ୍କା ।

ରିଧିମା ପଣ୍ଡିତ

ରିଧିମା ପଣ୍ଡିତ ଦିବ୍ୟାଙ୍କୁ ଗୋଟିଏ ଛୋଟ ଗୋଲ୍ଡ ଚେନ ଉପହାର ଦେଇଛନ୍ତି । ଯାହାର ମୂଲ୍ୟ ୫୦ ହଜାର ଟଙ୍କା ।

କରନ ନାଥ

କରନ ନାଥଙ୍କ ଉପହାର ଅନ୍ୟ ସମସ୍ତଙ୍କ ଉପହାର ଠାରୁ ଅଳ୍ପ ଭିନ୍ନ ଥିଲା । ସେ ଦିବ୍ୟାଙ୍କୁ ଗୋଟିଏ ରାଜସ୍ଥାନୀ ଡ୍ରେସ ଉପହାର ଦେଇଛନ୍ତି । ଯାହାକୁ ସେ ଖାସ ରାଜସ୍ଥାନରୁ ତିଆରି କରିଥିଲେ । ଏହି ଡ୍ରେସର ମୂଲ୍ୟ ଥିଲା ୧ ଲକ୍ଷ ଟଙ୍କା ।

ଉର୍ଫି ଜାବେଦ

ଉର୍ଫି ଜାବେଦ ଦିବ୍ୟାଙ୍କୁ ବିଜେତା ହେବ ଖୁସିରେ Dolce & Gabbanaର ଚଷମା ଦେଇଛନ୍ତି । ଯାହାର ମୂଲ୍ୟ ୨ ଲକ୍ଷ ଟଙ୍କା ଅଟେ ।

ଅକ୍ଷରା ସିଂହ

ଅକ୍ଷରା ସିଂହ ଦିବ୍ୟାଙ୍କ ସହ ଭଲ ବନ୍ଧୁତା ରଖିଛନ୍ତି । ସେ ଦିବ୍ୟାଙ୍କୁ ଗୋଟିଏ ନାଇକି କମ୍ପାନୀର ଜୋତା ଦେଇଛନ୍ତି । ଯାହାର ମୂଲ୍ୟ ୨.୫ ଲକ୍ଷ ଟଙ୍କା ।

ନିଶାନ୍ତ ଭଟ୍ଟ

ନିଶାନ୍ତ ଭଟ୍ଟ ଦିବ୍ୟାଙ୍କୁ ଗୋଟିଏ ପିଆନୋ ଉପହାର ଦେଇଛନ୍ତି । ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା ।

ମିଳିଣ୍ଡ ଗାବା

ମିଳିଣ୍ଡ ଗାବା ଦିବ୍ୟାଙ୍କୁ ବିଜେତା ହେବ ଉପଲକ୍ଷେ ବହୁତ ଶୁଭ କାମନା ଦେଲେ । ଏହା ସହିତ ତାଙ୍କୁ ଗୋଟିଏ ପରଫିଉମ ସେଟ ଦେଲେ । ଯାହାର ମୂଲ୍ୟ ୫ ହଜାର ଟଙ୍କା ।

ମୁସକାନ ଜଟାନା

ମୁସକାନ ଜଟାନା ଦିବ୍ୟାଙ୍କୁ ବହୁତ ଦାମୀ ଚକୋଲେଟ ବାସ୍କେଟ ଉପହାର ଦେଇଛନ୍ତି । ଯାହାର ମୂଲ୍ୟ ୧.୫ ଲକ୍ଷ ଟଙ୍କା ଅଟେ ।

କରନ ଜୋହାର

କରନ ଜୋହାର ଦିବ୍ୟାଙ୍କୁ Tissot କମ୍ପାନୀର ଘଣ୍ଟା ଦେଲେ । ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କା ଅଟେ ।

Leave a Reply

Your email address will not be published. Required fields are marked *