10ଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ଓ ଜାଣନ୍ତୁ ସେ ଆପଣଙ୍କ ଠାରୁ କଣ ଚାହୁଁଛନ୍ତି ? Love Quiz

ବନ୍ଧୁଗଣ କଣ ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ସାଥି ଆପଣଙ୍କ ଠାରୁ କଣ ଇଚ୍ଛା କରୁଛନ୍ତି । ଯେମିତିକି କିସ କରିବା, ବ୍ରେକଅପ କରିବା ବା ଆପଣଙ୍କ ସହ ମ୍ୟାରେଜ କରିବାକୁ ଚାହୁଁଛନ୍ତି । ଏହା ପତ୍ତା ଲଗାଇବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଗେମ ନେଇ ଆସିଛୁ । ଏହି ଗେମରେ ୧୦ଟି ପ୍ରଶ୍ନ ରହିଛି ଓ ପ୍ରତେକ ପ୍ରଶ୍ନ ପାଇଁ ୪ଟି ଅପସନ ରହିଛି । ପ୍ରତେକ ଜବାବରେ ଆପଣଙ୍କୁ ପଏଣ୍ଟ ମିଳିବ ଯାହାକୁ ଆପଣ ଯୋଡିବାକୁ ହେବ । ପଏଣ୍ଟ ଯୋଡିବା ପରେ ଏହାର ଆଧାରରେ ଆପଣ ଜାଣିବେ ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ମିଳିବ ।

୧- ଆପଣଙ୍କୁ ଥଣ୍ଡା ଦିନରେ କଣ ପସନ୍ଦ ହୋଇଥାଏ ?

ଆଇସକ୍ରିମ – ୧୦points

ବୁଲିବା – ୨୦points

ଚକୋଲେଟ ଖାଇବା – ୩୦points

ଶୋଇବା- ୪୦points

୨- ଆପଣଙ୍କୁ କେଉଁଠି ବୁଲିବାକୁ ପସନ୍ଦ ହୋଇଥାଏ ?

ପାର୍କରେ- ୪୦points

ମଲରେ- ୩୦points

ମାର୍କେଟରେ- ୧୦points

କେଉଁଠି ନୁହେଁ – ୨୦points

୩- ଆପଣଙ୍କୁ ଗୀତ ଗାଇବା ପସନ୍ଦ ଅଟେ କି ?

ହଁ ବହୁତ ଅଧିକ- ୨୦points

ବହୁତ କମ- ୪୦points

କେବଳ ରୋମାଣ୍ଟିକ- ୩୦points

ନାହି- ୧୦points

୪- ଆପଣ କେଉଁ ଟାଇପର ମଣିଷ ଅଟନ୍ତି ?

ରୋମାଣ୍ଟିକ- ୩୦points

ଇମୋସନାଲ- ୪୦points

ସିମ୍ପଲ- ୨୦points

ଜାଣିନ – ୧୦points

୫- ଆପଣଙ୍କ ସମ୍ପର୍କରେ ସବୁଠାରୁ ଅଧିକ ଜରୁରୀ କଣ ରହିବା ଉଚିତ ?

ପ୍ରେମ- ୨୦points

ବୁଝାମଣା- ୪୦points

ସମ୍ମାନ ଦେବା- ୩୦points

ପରସ୍ପରର କେୟାର ନେବା- ୧୦points

୬- କଣ ଆପଣ କେବେ ପ୍ରେମ କରିଛନ୍ତି ?

ହଁ- ୧୦points

କେତେ ଥର- ୩୦points

ଦୁଇ ଥର- ୨୦points

କେବେ ନୁହେଁ- ୪୦points

୭- ଆପଣ ତାଙ୍କୁ କେତେ ଥର ମନେ ପକାଉଛନ୍ତି ?

ଥରେ- ୩୦points

ନାହି- ୧୦points

୧୦ ଥର- ୨୦points

ସର୍ବଦା- ୪୦points

୮- ଏବେ ଆପଣଙ୍କର କଣ କରିବାକୁ ମନ କରୁଛି ?

ଶୋଇବାକୁ- ୪୦points

ଖାଇବାକୁ- ୨୦points

ଫିଲ୍ମ ଦେଖିବାକୁ- ୩୦points

କଥା କହିବାକୁ- ୧୦points

୯- ଆପଣ ସବୁଠାରୁ ଅଧିକ ପ୍ରେମ କାହାକୁ କରନ୍ତି ?

ମା- ୩୦points

ବାପା- ୪୦points

ଭାଇ- ୨୦points

ଭଉଣୀ- ୧୦points

୧୦- ଆପଣଙ୍କୁ ନିଜ ଭିତରେ ସବୁଠାରୁ କଣ ଭଲ ଲାଗେ ?

ନିଜର ବ୍ୟବହାର- ୧୦points

ନିଜର ବ୍ୟକ୍ତିତ୍ବ- ୨୦points

ନିଜର କଥା କହିବାର ତରିକା- ୩୦points

ସବୁ କିଛି- ୪୦points

A- ଯଦି ଆପଣଙ୍କର ପଏଣ୍ଟ୍ସ ୧୦୦ରୁ ୧୭୦ ମଧ୍ୟରେ ଆସେ ତେବେ ସେ ଆପଣଙ୍କ ସହ ମ୍ୟାରେଜ କରିବାକୁ ଚାହୁଁଛନ୍ତି, ସେ ଆପଣଙ୍କୁ ବେହତର ମଣିଷ ଭାବୁଛନ୍ତି ଓ ନିଜ ଲାଇଫ ପାର୍ଟନର କରିବାକୁ ଚହୁଁଛନ୍ତି ।

B- ଯଦି ଆପଣଙ୍କର ପଏଣ୍ଟ ୧୭୦ରୁ ୨୪୦ ଭିତରେ ଆସେ ତେବେ ସେ ଆପଣଙ୍କୁ କିସ କରିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କ ସହ ମ୍ୟାରେଜ କରିବାରେ ଆଗ୍ରହୀ ନୁହନ୍ତି ।

C- ଯଦି ଆପଣଙ୍କର ପଏଣ୍ଟ ୨୪୦ରୁ ୩୨୦ ଭିତରେ ଆସେ ତେବେ ସେ ଆପଣଙ୍କ ସହ ବ୍ରେକପ କରିବାକୁ ଚାହୁଁଛନ୍ତି କାରଣ ସେ ଆପଣଙ୍କ ସହ ରହିବାକୁ ଚାହୁଁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଆପଣଙ୍କୁ ଏହି ଗେମ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *