ଦୀର୍ଘ ୧୦୦ ବର୍ଷ ପରେ ଏହି ୬ ଟି ରାଶିରେ ଧନ ବର୍ଷାଇବାକୁ ଯାଉଛନ୍ତି, “ମହାଦେବ”

ବନ୍ଧୁଗଣ, ଆଜି ରାତିଠାରୁ ଏହି ରାଶିର ସମସ୍ତ କଷ୍ଟ ଦୂର କରିବେ ମହାଦେବ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଭଗବାନ ଭୋଳାନାଥ ଙ୍କୁ ସୃଷ୍ଟି ର ଅଧିପତି ବୋଲି ମାନାଯାଇଅଛି । ମହାଦେବଙ୍କୁ ହିଁ ସୃଷ୍ଟି ର ପାଳନ ହାର ବୋଲି କୁହା ଯାଇଥାଏ । ବନ୍ଧୁଗଣ ଭୋଳାନାଥ ଯେବେ ନିଜ ଭକ୍ତ ଉପରେ ପ୍ରସନ୍ନ ହୋଇଥାନ୍ତି ସେବେ ନିଜର ଅପାର କୃପା ନିଜ ଭକ୍ତ ମାନଙ୍କ ଉପରେ ପକାଇଥାନ୍ତି । ଆସନ୍ତୁ ଜାଣିବା ସେହିସବୁ ଭାଗ୍ୟଶାଳୀ ରାଶି ଗୁଡିକ କିଏ ଅଟନ୍ତି ? ଯାହାଙ୍କ ଊପରେ ପ୍ରଭୁ ଭୋଳାବାବା ଙ୍କ କୃପା ବର୍ଷିବାକୁ ଯାଉଅଛି ।

ବନ୍ଧୁଗଣ ଭଗବାନ ଭୋଳାନାଥ ଙ୍କ କୃପା ରୁ ଆପଣଙ୍କର ଦୁଖର ଦିନ ବର୍ତ୍ତମାନ ଶେଷ ହେବାକୁ ଯାଉଅଛି । ଆପଣଙ୍କ ଭଲ ଦିନ ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଅଛି । ଆପଣଙ୍କର ଟଙ୍କା ପଇସା ର ଅଭାବ ଆଉ ପରିଲକ୍ଷିତ ହେବ ନାହିଁ । ପ୍ରଭୁ ଭୋଳାନାଥ ଙ୍କ କୃପା ରୁ ଆପଣଙ୍କର ସମସ୍ତ ଅଧୁରା ଅଥବା ବିଗିଡି ଯାଇଥିବା କାର୍ଯ୍ୟ ପୂରଣ  ହେବାକୁ ଯାଉଅଛି । ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ଅସୁବିଧା ବର୍ତମାନ ଦୂର ହୋଇଯିବ ।

ଆପଣଙ୍କୁ ଆପଣଙ୍କର ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିବାକୁ ଯାଉଅଛି । ଆପଣଙ୍କର ଶତ୍ରୁ ଆପଣଙ୍କ ଠାରୁ ଦୂରରେ ରହିବେ । ସାମାଜରେ ଆପଣଙ୍କ ର ନୂତନ ପରିଚୟ ପ୍ରତିଷ୍ଠା ହେବାକୁ ଯାଉଅଛି । ବ୍ୟାପାର ବାଣିଜ୍ୟ ଆପଣଙ୍କର ୨ ଗୁଣା ଆଗକୁ ବଢି ଚାଲିବ । ଉତ୍ତମ ଚାକିରି ସନ୍ଧାନରେ ରହିଥିବା ବ୍ୟକ୍ତି ମାନଙ୍କୁ ଭଗବାନ ବୋଳାନାଥ ଙ୍କ କୃପାରୁ ଭଲ ଚାକିରି ପ୍ରାପ୍ତ ହେବାକୁ ଯାଉଛି । ମହାଦେବ ଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ବହୁତ ବଡ ସଫଳତା ମିଳିବାକୁ ଯାଉଅଛି ।

ଅନ୍ୟ ବ୍ୟକ୍ତି ମାନେ ଆପଣଙ୍କ ଉପରେ ରଖିଥିବା ପ୍ରଚୁର ବିଶ୍ଵାସ ହେତୁ ସମସ୍ତ ମହତ୍ଵପୂର୍ଣ୍ଣ କଥା ଆପଣଙ୍କ ଠାରୁ ପଚାରି ବୁଝିବେ । ଆପଣଙ୍କ ଘର ପରିବାରରେ ଖର୍ଚ୍ଚ କମ ହେବ । ତଥା ସବୁଦିନ ରୋଜଗାର ମଧ୍ୟ ବଢିବାରେ ଲାଗିବ । ଭୋଳାନାଥ ଙ୍କ କୃପା ରୁ ଆପଣଙ୍କ ମନରେ ଆତ୍ମବିଶ୍ଵାସ ଏବଂ ଉତ୍ସାହ ମଧ୍ୟ ବଢିଯିବ । ପ୍ରେମ ସମ୍ବନ୍ଧ ଆପଣଙ୍କର ମଧୁର ରହିବ । ଆପଣଙ୍କୁ ଶୁଭ କାର୍ଯ୍ୟ କରିବାର ଅବସର ମିଳିବାକୁ ଯାଉଅଛି । ଶିକ୍ଷା କ୍ଷେତ୍ରରେ ରହିଥିବା ଛାତ୍ର ଛାତ୍ରୀ ମାନେ ଅଧିକ ଉନ୍ନତି କରିବେ । ଏହି ସମୟରେ ପାରିବାରିକ ତଥା ବୈବାହିକ ଜୀବନରେ ସୁଧାର ଦେଖିବାକୁ ମିଳିବ ।

ଆପଣ ମାନେ ନିଜ ଜୀବନସାଥୀ ଙ୍କ ସହିତ ହସଖୁସି ରେ ଜୀବନ ଜାପନା କରିବେ । ଆପଣଙ୍କର ଭଗବାନ ଭୋଳାନାଥ ଙ୍କ ଉପରେ ରହିଥିବା ଅପାର ଭକ୍ତି ତଥା ନିଷ୍ଠା ରେ ପ୍ରଭୁ ସନ୍ତୁଷ୍ଠ ହୋଇ ଆପଣଙ୍କ ଉପରେ ଧନର ବର୍ଷା କରାଇବାକୁ ଯାଉଛନ୍ତି । ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳି ରାଶି ଙ୍କ ନାମ;- “କୁମ୍ଭ, ମିଥୁନ, କର୍କଟ, ସିଂହ, ବୃଷ, ଏବଂ ତୁଳା । ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *