୩ ଦିନ ଏହାକୁ କ୍ଷୀରରେ ଫୁଟାଇ ପିଇ ଦିଅନ୍ତୁ, ୧୦୦ ବର୍ଷ ପର୍ଯ୍ୟନ୍ତ ହାଡର କମଜୋରି, ଥକାନ, ଅନିଦ୍ରା ଆଦି ହେବ ନାହିଁ- Swami Ramdev

ଏହାକୁ କ୍ଷୀରରେ ମିଶାଇ ଫୁଟାଇ ପିଇଲେ ଅନିଦ୍ରା, ଥକାନ, ଆଖିର କମଜୋରି, ଶରୀରରେ କ୍ୟାଲସିୟମର କମି ମୂଳରୁ ଖତମ ହୋଇଥାଏ । ହାଡ ଓ ଗଣ୍ଠିରେ ଦରଜ ପୁରା ଖତମ ହୋଇଯିବ । ଏହି କ୍ଷୀରକୁ ବନେଇବା ପାଇଁ ସବୁଠୁ ପ୍ରଥମେ ନେବା ମଖାନା, ମଖାନାରେ ଭରପୁର ମାତ୍ରାରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଜିଙ୍କ ଓ କପର ରହିଥାଏ ।

ଆମର କେସକୁ ସୁସ୍ଥ ରଖିବା ପାଇଁ ମଖାନା ବହୁତ ଭଲ ହୋଇଥାଏ । ମଖାନାରେ ଆଣ୍ଟି ଏଜିଙ୍ଗ ତତ୍ଵ ରହିଥାଏ, ଯାହାକି ଆମ ଶରୀରରେ ଜଲ୍ଦି ବୁଢାପା ଆସିବାକୁ ଦେଇ ନଥାଏ । ମଖାନା ଖାଇବା ଦ୍ଵାରା ଆମର ଡାଇଜେଷ୍ଟିଭ ସିଷ୍ଟମ ଠିକ ରହିଥାଏ ।

ମଖାନାରେ ଏତେ କ୍ୟାଲସିୟମ ଥାଏକି ଆଣ୍ଠୁ ଗଣ୍ଠି ଦରଜ ଓ ପାଦର ଦରଜରୁ ମୁକ୍ତି ମିଳିଥାଏ । ମଖାନାର ସେବନ ସବୁବେଳେ କରିବା ଦରକାର ।ମଖାନା ଖାଇଲେ ଆମର ସୁଗାର ଲେବେଲ କଣ୍ଟ୍ରୋଲ ରହିଥାଏ, ଓ ସ୍ଟ୍ରେସ ଦୂର ହୋଇଥାଏ ।ଚିନ୍ତା ମୁକ୍ତ ହୋଇ ନିଦ ଭଲ ହୋଇଥାଏ ।  ମଖାନାରେ ଯେଉଁ କ୍ୟାଲସିୟମ ରହିଥାଏ ଶରୀରରେ ସବୁ ସମୟରେ ଫୁର୍ତି କରିବେ । ଏଠାରେ ମଖାନା ଗୋଟେ ଗିନା ନିଆଯାଇଛି, ଆପଣ ଚାହିଁଲେ ଏହାର ଗୁଣ୍ଡ ବନେଇକି ରଖିପାରିବେ ।

ନହେଲେ କ୍ଷୀରରେ ଏମିତିବି ପକାଇ ପାରିବେ । କ୍ଷୀର ପିଇବା ମଖାନାକୁ ଚୋବାଇ ଖାଇବା ।ଆମେ କିଛି ପୋସ୍ତକ ନେବା । 2 ଚାମଚ ପୋସ୍ତକ ନେଇପାରିବେ । ପୋସ୍ତକରେ ବହୁତ ମାତ୍ରାରେ କ୍ୟାଲସିୟମ, ଥାଇମିନ  ଥାଏ, ଏହା ସହିତ ଏଥିରେ ଓମେଗା ୩ ଫ୍ୟାଟି ଏସିଡ ବହୁତ କମ ଜିନିଷରେ ରହିଥାଏ । ଏହା ବହୁତ କମ ପରିବାରେ ମିଳିଥାଏ । ଦୁଇ ଚାମଚ ପୋସ୍ତକ ନେବେ, କିଛି ମିଶ୍ରି ନେଇପାରିବେ ଯାହା ଆମର ହିମୋଗ୍ଲୋବିନ ଲେବେଲକୁ ବଢାଇ ଥାଏ । ଏହା ସହିତ ଗରମ ସମୟରେ ମିଶ୍ରି ସେବନ କରିବା ଦ୍ଵାରା ହାତ ଗୋଡର ଜ୍ଵଳା ଶାନ୍ତ ହୋଇଥାଏ ।

ଯଦି କ୍ଷୀର ମିଠା କରିବାକୁ ଚାହିଁବେ ତାହେଲେ ଚିନୀ ପକାଇବେ ନାହିଁ , ଟିକେ ଗୁଡ କି ମିଶ୍ରି ପକାଇ ପାରିବେ ।ଗୁଡରେ ବହୁତ ମାତ୍ରାରେ ଆଇରନ ମିଳିଥାଏ । ଗୋଟେ ଗିନା ମଖାନା ଓ ୨ ଚାମଚ ପୋସ୍ତକ, ଓ କିଛି ମିଶ୍ରି ନେବେ । ଟିକେ ମିଶ୍ରି ନେଇ ଟିକେ କୁଟି ଦିଅନ୍ତୁ କ୍ଷୀରରେ ପକାଇବା ପାଇଁ ।  ଗୋଟେ କପ କ୍ଷୀର ନିଅନ୍ତୁ । ଚେଷ୍ଟା କରିବେ ଗାଈର କ୍ଷୀର ବ୍ୟବହାର କରିବା ପାଇଁ , ଗୋଟେ ଛୋଟ ଚାମଚ ଘିଅ ନେଇ ଟିକେ କଡ଼ାଇରେ ପକାଇ ଗରମ କରନ୍ତୁ । ଘିଅ ଟିକେ ଗରମ ହେଲା ପରେ ଏଥିରେ ଦୁଇ ଚାମଚ ପୋସ୍ତକ ପକାଇ ଦିଅନ୍ତୁ, ଟିକେ ଭାଜୀ ହୋଇଗଲେ ସେଥିରେ ଗୋଟେ କପ କ୍ଷୀର ପକାନ୍ତୁ ।

ଏହି କ୍ଷୀରକୁ ସିମ କରି ଧୀରେ ଧୀରେ ପାଞ୍ଚ ମିନିଟ ପର୍ଯ୍ୟନ୍ତ ରାନ୍ଧିବା । କାରଣ ପୋସ୍ତକ ଏଥିରେ ଭଲସେ ମିସିଯାଉ ।ତାପରେ ମଖାନା ପକାନ୍ତୁଓ ଧୀରେ ଧୀରେ ଗୋଳାନ୍ତୁ । ଚେଷ୍ଟା କରିବେ ଏହାକୁ ଖାଇ ସାରିଲାପରେ ଗରମ ଗରମ ପିଇବେ । କାରଣ ପୋସ୍ତକ ଖାଇବା ଦ୍ଵାରା ଟିକେ ନିଦ ଆସିଥାଏ ଓ ଚିନ୍ତା  ଦୂର ହୋଇଥାଏ  । ଗାଇର କ୍ଷୀର ସେମାନେ ନେବେ ଯେଉଁ ମାନେ ଅଧିକ ମୋଟା ଅଟନ୍ତି କାରଣ ଗାଈର କ୍ଷୀରରେ ବେସୀ ଫ୍ୟାଟ ନଥାଏ । ଯଦି ଗାଈର କ୍ଷୀର ମିଳୁନି ମଇଁଷିର କ୍ଷୀର ନେଇପାରିବେ ।

ଯେଉଁ ଲୋକ ପତଳା ଅଟନ୍ତି ମଇଁଷି କ୍ଷୀର ନେଇପାରିବେ କାରଣ ମଇଁଷି କ୍ଷୀରରେ ଫ୍ୟାଟ ପରିମାଣ ଅଧିକ ରହିଥାଏ ।କ୍ୟାଲସିୟମ ଅଭାବରୁ ବହୁତ ରୋଗ ହୋଇଥାଏ । କ୍ଷୀରରେ ଭରପୁର ମାତ୍ରାରେ କ୍ୟାଲସିୟମ ଥାଏ  ଓ ଏହାକୁ ସମ୍ପୂର୍ଣ ଆହାର କୁହାଯାଏ । ଏହାକୁ ୧୫ ଦିନ ପିଇକି ଦେଖିବେ ଆପଣ ପୂର୍ବ ଅପେକ୍ଷା ବହୁତ ଅନ୍ତର ଅନୁଭବ କରିବେ ଓ ଏଥିରେ ଫୁର୍ତି ମଧ୍ୟ ଲାଗିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *