ଶୁକ୍ରବାର 11 ଜୁନ 2021- ମା’ ସନ୍ତୋଷୀଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ ଆର୍ଥିକ ସାହାଯ୍ୟ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି,

ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିବା ଭାରି ପଡିପାରେ । ସନ୍ତାନଙ୍କ କାର୍ଯ୍ୟ ସିଦ୍ଧି ହେବ । ଏହା ଦ୍ଵାରା ନିଜ ମନରେ ପ୍ରସନ୍ନତା ଆସିବ । ପରିବାରରେ ଖୁଶିର ବାତାବରଣ ରହିବ । ଜୀବନ ସାଥିର ସରଳତା ଆପଣଙ୍କ ଦିନକୁ ଖାସ ବନାଇ ପାରେ । ଜୀବନସାଥିଙ୍କ ବିଚାରକୁ ସନମାନ କରନ୍ତୁ ।

ବୃଷ :- ଆଜି ଆପଣଙ୍କୁ ନୂଆ କାମ ବା ନୂଆ ଦାୟିତ୍ଵ ମିଳିପାରେ । ରହିଯାଇଥିବା କାମ ପୁରା ହେବ । ଆପଣଙ୍କ ଜୀବନ ସାଥି ନିଜ ସାଙ୍ଗ ମାନଙ୍କ ଭିତରେ କିଛି ଅଧିକ ବ୍ୟସ୍ତ ହୋଇପାରନ୍ତି । ଯାହା ଦ୍ଵାରା ଆପଣ ଉଦାସ ହେବାର ସମ୍ଭାବନା ରହିଛି । ପ୍ରେମୀଙ୍କ ସାହାର୍ଯ୍ୟ ଦ୍ଵାରା ଧନ ଲାଭ ହେବ । ଆପଣଙ୍କୁ ଭାବନାତ୍ମକ ସହଯୋଗ ମିଳିପାରେ ।

ମିଥୁନ :- ଆଜି କୌଣସି ନୂଆ କାମର ବିଚାର କରିପାରିବେ ଓ ନିଜ ଆର୍ଥିକ ସ୍ଥିତିକୁ ବହୁତ ଭଲ ବନାଇବା ପାଇଁ ଭାବିବେ । କୌଣସି କାଗଜ ଉପରେ ବିନା ବିନା ପଢି ଦସ୍ତଖତ କରନ୍ତୁ ନହିଁ । କିଛି ନୂଆ ଲୋକ ଆପଣଙ୍କ ସହିତ ଯୋଡି ହୋଇପାରନ୍ତି । ମାନସିକ ରୂପରେ ମଜଭୁତ ରହିବେ । ସହକର୍ମୀଙ୍କ ସହିତ ତାଳମେଳ ବନାଇକି ଚାଲନ୍ତୁ ।

କର୍କଟ :- ଆଜି ଆପଣଙ୍କ ଆମଦାନୀ ବଢିବାର ଆସା ରହିଛି । ଆପଣଙ୍କ କାମ କାର୍ଯ୍ୟ ତରିକାରେ ଚେଞ୍ଜେସ ଆସିପାରେ । ଯାହା ଦ୍ଵାରା ଆପଣଙ୍କୁ ଫାଇଦା ହେବ । ଏହା ଦ୍ଵାରା କାମ କାର୍ଯ୍ୟର ଟେନସନ ଦୂର ହେବ । ବାହାର ଲୋକଙ୍କ ହସ୍ତକ୍ଷେପ ଆପଣଙ୍କ ବୈବାହିକ ଜୀବନରେ ଅସୁବିଧା ଉତ୍ପନ ହୋଇବ । ବ୍ୟବସାୟରେ ଆପଣଙ୍କୁ ଲାଭ ହିଁ ଲାଭ ହେବ ।

ସିଂହ :- ଆଜି ନିଜ କଥା ଦ୍ଵାରା କାହାର ମନ ଦୁଃଖ କରନ୍ତୁ ନହିଁ । ଏହା ଦ୍ଵାରା ଆପଣଙ୍କୁ ହିଁ କ୍ଷତି ହୋଇପାରେ । ଧନ କମାଇବା ପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ପଡିପାରେ । ଆଜି ଆପଣ ବ୍ୟସ୍ତ ଅଧିକ ହୋଇବେ । କାମରେ ଧ୍ୟାନ ଲାଗିକି ରହିବ । ପରିଶ୍ରମ ଅଧିକ ବଢିପାରେ । ଆଜିର ଦିନ ନିଜ ଲୋକଙ୍କ ସହିତ ମଜା କରିବାର ଦିନ ଅଟେ ।

କନ୍ୟା :-  ସ୍ଵାସ୍ଥ୍ୟକୁ ନେଇ ସାବଧାନ ରୁହନ୍ତୁ । ଆଜି ଆପଣଙ୍କ ଦିନ ପୂର୍ବ ଅପେକ୍ଷା ବହୁତ ଭଲ ହେବ ।  ପାର୍ଟନର ର ମନ ବହୁତ ଭଲ ରହିବ । ସବୁ ସମ୍ଭାବନାକୁ ଧ୍ୟାନରେ ରଖି ନିଜ ଲକ୍ଷ ଆଡକୁ ବଢନ୍ତୁ । ନୂଆ ବ୍ୟକ୍ତିଙ୍କ ସହିତ ଦେଖା ବା ସାଙ୍ଗ ହେବାର ଯୋଗ ରହିଛି । ପରିବାର ଲୋକଙ୍କ ସହିତ ନିଜ କାମ କାର୍ଯ୍ୟ ଓ ପ୍ଲାନିଂ ସେୟାର କରିପାରିବେ । ଆପଣଙ୍କୁ ଗୋଟିଏ ନୂଆ ଘରର ସ୍ଵାମିତ୍ଵ ମିଳିପାରେ ।

ତୁଳା :- ଭାଇ ଭଉଣୀ ନିଜ ସଂପର୍କକୁ ବହୁତ ଭଲ ବନାଇବା ପାଇଁ ଜଣେ ଅନ୍ୟ ଜଣଙ୍କୁ ଉପହାର ଦେଇ ପାରନ୍ତି । ଜୀବନ ସାଥିର ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ ।  ବିବାଦ କରନ୍ତୁ ନହିଁ । ଆପଣଙ୍କ ଧ୍ୟାନ କୌଣସି କାମକୁ ନେଇ ଭଟକି ପାରେ , କିଏବି ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ଅନ୍ୟ ସାହାର୍ଯ୍ୟ ଦ୍ଵାରା କରାଯାଇଥିବା କାମ ଦ୍ଵାର ଫସିକି ରହିବେ । ପ୍ରତିଷ୍ଠାରେ ବୃଦ୍ଧି ହେବ ।

ବିଛା :- ଆଜି କୌଣସି ବଡ କାମ ଆରମ୍ଭ କରିବା ପୂର୍ବରୁ କୌଣସି ଜାଣିଥିବା ଲୋକଠୁ ସଜେସନ ନିଅନ୍ତୁ । ନୂଆ ଲୋକଙ୍କ ସହିତ ଦେଖା ହୋଇପାରେ । ପୁଞ୍ଜି ନିବେଶ ଦ୍ଵାରା ଲାଭ ହୋଇପାରେ । ଆପଣଙ୍କ ଦ୍ଵାରା ବନଯାଇଥିବା ଯୋଜନା ସଫଳ ହେବ । ଆପଣ କେଉଁଠି ପୁଞ୍ଜି ନିବେଶ କରିବାର ଯୋଜନା ବନାଇ ପାରିବେ, ଯାହା ଆପଣକ ପାଇଁ  ବହୁତ ଫାଇଦା ହେବ ।

ଧନୁ :- ଆଜି ନିଜ ଭିତର ଧର୍ଜ୍ୟ ବଢିବ । ଆପନ୍ନକ ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ଖର୍ଚରେ ବୃଦ୍ଧି ହେବ । ଦାଂପତ୍ଯ ଜୀବନରେ ଅସୁବିଧା ହୋଇପାରେ । ଜଣଙ୍କର ଅନ୍ୟଜଣଙ୍କ ସହିତ ମତଭେଦ ବଢିବ । ଆଜି କୌଣସି ବଡ କାମ କରିବା ଆଗରୁ ଭାବି ଚିନ୍ତି କରନ୍ତୁ । ଭାବିଥିବା କାମ ପୁରା ହେବ । କୌଣସି କାମ ବିଗିଡିବାର ଭୟ ମନରେ ରହିବ ।

ମକର :-  ନିଜ କାମ ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିପାରେ । ଭବିଷ୍ୟତରେ ଆପଣଙ୍କୁ ବଡ ସଫଳତା ମିଳିବ । ଆଜି ଆପଣଙ୍କ ମନରେ ପଇସାକୁ ନେଇକି କିଛି ଯୋଜନା ଚାଲିପାରେ । ଆଜି ଭାଇ ମାନଙ୍କର ଭରପୁର ସହଯୋଗ ମିଳିବ । ଆର୍ଥିକ ପକ୍ଷ ଆପଣଙ୍କର ମଜଭୁତ ରହିବ, କିନ୍ତୁ ଏହି ସମୟରେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ହେବ ।

କୁମ୍ଭ :- ଆଜି ନିଶ୍ଚିତ ଭାବରେ ବିତୀୟ ସ୍ଥିତିରେ ସୁଧାର ଆସିବ କିନ୍ତୁ ଏହା ସହିତ ଖର୍ଚ କମ ହୋଇବ । ସନ୍ତାନ ଦ୍ଵାରା ମନ ଖୁସି ରହିବ । ଆପଣଙ୍କ କର୍ମ କ୍ଷେତ୍ରରେ ବିସ୍ତାର ହେବ । ପଦୋନ୍ନତି ହେୟାବାର ସମ୍ଭାବନା ରହିଛି । ପିତାଙ୍କ ସହିତ ବୈଚାରିକ ମତଭେଦ ରହିବ । ମାନସିକ ଚିନ୍ତା ରହିବ ।

ମୀନ:- ଆଜି ନିଜକୁ ଟିକେ ଢିଲା ଦିଅନ୍ତୁ । କିନ୍ତୁ କାମରେ ବ୍ୟବହାରିକ ମଧ୍ୟ ଦେଖାଇବାକୁ ପଡିବ । ଆଜିର ଦିନ ମିଳାମିଶା ପରିଣାମ ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ହେବ । ବ୍ୟାପାରରେ ଆଶାରୁ କମ ଲାଭ ହେବ । ଯେଉଁ ଲୋକ ସରକାରୀ ଚାକିରି କରିଛନ୍ତି ତାଙ୍କ ପାଇଁ ଏହି ଦିନ ବହୁତ ବଢିଆ ରହିବ । ବହୁତ ସମୟରୁ ଚାକିରିରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ ।

Leave a Reply

Your email address will not be published. Required fields are marked *