ଗୋବିନ୍ଦ ୧୧ ବର୍ଷର ଥିଲେ,ଯେତେବେଳେ ସେ ତାଙ୍କ ମାତା ପିତାଙ୍କୁ ହରାଇଥିଲେ । ତାଙ୍କର ଟିଭିରେ ମୃତ୍ୟୁ ହୋଇଥିଲା । ନନ୍ଦୀ ଫାଉନ୍ଡ଼େସନ ସାହାର୍ଯ୍ୟରେ ପାଠପଢି ଥିଲେ ଓ ଏବେ ସେ ପ୍ରସିଦ୍ଧ ପରିଧାନ ଦୋକାନରେ କାମ କରୁଛନ୍ତି ।
ଏବେ ସେ ଭଡା ଘରେ ରହିବା ପାଇଁ ଓ ନିଜ ଭାଇ ଭଉଣୀଙ୍କୁ ଅନାଥଶ୍ରଳୟରୁ ବାହାର କରିବା ପାଇଁ ପଇସା ସଞ୍ଚୟ କରୁଛନ୍ତି । ଗୋବିନ୍ଦର ପ୍ରେରଣାଦାୟକ କାହାଣୀକୁ ସୋସିଆଲ ମିଡିଆରେ ସୋମବାର ନନ୍ଦୀ ଫାଉଣ୍ଡସେନ ଆଉଥରେ କହିଛନ୍ତି ।
ବିଜନେସ ଟାଇକୁନ ଆନନ୍ଦ ମହିନ୍ଦ୍ରାବି ତାରିଫ କରିଛନ୍ତି ।ଶ୍ରୀ ମହିନ୍ଦ୍ରା, ଯିଏ ନନ୍ଦୀ ଫାଉଣ୍ଡେସନ ବୋର୍ଡର ଅଦକ୍ଷ ରୂପରେ କାର୍ଯ୍ୟ କରୁଛନ୍ତି । ସେ କାଲି ରାତିରେ ଗୋଟେ ଟ୍ବିଟରେ ଗୋବିନ୍ଦର ପ୍ରସଂଶା କରିଥିଲେ । ସେ ନିଜ କାହାଣୀ କହିଥିଲେ କି,ଲୋକ ଯିଏ ଉଠୁଛନ୍ତି!’ ନନ୍ଦୀ ଫାଉଣ୍ଡେସନ ଅନୁସାରେ, ୧୧ ବର୍ଷ ବୟସରେ,ଗୋବିନ୍ଦ ମାତା ପିତାଙ୍କ ମୃତ୍ୟୁ ହୋଇଥିଲା,ସେଥିପାଇଁ ତାଙ୍କୁ ଗୋଟେ ବେଣ୍ଡୋରରେ କାମ କରିବାକୁ ପଡିଥିଲା, କାରଣ ତାଙ୍କ ମୁଣ୍ଡ ଉପରେ ତାଙ୍କ ଭାଇ ଭଉଣୀଙ୍କ ଦଇତ୍ଵ ଥିଲା ।
ସୌଭାଗ୍ୟ ବଶତଃ ଗୋଟେ ବାଳ କଲ୍ୟାଣ ସଙ୍ଗଠନ ତାଙ୍କୁ ଗୋଧ ନେଇଥିଲା ଓ ଗୋଟେ ସ୍କୁଲରେ ନାମ ଲେଖାଇ ଥିଲେ ଯେଉଁଥିରେ ସେ ତାଙ୍କ ଶିକ୍ଷା ପୁରା କରିଥିଲେ । ପରେ ତାଙ୍କୁ ଚଣ୍ଡିଗଡର ମହିନ୍ଦ୍ରା ପ୍ରାଇଡ ସ୍କୁଲରେ ଦାଖିଲ ମିଳିଥିଲା । ମହିନ୍ଦ୍ରା ପ୍ରାଇଡ ସ୍କୁଲ ୨୦୦୭ ରେ ସାମାଜିକ ଓ ଆର୍ଥିକ ରୂପରେ ବଞ୍ଚିତ ହେଉଥିବା ଯୁବକମାନଙ୍କୁ ଭର୍ତି କରିବା ଓ ଶିକ୍ଷିତ କରିବା ଓ ଚାକିରି ଖୋଜିବାରେ ସାହାର୍ଯ୍ୟ କରିବାପାଇଁ ସେଟା ଆରମ୍ଭ କରଯାଇଥିଲା ।
People who RISE! https://t.co/tyLuirGNZo
— anand mahindra (@anandmahindra) June 15, 2020
ଗୋବିନ୍ଦକୁ ୩ ମାସ ପାଇଁ ରିଲେଟରେ ଟ୍ରେନିଂ ଦିଆଯାଇଥିଲା ଓ ଲାଇଫ ଷ୍ଟାଇଲ ଷ୍ଟୋରରେ ରଖାଯାଇଥିଲା,ଯାହା କପଡା ଓ ଏକ୍ସେସେରିଜର ବ୍ରାଣ୍ଡ ଅଟେ । ସେ ଭଡା ଘର ପାଇଁ ପଇସା ସଞ୍ଚୟ କରୁଛନ୍ତି । କାରଣ ତାଙ୍କ ଭାଇ ଭଉଣୀଙ୍କୁ ଅନାଥାଶ୍ରଳୟରୁ ବାହାର କରି ଏକା ସାଥିରେ ରହିବା ପାଇଁ ।
ନନ୍ଦୀ ଫାଉଣ୍ଡେସନ ଅନୁସାରେ, ମହିନ୍ଦ୍ରା ପ୍ରାଇଡ ସ୍କୁଲ ୧୮ ରୁ ୨୫ ବର୍ଷ ଲୋକଙ୍କୁ ଭର୍ତି କରାଉଛି । ସ୍କୁଲ ଚାରୋଟି ଭାଗରେ ବିଶେଷଜ୍ଞାତ ପ୍ରଦାନ କରୁଛି -ଆଇଟିଇଏମ ,ହୋସପିଟାଲିଟି,ରିଟେଲ ସେଲ୍ଲ୍ସ ଓ ଅଟୋ । ଛାତ୍ର ମାନଙ୍କୁ ବସ ପାସ ଓ ଟ୍ରେନ ପାସ, ପାଠ୍ୟକ୍ରମ ସାମଗ୍ରୀ ଓ ପୁରା ନିଃ-ଶୁଳ୍କ ପ୍ରଦାନ କରାଯାଉଛି । ତାଙ୍କ ୩ ମାସର ପ୍ରଶିକ୍ଷଣ ପରେ,ତାଙ୍କୁ ଚାକିରି ଖୋଜିବା ପାଇଁ ସାହାର୍ଯ୍ୟ କରି ପ୍ଲେସମେନ୍ଟ ଡ୍ରାଇଭରା ଆୟୋଜନ କରାଯାଉଛି ।