ମୁଁ ଆଲୋକ ଦ୍ଵାରା ବଞ୍ଚିଥାଏ ଆଲୋକ ଦ୍ଵାରାହିଁ ମରିଥାଏ । ମୁଁ କିଏ ? ଏହା ସହ ଆହୁରି 12 Gk Questions & Answers

ଆଜିକା ସମୟରେ ଲୋକଙ୍କ ମନରେ ବହୁତ କଥା ପାଇଁ ବହୁତ ପ୍ରକାର ପ୍ରଶ୍ନ ଅଛି, ତେବେ ବହୁତ ଲୋକ ମାନେ ଏହାର ଉତ୍ତର ଜାଣି ନାହାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ଉତ୍ତର କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନ ବଦଳିଥାଏ । ଆଜିକା ସମୟରେ ଲୋକ ନିଜ ଓ ନିଜ କାମ ଛଡା ଅନ୍ୟ କିଛି ଜାଣି ନାହାନ୍ତି କିନ୍ତୁ ଏମିତି କିଛି ପ୍ରଶ୍ନ ଅଛି ଯାହା ଉତ୍ତର ସମସ୍ତଙ୍କୁ ଜାଣିବା ଉଚିତ ।

୧. ଯାହା କେବଳ ବଢିଥାଏ କେବେବି କମି ନଥାଏ । ତାହା କଣ ?

Image Courtesy: Google

ଉତ୍ତର : ବୟସ

୨. ତାହା କଣ ଯାହା ତଳ ଉପର ହୋଇଥାଏ କିନ୍ତୁ ହଲି ନଥାଏ ?

ଉତ୍ତର : ତାପମାତ୍ରା

୩. ମୁଁ ଆଲୋକ ଦ୍ଵାରା ବଞ୍ଚିଥାଏ ଆଲୋକ ଦ୍ଵାରାହିଁ ମରିଥାଏ । ମୁଁ କିଏ ?

ଉତ୍ତର : ଛାଇ

୪. ତାହା କଣ ଯାହାକୁ କେବଳ ବାମ ହାତରେ ଧରି ହୁଏ ଡାହାଣ ହାତରେ ନୁହେଁ ।

ଉତ୍ତର : ଡାହାଣ ହାତ

୫. କାଦୁଅରେ ଗଡପଡା ଆଠ ଗୋଟି ଗୋଡ ତାର ଦୁଇ ଗୋଡ ପାଙ୍କୁଡା ।

ଉତ୍ତର : କଙ୍କଡା

Image Courtesy: Google

୬. ଯଦି ଗୋଟିଏ ଅଣ୍ଡା ସିଝିବା ପାଇଁ ୧୦ ମିନିଟ ନିଏ, ୧୦ଟି ଅଣ୍ଡା ସିଝିବା ପାଇଁ କେତେ ସମୟ ନେବ ।

ଉତ୍ତର : ୧୦ ମିନିଟ

୭. ତାହା କଣ ଯାହା ମେଡିକାଲରେ ପଇସା ଦେବାକୁ ପଡେ କିନ୍ତୁ ବାହାରେ ମାଗଣାରେ ମିଳେ ?

ଉତ୍ତର : ଅକ୍ସିଜେନ

୮. କିଏ ପ୍ରଥମେ ଗୀତ ଶୁଣାଏ, ତାପରେ ଆକ୍ରମଣ କରେ ?

ଉତ୍ତର : ମଶା

୯. କଣ ସବୁବେଳେ ଆସେ ହେଲେ କେବେ ପହଞ୍ଚେ ନାହିଁ ?

ଉତ୍ତର : ଆସନ୍ତା କାଲୀ

Image Courtesy: Google

୧୦. ତାହା କଣ ଯାହା ବର୍ଷରେ ଠାରେ ମାସରେ ୨ଥର, ସପ୍ତାହରେ ୩ଥର ଦିନରେ ୫ଥର ଆସିଥାଏ ?

ଉତ୍ତର : ଏଫ ଅକ୍ଷର

୧୧. ଜଣେ ବାପା ତା ଝିଅକୁ ଏକ ଏମିତି ଫଳ ଦେଲା ଆଉ କହିଲା । ଭୋକ ହେଲେ ଖାଇବୁ, ଶୋଷ ହେଲେ ପିଇବୁ, ଆଉ ଶିତ ହେଲେ ଜାଳିଦେବୁ ?

ଉତ୍ତର : ନଡିଆ

୧୨. କେଉଁ ପେଡିର ଚାବି ନାହିଁ ?

ଉତ୍ତର : ନିଆଁ ପେଡି

୧୩. ମା ଠାରୁ ପୁଅ ହୋଇଲା ଜାତ କ୍ଷୀର ନଖାଉଣୁ ଖାଇଲା ଭାତ ମାକୁ ସେ ପୁଅ ଛୁଇଁବ ନାହିଁ ଛୁଇଁଲେ ସେ ପୁଅ ରହିବ ନାହିଁ ?

ଉତ୍ତର : ଲୁଣ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *