ଶନିବାର 12 ଜୁନ 2021- ଶନିଦେବଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ ସବୁ କଷ୍ଟରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ ।

ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ନିଜ ଘର ସହିତ ଜଡିତ ଭଲ ଖବର ପାଇଁ ପ୍ରସ୍ତୁତ ରୁହନ୍ତୁ । ଚାକିରି ହେଉକି ବ୍ୟାପାର ଆପଣଙ୍କ ସଫଳତା ଆପଣଙ୍କ ପରିଶ୍ରମ ଉପରେ ନିର୍ଭର କରୁଛି । ପଇସା କଥା ହେବାତ ଆଜି ଏହିଭଳି ଚିନ୍ତାକୁ ଭୁଲିକି ନିଜ ପାଇଁ କରିବାର ଦିନ ଅଟେ । କିଛି ନୂଆ ଲୋକଙ୍କ ସହିତ ମିସିକି ଆପଣ ଖୁସି ନଜର ଦେଖା ଯିବେ । ସବୁ ପ୍ରକାରରେ ଅନୁକୂଳ ପରିଣାମ ମିଳିବ । ଦିନ ବହୁତ ବଢିଆ ରହିବ ।

ବୃଷ :- ଆଜି ଆପଣଙ୍କ ଦୈନିକ କାର୍ଯ୍ୟରେ ଅନିୟମିତତା ରହିବ । ଯଶ, ପ୍ରତିଷ୍ଠାରେ ବୃଦ୍ଧି ହେବ । ନୂଆ ଆୟର ସ୍ରୋତ ମିଳିବାର ଯୋଗ ରହିଛି । କୌଣସି ନୂଆ କାମ ବା ଦାୟିତ୍ଵ ମିଳିବ । ଆପଣ କିଛିବି କାମ ସାବଧାନର ସହିତ କରନ୍ତୁ । ଯାତ୍ରା କାରଣରୁ ସନ୍ଧ୍ଯା ସମୟରେ ଥକା ଅନୁଭବ କରିବେ । ଦାୟିତ୍ଵକୁ ଠିକସେ କରିବାକୁ ଚେଷ୍ଟା କରନ୍ତୁ । ସ୍ଵାସ୍ଥ୍ୟକୁ ନେଇ ସାବଧାନ ରୁହନ୍ତୁ ।

ମିଥୁନ :- ଆଜି ଅନ୍ୟକୁ ବିନା ଦୁଃଖ ଦେଇ ଚତୁରତାର ସହିତ କାମ କରନ୍ତୁ । ଜୀବନସାଥି ସହିତ କୁଆଡେ ବୁଲିବାର ଆୟୋଜନ କରିବେ । ଝଗଡା ସ୍ଵଭାବକୁ କାବୁରେ ରଖନ୍ତୁ, ନହେଲେ ସମ୍ପର୍କରେ ପ୍ରତିବନ୍ଧକ ଆସିପାରେ । ଯଦି ଆପଣ ତାଙ୍କ ସହ କୌଣସି ମହତ୍ଵ ପୂର୍ଣ କଥା କହିବାକୁ ଚାହୁଁଛନ୍ତି ତେବେ ଶେଥି ପାଇଁ ସମୟ ଅନୁକୂଳ ଅଟେ ।

କର୍କଟ :- ଧନ ଲାଭ ହୋଇବ । ମହତ୍ଵ ପୂର୍ଣ ଲୋକଙ୍କ ସହିତ ଦେଖା ହେବାର ଯୋଗ ରହିଛି । ପ୍ରେମ ଜୀବନ ପାଇଁ ଦିନ ବହୁତ ଭଲ ଅଟେ । ଆଜିର ଦିନ ସେହି ଲୋକଙ୍କ ପାଇଁ ବହୁତ ଭଲ ଦିନ ଅଟେ, ଯାହାକୁ ବିଦେଶରେ ବ୍ୟାପାର କରିବାର ଅବସର ମିଳିବ । ଶିକ୍ଷା କ୍ଷେତ୍ରରେ ପ୍ରଗତି ହେବ । ବେରୋଜଗାରକୁ ଆଜି ରୋଜଗାର ମିଳିବ ।

ସିଂହ :- ଆଜି ବ୍ୟାପାରିକ ସଉଦା ଆସିବା ଦ୍ଵାରା ଉଶ୍ଚାହ ବଢିବ । ଆଜି ଆପଣ ପ୍ରମାଣିତ କରିଦେବେକି ମିଳିମିଶି କାମ ବହୁତ ଭଲ ଭାବରେ କରିବେ । ଏହାଦ୍ବାରା ବଡ ଲୋକ ବହୁତ ପ୍ରଭାବିତ ହେବେ । ଘରର ବାତାବରଣ ବହୁତ ଶାନ୍ତ ରହିବ । ଆପଣଙ୍କ ଚୁପକୁ ଭୁଲ ବୁଝିବେ ଓ ତାପରେ ପ୍ରଶ୍ନ କରିପାରନ୍ତି । କିଛି ଲୋକ ଆପଣଙ୍କ ପଛରେ ସାଜିସ କରି ପାରନ୍ତି ।

କନ୍ୟା :- ଆଜି ନ୍ଯାଯ କାମ ପାଇନାଉ କାହା ଉପରେ ପ୍ରେସର ଦିଅନ୍ତୁ ନାହିଁ । କାହାର ଅପମାନ କରନ୍ତୁ ନାହିଁ । ଆଜି ଛାତ୍ରଙ୍କୁ ମିଳାମିଶା ଫଳ ପ୍ରାପ୍ତ ହେବ । ପରିବାରରେ ଧାର୍ମିକ ଆୟୋଜନ ହେବ । ଛୋଟ ଛୋଟ କଥାରେ ଟେନସନ ନିଅନ୍ତୁ ନାହିଁ । ବହୁତ ବ୍ୟସ୍ତ ରହିବେ । ଆଜି ଯାତ୍ରା କରୁଛନ୍ତିତ ସାବଧାନର ସହିତ କରନ୍ତୁ, ନହେଲେ ପରିସ୍ଥିତି କଠିନ ରହିବ ଆପଣଙ୍କ ପାଇଁ ।

ତୁଳା :-  ରିସ୍କ ଆଉ ଜବାବ ଦାରି କାମରେ ସାବଧାନ ରୁହନ୍ତୁ । ଆଜି ଆପଣଙ୍କ ରଚନାତ୍ମକ ଖୋଜ ଆପଣ ମାନଙ୍କୁ ପ୍ରଶଂସା ତଥା ପରିଚୟ ଦେବ । ଅଫିସ କାର୍ଯ୍ୟରେ ସାବଧାନ ରହିବାର ଆବଶ୍ୟକତା ରହିଛି । ଆଜି କାହାକୁ ଉଧାର ଦିଅନ୍ତୁ ନାହିଁ, ପଇସା ଫେରି ପାଇବା କଷ୍ଟ ହୋଇପାରେ । ଆପଣ ବେସୀ କଥା କହିବା ହାନିକାରକ ହୋଇବ । ଅନ୍ୟକୁ ସାହାର୍ଯ୍ୟ କରିବା ପାଇଁ ଆପଣ ଫସି ପାରନ୍ତି । ପ୍ରତିଷ୍ଠାରେ ବୃଦ୍ଧି ହେବ ।

ବିଛା :- ଆଜି ଆପଣ ବହୁତ ସାହସୀ ରହିବେ । ଆଜି ବଡ ବିବାଦରେ ପଡନ୍ତୁ ନାହିଁ । ଆପଣ ବହୁତ ଖୁସି ଅନୁଭବ କରିବେ । ଆପଣ ବେକାର ଜିନିଷ ଉପରେ ନିଜ ଖର୍ଚ ନିୟତ୍ରନ ରଖନ୍ତୁ । ନିଜ ଉପରେ ସଂଯମତା ରକ୍ଷା କରନ୍ତୁ ।  ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ଜଲ୍ଦବାଜି କରନ୍ତୁ ନାହିଁ ।

ଧନୁ :- ଆଜି ନିଜ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା  ଆବଶ୍ୟକ । ଆଜି ଆପଣଙ୍କ ଦିନ ପୂର୍ବ ଅପେକ୍ଷା ବହୁତ ଭଲ ହେବ । ସବୁ ସମ୍ଭାବନାକୁ ଧ୍ୟାନରେ ରଖି ନିଜ ଲକ୍ଷ ଆଡକୁ ବଢନ୍ତୁ । ନୂଆ ବ୍ୟକ୍ତିଙ୍କ ସହିତ ଦେଖା ବା ସାଙ୍ଗ ହେବାର ଯୋଗ ରହିଛି । ପରିବାର ଲୋକଙ୍କ ସହିତ ନିଜ କାମ କାର୍ଯ୍ୟ ଓ ପ୍ଲାନିଂ ସେୟାର କରିପାରିବେ । ଆପଣଙ୍କୁ ଗୋଟିଏ ନୂଆ ଘରର ସ୍ଵାମିତ୍ଵ ମିଳିପାରେ ।

ମକର :- ଆଜି ଆପଣ ଚାକିରି ବା ବ୍ୟବସାୟ କାର୍ଯ୍ୟରେ ପରିଶ୍ରମ ଦ୍ଵାରା ସଫଳତା ପ୍ରାପ୍ତ କରିବେ । ଆଜି କାମ କ୍ଷେତ୍ରରେ ସଂଘର୍ଷ ଅଧିକ ରହିବ । ଆଜି ମାନସିକ ଚିନ୍ତା ବଢିପାରେ । ଶେଠୀ ଲାଗି ହତାସ ହୁଅନ୍ତୁ ନାହିଁ । ଆପଣ ନିବେଶ ପାଇଁ ଭାବୁଛନ୍ତି । ନିବେଶ ପାଇଁ ସବୁ ବିକଳ୍ପ ଖୋଜନ୍ତୁ । ସାମାଜିକ ଗତି ବିଧିରେ ଭାଗୀଦାର ରହିବେ ।

କୁମ୍ଭ :-  ଆଜି ଆପଣ ଶାନ୍ତ ଓ ବିନା ଚିନ୍ତାରେ ରହିବାକୁ ଚେଷ୍ଟା କରିବେ, ଏହା ଦ୍ଵାରା ଆପଣଙ୍କର ମାନସିକ ଦୃଢତା ବଢିବ । ବ୍ୟାପାର ବ୍ୟବସାୟ ଓ କାର୍ଯ୍ୟ କ୍ଷେତ୍ରରେ ଲାଭ ହେବ । ଆଜି କୌଣସି ହଜି ଯାଇଥିବା ଜିନିଷ ଫେରି ପାଇବା ଦ୍ଵାରା ଖୁସି ହେବେ । ଉଚ ସ୍ତରୀୟ ଏବଂ ସହଯୋଗୀ ବ୍ୟକ୍ତିତ୍ବଙ୍କ ସହ ଦେଖା ଲାଭକାରୀ ହେବ । ମନ ଆପଣଙ୍କର ପ୍ରସନ୍ନ ରହିବ ।

ମୀନ :- ଆଜି ଆପଣଙ୍କୁ କୌଣସି ପାଖ ସାଙ୍ଗ ଠାରୁ କୌଣସି ଉପହାର ମିଳିବ । ପୁରୁଣା ସମସ୍ଯା ସମାଧାନ ହେବାର ଯୋଗ ବନୁଛି । ସ୍ଥିତି ଅନୁକୂଳ ହୋଇପାରେ ରହିଯାଇଥିବା କାମକୁ କରିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ଏନର୍ଜୀ ଲେବେଲ ବଢିପାରେ ।

Leave a Reply

Your email address will not be published. Required fields are marked *