ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜଣେ ୧୩ ବର୍ଷର ଝିଅକୁ ସ୍କୁଲରୁ ଫେରିବା ସମୟରେ ତାକୁ କେହି ନେଇ ଯାଇଛନ୍ତି ବୋଲି ଝିଅର ମା ସ-ଙ୍ଗି-ନ ଅ-ଭି-ଯୋ-ଗ କରିଛନ୍ତି । ଝିଅର ମାଙ୍କ କହିବା ଅନୁଯାୟୀ ଝିଅର ଶିକ୍ଷକ ଆଲୋକ ବେହେରା ଏ ମାମଲାରେ ସାମିଲ ଅଛନ୍ତି ବୋଲି ଦାବି କରିଛନ୍ତି । ଏ ନେଇ ଝିଅ ପରିବାର ଥା-ନାରେ ଅ-ଭି-ଯୋ-ଗ କରିବା ପରେ ମଧ୍ୟ ପୋ-ଲି-ସ ଏହା ବିରୁଦ୍ଧରେ କିଛି ଆକ୍ସନ ନେଉ ନାହିଁ ।
ପୋ-ଲି-ସ ଝିଅର ମା ଙ୍କ ସହ କୁକୁର ମା-ଙ୍କ-ଡ ଙ୍କ ଭଳି ବ୍ୟବହାର କରିବା ସହ ଖ-ରା-ପ ଭା-ଷା-ର ପ୍ରୟୋଗ କରିଛନ୍ତି ବୋଲି ଝିଅର ମା ସ-ଙ୍ଗି-ନ ଅ-ଭି-ଯୋ-ଗ କରିଛନ୍ତି । ଗତ ୪ ଦିନ ହେବ ଝିଅ ଘରକୁ ଫେରି ନାହି ବୋଲି ତା ମା କହିଛନ୍ତି । ଝିଅଟି ଗାର୍ଲ୍ସ ସ୍କୁଲ ୬ନମ୍ବରରେ ପାଠ ପଢୁଥିଲା । ଝିଅର ସାଙ୍ଗ କହିବା ମୁତାବକ ଡ୍ୟାନ୍ସ ଟିଚର ଆଲୋକ ବେହେରା ଏହି ମାମଲା ରେ ସାମିଲ ଅଛି ବୋଲି ଝିଅର ମା କହୁଛନ୍ତି । ଝିଅର ସାଙ୍ଗ ଏହି ଘଟଣା ସ୍ଥଳ ରେ ଉପସ୍ଥିତି ଥିଲା ବୋଲି ସୂଚନା ମିଳିଛି ।
କିନ୍ତୁ ଯେଉଁ ଝିଅ ଏହା ଘଟଣା ବାବଦରେ ବୟାନ ଦେଇଛି ତା ମା ତାକୁ ଥା-ନାରେ ବାଡେଇ ତାକୁ ଘରୁ ନେଇ ଯାଇଛନ୍ତି । କାରଣ ତାଙ୍କ ମନରେ ଭ-ୟ ରହିଛି କି କାଳେ ତାଙ୍କ ଝିଅର କୌଣସି ଅସୁବିଧା ହେବ କି ? ତେବେ ପୋ-ଲି-ସ ଏହି ଘଟଣା କୌଣସି କଡା ପଦକ୍ଷେପ ନେଉ ନାହି ବରଂ ଝିଅର ମା ସହ ଖ-ରା-ପ ଆ-ଚ-ର-ଣ କରିବାର ନଜର ଆସୁଛନ୍ତି । ଏଥିପାଇଁ ପ୍ରଶାସନ କୌଣସି କଠିନ ପଦକ୍ଷେପ ନେବା ଉଚିତ ବୋଲି ବସ୍ତି ଲୋକ ମାନେ ଦାବି କରିଛନ୍ତି । ଯଦି ତାଙ୍କ ଝିଅକୁ ସେମାନେ ଉଠାଇ ନେଇଛନ୍ତି ତେବେ କଣ ପାଇଁ ସାମନାକୁ ଆସୁ ନାହାନ୍ତି ?
ସେହି ଡ୍ୟାନ୍ସ ଟିଚର ଝିଅକୁ ଉଠାଇ ନେଇଛି ତାକୁ ସଂପୂର୍ଣ୍ଣ ଦ-ଣ୍ଡ ମିଳିବାକୁ ଦାବି କରିଛନ୍ତି ବସ୍ତି ବାସିନ୍ଦା । ଏହି ଭିଡିଓ ରେ ଝିଅର ମା କାନ୍ଦି କାନ୍ଦି ନିଜ ଝିଅକୁ ଫେରାଇ ଆଣିବା ପାଇଁ ଅନୁରୋଧ କରୁଛନ୍ତି । ୧୩ ବର୍ଷ ଝିଅଟି କିଛି ଜାଣି ନାହି କି କାହାକୁ କିଛି କୁହେ ନାହି ବୋଲି ତା ମା କାନ୍ଦି କାନ୍ଦି କରି କହୁଛନ୍ତି । ସେ ସ୍କୁଲ ଜୀବ ବୋଲି ବାହାରି ଥିଲା କିନ୍ତୁ ସ୍କୁଲରୁ ଆଉ ଘରକୁ ଫେରି ନ ଥିଲା ବୋଲି ନି-ଖୋ-ଜ ଝିଅର ମା କହିଛନ୍ତି । ତେବେ ଏ ନେଇ ପ୍ରଶାସନ ଓ ପୋ-ଲି-ସ ଆଗକୁ କଣ କରିବେ ତାହା ଦେଖିବାର ଅଛି ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।