ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।
ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :- ମେଷ ରାଶିର ଲୋକ ନୂଆ ଯୋଜନା ଉପରେ ଅଳ୍ପ ବିରାମ ଲଗାନ୍ତୁ । କାର୍ଯ୍ୟରେ ବିଘ୍ନ ଇ ବାଧାର ସଙ୍କେତ ପ୍ରାପ୍ତ ହୋଇବ । ଏହି ସପ୍ତାହ ଆପଣଙ୍କ ପାଇଁ ଆନନ୍ଦା ଉଲାସରେ ଭରା ରହିବ । ଅହଂକାର ଭାବ ମନକୁ ଆସିବାକୁ ଦିଅନ୍ତୁ ନହିଁ । କାମରେ ଦାୟିତ୍ଵ ହୀନତା କରନ୍ତୁ ନହିଁ । କାମକୁ ବଢିବାରେ ସଫଳ ହେବେ । ଏହି ସପ୍ତାହରେ କୌଣସି ନୂଆ କାର୍ଯ୍ୟ କରନ୍ତୁ ନହିଁ ।
ବୃଷ :- ନୂଆ ବ୍ୟାପାରୀ ବର୍ତମାନ ସ୍ଥିତିକୁ ଦେଖିକି ଛୋଟ ପୁଞ୍ଜି ନିବେଶ କରନ୍ତୁ । ନିଜ ଉପରେ ବିଶ୍ବାସ ରଖନ୍ତୁ ଆଉ ଅନ୍ୟ ଭରସାରେ ରୁହନ୍ତୁ ନାହିଁ । ଧ୍ୟାନ ରଖନ୍ତୁ ଅଳସଠୁ ବଡ କିଛି ଶତ୍ରୁ ନହିଁ । ସଜାଗ ରୁହନ୍ତୁ ଆଉ ସତର୍କ ରୁହନ୍ତୁ । ବିନା ପଢିକି କୌଣସି ଡକ୍ୟୁମେଣ୍ଟ ଉପରେ ସାଇନ କରନ୍ତୁ ନହିଁ । ପରିବାରରେ ସୁଖ ସୌଭାଗ୍ୟ ରହିବ । ଗର୍ଭବତୀ ମହିଳା ସାବଧାନ ରୁହନ୍ତୁ ।
ମିଥୁନ :- ଅତ୍ୟଧିକ ବା ଅନାବଶ୍ୟକ ଖର୍ଚରୁ ଦୂରେଇ ରୁହନ୍ତୁ । ସନ୍ତାନଙ୍କଠୁ ସୁଖ ଓ ସହଯୋଗ ଦୁଇଟି ଯାକ ମିଳିବ । ଅତିରିକ୍ତ ଆୟ ଦ୍ଵାରା ମନ ପ୍ରସନ୍ନ ରହିବ । ଚିନ୍ତା ବା ଅଶାନ୍ତିର ମାହୋଲ ଆପଣଙ୍କୁ ଅସୁବିଧାରେ ପକାଇବ । ପତ୍ରକାରିତ ତଥା ପ୍ରବନ୍ଧନଙ୍କ ଜାତକ ନିଜ କାର୍ଯ୍ୟରେ ଉଚ ଅଧିକାରୀଙ୍କୁ ପ୍ରସନ୍ନ ରଖିବେ । ଲେଖନ ଓ ସାହିତ୍ଯ ଦ୍ଵାରା ସମ୍ବନ୍ଧିତ ପ୍ରବୃତିରେ ଆପଣଙ୍କ ସୃଜନାତ୍ମକତା ଦେଖା ଦେବ ।
କର୍କଟ :- ଆର୍ଥିକ ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ । ସନ୍ତାନକ ଦାୟିତ୍ଵର ପୁରତି ହେବ । ବିଜନେସରେ ଗ୍ରୋଥ ହେବା ଦ୍ଵାରା ମନ ପ୍ରସନ୍ନ ରହିବ । ପୈତୃକ ସମ୍ପତି ଦ୍ଵାରା ଫାଇଦା ହେବ । ବ୍ୟକ୍ତି ଗତ ବ୍ୟାପାର ବ୍ୟବସାୟରେ ଲାଭ ହେବ । ଏହି ସପ୍ତାହରେ ବ୍ଯବସାୟିକ କାର୍ଯ୍ୟରେ ଆପଣ ସଫଳତା ପ୍ରାପ୍ତ କରିବେ । ସାଙ୍ଗ ମାନଙ୍କ ସହିତ ଅଧିକ ସମୟ ବିତାଇବେ ।
ସିଂହ :- ଆପଣଙ୍କୁ ଏହି ସପ୍ତାହରେ ଅପ୍ରିୟ ସମାଚାର ମିଳିବ । କାର୍ଯ୍ୟର ପ୍ରବଳତା ରହିବ । ଅଫିସ କାମ ଘରେ କରୁଥିବା ଲୋକଙ୍କ ଉପରେ ତାଙ୍କର ସିନିୟର୍ସ ବହୁତ ଖୁସି ରହିବେ । ଜୀବନ ପ୍ରତି ଆପଣଙ୍କ ଶକରତ୍ମକତା ଭାବନା କୌଣସି ନୂଆ ଉପଲବ୍ଧି ମିଳିବ । ଏହା ପରିବାର ପାଇଁ ଗୋଟିଏ ଆନନ୍ଦିତ ଦିନ ଅଟେ । ଆପଣ ବୃଦ୍ଧ ଜନଙ୍କ ସେବା ତଥା ପୂଣ୍ୟ କାର୍ଯ୍ୟରେ ଖର୍ଚ କରିବେ ।
କନ୍ୟା :- ସନ୍ତାନ ପ୍ରତି ଦାୟିତ୍ଵର ପୁରତି ହେବ । ସୋସିଆଲ ମିଡିଆରେ ବହୁତ ସମୟ ବିତାଇବେ । କଳା କ୍ଷେତ୍ରରେ ଜଡିତ ଲୋକ କିଛି ନୂଆ କରିବାର ଯୋଜନା ବନାଇବେ । ଏହି ସପ୍ତାହରେ ଆପଣ ଆରମ୍ଭ କରିବେ ସେହି ସମୟରେ ପୁରା କରିବା ଦ୍ଵାରା ସଫଳ ହେବେ । କୌଣସି ନୂଆ ଗ୍ୟାଜେଟ କିଣିବା ପାଇଁ ମନ ବଳାଇବେ । ଆପଣ ଭାବୁକ କମ ଓ ବ୍ୟବହାରିକ ଅଧିକ ରହିବେ ।
ତୁଳା :- ଚାକିରିରେ ଅଶାନ୍ତିର ବାତାବରଣ ବନିବାର ସମ୍ଭାବନା ଭିତରେ ଧୋଖା ହେବାର ସମ୍ଭାବନା ରହିଛି । ଆଯ ସାମାନ୍ଯ ରହିବ କିନ୍ତୁ ଖର୍ଚ ବହୁତ ଅଧିକ ହେବ । କାହାର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମଧ୍ୟ ପଇସାର ଖର୍ଚ ସାମନାକୁ ଆସିବ । ସନ୍ତାନ ପକ୍ଷରୁ ସନ୍ତୋଷ ମିଳିବ । ପ୍ରେମୀଙ୍କ ସହିତ ଭଲ ସମୟ ବିତେଇବେ, ପ୍ରେମ ବଢିବ ।
ବିଛା :- ଏହି ସପ୍ତାହରେ ଆପଣଙ୍କ ପାଖକୁ ଖୁସି ଆସିବା ନିଶ୍ଚିନ୍ତ ଅଟେ । ବିରୋଧୀ ହାବି ହେବାର ଚେଷ୍ଟା କରିବେ । ଦେବା ନେବାରେ ସାବଧାନ ରୁହନ୍ତୁ । ମନରେ କୌଣସି ଭଲ ବିଚାର ଆସିବ, ଯାହା ଆପଣଙ୍କ ବ୍ୟାପାର ଓ ନିଜ ଜୀବନ ପାଇଁ ବହୁତ ଭଲ ହେବ । କାମ କାର୍ଯ୍ୟ ଅଧିକ ହେବା ଦ୍ଵାରା କିଛି ଲୋକ ନିଜ ପାଇଁ ସମୟ ବାହାର କରିପାରିବେ ନାହିଁ ।
ଧନୁ :- ଏହି ସପ୍ତାହରେ ବ୍ୟସ୍ତତା ଅଧିକ ରହିବ । ବ୍ୟର୍ଥ ଦୌଡା ଦୌଡି ଓ ଖର୍ଚରୁ ବଞ୍ଚିକି ରୁହନ୍ତୁ । ଚାକିରିରେ ମନ କମ ଲାଗିବ କିନ୍ତୁ ତାପରେ ମଧ୍ୟ ନିଜ କାମ ଠିକସେ କରନ୍ତୁ । ବଡ ଭାଇଙ୍କ ସହିତ ତାଳମେଳ ରଖିକି ଚଲନ୍ତୁ । ତାଙ୍କୁ କୌଣସି ଖରାପ ଅଭ୍ଯାସ ଅଚ୍ଛିତ ତାକୁ ଛଡାଇବା ପାଇଁ ଜଲ୍ଦି ଚେଷ୍ଟା କରନ୍ତୁ । ଭାଗ୍ୟ ଆପଣଙ୍କ ସାଥ ଦେବ । କିଛି ଦିନ ପୂର୍ବରୁ ଯେଉଁ ଲାଭରୁ ବଞ୍ଚିତ ଥିଲେ ତାକୁ ପାଇବାର ସମୟ ଆସିଯାଇଛି ।
ମକର :- ବ୍ୟବସାୟ କରୁଥିବା ଲୋକଙ୍କୁ ବଡ ଲାଭ ହୋଇବ । ବସ୍ତୁକୁ ସମ୍ଭାଳିକି ରଖନ୍ତୁ । ଅନ୍ଯଥା ଆଜି କୌଣସି ଜିନିଷ ହଜି ପାରେ। ହଠାତ କେଉଁଠୁ ଧନ ଲାଭ ହୋଇପାରେ । ଗୃହିଣୀ ମାନଙ୍କୁ ପ୍ରତିଦିନରୁ ଅଧିକ କାର୍ଯ୍ୟ ଭାର ସମ୍ଭାଳିବାକୁ ପଡିବ । ମନ ପ୍ରତିଷ୍ଠାରେ ବୃଦ୍ଧି ହେବ । ଶୀଘ୍ରତା ଓ ଭାବୁକତାରେ କୌଣସି ନିର୍ନୟ ନିଅନ୍ତୁ ନହିଁ ।
କୁମ୍ଭ :- ଏହି ସପ୍ତାହରେ ଆଜୀବିକା କ୍ଷେତ୍ରରେ ସଂଘର୍ଷ ବନିବାର ଆଶଙ୍କା ରହିକ୍ବ୍ହି । କିଛି ନଚାହୁଁଥିବା କାମ କରିବାକୁ ପଡିପାରେ । ଲାଭର ଅବସର ମଧ୍ୟରେ କାର୍ଯ୍ୟ ସ୍ଥଳ ବାତାବରଣ ପକ୍ଷରେ ରହିବ । ବିବାଦରେ ଚୁପ ରହିବା ହିଁ ଲାଭ ଦାୟକ ରହିବ । ଏହି ସପ୍ତାହରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇପାରେ ।
ମୀନ :- ଆଜି ବିଭିନ୍ନ କ୍ଷେତ୍ରରେ ଧନର ପ୍ରାପ୍ତିର ଯୋଗ ରହିଛି । ଆପଣଙ୍କ ଜ୍ଞାନ ଓ ହସ ପରିହାସ ଆପଣଙ୍କୁ ଚାରିଆଡୁ ଲୋକଙ୍କୁ ପ୍ରଭାବିତ କରିବ । ଶତ୍ରୁ ଆଜି ନିର୍ବଳ ରହିବେ । ବୁଢୀ ଏବଂ କଳ୍ପନା ଶକ୍ତି ଦ୍ଵାରା ନିଜ ବ୍ୟବସାୟକୁ ସଫଳ ଏବଂ ଉଚ ବନାଇବେ । ନୂଆ ଯୋଜନା ସମୟ ସହିତ ଧୀରେ ଧୀରେ ସମୟ ସହିତ ଲାଭ ପ୍ରଦାନ କରିବ ।