୧୪ ରୁ ୨୬ ବୟସର ଯୁବକ ଯୁବତୀ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- For Every Youth

କିଛି ବର୍ଷ ପୂର୍ବେ ଜଣେ ଲୋକ ଥିଲେ, ଯାହାର ଗୋଟେ ଲାଇନ ଦେଶର ଯୁବକ ଯୁବତୀ ମାନଙ୍କୁ ବୁଝିବା ଉଚିତ । ଆଇ ସେ ଲାଇନ ଏହା ଅଟେକି, ପୃଥିବୀରେ ଆମେ ସବୁ ମଣିଷ ମାନଙ୍କ ପାଖରେ ସମାନ ଟ୍ୟାଲେଣ୍ଟ ନହିଁ, କିନ୍ତୁ ଆମ ମାନଙ୍କ ପାଖରେ ସମାନ ସୁଯୋଗ ରହିଛି ଆମ ଟ୍ୟାଲେଣ୍ଟ ଦେଖାଇବା ପାଇଁ ।  ଆଉ ଯିଏ ଏହି ଲାଇନ କହିଥିଲେ ସେ ଗୋଟେ ଗରିବ ପରିବାରରେ ଜନ୍ମ ହୋଇଥିଲେ ।କିନ୍ତୁ ତାଙ୍କର ଚିନ୍ତାଧାରା ବହୁତ ଉଚ ଥିଲା, ସେ ବଡ ହୋଇ ପ୍ରଫେସର ହୋଇଥିଲେ ।  ବହୁତ ବହି ଲେଖିଲେ ଓ ଗୋଟେ ବଡ ବୈଜ୍ଞାନିକ ହୋଇଥିଲେ ।

ଏରୋସ୍ପେସ  ଇଂଜିନିୟର ହେଲେ, ଆଉ ଏମିତି ଦିନ ଆସିଲା ସେ ଆମ ଭାରତର  ପ୍ରଥମ ରାଷ୍ଟ୍ରପତି ବନିଥିଲେ ।  ସେ ତାଙ୍କ ଜୀବନର କଷ୍ଟକୁ କେବେବି କଷ୍ଟ ବୋଲି ଭାବି ନାହାନ୍ତି, ସେ ତାଙ୍କ ଜୀବନର ଯେତେବି କଷ୍ଟକୁ ଅନୁଭବ ବୋଲି କହୁଥିଲେ ।

ସେ ହେଉଛନ୍ତି ଡକ୍ଟର ଏପଜୀ ଅବଦୁଲ କାଲାମ । ବନ୍ଧୁଗଣ ଏହି କଥା ଜାଣିବା ଉଚିତ କି ବୟସ ଥିବା ବେଳେ ଆପଣଙ୍କର ବହୁତ ସମୟ ଥାଏ କିନ୍ତୁ ଯେତେବେଳେ ଆପଣ ବୁଢା ହୋଇଯିବେ ସେତେବେଳେ ଆପଣଙ୍କ ପାଖରେ ଅନୁଭବ ବହୁତ ଥିବ କିନ୍ତୁ ସେଇ ଅନୁଭବର ଫାଇଦା ଉଠାଇବା ପାଇଁ ଆପଣଙ୍କ ପାଖରେ ସମୟ ନଥିବ । ଯେଉଁ ସୂର୍ଯ୍ୟ ଆଜି ଆପଣଙ୍କ ଆଖିରେ ପଡୁଛିନା ଯେଉଁଠି ପାଇଁ ଆପଣ ସନଗ୍ଲାସ ପିନ୍ଧୁଛନ୍ତି । କଲି ସେ ଆପଣଙ୍କ ଚିତା ଉପରେ ପଡିବ । ମୃତ୍ୟୁ ପରେ ଯଦି କିଛି ଜୀବନ ଥିବ ସେତେବେଳେ ଆପଣ ବୁଝି ପାରିବେ ଦୁନିଆ ଯାହାବି କହୁଥିଲା, ଲୋକ ଯାହାବି କହିଥିଲେ ଯେବେ ମୁଁ ଜୀବିତ ଥିଲି ସେତେବେବେଳେ ମୋ ସେଇଆ କରିବାର ଥିଲା ଯାହା ମୁଁ ଚାହୁଁଥିଲି ।

ଏବେ ଏହି ଫୋଟରେ ଆପଣଙ୍କୁ ଦୁଇଟି ଜିନିଷ ଦେଖାଯାଉଥିବା ଗୋଟେ ହେଲା ସ୍ମାର୍ଟ ଫୋନ ଆଉ ଗୋଟେ ହେଲା ମେଡ଼ିସିନ ବକ୍ସ । ଏବେ କିନ୍ତୁ ମଣିଷର ସ୍ମାର୍ଟ ଫୋନ ଏତେ ଜରୁରୀ ହୋଇଛିକି ସେ ତାକୁ ଗୋଟେ ମିନିଟବି ନିଜଠୁ ଅଲଗା କରିପାରୁନି । ଏହି ଯେଉଁ ଦିତୀୟ ଜିନିଷଟି ଦେଖୁଛନ୍ତି ହେଉଛି ମେଡ଼ିସିନ ଏହା ଦିନେ ଆପଣଙ୍କ ପାଇଁ ବହୁତ ଜରୁରୀ ହୋଇଯିବ ।  ଆପଣ ଉଠିବ ମାତ୍ରେ ଏହି ଜିନିଷର ଆପଣଙ୍କୁ ବହୁତ ଆବଶ୍ୟକ ପଡିବ । ଏହାକୁ ଖୋଜି ଆପଣଙ୍କୁ ମେଡ଼ିସିନ ଖାଇବାକୁ ପଡିବ । ଯଦି ଆପଣ ନଖିବେ କଳିର ସୂର୍ଯ୍ୟ ଆଉ ଦେଖିପାରିବେ ନାହିଁ ।

ଯଦି କିଛି ଭଲକର୍ମ କରିବାର ଅଛି ଆଜି ହିଁ କରନ୍ତୁ । ଯଦି ସମୟ ଏମିତି ବେକାରରେ ବର୍ବାଦ କରିବେ କଲି ବୟସ ହେଲା ପରେ ସେଇ କଥାର ଅନୁଶୋଚନା କରିବେକୀ କାହିଁକି ମୁଁ ସେତେବେଳେ କିଛି ଭଲ କର୍ମ କଲିନି । ସେତେବେଳେ କିଛି କରିପାରିବେନି ଖାଲି ଭାବିବା ପାଇଁ ସମୟ ରହିଯିବ । ଆଜି ଆପଣଙ୍କୁ ନିଜ ସ୍ଵପ୍ନ ପାଇଁ ନିଜକୁ ତା ପାଖରେ ବିକ୍ରି ହୋଇଯିବାର ଅଛି । ସମସ୍ତଙ୍କ ମନରେ କିଛି ନ କିଛି କରିବାର ସ୍ଵପ୍ନ ଥାଏ ସେଇ ସ୍ଵପ୍ନ ପାଇଁ ନିଜକୁ ବିକିଦିଅ ।

ଏବେ ଭାବନ୍ତୁକି ଯାହାବି କରିବି ମୁଁ ସେ ସ୍ଵପ୍ନ ପାଇଁ କରିବି, କାରଣ ମୁଁ ତା ପାଇଁ ନିଜକୁ ବିକ୍ରି ହୋଇଛି । ମୁଁ କାହାର ନୁହେଁ ଖାଲି ମୁଁ ମୋ ଜୀବନର ଲକ୍ଷ୍ୟର ଅଟେ । ଯଦି ଆପଣ ଫାଲତୁରେ ଜବାନୀର ସମୟ ନଷ୍ଟ କରିବେ ଆପଣ ମୃତ୍ୟୁ ବିଷୟରେ ଭବିବା ତ ରୋକୀ ପାରିବେ କିନ୍ତୁ ବୃଦ୍ଧାବସ୍ଥା ଓ ମୃତ୍ୟୁକୁ ନୁହେଁ, ସେ ତ ଯେବେବି ହେଲେ ଆସିବ । ଯେତେବେଳେ ଆପଣଙ୍କ ପାଖରେ ସମୟ କମ ରହିବା ଜୀବନ ସେତେ ଭଲ ଲାଗିବା ଆପଣଙ୍କୁ । ସେଇ ଜିନିଷ ସେତେବେଳେ ଅଧିକ ଭଲ ଲାଗିଥାଏ ଯେତେବେଳେ ସେ ଆପଣଙ୍କଠୁ ଅଲଗା ହେବାର ଥିବ ।

Leave a Reply

Your email address will not be published. Required fields are marked *