ରାମାୟଣ ଯୁଗରେ କେଉଁ ନାରୀକୁ ସତୀ କୁହାଯାଉଥିଲା ? ଏହା ସହ ଆହୁରି 15 GK Questions & Answers

ଆଜିକା ସମୟରେ ଲୋକଙ୍କ ମନରେ ବହୁତ କଥା ପାଇଁ ବହୁତ ପ୍ରକାର ପ୍ରଶ୍ନ ଅଛି, ତେବେ ବହୁତ ଲୋକ ମାନେ ଏହାର ଉତ୍ତର ଜାଣି ନାହାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ଉତ୍ତର କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନ ବଦଳିଥାଏ । ଆଜିକା ସମୟରେ ଲୋକ ନିଜ ଓ ନିଜ କାମ ଛଡା ଅନ୍ୟ କିଛି ଜାଣି ନାହାନ୍ତି କିନ୍ତୁ ଏମିତି କିଛି ପ୍ରଶ୍ନ ଅଛି ଯାହା ଉତ୍ତର ସମସ୍ତଙ୍କୁ ଜାଣିବା ଉଚିତ ।

୧. ଏମାନଙ୍କ ମଧ୍ୟରୁ କିଏ ଗୋଟିଏ ଗୋଡରେ ଠିଆହୋଇ ପାଞ୍ଚ ହଜାର ବର୍ଷ ପର୍ଯ୍ୟନ୍ତ ପାର୍ଥନା କରିଥିଲେ ?

ଉତ୍ତର : ବିଭୀଷଣ

୨. କେଉଁ ମହର୍ଷି ନିଜ ପିତାଙ୍କ ଆଦେଶରେ ମାତାଙ୍କ ମୁଣ୍ଡ କାଟି ଦେଇଥିଲେ ?

ଉତ୍ତର : ପର୍ଶୁରାମ

୩. କେଉଁ ଚିଷି ରାମଚନ୍ଦ୍ରଙ୍କୁ ବନବାସ ନପଠେଇବା ପାଇଁ ଚେଷ୍ଟା କରିଥିଲେ ?

ଉତ୍ତର : ଯାବାଳି

୪. ଲଙ୍କାକୁ ପୋଲ ତିଆରି କରିବା ପୂର୍ବରୁ ପ୍ରଭୁ ଶ୍ରୀରାମଚନ୍ଦ୍ର କାହାକୁ ପ୍ରାର୍ଥନା କରିଥିଲେ ?

ଉତ୍ତର : ଶିବ

୫. ରାବଣର କେଉଁ ପୁତ୍ରକୁ ହନୁମାନ ଅଶୋକ ବାଟିକାରେ ହତ୍ୟା କରିଥିଲେ ?

ଉତ୍ତର : ଅକ୍ଷକୁମାର

୬. ମହର୍ଷି ଯମଦଗ୍ନିଙ୍କୁ କିଏ ହତ୍ୟା କରିଥିଲେ ?

ଉତ୍ତର : ସହସ୍ରାର୍ଜୁନ

୭. ମହର୍ଷି ଯମଦଗ୍ନିଙ୍କ ପିତା କିଏ ଅଟନ୍ତି ?

ଉତ୍ତର : ରିଚିକ

୮. ଏମାନଙ୍କ ମଧ୍ୟରୁ କିଏ ବିବାହ କରି ନଥିଲେ ?

ଉତ୍ତର : ହନୁମାନ

୯. ନିମ୍ନଲିଖିତ ମଧ୍ୟରୁ କେଉଁ ଚିଷୀ ନିଜ ପିତାଙ୍କର ଆଦେଶରେ ଗାଇମାନଙ୍କୁ ହତ୍ୟା କରିଥିଲେ ?

ଉତ୍ତର : କନ୍ଦୁ

୧୦. କାହା ଗର୍ଭରୁ ମକରଧ୍ଵଜ ଜନ୍ମ ନେଇଥିଲେ ?

ଉତ୍ତର : ମାଛ

୧୧. ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପରେ କିଏ ଅଯୋଧ୍ୟାର ରାଜା ହୋଇଥିଲେ ?

ଉତ୍ତର : କୁଷ

୧୨. ପୁତ୍ରେଷ୍ଟି ଯଜ୍ଞ କରିବାରେ ରାଜା ଦଶରଥଙ୍କୁ କିଏ ସାହାଯ୍ୟ କରିଥିଲେ ?

ଉତ୍ତର : ଚିଷ୍ୟଶ୍ରୂଙ୍ଗ

୧୩. ଏମାନଙ୍କ ମଧ୍ୟରୁ କିଏ ରାବଣ ଦ୍ଵାରା ଅପମାନିତ ହୋଇଥିଲେ ?

ଉତ୍ତର : ବିଭୀଷଣ

୧୪. ଜଟାୟୁର ଭାଇ କିଏ ଥିଲେ ?

ଉତ୍ତର : ସମ୍ଫାତି

୧୫. ରାକ୍ଷସମାନେ କାହାକୁ ଦଶୂ ଦେବା ଉଦ୍ଦେଶ୍ୟରେ ତାର ଲାଞ୍ଚରେ ନିଆଁ ଲଗାଇ ଦେଇଥିଲେ ?

ଉତ୍ତର : ହନୁମାନ

୧୬. କିଏ ରାମଚନ୍ଦ୍ରଙ୍କୁ ଅଇଁଠା କୋଳି ଖାଇବାକୁ ଦେଇଥିଲା ?

ଉତ୍ତର : ଶବରୀ

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *