July 15 ତାରିଖ ରେ ଓଡିଶା ବନ୍ଧ, କାହିଁକି ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ବ-ନ୍ଦୁଗଣ, ବାମଦଳ ପକ୍ଷରୁ ଜୁଲାଇ ୧୫ ତାରିଖରେ ଓଡିଶା ବ-ନ୍ଦ ହେବାକୁ ଯାଉଅଛି । ଏହି ବ-ନ୍ଦ ଡାକରା କୁ ସମର୍ଥନ କରିବ କଂଗ୍ରେସ । ସକାଳ ୬ ଟାରୁ ୧୨ ଟା ପର୍ଯ୍ୟନ୍ତ ସମୁଦାୟ ୬ ଘଣ୍ଟିଆ ବ-ନ୍ଦ ଡାକରା ଦିଆ ଯାଇଅଛି ।

କ-ରୋ-ନା ମ-ହା-ମା-ରୀ ଯୋଗୁଁ ଲୋକଙ୍କ ଜୀବନ ଜୀବିକା ସ-ଙ୍କ-ଟା-ପ-ର୍ଣ୍ଣ ହୋଇ ଆସିଛି । ମାତ୍ର ଏହିଭଳି ସ୍ଥିତି ରେ ୧୦୦ ଟଙ୍କା ଟପିଲାଣି ପେଟ୍ରୋଲ ଏବଂ ଡିଜେଲ ଦ-ର । ଏହା ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷ ତଥା ଦ୍ରବ୍ୟ ର ଦ-ର-ଦା-ମ ବୃ-ଦ୍ଧି ପାଇବାକୁ ଲାଗିଅଛି । କେନ୍ଦ୍ର ସରକାର ଙ୍କର ଏହିଭଳି ଜନମାରଣ ନୀତି ବି-ରୁ-ଦ୍ଧ-ରେ ୪ ଟି ବାମ ଦଳ ପକ୍ଷରୁ ବ-ନ୍ଦ ଡାକରା ଦିଆଯାଇଅଛି । ଏହି ବ-ନ୍ଦ ଡାକରା କୁ ଓଡିଶା ପ୍ରଦେଶ, କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ କରିବା ବୋଲି କହିଛନ୍ତି ପିସିସି ସଭାପତି “ନିରଞ୍ଜନ ପଟ୍ଟନାୟକ” ।

ସେ କହିଛନ୍ତି ଯେ ୧୫ ତାରିଖ ଦିନ ଗୋଟିଏ ଦିନ ପେଟ୍ରୋଲ, ଡିଜେଲ, ଗ୍ୟାସ କେହି ନ କିଣନ୍ତୁ । ଏହା ସୁଚାଇ ଦେବ ଯେ ଓଡିଶା ବାସୀ ଙ୍କୁ କିଭଳି ଭାବରେ ଦ-ର-ଦା-ମ ବୃ-ଦ୍ଧି ବା-ଧୁ-ଅଛି । ଗତବର୍ଷ କ-ରୋ-ନା ମ-ହା-ମା-ରୀ ଯୋଗୁଁ ଜନସାଧାରଣ ବହୁଳ ଭାବରେ ଚିନ୍ତିତ ଅଛନ୍ତି । ଚଳିତ ବର୍ଷ ମଧ୍ୟ ଏହାର ସଂ-କ୍ର-ମ-ଣ କମିବାର ନାମ ନେଉଆ ନାହିଁ । ମାତ୍ର ଏ ସବୁ ବାଦ ମଧ୍ୟ ସରକାର ସମସ୍ତ ଜ-ରୁ-ରୀ ତଥା ଆବଶ୍ୟକ ଜିନିଷର ଦରଦାମ ବୃଦ୍ଧି କରିବାରେ ଲାଗିଛନ୍ତି ।

ହି ମ-ହା-ମା-ରୀ ରେ ଯେଉଁ ଘରେ ଦୁଇ ମୁଠା ଖାଦ୍ୟ ବନୀପାରୁନାହିଁ । ବର୍ତ୍ତମାନ ତାହା ନିମନ୍ତେ ଏ ସବୁ ଜିନିଷର ଦର ବୃଦ୍ଧି ସତରେ ଚିନ୍ତାର ବିଷୟ ପାଲଟି ଯାଇଛି । କାରଣ ବର୍ତ୍ତମାନ ପରିସ୍ଥିତି ରେ ରାଜ୍ୟ ସରକାର ରାଜ୍ୟରେ ଲ-କ-ଡା-ଉ-ନ ତଥା ସ-ଟ-ଡା-ଉ-ନ ବାରମ୍ବାର କରୁଛନ୍ତି । ଏହାଫଳର ଲୋକେ ଘର ଭିତରେ ରହି ଭୋକ ଉପାସ ରେ ଦିନ କଟାଉଛନ୍ତି ।

ମାତ୍ର ପରିସ୍ଥିତି ଟିକିଏ କୋହଳ ହେଲାପରେ ଏକ ନିର୍ଦ୍ଧାରିତ ସମୟ ଅନୁସାରେ ଦୋକାନ ବଜାର ଏବଂ ସମସ୍ତ କାର୍ଯ୍ୟାନୁଷ୍ଠାନ ଖୋଲିଲା ବେଳକୁ ସରକାରଙ୍କର ଦିନକୁ ଦିନ ପେଟ୍ରୋଲ ଡିଜେଲ ସହିତ ସମସ୍ତ ଅତ୍ୟାବଶ୍ୟକ ଜିନିଷରେ ଦରଦାମ ମନଇଛା ବୃ-ଦ୍ଧି କରିଚାଲିଛନ୍ତି । ମାତ୍ର ସରକାର ଚିନ୍ତା କରୁ ନାହାନ୍ତି ଯେ, ବର୍ତ୍ତମାନ ଏଭଳି ଭୟାନକ ସ୍ଥିତି ରେ ଖାଉଟି ଙ୍କ ପାଖେ କୌଣସି ପ୍ରକାରାର କାର୍ଯ୍ୟ ନଥିବା ବେଳେ ସେମାନଙ୍କର ଆୟ ଉପାର୍ଜନ ମଧ୍ୟ ସଠିକ ଭାବରେ ହୋଇ ପାରୁନାହିଁ ।

ମାତ୍ର ହଟାତ ଗୋଟିଏ ପରେ ଗୋଟିଏ ସାମଗ୍ରୀ ର ଦରଦାମ ବୃ-ଦ୍ଧି କରିବାର ଅର୍ଥ କଣ ଅଟେ ? ସରକାର ଟିକିଏ ଏ ସ-ମ୍ବ-ନ୍ଦରେ ଚିନ୍ତା କରିଲେ ଠିକ ହୁଆନ୍ତା । ବ-ନ୍ଦୁଗଣ ଆପଣଙ୍କୁ ଏହି ସ-ମ୍ବ-ନ୍ଦରେ କଣ ମତାମତ ଦେବାର ଅଛି ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *