16 ବର୍ଷ ପରେ ମିଳିଲା ସହିଦ ଯବାନଙ୍କର ମୃତ ଦେହ, ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଘଟଣା

ଯେତେବେଳେ ଜଣେ ଆ-ର୍ମୀର ଯବାନ ସ–ହି-ଦ ହୋଇଥାନ୍ତ, ତେବେ ସେହି ସମୟରେ ବହୁତ ଦୁଃଖ ଓ କ-ଷ୍ଟ ହୋଇଥାଏ । କିନ୍ତୁ କୌଣସି ପରିବାର ପାଇଁ ୧୬ ବର୍ଷ ଅପେକ୍ଷା କରିବା ଆହୁରି ଅଧିକ କ-ଷ୍ଟଦାୟକ ଅଟେ । ୟୁପିରେ ମୁରାଦନଗରର ହିସାଲି ଗାଁରେ ରହୁଥିବା ଯବାନ ଅମ-ରିଶ ତ୍ୟାଗୀଙ୍କ ଶ-ବ ୧୬ ବର୍ଷ ପରେ ବରଫରେ ପୋତି ହୋଇଥିବା ଅବସ୍ଥାରେ ମିଳିଛି । ସେ ୨୩ ଅକ୍ଟୋବର ୨୦୦୫ରେ ସିୟାଚିନରୁ ଫେରୁଥିବା ସମୟରେ ଉତ୍ତରାଖଣ୍ଡର ହରଶୀଳ ଖାଇର ପଡି ଯାଇ ଥିଲେ ।

ତାଙ୍କ ସହିତ ସ–ହି-ଦ ହୋଇଥିବା ୩ ଜଣ ଯବାନଙ୍କ ଶ-ବ ତ ମିଳି ଯାଇ ଥିଲା । କିନ୍ତୁ ତାଙ୍କର କୌଣସି ସୂଚନା ମିଳି ନ ଥିଲା । ୨ ଦିନ ପୂର୍ବେ ହିଁ ବରଫ ତରଳିବା କାରଣରୁ ଗୋଟିଏ ଶ-ବ ମିଳିଲା । କପଡା ଓ କିଛି ପେପେରର ଆଧାରରେ ଶ-ବର ପରିଚୟ ଅମରୀଶ ତ୍ୟାଗୀ ରୂପରେ କରାଯାଇଛି ।

ପରିବାର ଲୋକମାନେ କହିଲେ କି ସେନାର ଲୋକମାନେ ଓ ସମ୍ପର୍କୀୟମାନେ କହୁଥିଲେ କି ଅମରୀଶ ତ୍ୟାଗୀ ବର୍ତ୍ତମାନ ଆଉ ନାହାନ୍ତି । କିନ୍ତୁ ତାଙ୍କୁ ଆଶା ଥିଲା ସେ ଜୀବିତ ଥିବେ ଓ ଶତ୍ରୁ କବଳରେ ଫ-ସି ଯାଇ ଥିବେ । ସେଥିପାଇଁ ସେ ତାଙ୍କୁ କେବେ ବି ଶ୍ରାଦ୍ଧ ଦେଇ ନାହାନ୍ତି ଓ ନା ହିଁ ମୃ-ତ୍ୟୁ ପରେ କୌଣସି ବି ପ୍ରକାରର ସଂସ୍କାର କରିଛନ୍ତି । କିନ୍ତୁ ବର୍ତ୍ତମାନ ସେନା ଅମରୀଶ ତ୍ୟାଗୀର ଶ-ବ ନେଇ ଆସିବେ । ଏହା ପରେ ହିଁ ଆମେ ଅ-ନ୍ତି-ମ ସଂସ୍କାର କରିବୁ ।

Loading...

ବଡ ଭାଇ ରାମ କୁମାର ତ୍ୟାଗୀ କହିଲେ କି ସେ ଆଜି ପର୍ଯ୍ୟନ୍ତ ଅମରୀଶ ତ୍ୟାଗୀଙ୍କୁ ଜୀବିତ ବୋଲି ମାନୁ ଥିଲେ ଓ ଆଜି ପର୍ଯ୍ୟନ୍ତ ଆଶା ଛାଡି ନ ଥିଲେ । ତାଙ୍କୁ ବିଶ୍ଵାସ ଥିଲା କି ଅମରୀଶ ତ୍ୟାଗୀ ନିଜ ଜୀବନ ବଞ୍ଚାଇ ଏଠି ସେଠି କେଉଁଠି ରହୁଥିବ । ୨୪ ସେପ୍ଟେମ୍ବରକୁ ଦିନ ସନ୍ଧ୍ୟା ସମୟରେ ସେନା ମୁଖ୍ୟାଳୟରୁ ୩ ଜଣ ଅଧିକାରୀ ଆସିଲେ ଓ ସେମାନେ ଅମରୀଶର ପାର୍ଥିବ ଶରୀରର ଉତ୍ତରାଖଣ୍ଡରେ ମିଳିଛି ବୋଲି ସୂଚନା ଦେଲେ । ସୂଚନା ମିଳିବା ମାତ୍ରେ ହିଁ ପରିବାର ଉପରେ ପୁଣି ଥରେ ଦୁଃଖର ପାହାଡ ଭା-ଙ୍ଗି ଗଲା ।

କହିଦେଉଛୁ କି ଅମରୀଶ ତ୍ୟାଗୀ ବର୍ଷ ୧୯୯୫ – ୯୬ରେ ମେରଠ ସେନାରେ ଭର୍ତ୍ତି ହୋଇ ଥିଲେ । କେତେକ ସ୍ଥାନକୁ ଟ୍ରାନ୍ସଫର ହେବା ପରେ ୧୯୯୯ରେ କାର୍ଗିଲ ଯୁ-ଧ୍ୟ ସମୟରେ ତାଙ୍କର ଡିୟୁଟି ଲେହ ଲଦ୍ଦାଖରେ ହୋଇଥିଲା । ଅମରୀଶ ତ୍ୟାଗୀ ଉଡାଜାହାଜରୁ ସବୁଠୁ ଅଧିକ ଉଚ୍ଚତାରୁ ଡେଇଁବାର ରେ-କ-ର୍ଡ ମା-ମ-ଲା-ରେ ପୁରା ଦେଶରେ ପରିଚିତ ଥିଲେ । ଭାଇ ରାମ କୁମାର ତ୍ୟାଗୀ କହିଲେ କି ଅମରୀଶ ବର୍ଷ ୨୦୦୫ରେ ସିୟାଚିନ ଉପରେ ପତକା ଲଗାଇ ସାରିଥିଲେ ।

ଏହା ପରେ ସେହି ସ୍ଥାନରୁ ଫେରିବା ସମୟରେ ୨୩ ଅକ୍ଟୋବର ୨୦୦୫କୁ ହରଶୀଳ କ୍ଷେତ୍ରରେ ଦୁ-ର୍ଘ-ଟ-ଣା ହୋଇଗଲା ଓ ୩ ଅନ୍ୟ ଯବାନଙ୍କ ସହିତ ସେ ଖାଇରେ ପଡିଗଲା । ତିନି ଜଣ ଯବାନଙ୍କ ପାର୍ଥିବ ଶରୀରର ତ ମିଳି ସାରି ଥିଲେ, କିନ୍ତୁ ଖାଇର ଗଭୀରତା ଅଧିକ ଥିବା କାରଣରୁ ଅମରୀଶର କୌଣସି ସୂଚନା ମିଳିଲା ନାହିଁ । କିନ୍ତୁ ସେନା ତାଙ୍କୁ ଖୋଜିବା ପାଇଁ ବହୁତ ପ୍ରୟାସ କରିଥିଲେ । ଅମରୀଶ ତ୍ୟାଗୀ ଯେଉଁ ସମୟରରେ ନିଖୋଜ ଥିଲେ ସେହି ସମୟରେ ତାଙ୍କର ପତ୍ନୀ ଗର୍ଭବତୀ ଥିଲେ ଓ ୫ ମାସ ପରେ ତାଙ୍କର ପତ୍ନୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଲେ । ଏହା ପରେ ଏକ ବର୍ଷ ପରେ ପାରିବାର ତାଙ୍କର ବିବାହ କରି ଦେଲେ ।

Leave a Reply

Your email address will not be published. Required fields are marked *