16 ମେ ଭିତରେ ତୀବ୍ର ହେବ ସାମୁଦ୍ରିକ ଝଡ ତଉକ-ତେ, ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ’

ଆପଣ ସମସ୍ତେ ଜାଣିଛନ୍ତି କି ଆରବ ସାଗରରୁ ଏକ ବା-ତ୍ୟା ଭାରତ ଆଡକୁ ମାଡି ଆସୁଛି । କିନ୍ତୁ ଏହା କେତେ ଭ-ୟ-ଙ୍କ-ର ହେବ ଏହା ବିଷୟରେ କେହି ବି ଜାଣି ନାହାନ୍ତି ।

କହିଦେଉଛୁ କି ଆରବ ସାଗରରେ ଏହି ବର୍ଷର ପ୍ରଥମ ବା-ତ୍ୟା ଧୀରେ ଧୀରେ ଭ-ୟ-ଙ୍କ-ର ରୂପ ନେବାରେ ଲାଗିଛି । କିନ୍ତୁ ଆସନ୍ତା ୧୬ ତାରିଖରେ ଜଣା ପଡିବ କି ଏହି ବା-ତ୍ୟା କେତେ ଭ-ୟ-ଙ୍କ-ର ହେବ ଅର୍ଥାତ ଏହାର ଅସଲ ରୂପ ଜଣା ପଡିବ । କିନ୍ତୁ ବର୍ତ୍ତମାନ ସମୟରେ ଦକ୍ଷିଣ-ପୂର୍ବ ଆରବ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି ଓ ଏହା ପରେ ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୱେଲ ମାର୍କଡ ଲୋ – ପ୍ରେସର ରୂପ ଧାରଣ କରିବ ।

ଏହା ପରେ ୧୫ ତାରିଖରେ ଆରବ ସାଗରର ଲାକ୍ଷାଦ୍ଵୀପ ଓ ଏହାର ପାଖାପାଖି ଅଞ୍ଚଳରେ ଏହି ଲଘୁଚାପ ଡ୍ରି-ପ୍ରେ-ସ-ନର ପରିଣତ ହେବ । ଏହା ପରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଏହି ଲଘୁଚାପ ଗତି କରିବା ସହ ୧୬ ତାରିଖରେ ଆରବ ସାଗରେ ବା-ତ୍ୟାର ରୂପ ନେବ ।

କହିଦେଉଛୁ କି ଏହି ବା-ତ୍ୟାର ନାଁ ତାଉ – ତେ ରଖା ଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଏହା ଜଣା ପଡି ନାହିଁ କି ଏହି ବା-ତ୍ୟା କେଉଁ ଦିଗକୁ ଯିବ । ଏମିତିରେ ୪୮ ଘଣ୍ଟା ପରେ ଜଣା ପଡିବ କି ଏହି ବା-ତ୍ୟା କେଉଁ ଦିଗ ଆଡକୁ ଅଗ୍ରସର ହେବ ଓ ଏହାର ପ୍ରଭାବ କେମିତି ହେବ । ଲାକ୍ଷାଦ୍ଵୀପ, କେରଲ, କର୍ଣାଟକ, ଗୋଆ ଓ ମହାରାଷ୍ଟ୍ର ଉପକୂଳରେ ଅଞ୍ଚଳରେ ଏହାର ପ୍ରଭାବ ପଡିବ ବୋଲି ଆନୁମାନିକ କରାଯାଇଛି ।

କିନ୍ତୁ ଏହା ସହିତ କୁହାଯାଉଛି କି ଏହି ବା-ତ୍ୟା ଗୁଜୁରାଟର କଚ୍ଛ ଓ ଦକ୍ଷିଣ ପାକିସ୍ତାନ ଆଡକୁ ବି ଗତି କରି ପାରେ । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ଓଡିଶାରେ ଏହାର କୌଣସି ବି ପ୍ରକାରର ପ୍ରଭାବ ପଡିବ ନାହିଁ । କିନ୍ତୁ ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ସକ୍ରିୟ ରହିଛି । ଓଡିଶାର କେତେକ ଜିଲ୍ଲାରେ ବର୍ଷା ସହ ଘଡଘଡି ଓ ଏହା ସହ ପ୍ରବଳ ବେଗରେ ପବନ ବହିବାରେ ଲାଗିଛି । ଆସନ୍ତା କାଲି ପର୍ଯ୍ୟନ୍ତ କିଛି ଜିଲ୍ଲାକୁ ଅରେଞ୍ଜ ୱାରିଙ୍ଗ ଜାରି ହୋଇଛି ।

ସେହି ସମସ୍ତ ଜିଲ୍ଲା ଗୁଡିକ ହେଲା ଯାଜପୁର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଦା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ଓ ରାୟଗଡା । ଏହା ସହିତ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ଖୋର୍ଦ୍ଦା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।

ପଶ୍ଚିମ ଓ ଦକ୍ଷିଣ ଓଡିଶାର ଅନ୍ୟ ୧୩ ଟି ଜିଲ୍ଲାକୁ ୟୋଲୋ ୱାରିଙ୍ଗ ଜାରି କାରାଯାଇଛି । କହିଦେଉଛୁ କି ଏହି କାଳବୈଶାଖୀ ଯୋଗୁ କେବଳ ବର୍ଷା ନୁହେଁ ଏହା ସହିତ ଘଡିଘଡି ସହ ପ୍ରବଳ ବେଗରେ ପବନ ବି ବହିବ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *