ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି ।
କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :- ଆଜି ଆପଣ ସାମାନ୍ଯ ଦୈନିକ କାର୍ଯ୍ୟକୁ ଭୁଲିକି ଆମୋଦ ପ୍ରମୋଦରେ ମାଜିକି ରହିବ । ପ୍ରତିଦିନର କାମ କାର୍ଯ୍ୟ କରିବା ପାଇଁ ଏକ୍ସଟ୍ରା ଚେଷ୍ଟା କରନ୍ତୁ । ନିଜ ଦାୟିତ୍ଵକୁ ଧ୍ୟାନରେ ରଖନ୍ତୁ । ନିଜ ସମୟ ଓ ଧରଜ୍ୟର ପୁରା ବ୍ୟବହାର କରନ୍ତୁ ଆଜି ଏହାର ଆବଶ୍ୟକ ରହିବ । ଶ୍ଵଶୁର ଘର ପକ୍ଷରୁ ଲାଭ ପ୍ରାପ୍ତ ହେବ । ଆପଣଙ୍କୁ ଧୋକା ମିଳିପାରେ ଆଉ ବଡ ଫାଇଦା ମଧ୍ୟ ମିଳିପାରେ ।
ବୃଷ :- ଆଜି ଆପଣ ବ୍ୟବସ୍ତା ଭିତରେ ଘର କାମକୁ ଧ୍ୟାନ ଦେଇପାରିବେ ନହିଁ । ନକରାତ୍ମକ ବିଚାର କରୁଥିବା ଲୋକ ଦୂରତା ବନାଇକି ରଖିବାକୁ ହେବ । କାମ ସହିତ ସାମାଜିକ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ । ଭୁଲରେବି କାହାକୁ ଅପଶବ୍ଦ କୁହନ୍ତୁ ନାହିଁ । ସନ୍ତାନକୁ ନେଇ ଆଭିଯୋଗ ଆସିପାରେ । ବ୍ୟବସାୟ ଓ ଚାକିରିରେ ସହଯୋଗ ମିଳିପାରେ । ଭାବି ଚିନ୍ତି ଧ୍ୟାନ ରଖି କଥା ହୁଅନ୍ତୁ ।
ମିଥୁନ :- ମିଥୁନ ରାଶିର ଲୋକ ନିଜ ନିୟମିତ କାମରୁ ହଟିକି ଆଉ କିଛି କାମ କରିବେତ ସଫଳ ରହିବେ । ମନ ଚାହୁଁ ଥିବା କାମକୁ ପୁରା କରିବା ପାଇଁ ଆପଣଙ୍କୁ ଟିକେ ଅପେକ୍ଷା କରିବାକୁ ପଡିପାରେ । ଆପଣ ଚାକିରିକୁ ନେଇ କୌଣସି ଭୟ ମନରେ ଆସିପାରେ । ଆଜି ଆପନ୍ନକ ପରିଶ୍ରମ ଦ୍ଵାରା ଆପଣଙ୍କୁ ବଡ ଲାଭ ମିଳିବ । ପରିଶ୍ରମ ଦ୍ଵାରା ସଫଳତା ମିଳିବାର ଯୋଗ ରହିଛି ।
କର୍କଟ :- ଆଜି ସନ୍ତାନ ସୁଖର ପ୍ରାପ୍ତି ସମ୍ଭବ ଅଟେ । ଅନ୍ୟ ସହିତ ଖରାପ ବ୍ଯବହାର କରନ୍ତୁ ନହିଁ । ସନ୍ତାନ ପକ୍ଷରୁ ସୁଖର ଅନୁଭୂତି ହେବ ଯାହା ଦ୍ଵାରା ଖୁସିରେ ବୃଦ୍ଧି ହେବ । ଅଫିସରେ ଆପଣଙ୍କୁ ଦାୟିତ୍ଵ ଭରା କାମ ମିଳିବ । ଯାହା ଆପଣ ସମୟରେ ପୁରା କରିବା ପାଇଁ ସଫଳ ରହିବେ । ନିଜ ରାଗ ଉପରେ କାବୁ ରଖିବାର ଆବଶ୍ୟକତା ରହିଛି ।
ସିଂହ :- ଆଜି ପୁରୁଣା କଥା ଯାହା ଆପଣ କଥା ଦେଇଥିଲେ ତାକୁ ପୁରା କରିବାର ଠିକ ସମୟ ଆସି ଯାଇଛି । ଚାକିରି ଓ କାରିୟର କ୍ଷେତ୍ରରେ ଭାଗ୍ଯର ସହଯୋଗ ମିଳିବ । ନୂଆ ବ୍ୟବସାୟରେ ପାଇସା ନିବେଶ କରିବା ପାଇଁ ଆପଣ ଭାବିବେ । ପଇସା ନିବେଶ କରିବା ପୂର୍ବରୁ ସେହି ବିଷୟ ଉପରେ ଭଲସେ ବୁଝିସୁଝି ବ୍ୟକ୍ତିଙ୍କ ସଜେସନ ନେବା ଦରକାର । ବିରୋଧୀ ମାନଙ୍କ ପ୍ରଭାବ କମ ରହିବ ।
କନ୍ୟା :- ଆଜି ଆପଣଙ୍କ ଆତ୍ମା ବିଶ୍ବାସରେ ବୃଦ୍ଧି ହେବ । ଚାକିରିରେ ପରିବର୍ତନର ସମ୍ଭାବନା ବନୁଛି । ଆଜି କୌଣସି ଶୁଭ ସମାଚାର ପ୍ରାପ୍ତ ହେବ । ଏହା ଦ୍ଵାରା ମନରେ ଖୁସି ରହିବ । ନୂଆ ଯୋଜନା ସଫଳତା ଦେବ । ବହୁତ ପ୍ରକାର ନେଗେଟିଭ ବିଚାର ଆପଣଙ୍କ ମନରେ ଆସିପାରେ । ପରିବାର ସଦସ୍ୟଙ୍କ ଆବଶ୍ୟକତାକୁ ପୁରା କରିବେ । ତାଙ୍କ ସୁଖ ଦୁଃଖର ଭାଗୀଦାର ବନାନ୍ତୁ । ସ୍ୱାସ୍ଥ୍ୟ ମଧ୍ୟ ଠିକ ଠାକ ରହିବ ।
ତୁଳା :- ପ୍ରେମ ମାମଲାରେ ବ୍ୟସ୍ତତାରେ କୌଣସି ନିସ୍ପତି ନିଅନ୍ତୁ ନହିଁ । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ରୁଚି ବଢିବ । ଆଜି କୌଣସି ଲୋକ ସହଯୋଗ କରିବେ । ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ । ଆପଣଙ୍କୁ ହଠାତ ହଠାତ ଧନ ଲାଭ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ସାମାନ୍ଯ ରହିବ । ସହଯୋଗୀ ସାହାର୍ଯ୍ୟର ହାତ ବଢାଇବେ । ଆପଣଙ୍କ କାର୍ଯ୍ୟ କ୍ଷମତାରେ ବୃଦ୍ଧି ହେବ ।
ବିଛା :- ଆୟରେ ବୃଦ୍ଧି ହେବ । ସ୍ଥାନ ପରିବର୍ତନ ହୋଇପାରେ । ଯେଉଁ ଲୋକ ଚାକିରି କରିଛନ୍ତି ତାଙ୍କୁ କମ୍ୟୁନିକେଶନ ସ୍କିଲ କଳାରେ ପାରଙ୍ଗମ ହେବାକୁ ହେବ । ଖାସକରି ସେଅଲ୍ସ ବା ମାର୍କେଟିଂଗ କ୍ଷେତ୍ରରେ ସମ୍ବନ୍ଧିତ ଲୋକ ଏହା ଆଡକୁ ଧ୍ୟାନ ଦେବା ଆବଶ୍ୟକ । ଆଜି ଆପଣଙ୍କ ବ୍ୟକ୍ତିତ୍ବକୁ ମାପିବାର ଧ୍ୟାନ ଦେବା ସବଶ୍ୟକତା ।
ଧନୁ :- ଆଜି ଧନ ଲାଭ ଓ ଆନନ୍ଦର ରାସ୍ତା ପ୍ରସସ୍ତ ହେବ । ଶ୍ରମର ଫଳ ମିଳିବ । ଆଜି କୌଣସି ପ୍ରିୟା ବସ୍ତୁର ହଜିବାର ସମ୍ଭାବନା ରହିଛି । କୌଣସି ନିଜ ଲୋକ ସହିତ ବାଦ ବିବାଦର ମଧ୍ୟ ଯୋଗ ରହିଛି । ଆର୍ଥିକ ରୂପରେ ଖରଚ ଆଜି ବଢିବ । ବଡ ଲୋକ ଙ୍କ ସହିତ କଥା ହେଲାବେଳେ ସାବଧାନ ରୁହନ୍ତୁ ।
ମକର :- ଆଜି ବିବେକ ପୂର୍ଣ କାର୍ଯ୍ୟ ଆପଣଙ୍କୁ ଲାଭ ଦେବ । ଧନ ଲାଭର ଆଶା ବନିବ । ଆପଣଙ୍କ ଭାବନା ଶୈଳୀରେ କିଛି ଚେଞ୍ଜେସ ଆସିପାରେ । ଭାବୁକ ହୋଇ ଆଜି କୌଣସି ନିସ୍ପତି ନିଅନ୍ତୁ ନହିଁ । ପ୍ରେମ ମାମଲାରେ ପରିବାର ଲୋକଙ୍କ ଠାରୁ ସହଯୋଗ ମିଳିବ । ଅପ୍ନା ସବୁ ସମସ୍ଯା ସମାଧାନ କରିବା ପାଇଁ ଚେଷ୍ଟା କରିବେ ।
କୁମ୍ଭ :- ଆଜି ଆପଣଙ୍କ ବ୍ୟବସାୟରେ ଲାଭ ହେବ । ଧନର କମି ରହିବ, ପୁଣି ଖରଚ ମଧ୍ୟ ଅଧିକ ହେବ । ବହୁତ ପ୍ରୟାସ କରିବାକୁ ପଡିବ । ସ୍ୱାସ୍ଥ୍ୟ ପାଇଁ ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ଅଟେ । ଆଜି ଆପଣ ଧନ କାହାରୀକୁ ଉଧାର ଦିଅନ୍ତୁ ନହିଁ । ସମ୍ଭବ ହୋଇବକି ଆଜି ଆପଣଙ୍କ ଅତୀତ ସହିତ ଜଡିତ କୌଣସି ବ୍ୟକ୍ତି ଆଜି ଆପଣଙ୍କ ସହିତ ସମ୍ପର୍କ କରିବା । ଆଜି ଲୋକ ପ୍ରିୟତାରେ ବୃଦ୍ଧି ହେବ । ଜୀବନ ସାଥି ସହିତ ସମ୍ପର୍କରେ ମଧୁରତା ଆସିବ ।
ମୀନ :- ଆଜି ଆପଣଙ୍କ କାର୍ଯ୍ୟ ନିର୍ଧାରିତ ରୂପରେ ଯୋଜନା ଅନୁସାରେ ପୂର୍ଣ ହେବ । ଆର୍ଥିକ ଲାଭର ସମ୍ଭାବନା ରହିଛି । ପ୍ରତିଦିନର ରୋଜଗାର ଦିଗରେ ସଫଳତା ମିଳିବ । ଜାରି କରିଥିବା ପ୍ରୟାସ ସାର୍ଥକ ହେବ । ଆୟ ଓ ବ୍ୟୟରେ ସନ୍ତୁଳନ ବନାଇ ରଖନ୍ତୁ । କ୍ରୋଧ ଓ ଭାବ ପ୍ରବଣ ସହିତ ନିଆଯାଇଥିବା ନିର୍ନାୟ କଷ୍ଟକାରି ହୋଇବ । ଅଧା କାର୍ଯ୍ୟ ପୂର୍ଣ ହେବ ।