ମଙ୍ଗଳବାର 18 ମେ 2021- ବଜରଙ୍ଗବଲିଙ୍କ କୃପାରୁ ଆଜି ଏହି 5ଟି ରାଶିଙ୍କୁ ମିଳିବ କିଛି ବଡ ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି ।

କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜିର ଦିନରେ ଆପଣ ସବୁ ବଡ ସମସ୍ୟାର ସମାଧାନ କରିବାର ଆରମ୍ଭ କରିବେ । ଲାଭକୁ ଦେଖି କାହା ସହିତ ମିତ୍ରତା କରନ୍ତୁ ନହିଁ ଚାକିରିକୁ ନେଇ ନକରାତ୍ମକବିଚାର ଶାନ୍ତିକୁ ଭଙ୍ଗ କରିପାରେ । ଆପଣଙ୍କୁ ଏହି ସବୁ ଅସୁବିଧାକୁ ମୂଳରୁ ହଟାଇବାର ପ୍ରୟାସ କରିବାର ରହିଛି । ଯେଉଁ ବ୍ୟାପାରୀ ବ୍ୟାପାର ବଦଳାଇବା ପାଇଁ ଭାବୁଛନ୍ତି ତାଙ୍କୁ ବିନା କୌଣସି ସଜେସନ ବିନା ଏହି ସ୍ଟେପ  ଉଠାନ୍ତୁ ନହିଁ ।

ବୃଷ :- ଆଜି ଚିନ୍ତାର କାରଣ ଉପୁଜିପାରେ କିନ୍ତୁ ତାପରେ ମଧ୍ୟ ନିଜ କାର୍ଯ୍ୟରେ ଲାଗି ରୁହନ୍ତୁ । ଆଜି ଆପଣ ଯେତେ କର୍ମ କରିବେ ଭାଗ୍ୟ ତାକୁ ଦୁଇଗୁଣ କରି ଶୁଭ ଫଳ ରୂପରେ ଆପଣଙ୍କୁ ପ୍ରଦାନ କରିବ । ଆପଣଙ୍କ ପ୍ରରାକ୍ରମ ଦ୍ଵାରା ସଫଳତା ମିଳିବ । ଅସଫଳତା ସହିତ ଧନ ହାନୀର ଡର ମଧ୍ୟ ଆସିପାରେ । ଆପଣ ନିଜ ବାଣୀ ଉପରେ ସଂଯମତା ରଖନ୍ତୁ । କୌଣସି ସାଙ୍ଗ ସହିତ ହଠାତ ହୋଇଥିବା ଦେଖା ଜୀବନରେ ସୁଖ ସମୃଦ୍ଧି ଆଣିବାର ଯୋଗ ବନୁଛି ।

ମିଥୁନ :- ବ୍ୟବସାୟରେ ସଫଳତାର ଯୋଗ ବନୁଛି । ରୋଜଗାର ପ୍ରାପ୍ତିର ସମ୍ଭାବନା ବନୁଛି । ନିଜ ବାଣୀ ଉପରେ ସଂଯମତା ରଖନ୍ତୁ । ସଂଗୀତ ସହିତ ଜଡିତ ଲୋକକୁ କୌଣସି ବଡ ଅଫର ମିଳିବ । ସାଙ୍ଗ ମାନଙ୍କ ସହିତ ସମ୍ପର୍କ ବହୁତ ଭଲ ରହିବ । ନକରାତ୍ମକ ଭାବନା ଆପଣଙ୍କ ଚିନ୍ତା ବଢାଇ ପାରେ । ସବୁ କାର୍ଯ୍ୟରେ ମତ ପିତାଙ୍କ ପୁରା ସହଯୋଗ ମିଳିବ । ଯାହା ଦ୍ଵାରା ଆପଣ ଆଗକୁ ବଢିବାକୁ ସକ୍ଷମ ହେବେ ।

କର୍କଟ :- ଭଲ ପରିଣାମ ପ୍ରାପ୍ତ କରିବା ପାଇଁ ପୁରା ପ୍ରୟାସ କରନ୍ତୁ । ଆପଣ ନିଜ କାମରେ ଧ୍ୟାନ ଦିଅନ୍ତୁ । ସର୍ବଜନିତ ଜୀବନରେ ସନମାନିତ ହେବେ । ବୈବାହିକ ଜୀବନରେ ସୁଖର ପ୍ରାପ୍ତି ହେବ । ସନ୍ଧ୍ଯା ସମୟ ପ୍ରେମ ଜୀବନ ପାଇଁ ଉତ୍ତମ ରହିବ ।

ସିଂହ :- ଆଜି ପରିଶ୍ରମର ଅଧିକତା ରହିବା କୌଣସି ପୁରୁଣା ମିତ୍ର ଦ୍ଵାରା ସମ୍ପର୍କ ବନିବ । ପରିବାରରେ ଆଜି କୌଣସି ସନ୍ତାନର କୌଣସି କଥା ଦ୍ଵାରା ମନ ଦୁଖ ହୋଇପାରେ । କିନ୍ତୁ ଜଲ୍ଦି ଠିକ ହେବାର ସ୍ଥିତିରେ ଆସିବେ । ଜମି ଧନ ସମ୍ପତି ସହିତ ମାମଲାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ପ୍ରିୟକୁ ମାମୁଲି କଥାରେ ରାଗ ଆସିପାରେ । ପ୍ରେମ ଜୀବନ ପାଇଁ ଦିନ ଠିକ ନହିଁ ।

କନ୍ୟା :- ଓକିଲାତି କରିବା ଜାତକଙ୍କ ପାଇଁ ଏହି ଦିନ ଭାଗ୍ୟ ବୃଦ୍ଧି କାରକ ଅଟେ । ସେହି ମମଳାକୁ ଟାଳି ଦିଅନ୍ତୁ ଯାହାକୁ ସମାଧାନ କରିବାରେ ଆପଣ ଅସୁବିଧା ହେଉଛନ୍ତି । ଜରୁରୀ କାମ କରିବା ପାଇଁ କିଛି ଲୋକ ସାହାର୍ଯ୍ୟ ମିଳିପାରେ । ଚାକିରିରେ ବଦଳି ଚିନ୍ତାର କାରଣ ହୋଇପାରେ । ଆୟ ଅପେକ୍ଷା ଖର୍ଚର ମାତ୍ରା ବଢିବ । ବଡ ନିସ୍ପତି ନେବା ପୂର୍ବରୁ ଭଲସେ ବିଚାର କରନ୍ତୁ । କୌଣସି ଅନୁଭବି ଠାରୁ ସଜେସନ ନିଅନ୍ତୁ ।

ତୁଳା :- ଚାକିରିରେ ଅଶାନ୍ତିର ବାତାବରଣ ବନିବାର ସମ୍ଭାବନା ଭିତରେ ଧୋଖା ହେବାର ସମ୍ଭାବନା ରହିଛି । ଆଯ ସାମାନ୍ଯ ରହିବ କିନ୍ତୁ ଖର୍ଚ ବହୁତ ଅଧିକ ହେବ । କାହାର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମଧ୍ୟ ପଇସାର ଖର୍ଚ ସାମନାକୁ ଆସିବ । ସନ୍ତାନ ପକ୍ଷରୁ ସନ୍ତୋଷ ମିଳିବ । ପ୍ରେମୀଙ୍କ ସହିତ ଭଲ ସମୟ ବିତେଇବେ, ପ୍ରେମ ବଢିବ ।

ବିଛା :- ଧନ ବ୍ୟୟର ସମ୍ଭାବନା ରହିବ । ବିବାଦ ମାମଲାରେ ନିଜକୁ ଦୂରରେ ରଖିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ କୌଣସି ଭଲ ଖବର ମିଳିପାରେ । ନିଜ ଶରୀର ଓ ମସ୍ତିସ୍କକୁ ପୁଣି ଠାରେ ତାଜା କରିବା ପାଇଁ କିଛି ଉପାୟ ଖୋଜିବା ବହୁତ ଭଲ ହେବ । କିଛି ବିବାଦରେ ବୁଝାମଣା ହୋଇପାରେ । ପଇସା କ୍ଷେତ୍ରରେ ପ୍ରଗତି ହେବ । ଟୀକେ ପ୍ରେସର ଆପଣଙ୍କୁ କାର୍ଯ୍ୟ କରିବାରେ ପ୍ରେରିତ କରିବ ।

ଧନୁ :- ଆଜି ଆପଣ ଭବିଷ୍ୟ ପ୍ରତି ଚିନ୍ତିତ ରହିବେ । ଛାତ୍ର ନିଜ ପାଠ ପଢା ଉପରେ ଟିକେ ଚେଞ୍ଜେସ ଆଣିବାକୁ ଭାବିବେ, ଯାହା ତୁମ ଭବିଷ୍ୟ ପାଇଁ ଫାଇଦା ରହିବ । ଏହି ରାଶିର ଛୋଟ ପିଲାଙ୍କୁ ପିତାଙ୍କ ଠାରୁ କୌଣସି ଭଲ ଗିଫ୍ଟ ମିଳିବ । ମନୋରଞ୍ଜନ ଓ ଆରାମ ସାଧନାରେ ଆବଶ୍ୟକରୁ ଅଧିକ ଖର୍ଚ କରନ୍ତୁ ନହିଁ । ବ୍ୟବସାୟରେ ସଫଳତାରେ ମନ ଖୁସିରହିବ ।

ମକର :- ବ୍ୟବସାୟରେ କ୍ଷତି ହୋଇପାରେ । ରାଜନୈତିକ କାର୍ଯ୍ୟରେ ଜଡିତ ଲୋକ ଉନ୍ନତିର ଭଲ ଅବସର ପ୍ରାପ୍ତ କରିବେ । କୌଣସି ପ୍ରକାର ଦ୍ଵନ୍ଦ ଦୂର ହେବ । ଆଜି ପଇସା ଓ ଅନ୍ୟ ମାମଲାରେ ଫାଇଦା ହେବ । ମାନସିକ ସ୍ତରରେ ଆପଣ ସକ୍ରିୟ ରହିବେ । ଅଟକି ଥିବା କାମ ପୁରା ହେବ । ସ୍ୱାସ୍ଥ୍ୟ ଠିକ ରହିବ । ମିତ୍ରଙ୍କ ସହିତ ପ୍ରସନ୍ନ ରହିବେ । ଆଜି ଆପଣ କାମରେ ବ୍ୟସ୍ତ ରହିବେ ।

କୁମ୍ଭ :- ବେତନ ବୃଦ୍ଧି ପାଇଁ ଯୋଗ୍ୟତାର ଆକଳନ ହୋଇବ, ଯାହା ବହୁତ ଧୀର ଗତିରେ ହେବ । କପଡା ବ୍ୟାପାରୀଙ୍କ ପାଇଁ ଦିନ କଷ୍ଟକାରି ରହିବ । ଘରର ମହିଳା ମାନକୁ ଦିନଟି ଅଧିକ କାର୍ଯ୍ୟ ଭାର ସମ୍ଭାଳିବା ପଡିପାରେ । ସ୍ଵାସ୍ଥ୍ୟକୁ ନେଇ ସାବଧାନ ରୁହନ୍ତୁ । କୌଣସି ମିତ୍ରଙ୍କ ତରଫରୁ ଖରାପ ଖବର ଆସିପାରେ । ଚାକିରି କରିଥିବା ଲୋକଙ୍କ ପାଇଁ ଦିନଟି ବହୁତ ଭଲ ରହିବ ନହିଁ । କାହାର କଥାକୁ ହ୍ରୁଦୟକୁ ନିଅନ୍ତୁ ନହିଁ ।

ମୀନ :- ଆଜି ଆପଣଙ୍କ ସାଥି ବା ଉଚଧିକାରୀ ଆପଣଙ୍କ କାମର ଏକ ମତ ଦ୍ଵାରା ପ୍ରଶଂସା କରିବେ । ଆପନ୍ନକୁ ନିଜ ପରିବାର ଓ ପାଖ ସାଙ୍ଗଙ୍କୁ ପୁରା ଭରସା କରିବା ଉଚିତ । ନିଜ ସମ୍ପର୍କରେ ସନ୍ଦେହ ଆଣନ୍ତୁ ନାହିଁ । ଆପନ୍ନକୁ ନିଜ ଉଗ୍ର ସ୍ବଭାବରେ ନିୟତ୍ରଣ ରଖନ୍ତୁ ନହେଲେ ଅନ୍ୟ ଲୋକ ଆପଣଙ୍କ ପକ୍ଷରୁ ଦୂରେଇ ଯିବେ ।

Leave a Reply

Your email address will not be published. Required fields are marked *