ପୁଣି କମିଳା ସୁନାର ଦାମ, ଭାଙ୍ଗିଲା ସବୁ ରେକର୍ଡ- ଜାଣନ୍ତୁ ଆଜିର Gold Rate

ନବରାତ୍ରି ଆରମ୍ଭ ହୋଇଯାଇଛି ଓ ଲୋକଙ୍କ ଅପେକ୍ଷା ଆରମ୍ଭ ହୋଇ ଗଲାଣି କାହିଁକିନା ଏହି ସମୟରେ ସୁନା ରୂପା ଦାମ କମିଥାଏ ଓ ଲୋକ ନିଜ ଜମା ପୁଞ୍ଜି ଦ୍ଵାରା କିଛି ଭଲ କିଣିବାକୁ ଇଛା କରିଥାନ୍ତି । ତେବେ ସୁନା ରୂପା କିଣିବା ପାଇଁ ଅପେକ୍ଷା କରୁଥିବା ଲୋକଙ୍କ ଅପେକ୍ଷା ଆଜି ସମାପ୍ତ ହବ ।

ଆଜି ରେଟ ଅନୁଯାଇ ସୁନା ଓ ରୂପା ଦାମ ବହୁତ କମିଛି ଓ ଆମେ ଆପପଣଙ୍କୁ ସୁନା ଓ ରୂପା ଦାମ ମଧ୍ୟ କହିବୁ ଓ କେତେରୁ କେତେ କମ ହୋଇଛି ତାହା ମଧ୍ୟ କହିବୁ । ତେବେ ସୂଚନା ଅନୁସାରେ ଏହା ଆହୁରି ମଧ୍ୟ ଶସ୍ତା ହୋଇପାରେ ।

Image Courtesy: Google

ଆଜି ଆମେ ଆପଣଙ୍କୁ ଆଗ ରୂପା ରେଟ କହିବାକୁ ଯାଉଛୁ ଯାହା ଦାମ ଗୋଟେ ଗ୍ରାମ ପାଇଁ ୬୧ ଟଙ୍କା ହୋଇଛି, ୮ଗ୍ରାମ ପାଇଁ ରୂପା ରେଟ ୪୮୮ଟଙ୍କା ଅଛି, ୧୦ଗ୍ରାମ ପାଇଁ ୬୧୦ଟଙ୍କା, ୧୦୦ଗ୍ରାମ ପାଇଁ ୬୧୦୦ ଟଙ୍କା ଓ ଗୋଟେ କେଜି ରୂପା ଦାମ ୬୧,୦୦୦ ଟଙ୍କା ହୋଇଛି । ତେବେ ଖବର ଅନୁଯାଇ ଗୋଟେ କେଜିରେ ରୂପା ୧୦୦୦ଟଙ୍କା କମିଛି ।

Image Courtesy: Google

ତେବେ ଆସନ୍ତୁ ଜାଣିବା ସୁନା ଦାମ ଆଜି ପାଇଁ କଣ ଅଛି, ଆଜି ୨୨ କେରେଟ ସୁନା ଦାମ କିଛି ଏହି ପ୍ରକାର ଅଛି । ଗୋଟେ ଗ୍ରାମ ୨୨କେରେଟ ସୁନା ଦାମ ୪,୬୮୧ ଟଙ୍କା ଛି କାଲୀ ଥିଲା ୪,୮୫୪ ଟଙ୍କା ତେବେ ୧୭୩ଟଙ୍କା କମିଛି । ୮ଗ୍ରାମ ୨୨କେରେଟ ସୁନା ଦାମ ୩୭,୪୪୮ଟଙ୍କା ଅଛି, କାଲିଥିଲା ୩୮,୮୩୨ଟଙ୍କା ତେବେ ୧୩୮୪ଟଙ୍କା ଆଜି କମିଛି । ୧୦ଗ୍ରାମ ୨୨କେରେଟ ସୁନା ଦାମ ୪୬,୮୧୦ଟଙ୍କା ଅଛି ଓ କାଲୀ ଥିଲା ୪୮,୫୪୦ଟଙ୍କା ତେବେ ଆଜି ଅନୁଯାଇ ୧୭୩୦ଟଙ୍କା ଅଧିକ କାଲୀ ଥିଲା । ୧୦୦ଗ୍ରାମ ସୁନା ଆଜି ରେଟ ୪,୬୮,୧୦୦ଟଙ୍କା ଅଛି କାଲିଥିଲା ୪,୮୫,୪୦୦ଟଙ୍କା ଥିଲା ଆଜି ଠାରୁ ୧୭,୩୦୦ଟଙ୍କା ଅଧିକ ଥିଲା ।

Image Courtesy: Google

୨୪ କେରେଟ ସୁନା ଦାମ :

ତେବେ ଆସନ୍ତୁ ଜାଣିବା ଆଜିର ୨୪କେରେଟ ସୁନା ଦାମ ଗୋଟେ ଗ୍ରାମ ୨୪କେରେଟ ସୁନା ଦାମ ୫,୧୦୬ଟଙ୍କା । ୮ଗ୍ରାମ ୨୪କେରେଟ ସୁନା ଦାମ ୪୦,୮୪୮ଟଙ୍କା ଅଛି, ୧୦ଗ୍ରାମ ୨୪କେରେଟ ସୁନା ଦାମ ୫୧,୦୬୦ଟଙ୍କା ଅଛି ଓ ୧୦୦ଗ୍ରାମ ସୁନା ଦାମ ୫,୧୦,୬୦୦ଟଙ୍କା ଅଛି । ତେବେ ଖବର ଅନୁଯାଇ ଆଜି ୨୨କେରେଟ ସୁନା ଦାମ ୧୭୩୦ଟଙ୍କା କମିଛି ଓ ୨୪କେରେଟ ସୁନା ଦାମ ୧୮୯୦ଟଙ୍କା କମିଛି, ତେବେ ଯଦି ଆପଣ ମଧ୍ୟ କିଣିବାକୁ ଚାହାନ୍ତି ତେବେ ଆଜି ହିଁ ଯାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *