ବୁଧବାର 02 ଜୁନ 2021- ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି 5 ଟି ରାଶିଙ୍କୁ ମିଳିବ ଶାରୀରିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ,

ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ବ୍ୟାପାରୀ ମାନଙ୍କ ପାଇଁ ସପ୍ତାହ ବହୁତ ବ୍ୟସ୍ତ ରହିବ । ଆଳସ୍ୟରେ ମୁକ୍ତି ମିଳିବ । ଅପ୍ରତ୍ଯାଶିତ ଖର୍ଚ ସାମ୍ନାକୁ ଆସିବ । କରଜ ନେବା ଭଳି ସ୍ଥିତି ବନିବ । କୌଣସି ନୂଆ ଡିଲକୁ ନେଇ ଆପଣ ବହୁତ ଖୁସି ରହିବ । ଆପଣଙ୍କ ଚେଷ୍ଟା ଆପଣଙ୍କୁ ବହୁତ ଭଲ ଫଳ ଦେବ । ବହୁତ ଦିନରୁ ଅଟକି ଥିବା କାମ ପୁରା ହେବ । ରୋଜଗାର ପ୍ରାପ୍ତିର ପ୍ରୟାସ ସଫଳ ହେବ ।

ବୃଷ :- ସାଂସାରିକ ସୁଖ ଭୋଗ ବା ଘର ଗୃହସ୍ତିର ଉପଯୋଗର ପ୍ରିୟ ବସ୍ତୁ କିଣିବେ । ଆପଣଙ୍କ ରହିଯାଇଥିବା ପଇସା ଫେରି ପାଇବେ । ଅଫିସରେ କୌଣସି ନୂଆ ଦାୟିତ୍ଵ ମିଳିବ, ଯାହାକୁ ପୁରା କରିବାରେ ଆପଣ ସଫଳ ହେବେ । ପରିବାର ବା ସ୍ନେହୀ ଜନଙ୍କ ସହିତ ବିବାଦ ହୋଇବ । ଶତ୍ରୁତାରେ ବୃଦ୍ଧି ହେବ ।

ମିଥୁନ :- ମିଥୁନ ରାଶିର ଲୋକଙ୍କୁ ଏହି ସପ୍ତାହରେ ପ୍ରତେକ କ୍ଷେତ୍ରରେ ଲାଭ ହେବ । ବିଦ୍ୟାର୍ଥୀଙ୍କ ଠାରୁ ଆରମ୍ଭ କରି ବ୍ୟାପାରୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଲାଭାବିତ ରହିବେ । ଏହି ସପ୍ତାହରେ ଆପଣ ନିଜ ଜୀବନସାଥି ସହିତ କିଛି ମୂଲ୍ଯବାନ ସମୟ ବିତାଇବେ । ସ୍ୱାସ୍ଥ୍ୟ ଖରାପ ହୋଇପାରେ ଅଧିକରୁ ଅଧିକ ପାଣି ପିଅନ୍ତୁ ।

କର୍କଟ :- ଏହି ସପ୍ତାହରେ କାହାଠୁ ପଇସା ନେବାକୁ ପଡିପାରେ । ବାହନ ଭୂମି କିଣିବା, ସ୍ଥାନ ପରିବର୍ତନର ସୁଖଦ ସଂଯୋଗ ବନିବ । ବ୍ୟସ୍ତତା ଭିତରେ କୌଣସି କାର୍ଯ୍ୟ କରନ୍ତୁ ନହିଁ । ବ୍ୟବସାୟରେ କୌଣସି ବଡ ଫାଇଦା ହେବାର ଯୋଗ ବନିବ । ଦୂରରୁ ଶୋକ ସମାଚାର ମିଳିବ, ଧର୍ଜ୍ୟ ରଖନ୍ତୁ କୌଣସି ମହତ୍ଵ ପୂର୍ଣ କାର୍ଯ୍ୟ କରିବା ପାଇଁ ଜଲ୍ଦିରେ ନିସ୍ପତି ନିଅନ୍ତୁ ନହିଁ ।

ସିଂହ :- ଏହି ସପ୍ତାହରେ ଲାମ୍ବା ସମୟ ପର୍ଯ୍ୟନ୍ତ ନିଜ ପାଇଁ ସମୟ ମିଳିବ । ବହୁତ ଭଲ ହେବା ଆପଣ ଏହି ସମୟର ଭରପୁର ଫାଇଦା ଉଠାନ୍ତୁ । ପରିବାର ଲୋକଙ୍କ ସହିତ ସମୟ ଆନନ୍ଦ ପୂର୍ବକ ବିତାଇବେ । ଆପଣଙ୍କୁ କୌଣସି ମାମଲାରେ ବଡ ନିର୍ନୟ ନେବାକୁ ପଡିପାରେ । ଏହା ସହିତ ଆପଣ ଅଥିରେ ମଧ୍ୟ ସଫଳ ହେବେ । କୌଣସି ଆନନ୍ଦ ଉଶ୍ଚବରେ ଭାଗ ନେବା ପାଇଁ ଅବସର ପ୍ରାପ୍ତ ହେବ ।

କନ୍ୟା :- ଏହି ସପ୍ତାହରେ ଆର୍ଥିକ କମଜୋରିକୁ ନେଇ ବହୁତ ଚିନ୍ତା ଗ୍ରସ୍ତ ରହିବେ । ଦୂରରୁ ଶୁଭ ସମାଚାର ପ୍ରାପ୍ତ ହେବ । ଘରକୁ ଗେଷ୍ଟ ଆସିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ସନମାନ ମିଳିବ । ବଡ ଲୋକଙ୍କ ସଜେସନ ନେବା ବିନା କୌଣସି ପରିବାରର ନିର୍ନୟ ନିଅନ୍ତୁ ନହିଁ । ପାର୍ଟନର ସହିତ କୌଣସି ଜବରଦସ୍ତ ନକରିଲେ ବହୁତ ଭଲ ହେବ ।

ତୁଳା :- ଏହି ସପ୍ତାହ ଆପଣଙ୍କ ପାଇଁ ବହୁତ ଭଲ ରହିବ । ନିଜ ଦକ୍ଷତା ଦ୍ଵାରା ଆପଣ ସବୁ କାର୍ଯ୍ୟକୁ ସଫଳତାର ସହିତ ପୁରା କରିବେ । କାହାକୁ ବେକାର କଥା କୁହନ୍ତୁ ନହିଁକି କାହା କଥା ଶୁଣନ୍ତୁ ନହିଁ । ଯଦି ଘରେ ଅଫିସର କାର୍ଯ୍ୟ କରୁଛନ୍ତି ତେବେ ସହଯୋଗୀଙ୍କ ଫୋନ ଏବଂ ମେଲ ଦ୍ଵାରା ସାହାର୍ଯ୍ୟ କରିବାକୁ ପଡିପାରେ । ଜବରେ ପରିବର୍ତନର ପ୍ରୟାସ ଏବେ ଆରମ୍ଭ କରି ଦିଅନ୍ତୁ ।

ବିଛା :- ବିଛା ରାଶିର ଲୋକ  ଏହି ସପ୍ତାହରେ ସବୁ ପ୍ରକାରର ମାନସିକ ଚିନ୍ତାରୁ ଦୂରତା ବନାଇକି ରଖନ୍ତୁ । ନୂଆ ଲୋକଙ୍କ ସହିତ ଦେଖା ଆପଣଙ୍କ ଭବିଷ୍ୟ ପାଇଁ ଲାଭଦାୟକ ହେବ । ଆପଣଙ୍କ ଭିତରେ ଆତ୍ମା ବିଶ୍ବାସର ଅଧିକତା ରହିବ । ପାରିବାରିକ ବିବାଦ ଲାଗି ଚିନ୍ତିତ ରହିବେ । ପ୍ରେମ ଜୀବନ ବହୁତ ଭଲ ରହିବ । ବିଜନେସରେ ଫାଇଦା କିଛି କମ ହୋଇବ ।

ଧନୁ :- ବହୁତ ଭଲ ହେବ କାମକୁ ନେଇ ଛୋଟ ଦାୟିତ୍ଵ ହୀନତା କରନ୍ତୁ ନହିଁ । ନକରାତ୍ମକ କଥାକୁ ଭାବନ୍ତୁ ନହିଁ ଓ ସକାରାତ୍ମକ କଥା ଉପରେ ଧ୍ୟାନ ଦିଅନ୍ତୁ ଯେଉଁଥିରେ ମନ ଖୁସି ରହିବ । ସାମାଜିକ କାର୍ଯ୍ୟରେ ସମିଳିତ ହେବେ । ପ୍ରେମ ସମ୍ବନ୍ଧିତ ମାମଲାରେ ଏହି ସପ୍ତାହ ବହୁତ ଅନୁକୂଳ ରହିବ । ଆପଣ ଅଧିକାଂଶ ସମୟ ନିଜ ପ୍ରିୟଙ୍କ ସହିତ ବିତାଇବେ । ଅସୁସ୍ଥ ବ୍ୟକ୍ତିଙ୍କ ଭିତରେ ସୁଧାର ଦେଖାଦେବ ।

ମକର :- ସନ୍ତାନଙ୍କ ସଫଳତାରେ ଖୁସି ମିଳିବ । ଆୟ ବଢିପାରେ । କୌଣସି ଦୂର ସମ୍ପର୍କୀୟଙ୍କ ଠାରୁ ଶୁଭ ସମାଚାର ମିଳିବ । ଛାତ୍ର ମାନଙ୍କ କାରିୟରରେ ସକାରାତ୍ମକ ପରିଣାମ ମିଳିବ । ଅନ୍ୟ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିବ । ନୂଆ ଆଭୁଶନ ପ୍ରାପ୍ତି ସମ୍ଭବ ଅଟେ । ବ୍ୟାପାର ବିସ୍ତାର ପାଇଁ ଧନ ଏକତ୍ର କରିବାରେ ଲାଗିବେ ।

କୁମ୍ଭ :- ଶାରୀରିକ କଷ୍ଟ ଆପଣଙ୍କୁ ଅସ୍ଵସ୍ଥ ବନାଇବ  । ଆଖ ପାଖ କୌଣସି ଲୋକ ସହିତ ଝଗଡା ହୋଇବ । ଆପଣ ଭାବି ଥିବା କାମ ସମୟରେ ପୁରା ହେବ । ମୌଷମ ଜନିତ ରୋଗ ମଧ୍ୟ ହୋଇପାରେ । ପୁରୁଣା ସମସ୍ୟାର ସମାଧାନ ମଧ୍ୟ ମିଳିବ । ଛୋଟ ଛୋଟ କଥାକୁ ନେଇ ଚିନ୍ତା ଗ୍ରସ୍ତ ରୁହନ୍ତୁ ନାହିଁ ।

ମୀନ :-  ଆଜି ଆପଣଙ୍କ ଆତ୍ମ ବିଶ୍ବାସରେ ତେଜିରେ କମ ଆସିପାରେ । ବିବାଦକୁ ନେଇକି ଆପଣଙ୍କୁ ଚିନ୍ତିତ ହେବାକୁ ପଡିପାରେ । ଧନ ପ୍ରାପ୍ତିର ବିଶେଷ ଯୋଗ ରହିଚୀ । ବହୁତ ଦିନରୁ ଚାଲି ଆସୁଥିବା କୌଣସି ଦେବା ନେବା ସମସ୍ଯାର ଆଜି ସମାଧାନ ହେବ । ପର୍ଯ୍ୟାପ୍ତ ପରିମାଣରେ ଧନ ଆସିବା ଦ୍ଵାରା ଖୁସି ମିଳିବ । ଆଜିର ଦିନ ଆପଣଙ୍କ ପାଇଁ ସାମାନ୍ଯ ରହିବ ।

Leave a Reply

Your email address will not be published. Required fields are marked *