ଭାରତ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ସମ୍ବନ୍ଧିତ କିଛି ପ୍ରଶ୍ନ- 20 Gk Questions & Answers

ନମସ୍କାର । ଆଜି ଓଡ଼ିଆ ସାଧରଣଜ୍ଞାନରେ ରହିଛି ଭାରତ ସରକାର ଙ୍କ ବିଭିନ୍ନ ବିକାଶ ଯୋଜନା । ଏହାର ଉଦେଶ୍ୟ, ପ୍ରାରମ୍ଭ ବର୍ଷ ଆଉ ଯୋଜନାର ନାମ । ତେବେ ଆସନ୍ତୁ ଜାଣିବା କେତେଟି ପ୍ରଶ୍ନ ଆଉ ତାର ଉତ୍ତର ।

ପ୍ରଶ୍ନ୧.ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଦେବା କେଉଁ ଯୋଜନା ଅନ୍ତର୍ଭୁକ୍ତ?

ଉତ୍ତର-ମିଲ ଡେ ମିଲ । ଏହା ୧୫ ଅଗଷ୍ଟ ୧୯୯୫ ରେ ଆରମ୍ଭ ହୋଇଥିଲା

ପ୍ରଶ୍ନ୨.ସହରରେ ରୋଜଗାର ଉତ୍ପନ କରିବା କେଉଁ ଯୋଜନାର ଅନ୍ତର୍ଭୁକ୍ତ?

ଉତ୍ତର-ସ୍ବର୍ଣ୍ଣ ଜୟନ୍ତୀ ସହରୀ ଯୋଜନା । ଏହା ୧ଡିସେମ୍ବର ୧୯୯୭ ରେ ଆରମ୍ଭ ହେଇଥିଲା ।

ପ୍ରଶ୍ନ୩.ଗ୍ରାମୀଣ କ୍ଷେତ୍ର ରେ ଗରିବ ସଂଖ୍ୟା କମ କରିବା ପାଇଁ କେଉଁ ଯୋଜନା କରାଯାଇଛି?

ଉତ୍ତର-ସ୍ବର୍ଣ୍ଣ ଜୟନ୍ତୀ ସ୍ୱରାଜଗାର ଯୋଜନା । ଏହି ଯୋଜନା ୧ ଅପ୍ରେଲ ୧୯୯୯ ରେ ହୋଇଥିଲା ।

ପ୍ରଶ୍ନ୪.ବୀମା ସୁବିଧା ଉପଲବ୍ଧ କରିବା ପାଇଁ କେଉଁ ଯୋଜନା କରାଯାଇଛି?

ଉତ୍ତର-ଜନ ଶ୍ରୀ ବୀମା ଯୋଜନା । ୧୦ ଅଗଷ୍ଟ ୨୦୦୦ ରେ ହୋଇଥିଲା ।

ପ୍ରଶ୍ନ୫.ଗ୍ରାମୀଣ କ୍ଷେତ୍ରରେ ରୋଜଗାର ଉପଲବ୍ଧ ପାଇଁ କେଉଁ ଯୋଜନା କରାଯାଇଛି?

ଉତ୍ତର-ସଂପୂଣ୍ଣ ଗ୍ରାମୀଣ ରୋଜଗାର । ୨୫ଡେସମ୍ବର ୨୦୦୧ ରେ ହୋଇଥିଲା ।

ପ୍ରଶ୍ନ୬.ଭାରତକୁ ବସ୍ତି ଅଞ୍ଚଳ ରୁ ମୁକ୍ତ କରିବା ପାଇଁ କେଉଁ ଯୋଜନା କରାଯାଇଥିଲା?

ଉତ୍ତର-ନିର୍ମଳ ଭାରତ ଯୋଜନା । ଏହା ୨୦୦୨ ରେ ଆରମ୍ଭ ହୋଇଥିଲା ।

ପ୍ରଶ୍ନ୭.ସହରରେ ନିର୍ଧନ ମାନଙ୍କୁ ମୋୖଳିକ ସୁବିଧା ଯୋଗାଇବା ପାଇଁ କେଉଁ ଯୋଜନା କରାଯାଇଛି?

ଉତ୍ତର-ଜବାହରଲାଲ ନେହେରୁ ରାଷ୍ଟ୍ରୀୟ ସହର ନବୀକରଣ ମିଶନ । ଏହା ୩ ଡିସେମ୍ବର୨୦୦୫ ରେ ହୋଇଥିଲା ।

ପ୍ରଶ୍ନ୮.ଗ୍ରାମୀଣ ଯୋଗାଯୋଜକୁ ମଜଭୁତ କରିବା ପାଇଁ କେଉଁ ଯୋଜନା କରାଯାଇଛି?

ଉତ୍ତର-ଭାରତ ନିର୍ମାଣ ଯୋଜନା । ୨୦୦୬ ରେ ହୋଇଥିଲା ।

ପ୍ରଶ୍ନ୯.ସ୍ୱାସ୍ଥ୍ୟ ବୀମା ଉପଲବ୍ଧ କରେଇବାପାଇଁ କେଉଁ ଯୋଜନା କରାଯାଇଛି?

ଉତ୍ତର-ରଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା । ଏହା ୨୦୦୭ରେ ଆରମ୍ଭ ହୋଇଥିଲା ।

ପ୍ରଶ୍ନ୧୦.ସମ୍ପୂର୍ଣ ଗ୍ରାମ ରୋଜଗାର ଯୋଜନା ଓ କାମ ବଦଳରେ ଖାଦ୍ୟ ଦ୍ଵାରା ରୋଜଗାର ଗ୍ୟାରେଣ୍ଟି ଅଧିକାର ଦେବା,କେଉଁ ଯୋଜନା ଅନ୍ତର୍ଭୁକ୍ତ?

ଉତ୍ତର-ମନରେଗା । ଏହା ୨ଫେବ୍ରୁଆରୀ୨୦୦୯ ରେ ଆରମ୍ଭ ହୋଇଥିଲା ।

ପ୍ରଶ୍ନ୧୧. ୫୦%ଅନୁସୂଚିତ ଜାତି ଜନସଂଖ୍ୟାଥିବା ଗ୍ରାମର ବିକାଶ ଏହା କେଉଁ ଯୋଜନାର ଅନ୍ତର୍ଭୁକ୍ତ?

ଉତ୍ତର.ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ୨୦୦୯-୧୦ ରେ ଆରମ୍ଭ ହୋଇଥିଲା ।

ପ୍ରଶ୍ନ୧୨.ଗ୍ରାମରେ ସୁସ୍ଥ ସନ୍ତାନ ଜନ୍ମ ପାଇଁ ସହାୟତା କାର୍ଯ୍ୟକ୍ରମ କେଉଁ ଯୋଜନା ଅନ୍ତର୍ଭୁକ୍ତ?

ଉତ୍ତର-ଇନ୍ଦିରା ଗାନ୍ଧି ମାତୃତ୍ୱ ସହଯୋହ ଯୋଜନା । ଏହା ୨୦୧୦ ରେ ଆରମ୍ଭ ହୋଇଥିଲା ।

ପ୍ରଶ୍ନ୧୩.ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ୨୦୧୯ ପର୍ଯ୍ୟନ୍ତ ପ୍ରତି ପରିବାରକୁ ସ୍ୱଚ୍ଛତା ରେ ନିଯୋଗ କରିବା କେଉଁ ଯୋଜନା ଅନ୍ତର୍ଭୁକ୍ତ?

ଉତ୍ତର-ସ୍ୱଚ୍ଛ ଭାରତ ଅଭିଯାନ । ଯାହା ୨୦୧୪ ଅକ୍ଟୋବର ୦୨ରେ ଆରମ୍ଭ ହୋଇଥିଲା ।

ପ୍ରଶ୍ନ୧୪.ଗ୍ରାମୀଣ କ୍ଷେତ୍ର ରେ ଏକକ ପାରିଯୋଜନା ଆଧାରିତ କାର୍ଯ୍ୟକ୍ରମ କେଉଁ ଯୋଜନା ଅନ୍ତର୍ଭୁକ୍ତ?

ଉତ୍ତର-ଶ୍ୟାମପ୍ରସାଦ ମୁଖାର୍ଜୀ ରୁବ୍ବନ ଯୋଜନା । ଏହା ୨୦୧୪ ରେ ଆରମ୍ଭ ହୋଇଥିଲା ।

ପ୍ରଶ୍ନ୧୫.ସମସ୍ତ ଗୃହ କୁ ନିଶ୍ଚିନ୍ତ ବିଦ୍ଦୁତ ସରବରାହ ସଂଯୋଗ ଓ ବିତରଣ ପ୍ରଣାଳିକି ଦୃଢ କରିବା କେଉଁ ଯୋଜନା ଅନ୍ତର୍ଭୁକ୍ତ?

ଉତ୍ତର-ଦିନ ଦୟାଲ ଗ୍ରାମଜୋତି ଯୋଜନା । ଏହା ୨୦୧୪ ରେ ଆରମ୍ଭ ହୋଇଥିଲା ।

ପ୍ରଶ୍ନ୧୬.ଝିଅ ମାନଙ୍କର ଭ୍ରୁଣହତ୍ୟା ଦୁରେଇ ରଖିବା ଓ ଶିକ୍ଷାଗ୍ରହଣ କରିବା ପର୍ଯ୍ୟନ୍ତ ସଜାଗତ ଆଣିବା ପାଇଁ କେଉଁ ଯୋଜନା କରାଯାଇଛି?

ଉତ୍ତର-ବେଟି ବଚୋୖ ବେଟି ପଢ଼ାଓ । ଏହା ୨୦୧୪ ରେ ଆରମ୍ଭ ହୋଇଥିଲା ।

ପ୍ରଶ୍ନ୧୭-ସମଗ୍ର ଦେଶରେ ସମସ୍ତ ପରିବାରକୁ ବ୍ୟାଙ୍କ ବ୍ୟବସ୍ତା ମାଧ୍ୟମରେ ଆର୍ଥିକ ବ୍ୟବସ୍ତା ରେ ଅଗ୍ରଗତି କରିବା ପାଇଁ କେଉଁ ବ୍ୟବସ୍ତା କରାଯାଇଛି?

ଉତ୍ତର-ପ୍ରଧାନ ମନ୍ତ୍ରୀ ଜନ ଧନ ଯୋଜନା । ଏହା ୨୦୧୪ ରେ ଆରମ୍ଭ ହୋଇଥିଲା ।

ପ୍ରଶ୍ନ୧୮.ଜଳ ସଂରକ୍ଷଣ ବ୍ୟବହାର ତଥା କୃଷି କ୍ଷେତ୍ର ରେ ସଦୁପଯୋଗ ପାଇଁ କେଉଁ ଯୋଜନା କରାଯାଇଛି?

ଉତ୍ତର-ପ୍ରଧାନମନ୍ତ୍ରୀ କୃଷି ସିଂଚନ ବ୍ୟବସ୍ଥା । ଏହା ୨୦୧୫ ରେ ଆରମ୍ଭ ହୋଇଥିଲା ।

ପ୍ରଶ୍ନ୧୯.ଯୁବକ ମାନଙ୍କ ବିଭିନ୍ନ ଔଦ୍ୱଗିକ କ୍ଷେତ୍ରରେ ପାରଦର୍ଶିତା ପାଇଁ ଆବଶ୍ୟକ କୌଶଳ ଶିକ୍ଷା ଲାଭ ଦେବା ପାଇଁ କେଉଁ ଯୋଜନା ରହିଛି?

ଉତ୍ତର-ପ୍ରଧାନ ମନ୍ତ୍ରୀ କୌଶଳ ବିକାଶ ଯୋଜନା ୨୦୧୫.

ପ୍ରଶ୍ନ୨୦.ଶିଶୁ, କିଶୋର ଓ ଯୁବକମାନେ ସହଜରେ ନିଜ ବ୍ୟବସାୟ ପାଇଁ ରଣ ପାଇଁବା ପାଇଁ ସରକାର କେଉଁ ଯୋଜନା କରିଛନ୍ତି?

ଉତ୍ତର-ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା୨୦୧୫.

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *