ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ରାଶି ଜରିଆରେ ବ୍ୟକ୍ତି ନିଜର ବର୍ତ୍ତମାନ, ଭବିଷ୍ୟତ ଓ ସ୍ଵଭାବ ବିଷୟରେ ପୂର୍ବରୁ ଜାଣି ପାରିଥାଏ । ଶାସ୍ତ୍ର ଅନୁସାରେ ନଭେମ୍ବର 20 ରୁ 25 ଯାଏଁ ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ସମୟ କିପରି ରହିଛି ସେହି ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତୁଳା ରାଶିର ବ୍ୟକ୍ତି ମାନଙ୍କର ନଭେମ୍ବର 20 ରୁ 25 ଯାଏଁ ସାପ୍ତାହିକ ରାଶିଫଳ ବିଶେଷ କିଛି ଖାସ ରହିଛି ।

ଏହି ରାଶିର ଲୋକ ମାନେ ଚାକିରୀ କ୍ଷେତ୍ର ରେ ଥିଲେ କାମର ଭାର ଅଧିକ ରହିବ । ଆପଣ ଅନେକ ଛୋଟ ବଡ ସମସ୍ୟାର ସମୁଖିନ୍ନ କରିବେ । ଆପଣଙ୍କର କାରୋବାର ଭଲ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଆପଣ ନିଜ ଆୟ ର ସ୍ରୋତ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଅଯଥା ଟଙ୍କା ଖର୍ଚ୍ଚ କରନ୍ତୁ ନାହି । ଆପଣ ଧନ ଜନିତ ସମସ୍ଯାକୁ ନେଇ ସତର୍କ ରହିବେ । ପରିବାର ଲୋକଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ଓ ତାଳମେଳ ରହିବ । ଧାନ ସହ ଜଡିତ ଆପଣ କୌଣସି ବଡ ନିସ୍ପତି ନେବେ ।
ଆପଣ ସମ୍ପର୍କୀୟ ଙ୍କ ଗୃହକୁ ଯାତ୍ରା କରି ପାରନ୍ତି । ପ୍ରେମ ଜୀବନ ଆପଣଙ୍କର ସଫଳ ହେବ । ଏହି ରାଶିର ଲୋକ ମାନଙ୍କୁ ସପ୍ତାହରେ କିଛି କଠିନ ମେହନତ କରିବାକୁ ପଡିବ । କିନ୍ତୁ ପରେ ଆପଣ କର୍ମ କ୍ଷେତ୍ର ରେ ଉନ୍ନତି କରିବେ । ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହେବ । ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଶିକ୍ଷା କ୍ଷେତ୍ର ରେ ଛାତ୍ର ମାନେ ଆଗରେ ରହିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ କୌଣସି ଦୂର ଜାଗାକୁ ଅଯାତ୍ରା କରିବେ । ଛାତ୍ର ମାନେ ପରୀକ୍ଷା ରେ ସଫଳ ହେବାକୁ ହେଲେ ମେହନତ କରନ୍ତୁ ।

ଶିକ୍ଷା ସହ ଜଡିତ ବିଦ୍ୟାର୍ଥୀ ମାନେ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଆପଣ ଗୁରୁଜନ ମାନଙ୍କ ସହ ଭଲ ବ୍ୟବହାର କରନ୍ତୁ । ସମାଜ ରେ ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ହେବ । ଏହି ସପ୍ତାହରେ ଆପଣଙ୍କର କ୍ଯାରିୟର କୁ ନେଇ କିଛି ନୂଆ ପ୍ଳାନ କରିବେ । ଆଗାମୀ ସମୟ ମଧ୍ୟ ଆପଣଙ୍କର ଅନୁକୂଳ ରହିବ । ଆପଣ କୌଣସି ଧାର୍ମିକ କାର୍ଯ୍ୟ ରେ ମନ ଦେବେ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ ।

ଆପଣଙ୍କର ଅଟକି ଥିବା କାମ ପୁରା ହେବ । ଆପଣଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ଯେଉଁ ମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ନୂଆ ଚାକିରି ମିଳିବାର ଯୋଗ ରହିଛି । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।
