ବିବାହ ଏକ ଏମିତିକା ବନ୍ଧନ ଯାହାକୁ କୁହାଯାଏ ଯେ ଏହା ଜନ୍ମ ଜନ୍ମ ର ବନ୍ଧନ ଏହା ସାତ ଜନମ ପର୍ଯ୍ୟନ୍ତ ଆତ୍ମାକୁ ଏକାଠି ରଖିଥାଏ । ବିବାହ ଦୁଇ ଆତ୍ମାର ମିଳନ ମଧ୍ୟ କୁହାଯାଏ । ଆଗ ସମୟରେ ବିବାହର ବହୁତ୍ ମୂଲ୍ୟ ଥିଲା କିନ୍ତୁ ସେହି ସମୟରେ ଝିଅ ମାନଙ୍କୁ ବହୁତ୍ କଷ୍ଟ କାହିଁକିନା ଯଦି ଝିଅ ମା ହେଇ ପାରେ ନାହିଁ ତେବେ ସ୍ଵାମୀ ଦ୍ଵିତୀୟ ବିବାହ କରି ପାରୁଥିଲେ କିନ୍ତୁ ଝିଅମାନଙ୍କୁ ଯାହା ହେଲେ ବି ସବୁ ସହିକି ରହିବାକୁ ପଡୁଥିଲା । ବର୍ତମାନ ସମୟରେ ସବୁ କିଛି ସମାନ ଅଟେ ଝିଅକୁ ସମ୍ମାନ ନମିଳିଲେ ସେ ମଧ୍ୟ ସ୍ୱାମୀକୁ ଛାଡି ପାରନ୍ତି । ତେବେ କଣ ଆପଣ ମାନେ ଜାଣିଛନ୍ତି ୨୦୨୦ରେ କେଉଁ କେଉଁ ଅଭିନେତା ବା ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
୧- ଝିଲିକ :
ଆପଣ ମାନେ ଝିଲିକାଙ୍କୁ ବହୁତ୍ ଶୀରିଏଲ ଓ ଫିଲ୍ମରେ ଅଭିନୟ କରିଥିବାର ଦେଖିଥିବେ ଆପଣ ଏହା ଜାଣିଛନ୍ତି ଯେ ଝିଳିକା ଜଣେ ବିଧାୟକଙ୍କୁ ବିବାହ କରିଛନ୍ତି ଯିଏ ବହୁତ୍ ପ୍ରସିଦ୍ଧ ଅଟନ୍ତି ଓ ତାଙ୍କ ନାମ ମଧ୍ୟ ଆପଣ ସୁନିଥିବେ ତାଙ୍କ ନାମ ହେଉଛି ପ୍ରିତିରଞ୍ଜନ ଘଡେ଼ଇ ସେ ସୁକିନ୍ଦା ର ବିଧାୟକ ଅଟନ୍ତି । ଦୁହିଁଙ୍କ ବିବାହ ବହୁତ୍ ସୁନ୍ଦର ଭାବରେ ଓଡ଼ିଆ ରିତି ନୀତି ଅନୁଯାଇ କରା ଯାଇଥିଲା ।
୨- ତୁଷାର ଓ ମାହି :
ତୁଷାର ଓ ମାହୀ ଦର୍ଶକ ମାନଙ୍କ ପଶନ୍ଦ ଯୋଡ଼ି ଥିଲେ ସିରୀଏଲରେ ଏକାଠି କାମ କରୁଥିଲେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ୍ ପସନ୍ଦ ଆସୁଥିଲା । ତେବେ ସିରୀଏଲ ମାଧ୍ୟମରେ ଦୁହେଁ ଦୁହିଁଙ୍କୁ ଚିଁହିଲେ ଓ ବିବାହ ବନ୍ଧନରେ ବାନ୍ଧି ହେଲେ । ଦର୍ଶକ ମାନଙ୍କୁ ଏହି ଯୋଡ଼ି ବହୁତ୍ ପଶନ୍ଦ ମଧ୍ୟ ଆସିଥିଲା ।
୩- ସୁଭସ୍ମିତା :
ଆପଣ ମାନେ ସୁଭସ୍ମିତାଙ୍କୁ ବହୁତ୍ ସୁରିଏଲ ରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିବାର ଦେଖିଥିବେ । ତେବେ ତାଙ୍କ ସୁନ୍ଦରତା ଓ ଅଭିନୟ ଦର୍ଶକ ମାନଙ୍କୁ ବହୁତ୍ ପଶନ୍ଦ ଆସେ ଓ ତାଙ୍କ ବିବାହ ବିଷୟରେ ଜାଣି ସମସ୍ତେ ତାଙ୍କ ବରକୁ ଦେଖିବାକୁ ଇଚ୍ଛା କରିଥିଲେ ତେବେ କଣ ଆପଣ ମାନେ ଜାଣିଛନ୍ତି ସୁଭାମିତାଙ୍କ ସ୍ବାମୀଙ୍କୁ ।
୪- ପ୍ରିୟଙ୍କା :
ଆପଣ ମାନେ ପ୍ରୀୟଙ୍କାଙ୍କୁ ବେସ ଭଲ ଭାବରେ ଜାଣିଛନ୍ତି ସେ ବହୁତ୍ ସିରିଏଲ କରି ନାହାନ୍ତି କିନ୍ତୁ ଯେତେ ବି କରିଛନ୍ତି ବହୁତ୍ ପ୍ରସିଧ ହୋଇଛି ଓ ଦର୍ଶକ ମାନଙ୍କୁ ବହୁତ୍ ପସନ୍ଦ ମଧ୍ୟ ଆସିଛି । ପ୍ରିୟଙ୍କାଙ୍କ ବିବାହ ସମସ୍ତଙ୍କ ପାଇଁ ବଡ ଆଶ୍ଚର୍ଯ୍ୟ ଥିଲା କିନ୍ତୁ ତାଙ୍କର ମଧ୍ୟ ପ୍ରେମ ବିବାହ ହୋଇଥିଲା ଓ ଦୁହେଁ ବହୁତ୍ ଖୁସିରେ ଅଛନ୍ତି ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।