ବନ୍ଧୁଗଣ ପ୍ରତି ବର୍ଷ ୪ରୁ ୫ଟି ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ହୋଇଥାଏ । ସେହିପରି ଚଳିତ ବର୍ଷ ସମୁଦାୟ ୪ଟି ଜାଗୃତିକ ଦୃଶ୍ୟ ପୃଥିବୀ ପୃଷ୍ଠରେ ଦୃଶ୍ୟମାନ ହେବ । ୨୦୨୩ରେ ପ୍ରଥମ ସୂର୍ଯ୍ୟପରାଗ ୨୦ ଏପ୍ରିଲ, ଦ୍ଵିତୀୟରେ ୧୪ ଅକ୍ଟୋବରରେ ଲାଗିବାକୁ ଯାଉଛି । ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେ ୫ ଓ ଅକ୍ଟୋବର ୨୯ରେ ଲାଗିବାକୁ ଯାଉଛି ।
୨୦୨୩ରେ ମେ ୫ ତାରିଖ ଶୁକ୍ରବାରରେ ଲାଗିବାକୁ ଯାଉଛି ଚନ୍ଦ୍ରଗ୍ରହଣ ଯାହାର ବିଶେଷ ଭୂମିକା ରହିଛି । ଆଜି ଆମେ ଆପଣଙ୍କୁ କହିବୁ ମେ ୫ ରେ ହେବାକୁ ଥିବା ଚନ୍ଦ୍ରଗ୍ରହଣର ହାଣ୍ଡିଛାଡର ସଠିକ ସମୟ କଣ ଓ କେଉଁ ରାଶି ହେବେ କୋଟିପତି । ସାଧାରଣତ ଚନ୍ଦ୍ରଗ୍ରହଣ ଲାଗିବାର ତିନି ପ୍ରହାର ପୂର୍ବରୁ ଓ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପାକ ନିଷେଧ କରାଯାଏ । ଏହି ସମୟକୁ ଆମେ ସୁତକ ସମୟ କହିଥାଉ ।
ଏହି ଗ୍ରହଣ ଲାଗିବା ସମୟରେ ଖାଦ୍ଯ ଗ୍ରହଣ କରିବାକୁ ବାରଣ କରାଯାଇଛି । ଏହି ସମୟରେ ଖାଦ୍ଯ ପ୍ରସ୍ତୂତ କରିବା ବା ଖାଇବା ବର୍ଜନ କରାଯାଇଛି । ସାଧାରଣତଃ ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ହାଣ୍ଡିଛାଡ କରାଯାଏ । ଗ୍ରହଣର ସୁତକ ସମୟ ହେଉଛି ମେ ୫ ଶୁକ୍ରବାର ଦିନ ୧୧ଟା ୪୫ରୁ ଆରମ୍ଭ ଓ ରାତି ୧ଟା ରେ ଶେଷ ହେବ । ଗ୍ରହଣ ଛାଡିବା ପରେ ଦେବା କାର୍ଯ୍ୟ ଆରମ୍ଭ କରାଯାଇ ପାରିବ ।
ଗ୍ରହଣ ଲାଗିବାର ସମୟ ହେଉଛି ରତାଇ ୮ଟା ୪୫ରୁ ଆରମ୍ଭ ହୋଇ ୧ଟା ଶେଷ ହେ । ଗର୍ଭବତୀ ମହିଳା ମାନେ ଏହି ସମୟରେ କିଛି କଟାକଟି କରିବା ଅନୁଚିତ । ଚନ୍ଦ୍ରଗ୍ରହଣ ଦେଖିବାକୁ ବାରଣ କରାଯାଇଛି । ଗର୍ଭବତୀ ସିଲେଇ କରିବା ଅନୁଚିତ । ଗ୍ରହଣ ଲାଗିବା ସମୟରେ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଅନୁଚିତ । ଚନ୍ଦ୍ରର ଛାୟା ଗର୍ଭବତୀ ନାରୀ ଉପରେ ପଡିଲେ ଶିଶୁକୁ ଶାରୀରିକ ଦୋଷ ଲାଗିଥାଏ ।
ଏହି ସମୟରେ ବାହାରକୁ ବାହାରିବା ଅନୁଚିତ । ଗ୍ରହଣ ଲାଗିବା ସମୟରେ ଖାଦ୍ୟ ତିଆରି କରନ୍ତୁ ନାହି । ରନ୍ଧା ହୋଇଥିବା ଖାଦ୍ୟ ନିଷେଧ ଅଟେ । ଶୁଭ କାର୍ଯ୍ୟ କରିବା ବା ଆଲୋଚନା କରିବା ଦ୍ଵାରା ପରିବାର ର ଅନିଷ୍ଟ ହୋଇଥାଏ । ଗ୍ରହଣ ସମୟରେ ଦେବିଦେବତାନଙ୍କ ପୂଜା ନିଷେଧ ଅଟେ । କୌଣସି ପ୍ରକାରର ଆଳତି ବା ପୂଜା କରିବା ମନା । ଏମିତି କରିଲେ ଦାରିଦ୍ରତା ଲାଗିଥାଏ । ଏହି ସମୟରେ ଠାକୁର ଘର ବନ୍ଦ କରନ୍ତୁ ।
ଏହି ସମୟରେ ଅର୍ଣ୍ଣ ଦାନ କରିଲେ ଶରୀରରେ କିଛି ରୋଗ ହୁଏ ନାହି । ଗ୍ରହଣ ଶେଷ ହେବା ପରେ ସ୍ନାନ କରି ପିନ୍ଧିଥିବା ବସ୍ତ୍ରକୁ ବଦଳି ଗଙ୍ଗା ଜଳ ସିଂଚନ କରିବା ଉଚିତ । ଗ୍ରହଣର ଶୁଭ ପ୍ରଭାବ ଯେଉଁ ରାଶିଙ୍କ ଉପରେ ପଡିବାକୁ ଯାଉଛି ସେମାନେ ହେଉଛନ୍ତି ମେଷ ରାଶି, ବୃଷ ରାଶି, କର୍କଟ ରାଶି, କନ୍ୟା ରାଶି, ବିଛା ରାଶି, ଧନୁ ରାଶି, ମୀନ ରାଶି ଓ କୁମ୍ଭ ରାଶି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।