ବୁଧବାର 21 ଏପ୍ରିଲ 2021- ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି ୫ ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣଙ୍କୁ ଆପଣଙ୍କ ପ୍ରତିଭାର ଲାଭ ମିଳିବ ଓ ଆପଣଙ୍କ ପରିଚୟ ବନିବ । ଆପଣଙ୍କ ଆର୍ଥିକ ସ୍ଥିତି ଅନୁକୂଳ ରହିବ, ଆପଣ ଅତ୍ୟଧିକ ପରିଶ୍ରମୀ ଓ ଆପଣଙ୍କୁ ପରିଶ୍ରମର ଫଳ ପୁରା ପ୍ରାପ୍ତ ହେବ । ଆଜି ଆପଣ ଘରେ ହିନ ରୋଷେଇର ଆନନ୍ଦ ନେବେ । ଆଜି କୌଣସି ବଡ ନିସ୍ପତି ବୀନା ଭାବି ଚିନ୍ତି ନିଅନ୍ତୁ ନହିଁ । ମନୋରଞ୍ଜନ କାର୍ଯ୍ୟରେ ଖର୍ଚ ହେବ । ନୂଆ ଯୋଜନା ଲାଭ ଦେବ ।

ବୃଷ :-ନିରାଶର ସମାପ୍ତ ହେବ କିନ୍ତୁ ଏବେ ସମୟ ଅଛି । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀ ବା ଅଧିନସ୍ଥରେ ବେକାର ହୁକୁମ ଚଳାଇବାର ଆପଣଙ୍କୁ ମହଙ୍ଗା ପଡିବ । ବ୍ୟବସାୟ ସହିତ ଜଡିତ ଲୋକଙ୍କ ପାଇଁ ଆଜିର ଦିନ ଶୁଭ ଅଟେ । ଯେଉଁ ଲୋକ ନିଜ କାରିୟର ର ନୂଆ ଆରମ୍ଭ କରିବାକୁ ଚହୁଁଛନ୍ତି, ତାଙ୍କୁ ବହୁତ ଜଲ୍ଦି ଭଲ ଅବସର ମିଳିବ । ଆମଦାନୀର କୌଣସି ନୂଆ ଜରିଆ ମିଳିପାରେ ।

ମିଥୁନ :- ଦୂର ଯାତ୍ରା ହୋଇପାରେ । ଆର୍ଥିକ ଲାଭର ଆଶା କରିପାରନ୍ତି । ସ୍ୱାସ୍ଥ୍ୟ ଓ ବିତୀୟ ମାମଲାକୁ ନଜର ଅନ୍ଦାଜକରନ୍ତୁ ନହିଁ । କୌଣସି କାମକୁ କରିବା ପାଇଁ ଆଜି ଆପଣଙ୍କ ସମାନରେ ବହୁତ ବଡ ଚ୍ଯଲେଞ୍ଜ ଆସିପାରେ । ପରିବାର ଲୋକଙ୍କ ସହିତ କୌଣସି ବଡ ମୁଦା ଉପରେ ଆଲୋଚନା କରିବେ । ଆପଣଙ୍କ ମଜାଳିଆ  ସ୍ଵଭାବ ପାଇଁ ସମଯରେ ଆପଣଙ୍କ ଲୋକପ୍ରିୟତା ବଢିବ ।

କର୍କଟ :- ଆଜି ଆପଣଙ୍କୁ ସକାରାତ୍ମକ ପରିଣାମ ହାସିଲ ହେବ । ଆଜିର ଦିନ ବେକାର କାର୍ଯ୍ୟରେ ଦିନ ବରର୍ବାଦ ହୋଇପାରେ । ଶେଠୀ ପାଇଁ ପ୍ରଥମରୁ କାର୍ଯ୍ୟର ସୂଚୀ ପ୍ରସ୍ତୁତ ରଖନ୍ତୁ । ଆଜି ନିଜ ରାଗ ଉପରେ କଣ୍ଟ୍ରୋଲ ରଖନ୍ତୁ । ଲାଭ ମେଟ ପାଇଁ ଦିନ ବହୁତ ଭଲ ରହିବ । କର୍ମ କ୍ଷେତ୍ରରେ ସନ୍ତୁଳିତ ବ୍ୟବହାର କରନ୍ତୁ ଯେଉଁଥିରେ ଆପଣଙ୍କ ସହଯୋଗୀ ସାହାର୍ଯ୍ୟ କରିବା ପାଇଁ ତତ୍ପର ରହିବେ । ଲାଭର ଅଧିକତମ ଅବସର ଆପଣଙ୍କୁ ମିଳିବ ।

ସିଂହ :- ସିଂହ ରାଶିର ଲୋକ ନିଜ ଉପରେ ସଂଯମତା ରକ୍ଷା କରନ୍ତୁ । ଜୀବନସଥିର ସହ ଯୋଗ ମିଳିବ । ଆତ୍ମବିଶ୍ବାସରେ ପରିପୂର୍ଣ ରହିବେ । ଭାଗ୍ୟ ଆଜି ମହତ୍ବପୂର୍ଣ ଭୂମିକା ନିଭାଇବ । ଜୀବନର ସବୁ କ୍ଷେତ୍ରରେ ପ୍ରଗତିର ଦିଗ ଆଗକୁ ବଢିବ । ଘରର ଦାୟିତ୍ଵ ନିଭାଇବା ପାଇଁ ଭାଇ ଭଉଣୀଙ୍କ ସହଯୋଗ ମିଳିବ । ନିଜ ନେଗେଟିଭ ଭାବନା ଓ ବୃତିରେ ଲଗାମ ରଖନ୍ତୁ ।

କନ୍ୟା :- ନିଜ କାର୍ଯ୍ୟ କ୍ଷମତାରେ ଅନ୍ୟକୁ ପ୍ରଭାବିତ କରିବେ । ପରିବର୍ଗଙ୍କ କୌଣସି ରହିଯାଇଥିବା ଅର୍ଡର ଆଜି ମିଳିବ । ଯେଉଁଥି ପାଇଁ ଲାଭର ଅବସର ହାତରେ ଲାଗିବ । କାର୍ଯ୍ୟରେ ବାଧା ଆସିବ । ସ୍ଵାସ୍ଥ୍ୟରେ ପେଟ ଦରଜ ଓ ବ୍ୟସ୍ତତା ଆପଣଙ୍କୁ ଚିନ୍ତିତ କରିବ, ସନ୍ନତୁଳିତ ଆହାରର ସେବନ କରନ୍ତୁ । କିଛି ଲୋକଙ୍କ ପାଇଁ ଏହି ଦିନ ବହୁତ ମିଳାମିଶା ରହିବ । ଆପଣଙ୍କ ଜୀବନସାଥି ସହିତ ସମ୍ବନ୍ଧ ମଧୁର ରହିବ । ଆଜି ଆପଣଙ୍କ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବହୁତ ଭଲ ରହିବ ।

ତୁଳା :- ଆୟ ପାଇଁ ଆଜିର ଦିନ ବହୁତ ଭଲ ରହିବ । ଆପଣଙ୍କ ଖରଚ ବଢିବ କିନ୍ତୁ ବେସୀ ନୁହେଁ । ଆପଣ ବହୁତ ଭାବୁକ ଅଟନ୍ତି ସମ୍ପର୍କ ପ୍ରତି ଆପଣଙ୍କ ବିଚାର ବହୁତ ଭଲ ରହିବ । ହୋଇପାରେ ଏହି କଥାରେ କିଛି କମି ରହିବ ଯାହାକୁ ସମ୍ଭାଳିବାର ଆବଶ୍ୟକ ରହିଛି । ବାହାନ ସାବଧାନୀ ପୂର୍ବକ ଚଲାନ୍ତୁ ଓ ନିଜ ଲୋକ ସହିତ ନରମ ବ୍ୟବହାର କରନ୍ତୁ । କୌଣସି କଠିନ ପରିଷ୍ଟିତିରେ ଗତି କରିବେ । ସ୍ୱାସ୍ଥ୍ୟ ବହୁତ ଭଲ ରହିବ ।

ବିଛା :- ମିତ୍ରଙ୍କ ସହଯୋଗ ଦ୍ଵାରା ଆୟର ନୂଆ ସ୍ରୋତ ଖୋଲିବ । ଆପଣଙ୍କ ମାର୍ଗ ଦର୍ଶନ କରିବ । ବ୍ୟାପାରିକ ଗତିବିଧି ପୂର୍ଣ ରୂପରେ ଆରମ୍ଭ ହେବାର ଦେଖାଦେବ । ଆର୍ଥିକ ଲେନଦେନରେ ଲାଭ ହେବ । ଅନ୍ୟ ଲୋକର କାର୍ଯ୍ୟ ପାଇଁ ବିଶି ଅଧିକ ସମୟ ଓ ଊର୍ଜା ବରବାଦ କରନ୍ତୁ ନହିଁ । ବିଦ୍ୟାର୍ଥୀ ବର୍ଗ ବୁଦ୍ଧିର ପ୍ରୟୋଗ ବଖୁବୀ ପ୍ରୟୋଗ କରିବାରେ ସଫଳ ହେବେ । ଲୁଚି ରହିଥିବା ଶତ୍ରୁ ଆପଣଙ୍କ ବିଷୟରେ ମିଛ କଥା କହିବେ ।

ଧନୁ :- କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ କାମ କାର୍ଯ୍ୟର ବହୁତ ପ୍ରଶଂସା ହେବ । ଚାକିରିରେ ବହୁତ ପ୍ରଭାବ ବଢିବ । ସ୍ୱାସ୍ଥ୍ୟ ଓ ବିତୀୟ ସଂସାଧାନ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକ । ପିଲାମାନଙ୍କ ସହିତ ସମୟ ବିତାଇବେ, ଏହା ସହିତ ଆପଣ ତାଙ୍କ ସହିତ ଗେମ ଖେଳିବେ । ଆପଣ ନିଜ ପରିବାର ଓ ଦାୟିତ୍ଵର ଭଲରେ ପୋଷଣ କରିବେ ଓ ଘର ଖର୍ଚ କରିବେ । ଏଥିରେ ଆପଣଙ୍କ ଆୟ ପ୍ରଭାବିତ କରିବେ କିନ୍ତୁ ଆପଣଙ୍କୁ ଖୁସି ହେବ । ସମାଜ ସେବାର ଅବସର ପ୍ରାପ୍ତ ହେବ ।

ମକର :- ବ୍ୟର୍ଥ ଭ୍ରମରେ  ନପଡି ବିବେକ ଦ୍ଵାରା କାମ କରନ୍ତୁ ସଫଳତା ନିଶ୍ଚିତ ରୂପରେ ପ୍ରାପ୍ତ ହେବ । କାର୍ଯ୍ୟ କ୍ଷେତ୍ରରେ ଭୁଲ କୁ ନେଇ ଆପଣଙ୍କୁ କୁହାଯାଉଛି ତ ତାକୁ ଗମ୍ଭୀରତାର ସହିତ ନିଅନ୍ତୁ । ଆପଣଙ୍କ ରଚନାତ୍ମକ କ୍ଷମତା ବଢିବ । ପରିସ୍ଥିତିର ଆକଳନ କରନ୍ତୁ ପୁଣି ମନ ଓ ହୃଦୟର କଥା ଶୁଣିକି ନିସ୍ପତି ନିଅନ୍ତୁ । ବ୍ୟାପାରୀଙ୍କ ଆର୍ଥିକ ପକ୍ଷକୁ ନେଇକି ଚିନ୍ତା ରହିବ ।

କୁମ୍ଭ :- ଆଜି ନିଜର ବ୍ୟକ୍ତିଗତ ଭାବନା ଓ ଗୋପନୀୟ କଥା ନିଜ ପ୍ରିୟଙ୍କୁ କହିବା ଠିକ ସମୟ ହୋଇନି । ବିବାହିତା ଲୋକଙ୍କ ଦାଂପତ୍ଯ ଜୀବନ ଚିନ୍ତାରୁ ମୁକ୍ତି ମିଳିବ । ବ୍ୟାପାର ବ୍ୟବସାୟରେ ଉନ୍ନତିର ଅବସର ଦେଖା ଦେଉଛି । ଆଜି ଘର କାର୍ଯ୍ୟରେ ଜୀବନ ସାଥିର ସହଯୋଗ ପ୍ରାପ୍ତ ହେବ । ସନ୍ତାନ ପ୍ରାପ୍ତି ବହୁତ ସୁଖଦ ରହିବ । ପରିବାରର ମହୋଲ ଆପଣଙ୍କୁ ଆନ୍ତରିକ ରୂପରେ ଖୁସି ଓ ମଜଭୁତ ଦେବ ।

ମୀନ :- ଆଜି ସନ୍ତାନ ବିଷୟରେ ଚିନ୍ତା ରହିବ । ପରିଶ୍ରମ ଅଧିକ ହେବ, ଲାଭ କମ ମିଳିବ । ନୂଆ ଯୋଜନା ପ୍ରତି ସଚେତ ରହିବେ । ବିଦ୍ୟାର୍ଥୀ ବର୍ଗ ଚିନ୍ତାଗ୍ରସ୍ତ ହୋଇପାରେ । ପଢାକୁ ନେଇ ସନ୍ଦେହରେ ରହିବେ । ନିଜ ସାଥି  ସହିତ ମିସିକି ଆପଣ ସଂସାଧନକୁ ଏକଜୁଟ କରିବାରେ ସଫଳ ହେବେ । ପ୍ରିୟଜନଙ୍କ ସହିତ ଦେଖା ସୁଖଦ ରହିବ । ଆଜି ଆପଣଙ୍କ ପରିବାରର ସହଯୋଗ ପ୍ରାପ୍ତି ହେବ ।

Leave a Reply

Your email address will not be published. Required fields are marked *