ଶନିବାର 22 ମେ 2021- ଶନିଦେବଙ୍କ କୃପାରୁ ଆଜି ଏହି 4ଟି ରାଶିଙ୍କୁ ମିଳିବ କିଛି ବଡ ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ସମ୍ପର୍କ ମାମଲାରେ ଆତ୍ମ ବିଶ୍ବାସ ବଢିବ । ନୂଆ କାରୋବାର ଭଲ ଚାଲିବ । ଚାକିରିରେ ଉପଲବ୍ଧି ମିଳିବ । ନ୍ୟାୟଳୟ ମାମଲାରେ ଜିତ ମିଳିବ । ଅନ୍ୟକୁ ଏହି କାମ କରିବା ପାଇଁ ବାଧ୍ୟ କରନ୍ତୁ ନହିଁ, ଯାହା ଆପଣ ନିଜେ କରିବାକୁ ଚାହୁଁ ନାହାନ୍ତି । କୌଣସିବି ପରିସ୍ଥିତିରେ ଆପଣ ନିଜ କାମ ସମୟରେ କରିନେବେ । ବଡ ମାନଙ୍କ ଅନୁଭବ ଆପଣଙ୍କ ପାଇଁ ଲାଭ ପ୍ରଦ ରହିବ ।

ବୃଷ :- ଆଜି ଭୌତିକ ସୁଖରେ ବୃଦ୍ଧି ହେବ । ପରିବାରରେ ସୁଖ ମିଳିବ । ଯେଉଁ ଲୋକ ରିସର୍ଚ କାର୍ଯ୍ୟରେ ଲାଗିଛନ୍ତି ତାଙ୍କର ନିଜ କାର୍ଯ୍ୟ ପ୍ରତି ଜାଗ୍ରତ ରୁହନ୍ତୁ । ପୂର୍ବ ଦିନରୁ ଯଦି ଆପଣଙ୍କୁ କାର୍ଯ୍ୟ ସ୍ଥଳରେ କଠୋର ପରିଶ୍ରମ କରିବାକୁ ପଡିବ ତା ବଦଳରେ ସଫଳତା ନିଶ୍ଚିନ୍ତ ରୂପରେ ମିଳିବ ।

ମିଥୁନ :- ଆଜି ଆପଣ କେବଳ ପଇସା କମାଇବାରେ ଲାଗନ୍ତୁ ନହିଁ ନିଜ ଜରୁରୀ ଦାୟିତ୍ଵ ମଧ୍ୟ ପୁରା କରନ୍ତୁ । ପାଠ ପଢାକୁ ନେଇକି କୌଣସି ସମସ୍ଯା ଆସିବ । ବ୍ୟସ୍ତତା କାରଣ ସାଥି ଠାରୁ ଦୂରରେ ରୁହନ୍ତୁ । ସମ୍ପର୍କ ନିଭାଇବାରେ ବୁଦ୍ଧିମତା ଦେଖାନ୍ତୁ । ଭାଗ୍ୟ ଏବଂ ପିତାଙ୍କ ସହଯୋଗ ମିଳିବ । ପୁରୁଣା ସାଙ୍ଗ ମିଳିବା ଦ୍ଵାରା ମନ ପ୍ରସନ୍ନ ରହିବ ।

କର୍କଟ :- ଧନର ଲାଭ ହେବ । କଥା ବାର୍ତାରେ ସନ୍ତୁଳିତ ରୁହନ୍ତୁ । ମିତ୍ର ମାନଙ୍କ ଠାରୁ ସ୍ନେହ ବଢିବ । କିଛି ଭଲ ବହି ପଢନ୍ତୁ ସେଥିରୁ ଜ୍ଞାନ ବା ଭଲ ବିଚାର ଏକତ୍ରିତ କରନ୍ତୁ । ଆଳସ୍ୟ କରିବାରୁ ବଞ୍ଚିକି ରହିବାକୁ ହେବ । ଟିମ ୱାର୍କ ସହିତ କାର୍ଯ୍ୟରେ ସରଳତା ଏବଂ ସହଜତାର ଅନୁଭବ ହେବ । ପୁରୁଣା ବଡ ବିବାଦରୁ ମୁକ୍ତି ମିଳିବ ।

ସିଂହ :- ଆଜି ଆପଣଙ୍କୁ କୌଣସି ପୁରୁଣା ରୋଗରୁ ମୁକ୍ତି ମିଳିବ । ଆୟର ସ୍ଥିତି ମଜଭୁତ ହେବ । ମାନ ସନମାନ ମିଳିବାର ଯୋଗ ବନୁଛି । ବ୍ୟାପାରରେ ତେଜୀ ରହିବାର ଫାଇଦା ହୋଇପାରେ । ଆପଣ କୌଣସି ପରିସ୍ଥିତିକୁ ଡରିକି ପଳେଇବେତ ସେ ଆପଣଙ୍କ ପିଛା କରି ପାରେ । ଆର୍ଥକ ଉନତିର ପ୍ରୟାସ ସଫଳ ରହିବ । ଆର୍ଥିକ ପକ୍ଷରୁ ମଜଭୁତ ହେବ ।

କନ୍ୟା :- ଆଜିର ଦିନ ଆପଣଙ୍କ ପାଇଁ ବହୁତ ଶୁଭ ଅଟେ । ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ନିଜ ମନକୁ ଶକରତ୍ମକତା ଆଡକୁ ବଢାଇବାକୁ ହେବ । ଧାର୍ମିକ କାର୍ଯ୍ୟରେ ମନ ଲଗାଇବା ଲାଭକାରୀ ରହିବ, ଯାହା ଦ୍ଵାରା ଆପଣ ପ୍ରସନ୍ନତାର ଅନୁଭବ କରିବେ । ଛୋଟ ନିବେଶ କରିବା ଉଚିତ ରହିବ । କୌଣସି କାମ ପ୍ରତି ଆପଣ ଅଧିକ ମହତ୍ଵ ଦେବେ ।

ତୁଳା :- ଆଜି ଆପଣ ମାତା ପିତାଙ୍କ ସହିତ ବସିକି ଘର କାର୍ଯ୍ୟ ଉପରେ ଆଲୋଚନା କରିବେ । ଜେଣ ଲୋକ ଆପଣଙ୍କ ପାଖା ପାଖି ଅଛନ୍ତି, ସେମାନେ ଆପଣଙ୍କର ଭୁଲ ଉପଯୋଗ କରିପାରନ୍ତି । ଅଫିସ କାର୍ଯ୍ୟକୁ ପୁରା କରିବା ପାଇଁ ଆପଣଙ୍କୁ ଆଜି ଜୁନିୟରର ସହାୟତା ନେବାକୁ ପଡିବ । ଆଜି ଆପଣଙ୍କୁ କିଏ ହୃଦୟ ଭାଙ୍ଗିବାରୁ ବଞ୍ଚାଇବ । ବାଞ୍ଛିତ ବସ୍ତୁର ପ୍ରାପ୍ତ ହେବ ।

ବିଛା :- ଆଜି ଆପଣ କୌଣସି ପ୍ରକାରର ଅନାବଶ୍ୟକ ଖର୍ଚରୁ ବଞ୍ଚିକି ରୁହନ୍ତୁ । କାର୍ଯ୍ୟରେ ବାଧା ଆସିପାରେ । ନିଜ ଭାବନା ଉପରେ କାବୁ ରଖନ୍ତୁ । ଆଉ ଏମିତି କୌଣସି ଦାୟିତ୍ଵ ହୀନତା କାମ କରନ୍ତୁ ନହିଁ ଯାହା ପାଇଁ ଆପଣଙ୍କୁ ପସ୍ତାଇବାକୁ ପଡିବ । କୌଣସି ମୂଲ୍ଯବାନ ବସ୍ତୁ ହଜିବା ବା ଚୋରୀ ହେବାର ଭୟ ରହିବ । ଆଜି ସାମାଜିକ ସ୍ତରରେ ଆପଣ ଅଧିକ ବ୍ୟସ୍ତ ରୁହନ୍ତୁ ନହିଁ ନହେଲେ ଆପଣ ନିଜେ ନିଜ ପାଇଁ ସମୟ ବାହାର କରିପାରିବେ ନାହିଁ ।

ଧନୁ :- କୌଣସି ଖାଦ୍ଯ ପ୍ରତି ଆପଣଙ୍କ ରୁଚି ବଢିବ । ସନ୍ତାନ ପକ୍ଷରୁ ଆପଣଙ୍କ ସମ୍ପର୍କ ବହୁତ ଭଲ ହେବ । ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ରଖିବାକୁ ହେବ । ସନ୍ତାନ ପକ୍ଷରୁ ଆପଣଙ୍କ ସମ୍ପର୍କ ବହୁତ ଭଲ ହେବ । ଆପଣଙ୍କୁ ଆପଣଙ୍କ ସ୍ଵାସ୍ଥ୍ୟର ଟିକେ ଧ୍ୟାନ ରଖିବାକୁ ହେବ । କୌଣସି ଜରୁରୀ କାମରେ ଜୀବନ ସାଥିର ସହଯୋଗ ପ୍ରାପ୍ତ ହେବ । ବଡ ମାନଙ୍କ କଥା ମାନନ୍ତୁ ଲାଭ ହେବ ।

ମକର :- ଆଜି ଚାକିରିରେ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ । କାର୍ଯ୍ୟ କରିବା ପାଇଁ ଉଶ୍ଚାହ ବଢିବ । ଆଜି ଆପଣ ପଇସା ଦେବା ନେବାରେ ଶତକର୍ତା ରଖନ୍ତୁ । ପୁରୁଣା ସମସ୍ୟାର ଅନ୍ତ ହେବ । ରାଜନୈତିକ କ୍ଷେତ୍ରରେ କରିଥିବା ପ୍ରୟାସରେ ସଫଳତା ମିଳିବ । ଭାଗ୍ୟ ଆଜି ଆପଣଙ୍କୁ ପୁରା ସହଯୋଗ କରିବ ।

କୁମ୍ଭ :- ସାଙ୍ଗ ମାନଙ୍କ ସଜେସନ ଲାଭ ଦାୟକ ହେବ । ଛାତ୍ର କୌଣସି କାମକୁ ପୁରା କରିବା ପାଇଁ ବାପାଙ୍କ ସାହାର୍ଯ୍ୟ ନେବେ । ଯାହା ଦ୍ଵାରା ତାଙ୍କ କାମ ବହୁତ ଭଲରେ ପୁରା ହେବ । ଆପଣଙ୍କ ବ୍ୟକ୍ତିତ୍ବ ବାସ୍ନା ଭଳି ଚାରିଆଡେ ମହକିବ । ଆପଣଙ୍କୁ କୌଣସି ବଡ ପ୍ରସିଦ୍ଧି ମିଳିବାର ଯୋଗ ରହିଛି । ସନ୍ତାନଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦେବାକୁ ହେବ ।

ମୀନ :- ଜୀବନରେ ଚାଲୁଥିବା କିଛି ଅସୁବିଧା ଆଜି ଖତମ ହୋଇବ । ଚାକିରିରେ ବହୁତ ଭଲ ଫାଇଦା ଆପଣଙ୍କୁ ମିଳିବ । ଧନ ପ୍ରାପ୍ତିର ବିଶେଷ ଯୋଗ ରହିଛି । ଜୀବନ ସାଥିର ସହଯୋଗ ବା ସାନିଧ୍ୟ ପ୍ରାପ୍ତି ହେବ ମାନସିକ ରୂପରେ ଶାନ୍ତି ମିଳିବ । ଘର ବା ସମ୍ପତିରେ ନିବେଶ କରିବେ । କଥାରେ ସଂଯମତା ରକ୍ଷା କରନ୍ତୁ ତାହା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହେବ ।

Leave a Reply

Your email address will not be published. Required fields are marked *