22 ରୁ 30 ମାର୍ଚ୍ଚ ଚୈତ୍ର ନବରାତ୍ରି, ଏହି 6ଟି ରାଶି ହେବେ କୋଟିପତି

ବନ୍ଧୁଗଣ ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ମାର୍ଚ୍ଚ 22ରୁ 30 ତାରିଖ ରେ ପଡିବାକୁ ଯାଉଛି ଚୈତ୍ର ନବରାତ୍ରି । ଏହି 9 ଦିନରେ ମା ଦୂର୍ଗାଙ୍କର ଉପାସନା କରାଯାଇଥାଏ । ନବରାତ୍ରିରେ 9 ଦିନ ଲଗାତାର ମାଙ୍କର ପୂଜା ଚାଲିଥାଏ । ବର୍ଷକୁ 4 ଥର ନବରାତ୍ରି ପାଳନ କରାଯାଏ । ଆଉ ସେଥିମଧ୍ୟରୁ ମୁଖ୍ୟ ହୋଇଥାଏ ଚୈତ୍ର ନବରାତ୍ରି ଓ ଶାରଦୀୟ ନବରାତ୍ରି । ଏହି 9 ଦିନରେ 6ଟି ରାଶି ହେବାକୁ ଯାଉଛନ୍ତି କୋଟିପତି ମା ଲକ୍ଷ୍ମୀଙ୍କ କୃପାରୁ ।

ଏହି ଦିନରେ ମହାଲକ୍ଷ୍ମୀ ଯୋଗ ବନୁଛି ଯାହା କାରଣରୁ ଏହି 6ଟି ରାଶିଙ୍କ ଘରକୁ ଆଗମନ କରିବେ ମା ଲକ୍ଷ୍ମୀ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ମିଥୁନ ରାଶି : ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ଏଥର ଚୈତ୍ର ନବରାତ୍ରି ଠାରୁ ପଡିବାକୁ ଯାଉଛି । ଅଧିକରୁ ଅଧିକ ଧନ ଲାଭର ସମ୍ଭାବନା ଅଛି । ବ୍ୟାପାର ବା ଚାକିରି କରୁଥିଲେ ଉନ୍ନତି ହେବାର ସମ୍ଭାବନା ଅଛି । ସମାଜରେ ମାନ ସମାନ ବୃଦ୍ଧି ପାଇବ । ବିଦେଶରେ ଚାକିରି କରିବାକୁ ଚାହୁଁଥିଲେ ସମ୍ଭାବନା ଅଛି ।

କନ୍ୟା ରାଶି : ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ଏଥର ଚୈତ୍ର ନବରାତ୍ରି ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ । ଏହି 9 ଦିନରେ ଆପଣଙ୍କ ପାଇଁ ସବୁଠାରୁ ଭଲ ସମୟ ରହିବ । ସମାଜରେ ଆପଣଙ୍କର ପ୍ରଶଂସା ହେବ । ନୂଆ ଅବସରର ସନ୍ଧାନ କରୁଥିଲେ ପ୍ରାପ୍ତ ହେବ । ରୋଜଗାର ପ୍ରାପ୍ତ ହେବ ।

ସିଂହ ରାଶି : ଏଥର ଚୈତ୍ର ନବରାତ୍ରିରେ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କ କୃପାରୁ ବହୁତ ବଡ ଖୁସି ଖବର ମିଳିବାକୁ ଯାଉଛି । ଆର୍ଥିକ ଲାଭ ପୂର୍ବର ଅପେକ୍ଷା ଅଧିକ ରହିବ । ଅଟକିଥିବା କାମ ପୂରଣ ହେବ । ଜୀବନ ସାଥି ଓ ପରିବାରର ସହଯୋଗ ମିଳିବ । ମାତା ରାଣୀଙ୍କ ବିଶେଷ କୃପା କାରଣରୁ ଧନ ଜନିତ ସମସ୍ଯା ଜୀବନରୁ ଦୂରେଇ ଯିବ ।

ମେଷ ରାଶି : ଏହି ଲିଷ୍ଟରେ ଆପଣଙ୍କର ନାମ ବି ସାମିଲ ଅଛି । ଏଥର ଚୈତ୍ର ନବରାତ୍ରି ଆପଣଙ୍କ ପାଇଁ ଲାଭପ୍ରଦ ସାବ୍ୟସ୍ତ ହେବ । ଏହି ସମୟ ମାତା ଲକ୍ଷ୍ମୀଙ୍କ କୃପାରୁ ବହୁତ ଭଲ ସାବ୍ୟସ୍ତ ହେବ । ଏମିତି ଖୁସି ଖବର ମିଳିବ ଯାହାକୁ ଜାଣିବା ପରେ ଆପଣଙ୍କ ଶତ୍ରୁ ଭୟ କରିବେ । ମାତା ପିତାଙ୍କ ସମାନ କରନ୍ତୁ ।

ତୁଳା ରାଶି : ଆପଣଙ୍କ ପାଇଁ ଏହି 9 ଦିନ ଅତ୍ୟନ୍ତ ଲାଭକାରୀ ସାବ୍ଯସ୍ତ ହେବ । ଧନ ଲାଭର ଯୋଗ ଅଛି । ଆର୍ଥିକ ସ୍ଥିତିରେ ଏମିତି ପରିବର୍ତ୍ତନ ହେବ ଯାହାକୁ ଦେଖି ଆପଣ ଚକିତ ହେବେ । ଆୟରେ ସାଧନାରେ ବୃଦ୍ଧି ହେବ । ଶାନ୍ତିର ବାତାବରଣ ରହିବ । ସମ୍ପତିରେ ନିବେଶ କରିଲେ ଲାଭବାନ ହେବେ ।

କୁମ୍ଭ ରାଶି : ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ଚୈତ୍ର ନବରାତ୍ରି ଠାରୁ ପଡିବାକୁ ଯାଉଛି । ଧନ ଲାଭର ପ୍ରବଳ ଅଛି । ଆର୍ଥିକ ଲାଭର ନୂଆ ଅବସର ପ୍ରାପ୍ତ ହେବ । ପରିବାରରେ ଖୁସିର ବାତାବରଣ ରହିବ । ବ୍ୟାପାରରେ ବାଧା ଦୂର ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *