ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :- ଆଜି ଆପଣ ନିଜ କାମକୁ ଆଶାବାଦି ନଜରରେ ଦେଖିବେତ ଭଲ ଫଳ ପ୍ରାପ୍ତ ହେବ । ପରିବାରର ପରିସ୍ଥିତି ଆପଣଙ୍କୁ ଚିନ୍ତାରେ ପକାଇବା । କୌଣସି ବଡ ଲୋକଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ଚିନ୍ତାରେ ପକାଇବା । ଅଧ୍ୟାତ୍ମିକ ରୂପରେ ଆତ୍ମା ଆନନ୍ଦିତ ରହିବ । ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ପରିବାରରେ ଝଗଡାର ସମ୍ଭାବନା ହୋଇପାରେ ।
ବୃଷ :- ଆଜି ସନ୍ତାନ ସମ୍ବନ୍ଧିତ କାମ ହେବ । ଆପଣ ନିଜ ଯୋଗ୍ୟତା ବଳରେ ଆଗକୁ ବଢିବ । ଆଯର ନୂଆ ସାଧନ ବନିବ । ପରିଶ୍ରମ କରିବେତ ସଫଳତା ମିଳିବ । କାର୍ଯ୍ୟ ସହିତ ଜଡିତ ସବୁ ସମସ୍ୟାର ଆଜି ସମାଧାନ ହେବ । କୌଣସି ଭୟ ପାଇଁ ଚିନ୍ତିତ ରହିବେ । ନୂଆ ପ୍ରୋଜେକ୍ଟରେ କୌଣସି କାର୍ଯ୍ୟ ଆରମ୍ଭ କରିବେ । ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ଯୋଜନା ସଫଳ ହେବ । ଘର ପରିବାରରେ ଖୁସି ବନିବ ।
ମିଥୁନ :- ଆଜି ଅନ୍ୟ ଉପରେ ଭରସା କରିବା ଉଚିତ ନୁହେଁ । ଆପଣଙ୍କୁ ଟିକେ ଆଳସ୍ୟ ଅନୁଭବ ହେବ । ଆପଣ ନିଜ ଖାଦ୍ୟପେୟ ଉପରେ ଧ୍ୟା ରଖିବା ଉଚିତ । ଧନ ପ୍ରାପ୍ତିର ସଙ୍କେତ ରହିଛି । କିଛି ମାମଲାରେ ଆପଣ ଟିକେ ଭାବୁକ ହୋଇବେ । ବ୍ୟବସାୟରେ ପରିବର୍ତନ ହେବ । ଧନପ୍ରାପ୍ତିର ସଙ୍କେତ ରହିଛି । କୌଣସି ଭୋକିଲା ଲୋକଙ୍କୁ ଭୋଜନ କରାଇବେ । ଦାଂପତ୍ଯ ଜୀବନରେ ମଧୁରତା ବନିବ ।
କର୍କଟ :- ସମୟ ବ୍ୟବସାୟରେ ଲାଭ ବୃଦ୍ଧିର ସଙ୍କେତ ଦେଉଛି । ମନୋରଞ୍ଜନ କାର୍ଯ୍ୟରେ ଖର୍ଚ ହୋଇପାରେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ଯାତ୍ରା ପାଇଁ ଦିନ ଅନୁକୂଳ ନୁହେଁ । କାମ ମାମଲାରେ କରାଯାଇଥିବା କାର୍ଯ୍ୟ ସଫଳ ହେବ । ମନ ଚଞ୍ଚଳ ରହିବ ସେଥିପାଇଁ ମନକୁ କାବୁରେ ରଖିବା ଉଚିତ । ପରିବାରରେ ସୁଖ ଶାନ୍ତି ଓ ସ୍ଥିରତାର ଆନନ୍ଦ ଉଠାନ୍ତୁ ।
ସିଂହ :- ଯାହା ଜୀବନରେ ମିଳିଛି ସେତିକି ପାଇ ସନ୍ତୁଷ୍ଟ ରୁହନ୍ତୁ । ପରିବାରରେ କୌଣସି ପୂଜା ପଥ ବ ଅନ୍ୟ ଶୁଭ କାମ ହୋଇପାରେ । ଯାତ୍ରା ପାଇଁ ଦିନ ଅନୁକୂଳ ନୁହେଁ । କାମ ମାମଲାରେ କରାଯାଇଥିବା କାର୍ଯ୍ୟ ସଫା ହେବ । କୌଣସି ପାଖ ସମ୍ପର୍କୀୟ ପାଖକୁ ଯିବାର ନିମନ୍ତ୍ରଣ ମିଳିପାରେ । ଚାକିରି କରୁଥିବା ଲୋକଙ୍କୁ ଟିକେ ସଂଯମତା ରଖିବାର ଆବଶ୍ୟକତା ରହିଛି ।
କନ୍ୟା :- ପରିବାରରେ ସୁଖ ଶାନ୍ତିର ମାହିଲ ରହିବ । ଆପଣ ପରିବାର ଲୋକଙ୍କ ପାଇଁ ସମୟ ବାହାର କରିବେ । ତାଙ୍କର ସଜେସନ ଆପଣଙ୍କ ପାଇଁ ମହତ୍ଵ ପୂର୍ଣ ରହିବ । ଖାଇବା ପିଇବାରେ ଅବହେଳା କରନ୍ତୁ ନହିଁ । ଆଜି ଆପଣଙ୍କ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ବହୁତ ଦିନର ସମସ୍ଯା ଏବେ ଖତମ ହେବ ।
ତୁଳା :- ବ୍ୟାପାର ଓ ଚାକିରିରେ ସହକର୍ମୀଙ୍କ ଠାରୁ ସହଯୋଗ ମିଳିବ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । ଖାଇବା ପିଇବାର ସାବଧାନ ରୁହନ୍ତୁ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ବହୁତ ଭଲ ରହିବ । ଧାର୍ମିକ କାର୍ଯ୍ୟରେ ମନ ଲଗାନ୍ତୁ । ସକାରାତ୍ମକ ଭାବନା ଦ୍ଵାରା ଆଗକୁ ବଢନ୍ତୁ । ଧାର୍ମିକ କାର୍ଯ୍ୟରେ ମନକୁ ଲଗାନ୍ତୁ ।
ବିଛା : ଆଜି କାମ ଭଲ ରହିବ, ଖାଦ୍ୟ ପ୍ରତି ସଚେତ ରୁହନ୍ତୁ, ଘର ଲୋକଙ୍କ ସହ ରହିଥିବା ସମୟ ଆପଣଙ୍କ ପାଇଁ ବହୁତ ଆନନ୍ଦପୂର୍ଣ ରହିବ । ବହୁତ ସମୟ ଧରି ଭାରି ଲାଭ ପ୍ରାପ୍ତ କରି ପାରିବେ, ନୂଆ କାର୍ଯ୍ୟ ପାଇଁ ନିବେଶ କରି ପାରନ୍ତି ସମୟ ଶୁଭ ଅଟେ । ଆପଣଙ୍କ ଛାଇକିରି ବା ବ୍ୟବସାୟ କ୍ଷେତ୍ର ରେ ସ୍ପର୍ଦ୍ଧା ଯୁକ୍ତ ରହିବ, ଲୋକଙ୍କୁ ଆଜି ନିବେଶ କରିବାରୁ ବଞ୍ଚିବା ଉଚିତ, ଅଳସୁଆ ଅନୁଭବ କରିବେ ।
ଧନୁ :- କଳା ସଂସ୍କୃତି ପ୍ରତି ରୁଚି ବଢିବ । ଆପଣଙ୍କର କୌଣସି ମିତ୍ର ଆର୍ଥିକ ସହାୟତା ପାଇଁ କହିପାରନ୍ତି । ଆପଣଙ୍କ ବୈବାହିକ ଜୀବନ ଖୁସିରେ ଭରା ରହିବ । ବୁଦ୍ଧି ଓ କୌଶଳ ଦ୍ଵାରା ରହିଯାଇଥିବା କାର୍ଯ୍ୟ ସମ୍ପର୍ନ ହେବ । ଆଉ ବିରିଧି ଲୋକ ପରାସ୍ତ ହେବେ । ନିଜ ସୁଖରେ ବୃଦ୍ଧି ହେବ । ସରକାରୀ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ଦପ୍ତର ମାହୋଲ ଅନୁକୂଳ ରହିବ ।
ମକର :- ଆର୍ଥିକ ଲାଭର ଯୋଗ ରହିଛି । ପ୍ରତିଦିନ ବ୍ୟବହାର କରାଯାଉଥିବା ଜିନିଶ ଆଜି କିଣିବାର ସୁଯୋଗ ମିଳିବ । ପ୍ରେମ ଜୀବନ ବଞ୍ଚୁଥିବା ଲୋକଙ୍କ ପାଇଁ ଦିନ ବହୁତ ଭଲ ରହିବ । ଆପଣନାକ ସବୁ କାର୍ଯ୍ୟ ପୁରା ହେବ । ଧନ ଜରୁରୀ ବସ୍ତୁ ଉପରେ ଖର୍ଚ ହେବ । ରୋଗୀଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ । ବ୍ୟାପାରିକ ମାମଲା ପାଇଁ ଛୋଟ ଯାତ୍ରା କରିବାକୁ ପଡିପାରେ ।
କୁମ୍ଭ :- ଆର୍ଥିକ ସନ୍ଦର୍ଭରେ ଦିନ ଭଲ ରହିବ । କୌଣସି ବ୍ୟବସାୟକୁ ନେଇ ଯାତ୍ରା ହୋଇପାରେ । ଦାୟିତ୍ଵ ହୀନତା ଲାଗି କୌଣସି ଜିନିଷ ହଜି ଯାଇପାରେ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଭଲ ସ୍ୱାସ୍ଥ୍ୟ ପାଇଁ ଖାଇବା ପିବାରେ ଧ୍ୟାନ ରଖନ୍ତୁ । ଗୁପ୍ତ ଶତ୍ରୁ ଆଜି ହାନି ପହଞ୍ଚାଇବାକୁ ଚେଷ୍ଟା କରିବେ । ଆପଣଙ୍କ ସ୍ଵାସ୍ଥ୍ୟରେ ଭଲ ମନ୍ଦ ଲାଗି ରହିବ । କୌଣସି ବ୍ୟକ୍ତି ଗୁପ୍ତା ରୂପରେ ଆପଣଙ୍କ ସାହାର୍ଯ୍ୟ କରିପାରେ ।
ମୀନ :- ଆଯ ଅପେକ୍ଷା ବ୍ୟୟ ଅଧିକ ହେବ । ବ୍ୟାପାରୀ ବର୍ଗ ଅଧିକ ଲାଭ ଦେଖି କୌଣସି ଡିଲ ଫାଇନାଲ ନ କରନ୍ତୁ । ବୈବାହିକ ଜୀବନରେ ସୁଧାର ଆସିପାରେ । ସମୟର ଉପଯୋଗକୁ ଆଖି ଆଗରେ ରଖି କାମ କରିବେ । ଆପଣଙ୍କ ଶରଧା ଆଧ୍ୟାତ୍ମିକ ଆଡକୁ ବଢିବ । ପରିବାର ଓ ସମାଜ ଦୁଇଟିର ତାଳ ମେଲ ଭଲ ରହିବ ।