80 ବର୍ଷ ପରେ ଆଜି ହେଉଛି ବଡ ପୂର୍ଣ୍ଣିମା, ଏହି 4ଟି ରାଶିର ଲାଗିବ ଲଟେରୀ

ବନ୍ଧୁଗଣ, ହିନ୍ଦୁ ଧର୍ମ ରେ ପୂର୍ଣ୍ଣିମା ତିଥିର ଗୋଟିଏ ଅଲଗା ମହତ୍ଵ ରହିଅଛି । ବନ୍ଧୁଗଣ ୨୪ ଜୁନ ଗୁରୁବାର (ଆଜି) ଦିନ “ଜ୍ୟଷ୍ଠ ପୂର୍ଣ୍ଣିମା” ପଡୁଅଛି । ବନ୍ଧୁଗଣ ଶାସ୍ତ୍ର ରେ ମାନ୍ୟତା ରହିଅଛି ଯେ, ଗୁରୁବାର ତଥା ବୃହସ୍ପତିବାର ଏବଂ ପୂର୍ଣ୍ଣିମା ତିଥି ଦୁଇଟି ଭଗବାନ ବିଷ୍ଣୁ ଙ୍କୁ ସମର୍ପିତ ହୋଇଥାଏ । ବନ୍ଧୁଗଣ ଯେବେ ଏହି ସଂଯୋଗ ବନିଥାଏ ସେତେବେଳେ ଏହି ପୂର୍ଣ୍ଣିମାର ମହତ୍ଵ ଆହୁରି ଅଧିକ ବଢି ଯାଇଥାଏ ।

କାରଣ ଗୁରୁବାର ଭଗବାନ ବିଷ୍ଣୁ ଙ୍କର ଖାସ ଦିନ ହୋଇଥାଏ । ବନ୍ଧୁଗଣ ଏହି ଦିନ ବିଶେଷ କରି ଚନ୍ଦ୍ରମା ର ପୂଜା କରିବା ଦ୍ଵାରା ଚନ୍ଦ୍ର ଦୋଷ ରୁ ମୁକ୍ତି ମିଳିଯାଇଥାଏ । ଏହା ଫଳରେ ଆମ୍ଭ ଜୀବନରେ ହେବାକୁ ଯାଉଥିବା ନାନା ପ୍ରକାରର କଠିନ ପରିସ୍ଥିତି ସମାପ୍ତ ହୋଇଥାଏ । ବନ୍ଧୁଗଣ ଏହି ପୂର୍ଣ୍ଣିମା ଦିନ ଉଭା ହେଉଥିବା ଚନ୍ଦ୍ର ସବୁଠାରୁ ବଡ ତଥା ସବୁଠାରୁ ଉଜ୍ଵଳ ହେବାକୁ ଯାଉଅଛି ।

ବନ୍ଧୁଗଣ ଏହି ପବିତ୍ର ଦିନରେ ୪ ଟି ବିଶେଷ ରାଶି ରହିଅଛି ଯାହାଙ୍କ ଭାଗ୍ୟ ବଦଳିବାକୁ ଯାଉଅଛି । ଆସନ୍ତୁ ଜାଣିବା ସେହି ୪ ଟି ରାଶି ମାନଙ୍କର ସମ୍ବନ୍ଧରେ କିଛି ବିଶେଷ ବିବରଣୀ । ବନ୍ଧୁଗଣ ଏହି ରାଶି ମାନଙ୍କର ବ୍ୟକ୍ତି ମାନଙ୍କ ନିମନ୍ତେ ଏହି ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ବହୁତ ଆଧିକ ଖୁସି ଆଣିବାକୁ ଯାଉଅଛି । ବନ୍ଧୁଗଣ ଆପଣଙ୍କ ମନରେ ଯଦି କୌଣସି ପ୍ରକାରର ଅଶାନ୍ତି ରହିଅଛି ତେବେ ତାହା ତୁରନ୍ତ ଦୂର ହେବାକୁ ଯାଉଅଛି ।

ବନ୍ଧୁଗଣ ଆପଣଙ୍କ ଜୀବନରେ ଅନେକ ଦିନ ଧରି ଚାଲି ଆସୁଥିବା ସମସ୍ତ କଠିନ ପରିସ୍ଥିତି ରୁ ଆପଣଙ୍କୁ ଛୁଟକାରା ମିଳିବାକୁ ଯାଉଅଛି । ବନ୍ଧୁଗଣ ବିଶେଷ କରି ଧନ ସମ୍ପଦ ର ଆପଣଙ୍କ ଘରେ ଆଗମନ ହେବ । ବନ୍ଧୁଗଣ ଆପଣଙ୍କୁ କେବଳ ପରିଶ୍ରମ କରିବାର ଆବଶ୍ୟକ ରହିଅଛି । କୌଣସି ପ୍ରକାରର ପ୍ରୟାସ ଆପଣଙ୍କୁ ହାତଛଡା କରିବାର ନାହିଁ । ଆପଣ ମାନେ ମନ ଲଗାଇ ପରିଶ୍ରମ କରନ୍ତୁ ଆପଣ ମାନଙ୍କ ସଫଳତା ର ବାଟ ଆପେ ଆପେ ଖୋଲିଯିବ ।

ବନ୍ଧୁଗଣ ଆପଣ ବ୍ୟାପାରୀ ହୁଅନ୍ତୁ କିଅବା କୌଣସି ସ୍ଥାନରେ ଚାକିରି କରିଥାନ୍ତୁ ମାତା ଲକ୍ଷ୍ମୀ ଙ୍କ କୃପା ରୁ ଆପଣଙ୍କ ଜୀବନରେ ବହୁତ ସଫଳତା ମିଳିବାକୁ ଯାଉଅଛି । ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କ ସହିତ ସର୍ବଦା ସନ୍ତୁଷ୍ଠ ହୋଇ ରହିବେ । ସନ୍ତାନ ମାନେ ଆପଣଙ୍କୁ ନେଇ ଗର୍ବ ଅନୁଭବ କରିବେ । ବନ୍ଧୁଗଣ ଆପଣ ଚାହିଁଥିବା ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବାକୁ ଯାଉଅଛି ।

ସମାଜରେ ଆପଣ ଏକ ପ୍ରତିଷ୍ଠାବାନ ବ୍ୟକ୍ତି ଭାବରେ ପରିଚିତ ହେବେ । ବନ୍ଧୁଗଣ ଏହି ମହାସଂଯୋଗ ହେବାକୁ ଯାଉଥିବା ସମୟରେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ତଥା ଭଗବାନ ବିଷ୍ଣୁ ଙ୍କର ବିଶେଷ କୃପା ହେବାକୁ ଯାଉଅଛି । ଆସନ୍ତୁ ବର୍ତ୍ତମାନ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ନାମ,- କନ୍ୟା ରାଶି, ତୁଳା ରାଶି, ମେଷ ରାଶି, ଏବଂ ସିଂହ ରାଶି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *