ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ:-
ଆଜି ଡର ଆପଣଙ୍କ ଖୁସିକୁ ଖରାପ କରିପାରେ । ଆପଣ ନିଜ କାମ ସମୟରେ ପୁରା କରିବାରେ ସଫଳ ହେବେ । ଆପଣ କୌଣସି କାମ କରିବା ପୂର୍ବରୁ ବଡ ଲୋକଙ୍କ ସଜେସନ ନେବା ନିହାତି ଆବଶ୍ୟକ । କାମ କାର୍ଯ୍ୟର ଚିନ୍ତା ଆଜି କିଛି କମ ହେବ । ଆଜି ମାତା ପିତାଙ୍କ ସହଯୋଗ ମିଳିବ । ବ୍ୟବସାୟରେ ଭଲ କମ ବେସୀ ଲାଗି ରହିବ । ଜୀବନ ସାଥିର ସହଯୋଗ ପାଇବାକୁ ହେଲେ ଆପଣଙ୍କୁ ନିଜ ସମ୍ବନ୍ଧକୁ ମଧୁର ରଖିବାକୁ ହେବ ।
ବୃଷ :-
ବିପରୀତ ଲୋକଙ୍କ ପ୍ରତି ଆପଣଙ୍କ ଆକର୍ଷଣ ଭଲ ବଢିପାରେ । ଭରସା ମନ୍ଦ ଲୋକଙ୍କ ଠାରୁ ସାହାର୍ଯ୍ୟ ଅବଶ୍ୟ ନିଅନ୍ତୁ । ପାର୍ଟନର ଶିପରେ କରିଥିବା ବ୍ୟାପାର ବହୁତ ଫାଇଦା ହୋଇବ । କୌଣସି କଠିନ ସମସ୍ୟାର ସାମ୍ନା କରିବାକୁ ପଡିବ କିନ୍ତୁ ଆଜି କରିଥିବା କାମ ର ଫଳ ମିଳିବ ।
ମିଥୁନ :-
ଚାକିରିରେ ଅଫିସରଙ୍କ ସହିତ ମତଭେଦ ହୋଇପାରେ । କାର୍ଯ୍ୟ କ୍ଷେତ୍ର ପାଇଁ ସମୟ ବହୁତ ଭଲ ରହିଛି । ହୋଇପାରେ ଯେଉଁ କାମ ଧୀରେ ଚଳୁଥିଲା ସେଇ କାମ ଏବେ ଜଲ୍ଦି କରିବାର ଆବସ୍ୟକ ରହିଛି । ପରିବାର ଲୋକଙ୍କ ସହିତ ଘର କଥା ଉପରେ ଆପଣଙ୍କ ଚର୍ଚା ହୋଇପାରେ । ଯଦି କାହାକୁ ନିଜର ଉଧାର ପଇସା ଦେଇଛନ୍ତି ତେବେ ମାଗି ଦିଅନ୍ତୁ, ଅନ୍ଯଥା ଡୁବିବାର ସମ୍ଭାବନା ରହିଛି ।
କର୍କଟ :-
ଆପଣଙ୍କ ଝଗଡା ସ୍ଵଭାବ ଆପଣଙ୍କ ସତୃଙ୍କ ମାନଙ୍କ ଲାମ୍ବା ଲିଷ୍ଟ କରିପାରେ । ଶିକ୍ଷା କ୍ଷେତ୍ରରେ ଆଧୁନିକ ଉପାୟ ସଫଳ କରିବ । ପାରିବାରିକ ଓ ଆର୍ଥିକ ସ୍ଥିତିରେ ଆଂଶିକ ରୂପରେ ସୁଧାର ଆସିବ । କୌଣସି ନିଜ ଲୋକଙ୍କ ପାଇଁ କିଛି ପଇସାର ବନ୍ଦୋବସ୍ତ କରିବାକୁ ପଡିବ । ମାନସିକ ଦବାବ ପରେ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ଯେଉଁ ଲୋକଙ୍କ ବିବାହ ହୋଇନି ତାଙ୍କୁ ଭଲ ପ୍ରସ୍ତାବ ମିଳିପାରେ ।
ସିଂହ :-
ନିଜ କଥାବାର୍ତା ଓ ବ୍ୟବହାରରେ ସାବଧାନ ରୁହନ୍ତୁ । ଆର୍ଥିକ ସ୍ଥିତିକୁ ନେଇ ଟିକେ ଚିନ୍ତାରେ ରହିବେ । ଆର୍ଥିକ ଚିନ୍ତା ଓ ଦାୟିତ୍ଵର ବୋଝ ମନକୁ ବିଚଳିତ କରିପାରେ । ଧର୍ଜ୍ୟର ତ୍ୟାଗ କରନ୍ତୁ ନହିଁ । ସଫଳତା ଆପଣଙ୍କ ପ୍ରତୀକ୍ଷା କରିଛି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜି ଗୋଡର ଯନ୍ତ୍ରଣା ଆଜି ଅଧିକ କଷ୍ଟ ଦେଇପାରେ । ଚେଷ୍ଟା କରିବା ଦ୍ଵାରା ସଫଳତା ମିଳିବ ।
କନ୍ୟା :-
ପ୍ରପଟି ସମ୍ବନ୍ଧିତ ଦେବା ନେବା ପୁରା ହେବାରେ ଲାଭ ମିଳିବ । ଅପ୍ନା ଭଲ କାମ କରିବା ଦ୍ଵାରା ଆପଣଙ୍କ ଚାବି ମଜବୁତ ହେବ । ପାରିବାରିକ ଜୀବନରେ କାମର ପ୍ରଭାବ ପଡିବ ଯାହା କାରଣରୁ ଆପଣ ପରିବାର ଲୋକଙ୍କଠୁ ଦୂରେଇ ଦୂରେଇ ରହିବେ । ଆଜି ଆପଣ କୌଣସି ପ୍ରକାର ଜିଦି ନକରିବା ପାଇଁ ସଜେସନ ଦିଆଯାଉଛି । ସନ୍ତାନ ସମ୍ବନ୍ଧିତ ଭଲ ଫଳ ମିଳିବ ।
ତୁଳା :-
ଶାରୀରିକ ବା ମାନସିକ ରୂପରେ ସ୍ୱାସ୍ଥ୍ୟ ବହୁତ ଭଲ ରହିବାର ସମ୍ଭାବନା ରହିଛି । ଆପଣ ନିଜର ମାନ ପତିଷ୍ଠା ବଣାଇ ରଖିବା ପାଇଁ ସମାଜ କାର୍ଯ୍ୟରେ ସହଯୋଗ ଦେବାର ଆବଶ୍ୟକ ରହିଛି । ବ୍ୟାପାରୀଙ୍କ ଦିନ ବହୁତ ଫାଇଦା ମିଳିବ । ଯଦି ଆପଣ ସରକାରଙ୍କ ନିୟମର ପାଳନ କରିବେ ତେବେ ଆପଣଙ୍କ ପାଇଁ ଭଲ ରହିବ । ମନରେ ନେଗେଟିଭ ଏବଂ ଉଦାସ ବିଚାର ଆସିବାକୁ ଦିଅନ୍ତୁ ନହିଁ ।
ଧନୁ :-
ସମସ୍ତ ପ୍ରକାର ପ୍ରସଙ୍ଗରେ ଆପଣଙ୍କୁ ଯିବାର ଅବସର ମିଳିବ । ପାରିବାରିକ ବାତାବରଣ ସୁଖଦ ରହିବ । ଧନ କମାଇବାର ଇଛା ଚିନ୍ତାକୁ ଜନ୍ମ ଦେବ, ଯେଉଁ କାରଣରୁ ଏମିତି ଭୁଲ ହୋଇପାରେ ଯାହା ହିତକର ନୁହେଁ । ନୂଆ ଦାୟିତ୍ଵ ଆପଣଙ୍କୁ ମିଳିପାରେ । ଯାହାକୁ ନେଇ ଆପଣ ଟିକେ ଚିନ୍ତିତ ମଧ୍ୟ ରହିବେ କିନ୍ତୁ ସନ୍ଧ୍ଯା ପର୍ଯ୍ୟନ୍ତ ସ୍ଥିତି ଆପଣଙ୍କ କବୁରେ ରହିବ ।
ମକର :-
ଆଜିର ଦିନ ବହୁତ ମଉଜ ମସ୍ତି କରିବାର ଦିନ ଅଟେ । ସମୟ ସହିତ ଆପଣଙ୍କ ସମ୍ପର୍କ ଆହୁରି ମଜଭୁତ ହେବ । ଆପଣଙ୍କ ପାଖକୁ କୌଣସି ନୂଆ ଦାୟିତ୍ଵ ଆସିପାରେ, ଯାହାକୁ ଆପଣ ସଫଳତା ପୂର୍ବକ ନିଭାଈବେ । ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ବ୍ୟାପାରରେ ପାର୍ଟନରଶିପରେ ଲାଭ ହେବ । ମାର୍କେଟିଂଗ ସହିତ ଜଡିତ ଲୋକଙ୍କ ଦିନ ବହୁତ ଲାଭ ଦାଯକ ରହିବ । ପଇସା ସ୍ଥିତି ଠିକ ରହିବ ।
କୁମ୍ଭ :-
ଚାକିରି କରିଥିବା ଲୋକଙ୍କୁ ପ୍ରମୋଶନ ମିଳିପାରେ । କୌଣସି କାର୍ଯ୍ୟ ବ୍ୟସ୍ତତା ପୂର୍ବକ କରିବା ମନା ଅଟେ । ଧର୍ଯ୍ୟ ରଖନ୍ତୁ, ଆଜି ଉଧାର ନିଅନ୍ତୁ ନାହିଁ । ନିଜ କୁ ଫିଟ ରଖିବା ପାଇଁ ଭଲ ଖାଇବା ପିଇବା ସହିତ ପ୍ରତିଦିନ ବ୍ୟାୟାମ କରିବା ଉଚିତ । ଏହି ସମୟରେ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନହିଁ ।
ମୀନ :-
ଆଜି ପରିଶ୍ରମ କରିବା ଦ୍ଵାରା ସବୁ କାମ କରିବାକୁ ସକ୍ଷମ ରହିବେ । ଆପଣଙ୍କ ସ୍ୱାସ୍ଥ୍ୟ କମଜୋର ହୋଇପାରେ । ବହୁତ ଦିନ ପରେ ଆଜିର ଦିନ ବହୁତ ଫାଇଦା ମିଳିବ । ଆପଣଙ୍କୁ ଖୁଶିର ଅନୁଭବ ହେବ । କାମ ମାମଲାରେ ଆଜିର ଦିନ ଭଲ ଫଳ ଦେବ ଓ ଆପଣଙ୍କୁ ଧନ ଲାଭ ହେବ ।