୨୫ ବର୍ଷ ପରେ ତବ୍ବୁ ଖୋଲିଲେ ନିଜ ବିବାହର ରାଜ! କହିଲେ ଏହି ଅଭିନେତାଙ୍କ ଅପେକ୍ଷାରେ ଅଛନ୍ତି ଆଜିବି କୁଆଁରୀ

ବଲିଉଡ ଜଗତ ଏମିତି ଗୋଟେ ଜଗତ ଯେଉଁ ଠାରେ ଲୋକ ନିଜ ମନ ଇଛା ସାଥିକୁ ପସନ୍ଦ କରନ୍ତି ଓ ଇଛା ହେଲେ ବିବାହ ମଧ୍ୟ କରନ୍ତି କିନ୍ତୁ ଏବେ ବି ବହୁତ୍ ଏମିତି ଅଭିନେତା ବା ଅଭିନେତ୍ରୀ ଅଛନ୍ତି ଯାହାଙ୍କୁ ତାଙ୍କ ମନ ଲାଗି ବର ବା କନ୍ୟା ମିଳି ନାହାନ୍ତି ଆଉ ତାଙ୍କ ବୟସ ଗଡି ଗଡି ଚାଲିଛି । ଏହି ଲିଷ୍ଟ ରେ ପ୍ରଥମ ନାମ୍ ତବ୍ବୁଙ୍କର ଆସେ କାହିଁକି ନା ତାଙ୍କୁ ୪୫ ବର୍ଷ ହେଲାଣି କିନ୍ତୁ ବିବାହର କିଛି ନା ନାହିଁ ।

ତବ୍ବୁ ବଲିଉଡ ବହୁତ୍ ପ୍ରସିଧ ଅଭିନେତ୍ରୀ ଅଟନ୍ତି ବର୍ତମାନ ମଧ୍ୟ ସେ କାମ କରୁଛନ୍ତି ଆଉ ନିଜ ମିଷ୍ଟର ପର୍ଫେକ୍ଟ ପାଇଁ ଅପେକ୍ଷାରେ ଅଛନ୍ତି । ତବ୍ବୁ ନିଜ ଜୀବନରେ ବହୁତ୍ ଫିଲମ୍ରେ କାମ କରିଛନ୍ତି କିନ୍ତୁ ତାଙ୍କର ଫିଲ୍ମ ହେଦର୍ ଦର୍ଶକ ମାନଙ୍କ ମନ ଏପରି କିଣିଥିଲେ ଯେ ତବ୍ବୁଙ୍କ ଘର ଆଗରେ ଦର୍ଶକ ମାନଙ୍କ ଭିଡ ଲାଗିବା ଆରମ୍ଭ କରିଥିଲା ।

ଏହି ଫିଲ୍ମ ପରେ ଅଭିନେତ୍ରୀ ତବ୍ବୁଙ୍କୁ ବହୁତ୍ ଫିଲ୍ମ ପାଇଁ ଅଫର ଆସିଲା ଆଉ ସେ ନିଜ ମନ ଇଛା ଅନୁଯାଇ କାମ ମଧ୍ୟ କଲେ । କିନ୍ତୁ ତାଙ୍କ ଦର୍ଶକ ମାନଙ୍କ ମନରେ ସବୁବେଳେ ଗୋଟେ ପ୍ରଶ୍ନ ରହିଲା ଏତେ ସଫଳ ଅଭିନେତ୍ରୀ ବିବାହ କାହିଁକି କରୁ ନାହାନ୍ତି । ତେବେ ତବ୍ବୁ ସବୁବେଳେ ଏହା କହିକି କଥା କାଟି ଦଉଥିଲେ ଯେ ପର୍ଶ୍ନଲ ପ୍ରଶ୍ନ ପଚାରିବା ଉଚିତ୍ ନୁହଁ ।

ତବ୍ବୁ କେବେ ନିଜ ପର୍ଶ୍ନଲ କଥା ମିଡ଼ିଆ ଆଗରେ କହି ନଥିଲେ ଆଉ ନା ଏ କଥାର ଖୁଲାସା କରିଥିଲେ ଯେ ସେ ଜୀବନରେ କାହାକୁ ଭଲ ପାଇଛନ୍ତି । ତବ୍ବୁଙ୍କ କହିବା ଅନୁଯାଇ ସେ ଯାହାକୁ ଭଲ ପାଇଥିଲେ ସେ ତାଙ୍କୁ ମଝି ରାସ୍ତାରେ ଛାଡି ଗଲା ଯାହା ପରେ ସେ ଅନ୍ୟ ମାନଙ୍କ ଉପରେ ଭରସା କରି ପାରୁ ନାହାଁନ୍ତି ।

ତବ୍ବୁଙ୍କ କହିବା ଅନୁଯାଇ ଯେତେବେଳେ ତାଙ୍କ କେରିଆର୍ ଆରମ୍ଭ ହେଇଥିଲା ସେହି ସମୟରେ ସେ ଆଉ ଅଜୟ ଦେବଗନ୍ ବହୁତ୍ ସିରିଅସ ସମ୍ପର୍କରେ ଥିଲେ ଆଉ ତାଙ୍କ ଘର ପାଖେ ବା ସେଟରେ ଯଦି ଅନ୍ୟକେହି ପୁଅ ତବ୍ବୁଙ୍କ ସହ ଠିଆ ହବାର ଅଜୟ ଦେଖୁଥିଲେ ତେବେ ତାକୁ ବାଡଉଥିଲେ ।

ଆଉ ଏହା ସବୁ ପରେ ତବ୍ବୁ ଅଜୟ ପଛରେ ପାଗଳ ଥିଲେ କିନ୍ତୁ ଅଜୟ ହଟାତ କାଯୋଲ୍ ସହ ବିବାହ କଲେ ଯାହା ତାଙ୍କ ପାଇଁ ବହୁତ୍ ବଡ ଶକ୍ ଥିଲା । ଏହି ଘଟଣା ପରେ ତବ୍ବୁ ଅନ୍ୟ କାହା ଉପରେ ଭରସା କରି ପାରିଲେ ନାହିଁ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *