ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।
ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :- ଆଜି ଭାଗ୍ୟ ଭରସାରେ ବିଲକୁଲ ରୁହନ୍ତୁ ନହିଁ । କୌଣସି ବଡ ସମସ୍ୟାର ସମାଧାନ ହୋଇପାରେ । କେଉଁଠିବି ବିନା ନପଚାରିଲେ ନିଜ ରାୟ ଦିଅନ୍ତୁ ନହିଁ । କାର୍ଯ୍ୟ ପୁରା କରିବା ପାଇଁ କାହାର ସହଯୋଗ ନେବାକୁ ହେବ । କାର୍ଯ୍ୟ ସ୍ଥଳରେ ଯେଉଁ ଲୋକ ଆପଣଙ୍କୁ ପସନ୍ଦ କରୁ ନଥିଲେ ଆଜି ସେ ଆପଣଙ୍କ କଥାକୁ ତାରିଫ କରିବେ । ବ୍ୟବସାୟ ଠିକ ଚାଲିବ । ଖୁସି ରହିବେ । ସାଙ୍ଗ ମାନଙ୍କ ସାହାର୍ଯ୍ୟ ମିଳିବ ।
ବୃଷ :- ଆଜି କୌଣସି ଖୁସି ଖବର ଶୁଣିବାକୁ ମିଳିବ । କୌଣସି ମହିଳା ପାଇଁ ଆକର୍ଷଣର କେନ୍ଦ୍ର ବନିବେ । ମାନସିକ ସ୍ଥିତିରେ ନିଜକୁ ଠିକ ରଖନ୍ତୁ ବେସୀ ପ୍ରେସର ଦେବା ଠିକ ନୁହେଁ । ଆଜି ଆପଣଙ୍କୁ ଅଧିକ ଖର୍ଚ କାରଣରୁ ସାମନାକୁ ଆସିବାକୁ ଥିବା ସ୍ଥିତିକୁ ସାମ୍ନା କରିବାକୁ ପଡିବ । ଘର ପରିବାର ପ୍ରତି କର୍ତବ୍ୟ ମହତ୍ଵପୂର୍ଣ ରହିବ ।
ମିଥୁନ :- ଆଜି ଯାହାବି କାର୍ଯ୍ୟ କରିବେ ହୃଦୟର ସହିତ କରନ୍ତୁ । ସାଙ୍ଗ ମାନଙ୍କ ସହିତ ସମୟ ବିତିବ । ଧନ କୋଷରେ ବୃଦ୍ଧି ହେବ । ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ପାରିବାରିକ ସମ୍ପର୍କ ମଜଭୁତ ହେବ । ଖରାପ ସଙ୍ଗତ କ୍ଷତିର କାରଣ ହୋଇପାରେ । ଆଜିର ସ୍ଥିତି ଦେଖିଲେ ନିଜ କାମ ଯୋଜନା ବନାନ୍ତୁ ଆପଣଙ୍କ ପାଇଁ ଠିକ ରହିବ । ଶତ୍ରୁ ପରାସ୍ତ ହେବେ ।
କର୍କଟ :- କୌଣସିବି କାମରେ ଆପଣଙ୍କୁ ନିଜ ଜିଦ୍ଦି ପଣ ଛାଡିବାକୁ ପଡିବ । ତେବେ ଯାଇ ଆପଣଙ୍କୁ ସମାଧାନ ମିଳିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନ ସାମାନ୍ୟ ଅଟେ ପୂର୍ବରୁ କୁହାଯାଇଥିବା କଥାକୁ ଅନୁସରଣ କରନ୍ତୁ । ସତର୍କତା ସହିତ କାମ କରନ୍ତୁ । କିଛି ମହତ୍ଵ ପୂର୍ଣ ନିସ୍ପତି ନେବା ପୂର୍ବରୁ ବଡ ମାନଙ୍କ ସଜେସନ ନିଶ୍ଚିନ୍ତ ନିଅନ୍ତୁ । ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଆର୍ଥିକ କ୍ଷତି ହୋଇପାରେ ।
ସିଂହ :- ଆଜି ଯୋଜନା ଫଳୀଭୂତ ହେବା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଆଜି କିଚିବି କଥା ବୁଝି ବିଚାରୀ କରନ୍ତୁ । କୌଣସି ବଡ ନିସ୍ପତି ବିନା ଭାବି ଚିନ୍ତି କରନ୍ତୁ ନହିଁ । ଭୁଲ ନିସ୍ପତି ନେବାରୁ ଦୂରେଇ ରୁହନ୍ତୁ । ଭୁଲ ନିସ୍ପତି ନେବା ଦ୍ଵାରା କ୍ଷତି ହୋଇପାରେ । ଭାବି ଚିନ୍ତି କୁହନ୍ତୁ । ନୂଆ ନୂଆ ସାଙ୍ଗ ମାନଙ୍କ ସହିତ ଦେଖା ହେବ । କିଛି କଥାକୁ ନେଇ ମନରେ ଚିନ୍ତା ଆସିପାରେ ।
କନ୍ୟା :- ବହୁତ ଅଧିକ ଲାଭର ଭାବନା ଆପଣଙ୍କ ମନରେ ଆସିପାରେ । ଅଫିସ କାର୍ଯ୍ୟକୁ କରିବା ପାଇଁ ଅଧିକ ବ୍ୟସ୍ତ ହୋଇ କରନ୍ତୁ ନହିଁ । କାରଣ ବ୍ୟସ୍ତରେ କରିଥିବା କାମ ବିଗିଡି ଯାଇପାରେ । ପଇସାକୁ ନେଇ ଓ ତାକୁ ବଚତ କରିବାକୁ ନେଇ ମନରେ ଚିନ୍ତା ଆସିପାରେ । ବ୍ୟାପାରରେ ଲାଭର ଅବସର କମ ମିଳିବ । ଖାଦ୍ଯ ପଦାର୍ଥର ବ୍ୟାପାର କରୁଥିବା ଲୋକଙ୍କୁ ସଫଳତା ମିଳିବ ।
ତୁଳା :- ଘର ବାତାବରଣରେ ଚେଞ୍ଜେସ କରାଯାଇପାରିବ । କାମ କାର୍ଯ୍ୟକୁ ନେଇ ଟିକେ ଫୋକସ କରିବାର ଆବଶ୍ୟକତା ରହିଛି । ଶତ୍ରୁ ଟିକେ ଅସୁବିଧା କରି ପାରନ୍ତି । ନିଜ ଧର୍ଜ୍ୟ ଓ କୁଶଳତାର ପ୍ରୟୋଗ କରନ୍ତୁ । ଆର୍ଥିକ ମାମଲାରେ ଟିକେ କଠିନ ଆସିପାରେ । ଶେଥି ଲାଗି ଫାଲଟୁ ଖର୍ଚ କମ କରିବା ଠିକ ରହିବ । ନିଜ ପରିଶ୍ରମ ଦ୍ଵାରା ଆପଣ ନିଜର ହୃଦୟ ଜିତିବେ ।
ବିଛା :- ଆଜି ପରିବାର ସହିତ ସମୟ ବିତାଇବାର ଅବସର ପ୍ରାପ୍ତ ହେବ, କିଛି ଖୁଶିର ମୁହୂର୍ତ ଆପଣଙ୍କ ପାଖକୁ ଆସିବ । ପରିଶ୍ରମ ଦ୍ଵାରା ଶୁଭ ଲାଭ ପ୍ରାପ୍ତ ହେବ । ପରାକ୍ରମରେ ବୃଦ୍ଧି ହେବ । ଆଜି ଆପଣଙ୍କ ମନୋବଳ ବଢିବ । ବ୍ୟବସାୟ କ୍ଷେତ୍ରରେ ନୂଆ ସହଯୋଗୀ ମିଳିବ । ଧନ ପ୍ରାପ୍ତିର ବିଶେଷ ଯୋଗ ବନୁଛି । ମନରେ ଟିକେ ନିରସା ଭାବନା ଆସିପାରେ । ଆପଣ ବେକାର ଖର୍ଚ ଉପରେ ନିୟତ୍ରଣ ରଖନ୍ତୁ ।
ଧନୁ :- ଆଜି ଆପଣଙ୍କୁ ଏମିତି ପରିଯୋଜନା ଆରମ୍ଭ କରିବା ଉଚିତ ଯାହା ପୁରା ପରିବାର ପାଇଁ ସମୃଦ୍ଧି ଆଣିବ । ପୁରା ଦିନ କାର୍ଯ୍ୟ କ୍ଷେତ୍ରରେ ବ୍ୟସ୍ତ ରହିବେ । ଆପଣଙ୍କ ଆତ୍ମ ବିଶ୍ଵାସ ବହୁତ ବଢିଆ ରହିବ । ପ୍ରେମ ଜୀବନରେ ଭଲ ସମାଚାର ମିଳିବ । ବିଦ୍ୟାର୍ଥୀ ମାନଙ୍କ ମନ ପଢାରେ ଲାଗିବ ।
ମକର :- କ୍ରୋଧ ଉପରେ ନିୟତ୍ରଣ ରଖନ୍ତୁ । ଶୁଣା କଥାରେ ବିଶ୍ଵାସ କରନ୍ତୁ ନହିଁ । କୌଣସି ପ୍ରକାରର ବାଦ ବିବାଦରେ ପଡନ୍ତୁ ନହିଁ ନହେଲେ ବିପରୀତ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ନିଜ ସାଥୀକୁ ମନେଇବାକୁ ଚେଷ୍ଟା କରିବେ । ସବୁ ମତଭେଦକୁ ଭୁଲିକି ଆପଣଙ୍କୁ ସମାଧାନ କରିନେବା ଉଚିତ ।
କୁମ୍ଭ :- ଆଜି ଆପଣଙ୍କ ପ୍ରେମ ଜୀବନରେ ସୁଧାରର ସମ୍ଭାବନା ରହିଛି । ଆପଣଙ୍କୁ ହଠାତ ଧନର ପ୍ରାପ୍ତି ହୋଇପାରେ । ପିତାଙ୍କ ବ୍ୟବହାରରେ ପରିବର୍ତନ ଦ୍ଵାରା ଚିନ୍ତିତ ରହିବା ସହିତ ଟେନସନ ବଢିବ । ଆପଣଙ୍କ ନିଜ ଲୋକକୁ ଆପଣଙ୍କର ଆବଶ୍ୟକତା ରହିଛି । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ଓ ପାଗ ବଦଳିବା ଦ୍ଵାରା ରୋଗ ଗ୍ରସ୍ତ ହୋଇପାରନ୍ତି ଶେଥି ପ୍ରତି ସାବଧାନ ରୁହନ୍ତୁ ।
ମୀନ :- ଆପଣଙ୍କ ଭୌତିକ ଓ ସାଂସାରିକ ଦ୍ରୁଷ୍ଟି କୋଣ ଆଜି ଦିନରେ କିଛି ବଦଳି ପାରେ । ବିଦ୍ୟାର୍ଥୀ ମାନଙ୍କୁ ଲାଭ ପ୍ରାପ୍ତ ହେବ । କୌଣସି କାରଣରୁ ଘର ପରିବାରରେ ନିଜ ଘର ଲୋକଙ୍କ ସହିତ ଝଗଡା କରନ୍ତୁ ନହିଁ । ଯଦି ଯାତ୍ରା ଆବଶ୍ୟକ ନହିଁ ତେବେ ଯାତ୍ରା କରନ୍ତୁ ନହିଁ । ମଉଜ ମସ୍ତିରେ ଖର୍ଚ ହୋଇପାରେ ।