ବୁଧବାର 28 ଏପ୍ରିଲ 2021- ଶ୍ରୀ ଗଣେଶ କଲେ କୃପା, ଏହି 3ଟି ରାଶି ହେବେ ମାଲାମାଲ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- କାର୍ଯ୍ୟ କ୍ଷେତ୍ରରେ ମିତ୍ରର ସହଯୋଗ ମିଳିବ । ଏମିତି ଅନାବଶ୍ୟକ ଖର୍ଚ ସାମ୍ନାକୁ ଆସିବ, ଯାହା ଆପଣଙ୍କ ଟେନସନ ବଢାଇବା । ମହତ୍ବପୂର୍ଣ କାର୍ଯ୍ୟ ସମୟରେ ହେବ । ବ୍ୟବସାୟରେ ଲାଭ ମିଳିବ । କୌଣସି ଖୁସି ଖବର ମିଳିବା ଦ୍ଵାରା ଆପଣଙ୍କ ଉଶ୍ଚାହ ବଢିବ । ଖର୍ଚ ଓ କରଜ ଆଜି ଆପଣଙ୍କ ଚିନ୍ତାର କାରଣ ବନିବ ସେଥିପାଇଁ ଭାବି ଚିନ୍ତିକି କାର୍ଯ୍ୟ କରନ୍ତୁ । କାର୍ଯ୍ୟରେ ସାବଧାନୀ ରଖନ୍ତୁ ।

ବୃଷ :- ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାର କାରଣ ଖାଦ୍ୟ ପେୟ ହୋଇପାରେ ତାକୁ ଠିକ ରଖନ୍ତୁ ଆଉ ସୁସ୍ଥ ରୁହନ୍ତୁ । ଅନାବଶ୍ୟକ ଖର୍ଚ ହୋଇପାରେ । ପ୍ରେମରେ ଖିଟମିଟର ସାମ୍ନା କରିବାକୁ ପଡିପାରେ । ଆଜିର ଦିନରେ କାହା ସହିତ ଝଗଡା ଓ ବାଦ ବିବାଦ କରିବାରୁ ବଞ୍ଚିତ ରୁହନ୍ତୁ । ସେଥି ପାଇଁ ଆପଣଙ୍କୁ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ପରିବାର ସହିତ ସନ୍ଧ୍ଯା ଆରତୀ କରନ୍ତି ।

ମିଥୁନ :- ଚାକିରିରେ ଅଧିକାରୀଙ୍କ ସହଯୋଗ ଏବଂ କାର୍ଯ୍ୟ କରିବା ପାଇଁ ଉଶ୍ଚାହ ବନିବ । ପରିଜନଙ୍କ ସହିତ ସମ୍ବନ୍ଧ ପ୍ରଗାଢ ହେବ । ସ୍ୱାସ୍ଥ୍ୟ ହିସାବରେ ଦିନ ବହୁତ ଭଲ ରହିବ । ସମାଜ ପକ୍ଷରୁ ବାଞ୍ଛିତ ସହଯୋଗ ମିଳିବ, ପରିବାର ତରଫରୁ ଶୁଭ ସମାଚାର ମିଳିବାର ସଙ୍କେତ ରହିଛି । କାର୍ଯ୍ୟ ଭାର କାରଣରୁ ଚିନ୍ତା କରିବାରୁ ବଞ୍ଚିତ ରୁହନ୍ତୁ ।

କର୍କଟ :- ବାହନ ସୁଖ ମିଳିବ । ବ୍ୟବସାୟରେ ହଠାତ ଘଟଣା ଘଟି ପାରେ । ଯୁବକ ମାନଙ୍କୁ କଳା  ଓ ସଂଗୀତରେ ରୁଚି ଜାଗୃତ ହେବ । କ୍ରୋଧ ଓ ଅହଂକାର ଭଳି ଚିନ୍ତାରୁ ଦୂର ରହିବାରେ ହିଁ ଆପଣଙ୍କ ଭଲ ଅଟେ । ଅନ୍ଯଥା ବେକାର ଟେନସନ ରେ ପଡିକି ଆପଣ ଆପଣଙ୍କ ବହୁତ ମୁଲ୍ଯବାନ ସମୟ ନଷ୍ଟ କରିବେ । ପେଟ ଦରଜ ସମସ୍ୟାରୁ ଚିନ୍ତିତ ରହିବେ ।

ସିଂହ :- ଆଜି ଆପଣଙ୍କୁ ଧନ କମିର ଅନୁଭବ ହେବନି । ପୂଜା ପଥରେ ମନ ପ୍ରସନ୍ନ ରହିବ । ଆପଣଙ୍କୁ ଭୌତିକ ସୁଖ ସୁବିଧାରେ କୌଣସି କମି ଆସିପାରେ । ବିଷମ ପରିସ୍ଥିତି ସହ ମଧ୍ୟ ଆଜି ଆପଣ ପୁରା ଆତ୍ମ ବିଶ୍ବାସର ସହିତ କାମ କରିବେ । ପାରିବାରିକ ଜୀବନ ସୁଖମୟ ରହିବ । ଯଦି ଆପଣ ନିଜର ମନର କଥାକୁ ଯଦି ଅନ୍ୟ କାହା ଆଗରେ ଉଜଗାର ନକରନ୍ତି ତେବେ ରହିଯାଇଥିବା ଧନର ପ୍ରାପ୍ତି ହୋଇପାରେ । ଆଜି ଆପଣଙ୍କ ମନରେ କିଛି ନୂଆ କରିବାର ବିଚାର ଆସିବ ।

କନ୍ୟା :- ଚାକିରି କରିଥିବା ଲୋକଙ୍କ ଉପରେ ଉଚ ପଦଧିକାରୀଙ୍କ କୃପା ଦ୍ରୁଷ୍ଟି ରହିବା ଦ୍ଵାରା ପ୍ରମୋଶନ ହେବାର ସମ୍ଭାବନା ରହିଛି । ଛାତ୍ର ମାନେ ଆଡୁ ସାଡୁ କଥାରେ ଧ୍ୟାନ ନାନଦେଇ ନିଜ ପାଠ ଉପରେ ବେସୀ ଧ୍ୟାନ ଦେବା ଉଚିତ । କୌଣସି ଆର୍ଥିକ ଦେବା ନେବା କରିବାରୁ ବଞ୍ଚିତ ରହିବାକୁ ଚେଷ୍ଟା କରନ୍ତୁ ଅନ୍ଯଥା ବିତୀୟ କ୍ଷତି ହେବାର ସମ୍ଭାବନା ରହିଛି ।

ତୁଳା :- ଆଜି ମାନସିକ ଶାନ୍ତିତ ରହିବ, କିନ୍ତୁ ସ୍ବଭାବରେ ଚିଡ଼ାପଣ ରହିବ । ଆପଣଙ୍କୁ କୌଣସି ବଡ ଜବ ଅଫର ମିଳିବ । ସାମୁହିକ  ଓ ସାମାଜିକ କାମ ପାଇଁ ଦିନ ଭଲ ରହିବ । ପରିବାରର ବହୁତ କାମ ଆପଣଙ୍କୁ ଶେଷ କରିବାକୁ ପଡିବ । କୌଣସି ପ୍ରକାର ନିବେଶର ଯୋଜନା ପଡିପାରେ । ସରକାରୀ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ ।

ବିଛା :- ଆମଦାନୀରେ ବୃଦ୍ଧି ହୋଇବ । ଲୋକଙ୍କ ଦ୍ଵାରା ସମ୍ପର୍କ ବଢିବ । ଛାତ୍ରଙ୍କୁ ନିଜ ଉଦେଶ୍ୟର ପ୍ରାପ୍ତି ହେତୁ କଠିନ ପରିଶ୍ରମ ସହିତ ଆତ୍ମବଳକୁ ବଢାଇବା ପାଇଁ ପଡିବ । କର୍ମ କ୍ଷେତ୍ରରେ ବାଧା ଆସିବ । ଶୁଭ କାର୍ଯ୍ୟରେ ଭାଗୀଦାରୀ ବଢିବ । ବ୍ୟାପାରରେ ନୂଆ ଆୟାମ ଦେବେ । ଶୁଭ ଯୋଜନା ବନିବ । ଯାତ୍ରାର ସ୍ଥିତି ଆସିପାରେ, କିନ୍ତୁ ଯାତ୍ରା ନକରିବା ପାଇଁ କାଉନଶୁ ପ୍ରକାର ଚେଷ୍ଟା କରନ୍ତୁ ।

ଧନୁ :- ନିଜ ଭିତରେ ମତଭେଦ ଦୂର କରିବା ପାଇଁ ପ୍ରୟାସ କରନ୍ତୁ । ଜୀବନ ସାଥି ସହିତ ସମ୍ପର୍କ ବହୁତ ଭଲ ରହିବ । ଆପଣ ନିଜେ ନିଜ ଭିତରେ ବୁଝିବାକୁ ଚେଷ୍ଟା କରିବେ । କାମ କାର୍ଯ୍ୟରେ ବ୍ୟସ୍ତ ରହିବେ । ବ୍ୟାପାରରେ ସଫଳତା ମିଳିବ । ଘର ପରିବାରରେ ସୁଖର ମାହୋଲ ରହିବ ।

ମକର :- ଆଜି କ୍ଷତି ହେବାର ସମ୍ଭାବନା ରହିବ । ଅଧା ରହିଥିବା ଆସା ପୁରା ହେବ । ବ୍ୟବସାୟରେ ସଫଳତା ମିଳିବ । ଦାଂପତ୍ଯ ଜୀବନରେ କୌଣସି ଅସୁବିଧା ହୋଇପାରେ । ଆଜି ଆପଣ ନୂଆ ଲୋକ ସହିତ ସମ୍ପର୍କ କରିପାରିବେ । ବହୁତ ଲୋକ ଆପଣଙ୍କ ସାହାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ । ସ୍ୱାସ୍ଥ୍ୟ ପ୍ରତି ସଚେତ ରହିବାର ଆବଶ୍ୟକତା ରହିଛି । ଆର୍ଥିକ ମାମଲାରେ ସଫଳତା ମିଳିବ ।

କୁମ୍ଭ :- ଆଜି ଆପଣଙ୍କୁ ନୂଆ ସ୍ରୋତରୁ ଧନର ପ୍ରାପ୍ତି ହେବ । ସାମାଜିକମାନ ସନମାନରେ ବୃଦ୍ଧି  ହେବ କାର୍ଯ୍ୟ କ୍ଷେତ୍ରରେ ବହୁତ ଲୋକ ଆପଣଙ୍କ ସହିତ ସହମତ ହୋଇବେ । ନିଜ ବୁଦ୍ଧି ବିଚାରାର ବ୍ଯବହାର କରନ୍ତୁ । ଆପଣଙ୍କ ମନରେ ହଠାତ କୌଣସି  ବିଚାର ଆସିପାରେ  ଯାହା ଆପଣଙ୍କ ପ୍ରଗତିର ରାସ୍ତା ଖୋଲିଯିବ ।

ମୀନ :- ପ୍ରେମ ଜୀବନ ସହିତ ଜଡିତ ସ୍ଵପ୍ନ ସାକାର ହୋଇବ । ପ୍ରେମିକା ସହିତ ଦେଖା ହେବାର ସୁଯୋଗ ମିଳିବ । ପିତା ବା ଧର୍ମ ଗୁରୁ ଠାରୁ ସହଯୋଗ ମିଳିବ । ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ । କୌଣସି କଠିନ ମାମଲାକୁ ଠିକ କରିବା ପାଇଁ ଦିନ ବହୁତ ଭଲ ରହିଛି । ପାରିବାରିକ ଦାୟିତ୍ଵର ପୁର୍ତି ହେବ । କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *